Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ମଞ୍ଚ ତଳକୁ ଖସି ଟଳି ପଡ଼ିଲା ପାପାଚାରୀ କଂସ, ସରିଲା ଧନୁଯାତ୍ରା

ବରଗଡ଼: ଯେଉଁ ମଥୁରା ନଗରୀ ନୃଶଂସ କଂସର ଅଟ୍ଟହାସ୍ୟରେ ଫାଟି ପଡୁଥିଲା ସେଠି ଆଜି ଭଗବାନ ଶ୍ରୀକୃଷ୍ଣଙ୍କର ଜୟ ଜୟକାର ଧ୍ୱନୀରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଛି । ଦୀର୍ଘ ୧୧ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ସେତିକିବେଳେ ସମାପ୍ତି ଘଟିଥିଲା ଯେତେବେଳେ ଭଗବାନ…

ଉଦଯାପିତ ହେଲା ରାଜାରାଣୀ ସଙ୍ଗୀତ ଉତ୍ସବ: ଶୁଭା ମୁଦଗଲଙ୍କ ଯାଦୁକରୀ ମୁର୍ଚ୍ଛନାରେ ଶ୍ରୋତା ବିଭୋର

ଭୁବନେଶ୍ୱର : ରାଜାରାଣୀ ସଙ୍ଗୀତ ଉତ୍ସବର ଆଜିଥିଲା ଅନ୍ତିମ ସନ୍ଧ୍ୟା । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ସହିତ ଉତ୍ସବସ୍ଥଳର ଚମତ୍କାର ସାଜସଜା ଏବଂ ୧୧ଶ ଶତାବ୍ଦୀ ନିର୍ମିତ ରାଜାରାଣୀ ମନ୍ଦିରର ଅପୂର୍ବ କଳା ସ୍ଥାପତ୍ୟ ଏବଂ ସଙ୍ଗୀତମୟ ତଥା…

ଖୋର୍ଦ୍ଧା ମଦନ ମୋହନ ମନ୍ଦିରରୁ ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ପାତ୍ରପଡ଼ାର ମଦନ ମୋହନ ମନ୍ଦିରରୁ ଗତ ରାତିରେ ଅଜଣା ଦୁର୍ବୃତ୍ତ ଠାକୁରଙ୍କର ମୂଲ୍ୟବାନ ଅଳଙ୍କାର ଲୁଟି ନେଇଛନ୍ତି । ମିଳିଥିବା ସୂଚନାନୁଯାୟୀ, ଦୁର୍ବୃତ୍ତମାନେ ମନ୍ଦିରର ତାଲା ଭାଙ୍ଗି ଭିତରରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି ।…

ଜାଲିକାଟ୍ଟୁ: ପ୍ରଥା ଓ ପରମ୍ପରାରେ ନୃଶଂସତା !

ପାରମ୍ପରିକ କୃଷି ପର୍ବ ପୋଙ୍ଗଲ୍ ଅବସରରେ ମଣିଷ ଓ ଷଣ୍ଢ ଭିତରେ ଘମାଘୋଟ ଲଢେଇ ହେବାର ଖେଳ ହେଉଛି ଜାଲିକାଟ୍ଟୁ । ପୂର୍ବରୁ ସୁପ୍ରିମକୋର୍ଟ୍ ଏହି ଭୟଙ୍କର ଖେଳ ଉପରେ ଲଗାମ ଲଗାଇଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଉପରେ ଥିବା ସମସ୍ତ କଟକଣାକୁ ଉଠାଇ ଦେଇଥିଲେ । ପୂର୍ବରୁ ଏହି…

ଶାମ୍ବଦଶମୀରେ ବାରିପଦାର ପାରମ୍ପରିକ ସୂର୍ଯ୍ୟପୂଜା ଅନୁଷ୍ଠିତ

ବାରିପଦା: ସାରା ଓଡ଼ିଶାରେ ପବିତ୍ର ଶାମ୍ବଦଶମୀ ମହା ଆଡ଼ମ୍ବର ସହକାରେ ପାଳିତ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହରରେ ବିଗତ ୫୦ ବର୍ଷ ଧରି ଆୟୋଜିତ ହେଉଥିବା ସୂର୍ଯ୍ୟପୂଜା ଭକ୍ତି ସହକାରେ ଅନୁଷ୍ଠିତ ହୋଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ବାରିପଦା ସହରସ୍ଥିତ…

ଆଜି ପବିତ୍ର ‘ଶାମ୍ବ ଦଶମୀ’, ସନ୍ତାନଙ୍କ ମଙ୍ଗଳ ଲାଗି ଘରେଘରେ ସୂର୍ଯ୍ୟପୂଜା

ଭୁବନେଶ୍ୱର : ଆଜି ପବିତ୍ର ‘ଶାମ୍ବ ଦଶମୀ’ । ପୌଷ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶାମ୍ବଦଶମୀ ପାଳନ କରାଯାଇଥାଏ । ଏହି ଦିନ ସନ୍ତାନମାନଙ୍କ ମଙ୍ଗଳ କାମନା କରି ମା’ ମାନେ ଘରେ ଘରେ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ରୋଗରୁ ମୁକ୍ତି ପାଇଁ ମଧ୍ୟ ଆଜିର ଦିନରେ…

ଆଜିଠୁ ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ‘କୁମ୍ଭମେଳା’, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରେ ଆଜିଠାରୁ ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳା। ଲକ୍ଷଲକ୍ଷ ଶ୍ରଦ୍ଧାଳୁ ତଥା ସାଧୁସନ୍ଥ ଶୋଭାଯାତ୍ରାରେ ଯାଇ ଗଙ୍ଗା ନଦୀର ପବିତ୍ର ସଙ୍ଗମସ୍ଥଳରେ ବୁଡ଼ ପକାଇଛନ୍ତି। ପୌରାଣିକ କଥାନୁଯାୟୀ ଉତ୍ତରପ୍ରଦେଶର ଏହି ଐତିହାସିକ ସହର ନିକଟରେ…

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଆରମ୍ଭ

ବରଗଡ : ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ଚତୁର୍ଥ ଦିନ । ଏହି ଅବସରରେ ସମଗ୍ର ବରଗଡ ସହରରେ ଉତ୍ସବମୁଖର ପରିବେଶ ଲାଗି ରହିଛି । ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ କଳାକାରଙ୍କ ନିଖୁଣ କଳାକୃତିରେ ଶୋଭା ବର୍ଦ୍ଧନ କରୁଥିବାବେଳେ ଏବେ ବରଗଡ ମଥୁରା ନଗରୀ ପାଲଟିଥିବାବେଳେ ଓ…

ଆଜି ପବିତ୍ର ‘ମକର ସଂକ୍ରାନ୍ତି’, ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର : ଆଜି ପବିତ୍ର ‘ମକର ସଂକ୍ରାନ୍ତି’ । ହିନ୍ଦୁ ସଂସ୍କୃତି ଓ ଧାର୍ମିକ ପରମ୍ପରାରେ ଏହି ପାଳନର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ରାନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଉତରାୟଣ ଗତି ଆରମ୍ଭ ହେବା ସହ ମକର ରାଶିରେ ସୂର୍ଯ୍ୟ ପ୍ରବେଶ କରିଥାନ୍ତି । ଆଜିଠାରୁ ଦିନ ଧିରେ…

ବରଗଡ଼ରେ ଥରୁଛି ପ୍ରତାପୀ କଂସର ଦରବାର !

ବରଗଡ଼ : ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ପ୍ରବଳ ପ୍ରତାପୀ ନୃଶସଂତାର ପ୍ରତୀକ କଂସ ମହାରାଜଙ୍କ ଦରବାର କମ୍ପୁଛି । ଲାଲ୍ ଲାଲ୍ ଆଖିର ଆଢୁଆଳର ସାମ୍ନାରେ ଯେଉଁ ରାଜ୍ୟବାସୀ ଆସୁଛନ୍ତି ସମସ୍ତେ ମହାରାଜାଙ୍କ କଠୋର ଆଦେଶର ଶୀକାର ହେବାର ସମ୍ଭାବନା ସମସ୍ତଙ୍କୁ ଅଳ୍ପ ବହୁତେ ଭୟଭୀତ କରୁଛି…