Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଆଜି ମହାଶିବ ରାତ୍ରି, ଭୋଳାବାବାଙ୍କୁ ପୂଜାର୍ଚ୍ଚନା କିପରି କରିବେ?

ଆଜି ମହାଶିବରାତ୍ରୀ ।ସାରା ଦେଶରେ ଥିବା ଶୈବପୀଠମାନଙ୍କରେ ଲାଗିଛି ଲମ୍ବା ଗହଳି । କୁହାଯାଏ ଆଜି ଦିନରେର ନିଷ୍ଠାର ଶହ ମହାଦେବଙ୍କ ପୂଜାର୍ଚ୍ଚନା କଲେ ଭକ୍ତ କରିଥିବା ସବୁ ମନସ୍କାମନା ପୁରଣ ହୁଏ । ସେଥିପାଇଁ ଆଜିର ଦିନରେ ମହାଦେବଙ୍କ ପୂଜାର୍ଚ୍ଚନ କରିବାକୁ ସବୁ ମନ୍ଦିରରେ ଗହଳି ଲାଗିଛି ।…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ତ୍ରିମୁର୍ତ୍ତୀ ରୁପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ତ୍ରିମୁର୍ତ୍ତୀ ରୁପ, ଚତୁବୃହ୍ୟ ରୁପ ଅବା ରତ୍ନବେଦିରେ ପୂଜିତ ସପ୍ତବରଣ ସ୍ୱରୂପ ଆମେ ଆଲୋଚନା କରିଲେ। ମୁଖ୍ୟତଃ ଏହି ମୂର୍ତ୍ତି ତତ୍ତ୍ୱର ପୌରାଣିକ ବିଶ୍ଲେଷଣ ଆମେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସୁକ୍ଷ୍ମ ଶରୀରର ଅନୁଭୂତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ରତ୍ନବେଦୀ ପାର୍ଶ୍ଵରେ ପହଞ୍ଚି ସାରିଲେ ଶରୀରର ଆନନ୍ଦମୟ କୋଷ ଜାଗ୍ରତ ହୋଇ ଦେହାତୀତ ଭାବ ସହ ସୁକ୍ଷ୍ମ ଶରୀରର ଅନୁଭୂତି ଆସେ। ସାଧକ ଓ ଯୋଗୀ ଋଷି ମାନେ ଶରୀରରେ ସାତଟି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସର୍ବ ପୁରାତନ ସ୍ଥାନ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଲୀଳା କ୍ଷେତ୍ର ଶ୍ରୀକ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ର ତଥା ଶଙ୍ଖକ୍ଷେତ୍ର ମଧ୍ୟରେ ସର୍ବ ପୁରାତନ ସ୍ଥାନ ହିସାବରେ ଯେଉଁ କେତୋଟି ସ୍ଥାନ କଥା ମନକୁ ଆସେ, ତା…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସଗୁଣ ଉପାସନା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସାକାର ଓ ନିରାକାର, ସଗୁଣ ଓ ନିର୍ଗୁଣ, ସବିଶେଷ ଓ ନିର୍ବିଶେଷ, ବ୍ୟକ୍ତ ଓ ଅବ୍ୟକ୍ତ, ନିତ୍ୟ ଓ ଅନିତ୍ୟ ଏଭଳି ଅନେକ ଭାବରେ ଆମେ ଜାଣିବାକୁ ଚେଷ୍ଟା କରିଛେ।…

ମୃତ୍ୟୁ ପରେ କାହିଁକି ପଢାଯାଏ ଗରୁଡ ପୁରାଣ, ଜାଣନ୍ତୁ ଏହାର ମହତ୍ତ୍ଵ

ଭୁବନେଶ୍ଵର: ହିନ୍ଦୁ ଧର୍ମରେ ଗରୁଡ ପୁରାଣ ଏକ ଗୁରୁତ୍ୱପୂର୍ଣ୍ଣ ପୁରାଣ | ୪ ବେଦ ପରେ ଏହା ହିନ୍ଦୁ ଧର୍ମର ଅନ୍ୟ ଏକ ପ୍ରମୁଖ ଗ୍ରନ୍ଥ ଅଟେ। ଏଥିରେ ଆଧ୍ୟାତ୍ମିକ, ଧାର୍ମିକ ଏବଂ ଦାର୍ଶନିକ ଜ୍ଞାନ ଚିତ୍ରିତ ହୋଇଛି | ଗରୁଡ ପୁରାଣରେ ଭଗବାନ ବିଷ୍ଣୁ ଏବଂ ତାଙ୍କ ଭକ୍ତ ଗରୁଡଙ୍କ ବାର୍ତ୍ତାଳାପ,…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ : ଶ୍ରୀଜଗନ୍ନାଥଙ୍କ ନିବାସ ସ୍ଥଳୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିବାସ ସ୍ଥଳୀ ଶ୍ରୀମନ୍ଦିରର ସୁରକ୍ଷା ଓ ବିଭିନ୍ନ ସଂରକ୍ଷଣ ବ୍ୟବସ୍ଥା ତଥା ମରାମତି ବିଷୟରେ ଆଲୋଚନା କରିବା ସମୟରେ ଉନବିଂଶ ଶତାବ୍ଦୀରେ ପ୍ରତ୍ନତାତ୍ୱିକ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ : ମନ୍ଦିରର ପୁନଃ ଉଦ୍ଧାର

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମୂଖ୍ୟ ମନ୍ଦିର ବା ଯେଉଁ ମନ୍ଦିରରେ ଚାରି ମୂର୍ତ୍ତି ବିରାଜମାନ କରିଛନ୍ତି ଏହା ଯେ ଲୌହ ଯୁଗ ପରେ ନିର୍ମିତ୍ତ ତାହା ଏଥିରେ ବ୍ୟବହୃତ ଲୁହା ବିମ ଓ ଲୁହା କ୍ଲିପରୁ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ : ସ୍ରଷ୍ଟାଙ୍କ ସୃଷ୍ଟି

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଯିଏ ନିଜ ଇଚ୍ଛାରେ ରୁପାୟିତ ହେବାକୁ ଲୀଳା ରଚିଛନ୍ତି। ତାଙ୍କ ପାଇଁ ସବୁ ଅଘଟଣା ବି ଏକ ଘଟଣା ପାଲଟେ। ସବୁ ବିଚିତ୍ରତା, ସାମାନ୍ୟ ହୋଇ ବୈଚିତ୍ରମୟ ହୋଇଯାଏ। ସବୁ…

ମହାଶିବରାତ୍ରୀରେ କରନ୍ତୁ ଏହି ୫ଟି ଦାନ, ମିଳିବ ଶୁଭଫଳ

ଭୁବନେଶ୍ଵର: ଆସନ୍ତା ମାର୍ଚ୍ଚ ୮ତାରିଖରେ ପଡୁଛି ମହାଶିବରାତ୍ରୀ । ପ୍ରତିବର୍ଷ ଫାଲଗୁନ୍ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ମହାଶିବରାତ୍ରୀ ପର୍ବ ପାଳନ କରାଯାଏ । ଶାସ୍ତ୍ର ଅନୁସାରେ, ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ହୋଇଥିଲା । ଏହି ଦିନ ଦେଶର କୋଣ ଅନୁକୋଣରେ ଥିବା ସମସ୍ତ ଶୈବ ପୀଠରେ…