Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ତ୍ୟାଗ ଓ ବଳିଦାନର ପର୍ବ ଇଦ-ଉଲ-ଜୁହା, ସୁଦର୍ଶନଙ୍କ ଚମତ୍କାର ବାଲୁକା କଳା

ଭୁବନେଶ୍ୱର : ମୁସଲମାନ ଧର୍ମାବଲମ୍ବୀ ଭାଇ-ଭଉଣୀମାନେ ଆଜି ଆନନ୍ଦର ସହିତ ପାଳନ କରୁଛନ୍ତି ପବିତ୍ର ଇଦ-ଉଲ-ଜୁହା ପର୍ବ । ଆଜିର ଦିନଟିକୁ ଓଡ଼ିଶା ତଥା ସମଗ୍ର ଭାରତର ମୁସଲମାନ ଧର୍ମର ଜନସାଧାରଣ ତ୍ୟାଗ ଓ ବଳିଦାନର ପର୍ବ ଭାବେ ପାଳନ କରୁଛନ୍ତି । ଆଜିର ଦିନଟିକୁ ବକରିଦ ଭାବେ ମଧ୍ୟ ପାଳନ…

ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଚିତାଲାଗି ଅମାବାସ୍ୟା

ପୁରୀ: ଆଜି ହେଉଛି ପବିତ୍ର ଚିତଉ ଅମାବାସ୍ୟାା ବା ଚିତାଲାଗି ଅମାବାସ୍ୟା । ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ଆଜିର ଏହି ପବିତ୍ର ତିଥିରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମଥାରେ ଚିତା ଲାଗି ହୋଇଥାଏ । ବର୍ଷ ଭିତରେ ଆଜିର ଅମାବାସ୍ୟା ଶ୍ରୀମନ୍ଦିର ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ…

ଆଜି ଶ୍ରାବଣ ଦ୍ୱିତୀୟ ସୋମବାର: ପ୍ରମୁଖ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ୱର : ଆଜି ହେଉଛି ଶ୍ରାବଣ ମାସର ଦ୍ୱିତୀୟ ସୋମବାର । ଆଜି ରାଜ୍ୟର ପ୍ରମୁଖ ଶିବାଳୟରେ ଭଗବାନ ଶିବଙ୍କୁ ଜଳାଭିଷେକ କରିବାକୁ କାଉଡ଼ିଆଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି । ଗତ ଦୁଇଦିନ ଧରି ଓଡ଼ିଶାର ପ୍ରମୁଖ ଶୈବପୀଠକୁ କାଉଡ଼ିଆମାନେ ନିଷ୍ଠାର ସହିତ ବାହୁଙ୍ଗୀରେ ପବିତ୍ର ଜଳ…

ଘରେ ଶଙ୍ଖ ରଖି ପୂଜା କରନ୍ତୁ ବୃଦ୍ଧି ହେବ ଧନ, ସୁଖ ଓ ସମୃଦ୍ଧି

ଶଙ୍ଖ ହେଉଛି ଏକ ସାମୁଦ୍ରିକ ଜୀବର ଦେହାଂଶ । ପ୍ରାଚୀନ ବୈଦିକ ତଥା ଭାରତୀୟ ହିନ୍ଦୁ ପରମ୍ପରାରେ ଶଙ୍ଖର ବିଶେଷ ମହତ୍ୱ ରହିଛି । ଫେଗସୁଇ ଓ ବାସ୍ତୁଶାସ୍ତ୍ରାନୁସାରେ ଘରେ ଶଙ୍ଖ ରଖି ପୂଜା କରିବା ଦ୍ୱାରା ପରିବାରରେ ସମୃଦ୍ଧି ବୃଦ୍ଧି ହେବା ସହିତ ଧନ ବୃଦ୍ଧି ହୋଇଥାଏ । ଭାରତୀୟ ପୁରାଣ ଶାସ୍ତ୍ର…

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ…

କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ... ବାହୁଡା ଦିନ ସକାଳୁ, ପ୍ରୟାଗ ଗାଧୁଆ ଘରୁ ଗାଧୋଇ ସାରି ବାହାରିଲା ବେଳକୁ, ପୂଜା ଘର ସାମ୍ନାରେ ପାଦ ତାର ଆପେ ଆପେ ଅଟକି ଗଲା। ପୂଜା ଘର ଦରଜା ଖୋଲାଥିଲା। ନଜର ମିଶିଲା ପ୍ରୟାଗର, ଗୋଲ ଗୋଲ ଯୋଡ଼େ ଆଖି ସାଙ୍ଗରେ। ମନେ ମନେ ଭାବିଲା ସେ “ତୋର…

ଆଜି ମହାପ୍ରଭୁଙ୍କ ବନକଲାଗି ବେଶ: କିପରି ଓ କେମିତି ହୁଏ ବନକଲାଗି !

ପୁରୀ : ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ବନକଲାଗି ବେଶ ଅନୁଷ୍ଠିତ ହେଉଛି । ବଡ଼ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କୁ ସେବକମାନେ ନୀଳାଦ୍ରୀବିଜେ ପରେ ପ୍ରଥମଥରଲାଗି ବନକଲାଗି ବେଶ କରାଉଛନ୍ତି । ବନକଲାଗିର ଶୃଙ୍ଗାର ପରେ ମହାପ୍ରଭୁଙ୍କ ଶ୍ରୀମୁଖ…

ଆଜି ଶ୍ରାବଣର ପ୍ରଥମ ସୋମବାର: କାଉଡ଼ିଆଙ୍କ ଦ୍ୱାରା ମହାଦେବଙ୍କୁ ପବିତ୍ର ଜଳାଭିଷେକ

ଭୁବନେଶ୍ୱର : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଓଡ଼ିଶାର ପ୍ରମୁଖ ଶୈବପୀଠରେ ନାହିଁ ନଥିବା ଭିଡ଼ । ହଜାର ହଜାର ଶ୍ରଦ୍ଧାଳୁମାନେ ଦେବ ଦେବ ମହାଦେବଙ୍କୁ ପବିତ୍ର ଜଳାଶୟରୁ ଜଳ ନେଇ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି । ମହାଦେବଙ୍କ ଶୁଭାଶୀର୍ବାବ ନେଇ କାଉଡ଼ିଆ ମାନେ ନିଜକୁ ଧନ୍ୟ ମନେ…

ରବିବାର ଦିନ ସୂର୍ଯ୍ୟ ଉପାସନା କରନ୍ତୁ, ସମ୍ପୂର୍ଣ୍ଣ ବଦଳିଯିବ ଭାଗ୍ୟ

ଆମେ ସମସ୍ତେ ପିଲାବେଳେ ଦେଖିଛନ୍ତି ଜେଜେବାପା ସକାଳୁ ଉଠି ଗାଧୋଇସାରି ସୂର୍ଯ୍ୟଙ୍କୁ ଗୋଟିଏ ଢାଳରେ ପାଣି ଟେକନ୍ତି । ହଁ, ହିନ୍ଦୁଶାସ୍ତ୍ରାନୁସାରେ ଏହା ବିଶ୍ୱାସ ରହିଛି ପ୍ରାତଃକାଳରେ ଗାଧୋଇସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସାରା ଦିନଟି ଆପଣଙ୍କ ଭଲରେ କଟିବା ସହିତ ସକାରାତ୍ମକ ଶକ୍ତି…

ନୀଳାଦ୍ରି ବିଜେ: ମହାପ୍ରଭୁଙ୍କ ପତ୍ନୀପ୍ରେମର ନିଚ୍ଛକ ଉଦାହରଣ

ଭାରତୀୟ ପୁରାଣ ଶାସ୍ତ୍ରରେ ମହାଲକ୍ଷ୍ମୀ ହେଲେ ଜଣେ ଦେବୀ । କିନ୍ତୁ ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରର ଲକ୍ଷ୍ମୀ ସାଆନ୍ତାଣୀ ହେଲେ ପ୍ରଥମେ ଜଣେ ପତ୍ନୀ ଓ ପରେ ଦେବୀ । ଏଠାରେ ମହାଲକ୍ଷ୍ମୀଙ୍କର ତାଙ୍କ ସ୍ୱାମୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ସବୁପ୍ରକାର ମାନ, ଅଭିମାନ, ସୋହାଗ, ପ୍ରେମ,…

ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ, ରତ୍ନବେଦୀରେ ବିଜେ କରିବେ ତିନିଠାକୁର

ପୁରୀ : ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରୁ ମହାପ୍ରଭୁ ଆଜି ଶ୍ରୀମନ୍ଦିର ରତ୍ନ ସିଂହାସନକୁ ଯିବେ । ବଡ଼ଦାଣ୍ଡର ସିଂହଦ୍ୱାରରୁ ରଥ ଗଡ଼ିଥିଲା ଶରଧାବାଲିର ଶ୍ରୀଗୁଣ୍ଡିଚା ମନ୍ଦିର । ବାହୁଡ଼ି ଆସିଲା ପରେ ଗତକାଲି ତିନିଠାକୁର ରଥରେ ମହାମୃତ ଅଧରପଣା ସେବନ କଲେ । ଦୀର୍ଘ ଦିନ ଧରି ଜାତି, ଧର୍ମ, ବର୍ଣ୍ଣ…