Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ରାକ୍ଷୀ ସହିତ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କକୁ ନେଇ ଓଡିଆ ସିନେମା

ଭୁବନେଶ୍ୱର: ଭାରତୀୟ ହିନ୍ଦୁ ସଂସ୍କୃତିରେ ରାକ୍ଷୀ ବା ରକ୍ଷାବନ୍ଧନ ଉତ୍ସବକୁ ଏକ ପାରମ୍ପରିକ ପର୍ବ ଭାବେ ପାଳନ କରାଯାଇଥାଏ । ଗୋଟିଏ ସୂତାରେ ହିଁ ବାନ୍ଧି ହୋଇାଯାଇଥାଏ ସମ୍ପର୍କର ସେତୁବନ୍ଧ। ହିନ୍ଦୁ ଧର୍ମରେ ରାକ୍ଷୀ ପୂର୍ଣ୍ଣିମାକୁ ମଧ୍ୟ ଗହ୍ମା ପୂର୍ଣ୍ଣିମା କୁହାଯାଇଥାଏ । ଏହି…

ଜାଣନ୍ତୁ, ଆଉ କେଉଁବର୍ଷ ଅଗଷ୍ଟ ୧୫ରେ ରାକ୍ଷୀ ପୂର୍ଣ୍ଣିମା ପାଳିତ ହୋଇଥିଲା !

ଭୁବନେଶ୍ୱର: ରାକ୍ଷୀ ପୂର୍ଣ୍ଣିମା କେବଳ ଏକ ପର୍ବ ନୁହେଁ, ଏହା ଭାଇ ଓ ଭଉଣୀ ମଧ୍ୟରେ ଥିବା ପବିତ୍ର ସମ୍ପର୍କକୁ ଅଧିକ ମଜଭୁତ କରିଥାଏ । ହିନ୍ଦୁ ଧର୍ମରେ ରାକ୍ଷୀ ପୂର୍ଣ୍ଣିମାକୁ ମଧ୍ୟ ଗହ୍ମା ପୂର୍ଣ୍ଣିମା କୁହାଯାଇଥାଏ । ଯାହାକୁ ସାରା ଦେଶରେ ବଡ ଧୁମଧାମ୍ ଓ ଆନନ୍ଦ ଉଲ୍ଲାସର ସହ ପାଳନ…

ରାଶି ଅନୁସାରେ ବାନ୍ଧନ୍ତୁ ଭାଇଙ୍କୁ ରାକ୍ଷୀ

ଆସନ୍ତା କାଲି ରାକ୍ଷୀପୂର୍ଣ୍ଣିମା । ଭାଇ-ଭଉଣୀଙ୍କ ଦିନ । ଭାଇ ହାତରେ ଭଉଣୀ ବାନ୍ଧିବ ସେନେହର ଡୋର । ନିଜ ଭାଇର ଶୁଭ ମନାସୀ ତାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଭାଇଙ୍କ ରାଶି ଅନୁସାରେ ବାନ୍ଧନ୍ତୁ ରାକ୍ଷୀ । ଜାଣନ୍ତୁ କେଉଁ ରଙ୍ଗର ରାକ୍ଷୀ ଆପଣଙ୍କ ଭାଇଙ୍କ ରାଶି ପାଇଁ ଶୁଭ ହେବ । ମେଷ: ଏହି…

ନିଜ ବାଡ଼ିରେ ଲଗାନ୍ତୁ ଏହି ସବୁ ଗଛ, ଘରେ ଭରିଯିବ ସୁଖ, ଶାନ୍ତି ଓ ସମୃଦ୍ଧି

ପରିବାରର ସୁଖଶାନ୍ତି ବଜାୟ ରହୁ ବୋଲି କିଏବା ନଚାହେଁ ! ଘର ଧନଧାନ୍ୟରେ ପୁରି ଉଠୁ, ଘରକୁ ସମସ୍ୟା ନ ଆସୁ ବୋଲି ସମସ୍ତେ ଚାହାଁନ୍ତି । ହେଲେ ଆପଣଙ୍କ ଘରେ ଯଦି ବାସ୍ତୁ ଦୋଷ ଥାଏ ତେବେ ଆପଣଙ୍କ ଇଚ୍ଛା ଓ ସ୍ୱପ୍ନ ପୂରଣରେ ବାଧକ ସାଜିଥାଏ। ଏହି ବାସ୍ତୁଦୋଷ ଦୂର ପାଇଁ କିଛି ପ୍ରତିକାର ମଧ୍ୟ…

ଘରେ ରଖନ୍ତୁ ବଂଶୀ, ମିଳିବ ଅନେକ ଫାଇଦା

ବଂଶୀ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ଅତିପ୍ରିୟ। ବଂଶୀର ମଧୁର ସ୍ୱରକୁ ପ୍ରେମର ପ୍ରତୀକରୂପେ ଲୋକେ ମାନିଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଅବା ଦୋକାନରେ ବଂଶୀ ରଖିବା ଦ୍ୱାରା ଶୁଭଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଘରେ ବଂଶୀ ରଖିଲେ ଏହା ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ଓ…

ଆଧୁନିକତାର ଯୁଗରେ ଆଉ ନାହିଁ ପାରମ୍ପରିକ ବାଦ୍ୟର ଚାହିଦା

ପୂଜା, ବାହାଘର, ବ୍ରତ ସହ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟକ୍ରମ ମାନଙ୍କରେ ବାଜା, ତୁରୀ, ମହୁରୀ, ତାସା ଓ ନିଶାନ ବାଜୁନଥିଲେ ଶୁଭ କାର୍ଯ୍ୟ ଆଗେଇ ପାରୁନଥିଲା । ଏସବୁ ବଜାଇବା ପାଇଁ କାହାର ଅନୁମତୀ ନେବାକୁ ପଡ଼ୁନଥିଲା । ଯେତେବେଳେ ଯିଏ ଇଚ୍ଛା କଲା ଏହି ପାରମ୍ପରିକ ବାଦ୍ୟତାଳରେ ନାଚିଉଠୁଥିଲା…

‘ନୂଆଖାଇ’ ଲାଗି ଧାର୍ଯ୍ୟ ହେଲା ଲଗ୍ନ

ଭୁବନେଶ୍ୱର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଅବସରରେ ‘ନବାନ୍ନ ଲାଗି’ ପାଇଁ ଶୁକ୍ରବାର ଦିନ ଲଗ୍ନ ଧାର୍ଯ୍ୟ କରାଯାଇଛି । ଏହି ନବାନ୍ନ ଲାଗି ନୀତିକାନ୍ତି ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ସକାଳ ୮ଟା ୫୦ମି.ରୁ ଦିନ ୧୦ ଟା ୩୮ମି. ମଧ୍ୟରେ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି ।…

ପୂଜା କରିବା ସମୟରେ କେଉଁ ଦିଗକୁ ମୁଁହ କଲେ ମିଳିଥାଏ ଶୁଭ ଫଳ, ଜାଣନ୍ତୁ

ପୁରୀ: ପୂଜା-ପାଠ କରିବା ଦ୍ବାରା ମନ ଶାନ୍ତ ରହିବା ସହ ଶରୀରରେ ମଧ୍ୟ ସକରାତ୍ମକ ଶକ୍ତି ଜାଗ୍ରତ ହୋଇଥାଏ ବୋଲି ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି । ଅନେକ ଲୋକ ଘରେ ପୂଜା-ଅର୍ଚ୍ଚନା କରୁଥିବା ବେଳେ ଆଉ କିଛି ଲୋକ ଭଗବାନଙ୍କ ଦର୍ଶନ ପାଇଁ ମନ୍ଦିର ଯାଇଥାନ୍ତି । ତେବେ ଆପଣ ଜାଣିଛନ୍ତି କି…

ଘଟଗାଁର ଆରାଧ୍ୟ ଦେବୀ ମା’ ତାରିଣୀ

କେନ୍ଦୁଝର: ବଣପାହାଡ଼ ଘେରା କେନ୍ଦୁଝର ଜିଲ୍ଲାରେ ଆରାଧ୍ୟ ଦେବୀ ମା’ ତାରିଣୀଙ୍କ ପୀଠ । ମାଙ୍କୁ ଦର୍ଶନ କରିବା ପାଇଁ ଓଡ଼ିଶା ତଥା ଓଡ଼ିଶା ବାହାରୁ ଅନେକ ପର୍ଯ୍ୟଟକ ଛୁଟିଆସିଥାନ୍ତି । ମା' ଙ୍କ ପାଖକୁ ଆସିପାରୁ ନଥିବା ଭକ୍ତ ମା'ଙ୍କ ପାଇଁ ନଡିଆଟିଏ ପଠାଇଦେଲେ ଅତି ଶ୍ରଦ୍ଧାର ସହ ମାଆ ତାକୁ…

‘ବନକଲାଗି’ ନୀତି ପାଇଁ ୪ଘଣ୍ଟା ଯାଏଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଅପରାହ୍ନ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ…