Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ: କେତେ ଶୁଭ କେତେ ଅଶୁଭ…

ଭୁବନେଶ୍ୱର: ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଜାନୁୟାରୀ ୧୦ ତାରିଖରେ ଧାର୍ମିକ ମାନ୍ୟତା ଅନୁସାରେ ଗ୍ରହଣ ର ପ୍ରଭାବ ଶୁଭ ହେଉ ଅବା ଅଶୁଭ ତାହା ପ୍ରତି ରାଶି ଉପରେ ରହିଥାଏ । ଚଳିତ ବର୍ଷ ଅର୍ଥାତ ୨୦୨୦ ରେ ସମୁଦାୟ ୬ ଟି ଗ୍ରହଣ ର ଯୋଗ ରହିଛି । ସେଥି ମଧ୍ୟରେ ୪ଟି ଚନ୍ଦ୍ରଗ୍ରହଣ ଓ ୨ଟି ସୂର୍ଯ୍ୟ…

ମହାପ୍ରଭୁଙ୍କ ଆଶ୍ଚର୍ଯ୍ୟଜନକ ରୋଷଶାଳା; ଭକ୍ତ କେବେ ଓପାସରେ ଫେରେନାହିଁ !

ପୁରୀ: କଥାରେ ଅଛି ଶ୍ରୀକ୍ଷେତ୍ର ପୁରୀରେ ପାଦ ଥାପିଲେ ପାପ ଧୋଇ ହୋଇଯାଏ । ସେହିପରି ଶ୍ରୀମନ୍ଦିରରେ ପାଦ ଦେଲେ କେହି ଭୋକିଲା ରୁହେ ନାହିଁ । ଜଣେ ପ୍ରକୃତ ଭକ୍ତ କେବେ ହେଲେ ଓପାସରେ ଏଠାରୁ ଯିବ ନାହିଁ । ଏହା ଶ୍ରୀଜଗନ୍ନାଥଙ୍କ ଲୀଳା କ୍ଷେତ୍ର । ଯେତେ ଲୋକ ହେଲେ ମଧ୍ୟ ଏଠାରେ ମହାପ୍ରସାଦ…

କଂସଙ୍କ ରାଜୁତିରେ ଥରହର ମଥୁରା ନଗରୀ

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୮ମ ଦିନ । ଏହି ଅବସରରେ କୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ଓ ହତ୍ୟା କରିବା ପାଇଁ ଷଡଯନ୍ତ୍ରରେ ମାତିଛନ୍ତି ମହାରାଜା କଂସ । କୃଷ୍ଣଙ୍କୁ ବଦ୍ଧ କରିବା ପାଇଁ ମହାରାଜା କଂସଙ୍କୁ ସମସ୍ତ ଅତିଥି ରାଜାମାନେ ସହାୟତା କରିବାକୁ ପ୍ରତିଶୃତି…

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀକୁ କାହିଁକି କୁହାଯାଏ ଶଙ୍ଖକ୍ଷେତ୍ର !

ପୁରୀ: ଶ୍ରୀକ୍ଷେତ୍ର ପୁରୀକୁ କାହିଁକି ଶଙ୍ଖକ୍ଷେତ୍ର କୁହାଯାଏ ସେ ବିଷୟରେ ଜାଣିବା । ସ୍କନ୍ଦ ପୁରାଣ ଅନୁସାରେ ପୁରୁଷୋତ୍ତମ କ୍ଷେତ୍ରର ଆକାର ଏକ ଶଂଖକ୍ଷେତ୍ର୍ ପରି ହୋଇଥିବାରୁ ଏହାର ନାମ ଏପରି ରଖାଯାଇଛି । ଉକ୍ତ ପୁରାଣ ଅନୁସାରେ ଏହି କ୍ଷେତ୍ରର ଆୟତନ ପଂଚକୋଶ ଏବଂ ଆକାର ତ୍ରିକୋଣ ।…

କଂସଙ୍କ ରାଜୁତିରେ ଦୁଲୁକୁଛି ବରଗଡ; କୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ଲାଗି ମାନସ ମନ୍ଥନ

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୭ମ ଦିନ । ଏହି ଅବସରରେ କୃଷ୍ଣ-ବଳରାମଙ୍କୁ ନିମନ୍ତ୍ରଣ ଲାଗି ମହାରାଜା କଂସ ଅକ୍ରୁରଙ୍କ ସହ ଆଲୋଚନା କରିବା ସହ ଚିଟାଉ ମଧ୍ୟ ପ୍ରସ୍ତୁତ କରିଛନ୍ତି । କୃଷ୍ଣଙ୍କୁ ବଦ୍ଧ କରିବା ପାଇଁ ମହାରାଜା କଂସଙ୍କୁ ସମସ୍ତ ଅତିଥି ରାଜମାନେ ସହାୟତା…

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା; ଶ୍ରୀକୃଷ୍ଣଙ୍କୁ ମାରିବା ପାଇଁ ମହାରାଜ କଂସଙ୍କ ଷଡଯନ୍ତ୍ର

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୬ଷ୍ଠ ଦିନ । ଏହି ଅବସରରେ ଶ୍ରୀକୃଷ୍ଣ-ବଳରାମଙ୍କୁ ମାରିବା ଲାଗି ନିଜ ରଙ୍ଗସଭାରେ ଷଡଯନ୍ତ୍ର କରିଛନ୍ତି ମହାରାଜା କଂସ ଓ ତାଙ୍କ ମନ୍ତ୍ରୀ ପରିଷଦମାନେ । ବିଚଳିତ କଂସ ମହାରାଜ କୃଷ୍ଣ ଓ ବଳରାମଙ୍କୁ ମାରିବା ପାଇଁ ନିଜ ରାଜ ଦରବାରରେ…

ଯୋଦ୍ଧା ସାଜିବେ ଶ୍ରୀଜୀଉ: ୨୫ ବର୍ଷ ପରେ ନାଗାର୍ଜୁନ ବେଶରେ ଦେବେ ଦର୍ଶନ

ପୁରୀ: ଦୀର୍ଘ ୨୫ ବର୍ଷ ପରେ ଚଳିତ ବର୍ଷ ପଡୁଛି ଶ୍ରୀଜୀଉଙ୍କ ଦୁର୍ଲ୍ଲଭ ତଥା ବିରଳ ନାଗାର୍ଜୁନ ବେଶ । ତିଥି, ନକ୍ଷତ୍ର ଆଧାରରେ ସ୍ଥିର ହୋଇଛି ଦିନ । ପଞ୍ଜିକା ଗଣନା ଅନୁସାରେ ଚଳିତ ୨୦୨୦ ବର୍ଷ ନଭେମ୍ବର ୨୭ ତାରିଖରେ ଏହି ଅଲୌକିକ ବେଶ ଧାରଣ କରିବେ ମହାପ୍ରଭୁ । ଦୀର୍ଘ ୨୫ ବର୍ଷ ପରେ…

ଜାଣନ୍ତୁ, ଶାମ୍ବ ଦଶମୀକୁ ନେଇ କଣ ରହିଛି ପୌରାଣିକ କଥାବସ୍ତୁ ଓ ପୂଜାବିଧି..

ଭୁବନେଶ୍ୱର: ଶାମ୍ବପୁରାଣ ହେଉଛି ସୂର୍ଯ୍ୟପୁରାଣର ଅନ୍ତର୍ଗତ । ଏହି ଶାମ୍ବପୁରାଣରେ ଶାମ୍ବଦଶମୀର ତାତ୍ପର୍ଯ୍ୟ ବର୍ଣ୍ଣିତ । ଶାମ୍ବନାମାନୁସାରେ ଏହି ଦଶମୀକୁ ଶାମ୍ବ ଦଶମୀ, ଗାଁ ଗହଳରେ ସମ୍ବର ଦଶମୀ କୁହାଯାଏ । କଥିତ ଅଛି ଶ୍ରୀକୃଷ୍ଣଙ୍କ ସବୁ ପୁତ୍ର ମଧ୍ୟରେ ଜାମ୍ବବତୀ ଗର୍ଭଜାତ ଶାମ୍ବ…

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ୫ମ ଦିନ; ଶ୍ରୀକୃଷ୍ଣଙ୍କ କାଳୀୟଦଳନରେ ବିମୁଗ୍ଧ ଦର୍ଶକ

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୫ମ ଦିନ । ଏହି ଅବସରରେ ଶ୍ରୀକୃଷ୍ଣ-ବଳରାମଙ୍କ ବାଲ୍ୟଲୀଳାରେ ଗୋପପୁରବାସୀ ମନ୍ତ୍ରମୁଗ୍ଧ ହେବାସହ ତାଙ୍କର ଦହିଚୋରୀରେ ଅତିଷ୍ଠ ହୋଇପଡିଛନ୍ତି ମଧ୍ୟ । ଏଥିସହିତ କୃଷ୍ଣ ପ୍ରେମମୟ ହୋଇଥିବା ଗୋପପୁରବାସୀ ପ୍ରଭୁଙ୍କର ଦୁଷ୍ଟାମୀରେ…

ପବିତ୍ର ‘ଶାମ୍ବ ଦଶମୀ’; ସନ୍ତାନଙ୍କ ମଙ୍ଗଳ ଲାଗି ଘରେଘରେ ସୂର୍ଯ୍ୟପୂଜା

ଭୁବନେଶ୍ୱର : ଆଜି ପବିତ୍ର ‘ଶାମ୍ବ ଦଶମୀ’ । ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶାମ୍ବଦଶମୀ ପାଳନ କରାଯାଇଥାଏ । ଏହି ଦିନ ସନ୍ତାନମାନଙ୍କ ମଙ୍ଗଳ କାମନା କରି ମା’ ମାନେ ଘରେ ଘରେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ରୋଗରୁ ମୁକ୍ତି ପାଇଁ ମଧ୍ୟ ଆଜିର ଦିନରେ ସୂର୍ଯ୍ୟପୂଜା…