Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଆଜି ପବିତ୍ର ଜନ୍ମାଷ୍ଟମୀ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ

'କର୍ପୂର ତିଳକଂ ଲଲାଟ ପଟଳେ, ବକ୍ଷସ୍ଥଳେ କୌସ୍ଥଭଂ। ନାସାଗ୍ରେ ବରମୌକ୍ତିକଂ କରତଳେ, ବେଣୁ କରେ କଙ୍କଣମ୍। ସର୍ବାଙ୍ଗେ ହରିଚନ୍ଦନଂ ସୁଲଳିତଂ, କଣ୍ଠେ ଚ ମୁକ୍ତାବଳି। ଗୋପସ୍ତ୍ରୀ ପରିବେଷ୍ଟିତେ ବିଜୟତେ, ଶ୍ରୀଗୋପାଳ ଚୂଡ଼ାମଣୀ ।' ଆମ କାଳିଆ ସାଆନ୍ତ ବଡ଼ ବିଚିତ୍ର ଦିଅଁ ଆଉ ବହୁତ…

କୃଷ୍ଣ ଜନ୍ମାଷ୍ଟମୀ ସହ ‘ଦହିହାଣ୍ଡି’ ଭଙ୍ଗାର କି ସମ୍ପର୍କ ରହିଛି…

ଭୁବନେଶ୍ୱର: ଦୂରାଚାରୀ କଂସର ପ୍ରକୋପରୁ ମଥୁରାବାସୀଙ୍କୁ ବଞ୍ଚାଇବା ଲାଗି ଭଗବାନ ଶ୍ରୀକୃଷ୍ଣ ଧରାବତରଣ କରିଥିଲେ । କଂସର ଭଉଣୀ ଦେବକୀ ଓ ବସୁଦେବଙ୍କ ଅଷ୍ଟମ ସନ୍ତାନ ଭାବେ ଜନ୍ମ ଗ୍ରହଣ କରିଥିଲେ ଭଗବାନ । ଯିଏକି ପରବର୍ତ୍ତୀ ସମୟରେ ନନ୍ଦ ଓ ଯଶୋଦାଙ୍କ ଦ୍ୱାରା ପ୍ରତିପାଳିତ ହୋଇଥିଲେ ।…

ଆଜି ଜନ୍ମାଷ୍ଟମୀ: ମଧ୍ୟରାତ୍ରୀରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ

ଭୁବନେଶ୍ୱର: ଆଜି ଜନ୍ମାଷ୍ଟମୀ। ଏହି ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ରୂପେ ପାଳନ କରାଯାଏ । ହିନ୍ଦୁମାନଙ୍କର ଏହା ଏକ ମୂଖ୍ୟ ପର୍ବ । ଚଳିତ ବର୍ଷ ଏହା ଅଗଷ୍ଟ ୧୧ରେ ପାଳନ ହେଉଥିବା ବେଳେ ୧୨ ତାରିଖ ଦିନ ଏକ ନିଦ୍ଦିଷ୍ଟ ସମୟ ଯାଏଁ ମଧ୍ୟ ଜନ୍ମାଷ୍ଟମୀର ମୁହୂର୍ତ ରହିଛି। ବେଦବାଣୀ…

ଶ୍ରୀମନ୍ଦିରରେ ଗର୍ଭୋଦକ ବନ୍ଦାପନା ଓ ଜେଉଡ଼ ଭୋଗ

'ସର୍ବଂ ରହସ୍ୟଂ ପୁରୁଷୋତ୍ତମସ୍ୟ ଦେବୋ ନ ଜାନାତି କୁତୋ ମନୁଷ୍ୟଃ ?' ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ବା ଜନ୍ମାଷ୍ଟମୀ ପୂର୍ବଦିନ ଅର୍ଥାତ୍ ଭାଦ୍ରବ କୃଷ୍ଣ ପକ୍ଷ ସପ୍ତମୀ ଦିନ ସନ୍ଧ୍ୟା ଆଳତି ବେଶରେ ଶ୍ରୀଜୀଉ ସୁନା ଅଳଙ୍କାର ଲାଗି ହୁଅନ୍ତି । ଏହାପରେ ପାଣି ପଡ଼ି ଟେରା ବନ୍ଧାଯାଇ…

ପିପିଇ କିଟ, ମାସ୍କ ବେଶରେ ଶ୍ରୀକୃଷ୍ଣ

ନୂଆଦିଲ୍ଲୀ: ଜନ୍ମାଷ୍ଟମୀ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି । ସାରା ବିଶ୍ୱକୁ ଚଳାଉଥିବା ଶ୍ରୀକୃଷ୍ଣଙ୍କୁ ବି କରୋନା ଭୟ ରହିଛି । ଏହା ଆମେ କହୁନୁ, କିନ୍ତୁ କେତେକ ସ୍ନେହୀ ଶ୍ରୀକୃଷ୍ଣ ଭକ୍ତ ତାଙ୍କ କାହ୍ନାକୁ ଯେପରି କରୋନା ହୋଇ ନ ଯିବ ସେଥିପାଇଁ ଆବଶ୍ୟକ ସତର୍କତା ପଦକ୍ଷେପ ଗ୍ରହଣ…

ଆସନ୍ତୁ ଜାଣିବା ଶ୍ରୀକୃଷ୍ଣଙ୍କ ୫ ମାତାଙ୍କ ବିଷୟରେ

ପୁରୀ:ଏବେ ପରିବେଶ ଶ୍ରୀକୃଷ୍ଣମୟ ହୋଇ ଉଠୁଛି । ଭଗବାନ ବିଷ୍ଣୁଙ୍କ ୮ମ ଅବତାର ଭାବେ ଶ୍ରୀକୃଷ୍ଣଙ୍କୁ ବିବେଚନା କରାଯାଏ । ଜନ୍ମଷ୍ଟମୀ ନିକଟତର ହୋଇଥିବାରୁ ଆସନ୍ତୁ ଜାଣିବା ଶ୍ରୀକୃଷ୍ଣଙ୍କ ୫ ମାତାଙ୍କ ବିଷୟରେ । ଦେବକୀ ମାତା : ଭଗବାନଙ୍କ ଶ୍ରୀକୃଷ୍ଣଙ୍କ ପ୍ରକୃତ ମାତା ହେଲେ ଦେବକୀ ।…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାହୁରେଖା ଲାଗି ଅନୁଷ୍ଠିତ

ଆଜି ପବିତ୍ର ଭାଦ୍ରବ କୃଷ୍ଣ ପକ୍ଷ ପଞ୍ଚମୀ ତିଥି । ଏହି ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରକ୍ଷାପଞ୍ଚମୀ ବା ରେଖାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କୁ ସୁବର୍ଣ୍ଣ ରାହୁରେଖା ଲାଗି କରାଯାଏ । ଯେଉଁ ରତ୍ନଚିତା ଓ ସ୍ୱର୍ଣ୍ଣ ରାହୁରେଖା ସ୍ନାନପୂର୍ଣ୍ଣିମା ରାତିରେ ଅଣସର ଘରେ…

ଶନିଦେବଙ୍କୁ ପ୍ରସନ୍ନ କରିବ ଏହିସବୁ ଉପାୟ !

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିବାର ଦିନକୁ ଶନି ଦେବଙ୍କ ଲାଗି ସମର୍ପିତ କରାଯାଇଛି । ଶନିଦେବଙ୍କୁ ନ୍ୟାୟର ଦେବତା ଭାବେ ବିବେଚନା କରାଯାଇଥାଏ । ଶାସ୍ତ୍ରମତେ ମନୁଷ୍ୟର କର୍ମ ଅନୁସାରେ ଶନି ଦେବ ତାକୁ କର୍ମଫଳ ଦିଅନ୍ତି । ତେବେ ଜାଣନ୍ତୁ, ଶନିଙ୍କ କୃପା ପ୍ରାପ୍ତି ପାଇଁ…

ସରିଲା ଭୂମି ପୂଜନ, ଏବେ କିଏ କରିବ ରାମ ମନ୍ଦିର ନିର୍ମାଣ?

ଭୁବନେଶ୍ୱର: ବର୍ଷ ବର୍ଷ ଧରି ଭାରତବାସୀଙ୍କ ଅପେକ୍ଷାର ଅନ୍ତ ଘଟିଛି । ଅଯୋଧ୍ୟାରେ ରାମମନ୍ଦିର ତିଆରି ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଶେଷ ହୋଇଛି । ତେବେ ଯେଉଁ ମନ୍ଦିର ତିଆରିକୁ ନେଇ ଏତେ ଚର୍ଚ୍ଚା ସେଇ ମନ୍ଦିରକୁ କିଏ ତିଆରି କରିବେ ଆସନ୍ତୁ ଜାଣିବା । ଏହି ମନ୍ଦିର ସ୍ଥପତି…

ଆସନ୍ତୁ ଜାଣିବା କେଉଁ ସମ୍ପ୍ରଦାୟ ଶରୀରକୁ ରାମ ମନ୍ଦିର କରି ଦେଇଛନ୍ତି, କାନ୍ଥରେ ବାଡରେ ସବୁଠି ରାମଙ୍କ ନାମ

ରାୟପୁର: ଏବେ ସାରା ଭାରତ ରାମମୟ ହୋଇ ଉଠିଛି । ଏହି ଅବସରରେ ଆସନ୍ତୁ ଜାଣିବା ଛତିଶଗଡର ରାମନାମୀ ସମ୍ପ୍ରଦାୟର ଲୋକଙ୍କ ବିଷୟରେ । ଏମାନେ ମନ୍ଦିରରେ ପୂଜା କରନ୍ତି ନାହିଁ କି ମୂର୍ତି ପୂଜାକୁ ବିଶ୍ୱାସ କରନ୍ତି ନାହିଁ । ସେମାନେ ରାମଙ୍କ ପାଇଁ ଜୀବନ ଉତ୍ସର୍ଗୀକୃତ କରି ଦେଇଛନ୍ତି । ଶରୀରକୁ…