Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଆଜି ପବିତ୍ର ‘ମକର ସଂକ୍ରାନ୍ତି’, ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର : ଆଜି ପବିତ୍ର ‘ମକର ସଂକ୍ରାନ୍ତି’ । ହିନ୍ଦୁ ସଂସ୍କୃତି ଓ ଧାର୍ମିକ ପରମ୍ପରାରେ ଏହି ପାଳନର ମଧ୍ୟ ଅନେକ ମହତ୍ତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ରାନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଉତରାୟଣ ଗତି ଆରମ୍ଭ ହେବା ସହ ମକର ରାଶିରେ ସୂର୍ଯ୍ୟ ପ୍ରବେଶ କରିଥାନ୍ତି । ଆଜିଠାରୁ ଦିନ ଧିରେ…

ବରଗଡ଼ରେ ଥରୁଛି ପ୍ରତାପୀ କଂସର ଦରବାର !

ବରଗଡ଼ : ବରଗଡର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ପ୍ରବଳ ପ୍ରତାପୀ ନୃଶସଂତାର ପ୍ରତୀକ କଂସ ମହାରାଜଙ୍କ ଦରବାର କମ୍ପୁଛି । ଲାଲ୍ ଲାଲ୍ ଆଖିର ଆଢୁଆଳର ସାମ୍ନାରେ ଯେଉଁ ରାଜ୍ୟବାସୀ ଆସୁଛନ୍ତି ସମସ୍ତେ ମହାରାଜାଙ୍କ କଠୋର ଆଦେଶର ଶୀକାର ହେବାର ସମ୍ଭାବନା ସମସ୍ତଙ୍କୁ ଅଳ୍ପ ବହୁତେ ଭୟଭୀତ କରୁଛି…

ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଲାଗି ଚଳଚଞ୍ଚଳ ସମଗ୍ର ବରଗଡ

ବରଗଡ଼ : ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଅବସରରେ ସାରା ସହର ଚଳଚଞ୍ଚଳ ହୋଇପଡିଛି । ଦୀର୍ଘ ୧୧ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଧନୁଯାତ୍ରା ମହୋତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବିଶ୍ୱପ୍ରସିଦ୍ଧ ଏହି ମହାନାଟକ…

‘ବନକଲାଗି’ ନୀତି ପାଇଁ ୪ଘଣ୍ଟା ଯାଏଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ଏହି ସମୟ ମଧ୍ୟରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ବନକଲାଗି…

ପାଲା ଗାୟକ-ଅଳଙ୍କାର ଚକ୍ରଧର ବାରିକ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ହରିପୁର ଗାଁରେ ୧୯୫୧ ମସିହା ନଭେମ୍ବର ୨୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଚକ୍ରଧର ବାରିକ । ବାପା ନୀଳକଣ୍ଠ ବାରିକ ଏବଂ ମାଆ ଯମୁନା ଦେଈଙ୍କର ତିନି ପୁଅ ଏବଂ ଦୁଇଝିଅଙ୍କ ମଧ୍ୟରେ ଜ୍ୟେଷ୍ଠ ପୁଅ ହେଉଛନ୍ତି ଚକ୍ରଧର । ପିଲାଦିନରୁ କଳା, ସାହିତ୍ୟ, ସଂସ୍କୃତି ଓ…

କେନ୍ଦୁଝରର ଶ୍ରୀବଳଦେବଜୀଉଙ୍କ ରଥ ବିଶ୍ୱର ସବୁଠୁ ଉଚ୍ଚତମ ରଥ !

କେନ୍ଦୁଝର : କେନ୍ଦୁଝର ସ୍ଥିତ ଶ୍ରୀବଳଦେବଜୀଉଙ୍କ ୭୨ ଫୁଟ୍ ଉଚ୍ଚ ରଥ ବିଶ୍ୱର ସବୁଠୁ ଉଚ୍ଚତମ ରଥ ଭାବେ ମାନ୍ୟତା ମିଳିପାରିଛି । ଗ୍ଲୋବାଲ୍ ରେକର୍ଡସ୍ ଏଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍ (ଜିଆରଆରଏଫ) ଏହି ମାନ୍ୟତା ଦେଇଥିବା ବେଳେ ଖୁବ୍ ଶୀଘ୍ର ଏହା ‘ଗିନିଜ୍ ୱାର୍ଲଡ୍ ରେକର୍ଡସ’ରେ ସ୍ଥାନ…

ଓଡ଼ିଆ ସାହିତ୍ୟ, କଳା, ସିନେମା ଓ ହସ୍ତଶିଳ୍ପ ଲାଗି ୨୦୧୮ ମସିହା ସମୃଦ୍ଧିର ବର୍ଷ

ଭୁବନେଶ୍ୱର: ଉତ୍କୃଷ୍ଟ ଭାସ୍କର୍ଯ୍ୟ ଓ କଳାର ରାଜ୍ୟ ଉତ୍କଳ । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଶାସ୍ତ୍ରୀୟ ଭାଷା ଓଡ଼ିଆ ଭାଷା ଯେଉଁ ରାଜ୍ୟରେ ସୃଷ୍ଟି ସେହି ରାଜ୍ୟ ଓଡ଼ିଶା । ସଂସ୍କୃତି ଓ ପରମ୍ପରାର ଏକ ସୁଦୀର୍ଘ ସ୍ୱର୍ଣ୍ଣିମ ଇତିହାସ ବହନ କରୁଥିବା ରାଜ୍ୟ ଓଡ଼ିଶା ଲାଗି କଳା, ସାହିତ୍ୟ, ସମାଜସେବା…

ପାଲା ଗାୟକ ମାଳିକା-ସମ୍ରାଟ ଆଚାର୍ଯ୍ୟ ଅମରେଶ୍ୱର ଦାସ

ଭୁବନେଶ୍ୱର: ପାଲା ଆକାଶକୁ ଅନେକ ଗାୟକ ଆସିଛନ୍ତି, ଅନେକ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରି ବାହୁଡି ଯାଇଛନ୍ତି । ହେଲେ ବେଳେବେଳେ ଏମିତି କିଛି ଗାୟକ ଆସିଛନ୍ତି ଯେଉଁମାନଙ୍କର ନଶ୍ୱର ଶରୀର ବିଲୀନ ହୋଇଯାଇଥିଲେ ମଧ୍ୟ ସେମାନେ ଅମର ପାଲଟି ଯାଇଛନ୍ତି । ପାଲା ଜଗତରେ ଏମିତି ଜଣେ ଉଜ୍ଜ୍ୱଳ…

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବାକୁ ସରକାର ପ୍ରାଥମିକ ସୂଚୀରେ ଅନ୍ତଭୃକ୍ତ କରିବା ଜରୁରୀ: ଗଜପତି ମହାରାଜା

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା କାର୍ଯ୍ୟକୁ ସରକାର ତାଙ୍କର ଯୋଜନା ସୂଚୀକ୍ରମରେ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ପୁରୀ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ଶନିବାର ଦିନ କହିଛନ୍ତି । ଏଠାରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଗଜପତି ମହାରାଜା କହିଛନ୍ତି,…

ଦୀର୍ଘ ୧୦ ଘଣ୍ଟା ବିଳମ୍ବରେ ଖୋଲିଲା ଶ୍ରୀଜଗନ୍ନାଥଙ୍କ ଦ୍ୱାର, ଆରମ୍ଭ ହେଲା ନୀତିକାନ୍ତି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଦ୍ୱାର ଶେଷରେ ଖୋଲିଲା । ପାଖାପାଖି ୧୦ ଘଣ୍ଟା ବିଳମ୍ବରେ ଭିତର ଦ୍ୱାର ଫିଟିବା ପରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ପାରମ୍ପରିକ ନୀତିକାନ୍ତି ପୁଣି ଆରମ୍ଭ ହୋଇଛି । ମିଳିଥିବା ସୂଚନାନୁଯାୟୀ, ସେବାୟତ ଗୋଷ୍ଠୀ ଏବଂ ଶ୍ରୀଜଗନ୍ନାଥ ମନ୍ଦିର…