Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ପୂଜା ପାଉଛନ୍ତି ଅଗ୍ରପୂଜ୍ୟ ଶ୍ରୀ ଗଣେଶ, ଚାଲିଛି ତୋରଣ ପ୍ରତିଯୋଗିତା

ପାରାଦୀପ - ପାରାଦୀପର ବିଭିନ୍ନ ସ୍ଥାନରେ ଭକ୍ତିପୂତ ଭାବେ ପାଳିତ ହେଉଛି ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା । ଚଳିତ ବର୍ଷ ବନ୍ଦର ନଗରୀ ପାରାଦୀପରେ ପ୍ରସିଦ୍ଧ ବିଶ୍ଵକର୍ମା ପୂଜା ପରି ଗଣେଶ ପୂଜା ମଧ୍ୟ ଦର୍ଶକଙ୍କୁ ବେଶ୍ ଆକର୍ଷଣ କରିଛି । ବିଶ୍ବକର୍ମା ତୋରଣ ଭଳି ଗଣେଶ ମଣ୍ଡପ ମଧ୍ୟ ଖୁବ୍…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ସୂର୍ଯ୍ୟ ପୂଜା

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ପୂଜାର ଏକ ଅଭିନ୍ନ ଅଙ୍ଗ ହେଲା ତାଙ୍କ ପାର୍ଶ୍ଵ ଦେବତାମାନଙ୍କ ସେବା ପୂଜା। ତେଣୁ ତାଙ୍କର ଅବକାଶ ନୀତି ପରେ ବାହାନ ଗରୁଡ଼ଙ୍କ ପୂଜା କଥା ଆମେ ଜାଣିଲେ,…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଗରୁଡ଼ ପୂଜାର ବିଧାନ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅବକାଶ ନୀତି ପରେ ଗରୁଡ଼ ସ୍ନାନ ଓ ପୂଜା ବିଷୟରେ ଆଲୋଚନା କଲେ। ଏବେ ଜାଣିବା ସେହି ଗରୁଡ଼ ପୂଜାର ସମ୍ପୂର୍ଣ୍ଣ ପଦ୍ଧତି। ପୂଜକ ଆସନରେ ଉପବେଶନ କରି ଆସନ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ଭକ୍ତ ଓ ସେବକଙ୍କ କଥା

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅବକାଶ ନୀତି ବର୍ଣ୍ଣନା ସରିଲା। ଏବେ ଜାଣିବା ପ୍ରଭୁଙ୍କର ଭକ୍ତ ଓ ସେବକଙ୍କ କଥା। ମହାପ୍ରଭୁ ଶ୍ରୀଜଗନ୍ନାଥ କେବଳ ନିଜ ପାଇଁ ରୀତିନୀତି କରିନାହାନ୍ତି। ବିଶେଷ…

ଗଣଦେବତା ଶ୍ରୀଗଣେଶଙ୍କ ଉପାସନା

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ  କେଉଁ ପ୍ରାଚୀନ କାଳରୁ ଧର୍ମ ମାନବ ଜୀବନର ଆତ୍ମ ବିକାଶର ସାର୍ବଭୌମ ସାରଥି ସାଜିଛି । ଚକ୍ର ବିହୀନ ରଥ ଯେପରି ଗତିହୀନ, ଅନୁରୂପ ଭାବରେ ଧର୍ମ ଓ ନୀତିର ଅଭାବରେ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବା ଅସମ୍ଭବ । ତେଣୁ ଯୁଗ ଯୁଗ ଧରି ଭାରତ ମାଟିରେ ଧର୍ମ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ସ୍ନାନ ମନ୍ତ୍ର

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅବକାଶ ନୀତି ଶେଷ ପର୍ଯ୍ଯାୟରେ ଦର୍ପଣ ଉପରେ ପଡ଼ିଥିବା ପ୍ରତିବିମ୍ବକୁ ଚନ୍ଦନ ଲେପନ କରିବେ ଓ ମନ୍ତ୍ର ଗାଇବେ "ଗନ୍ଧ ଦ୍ୱାରାଂ ଦୁରାଧର୍ଷାଂ ନିତ୍ୟପୁଷ୍ଟାଂ…

ଧରାବତରଣ କଲେ ପ୍ରଥମପୂଜ୍ୟ ଶ୍ରୀଗଣେଶ, ଜାଣନ୍ତୁ କେଉଁ ଆକୃତିର ମୂର୍ତ୍ତି ପୂଜା କଲେ କେଉଁ ବର ମିଳେ

ଭୁବନେଶ୍ଵର: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ବିନାୟକଙ୍କ ପୂଜା । ଏଥିପାଇଁ ପୁରପଲ୍ଲୀ ହୋଇଉଠିଛି ଚଳଚଞ୍ଚଳ । ବଡ ବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜା ସହ ପୂଜା ପେଣ୍ଡାଲରେ ଚାଲିଛି ଗଜାନନଙ୍କ ହୋମ ଯଜ୍ଞ । ମନ୍ଦିର ଏବଂ ଶିକ୍ଷାନୁଷ୍ଠାନରେରେ ବି ଗଣେଶଙ୍କ…

ଭାରତର ୫ଟି ପ୍ରସିଦ୍ଧ ଗଣେଷ ମନ୍ଦିର, ଜାଣନ୍ତୁ କେଉଁଠି ଅଛି ଏହି ମନ୍ଦିର

ନୂଆଦିଲ୍ଲୀ: ରାତି ପାହିଲେ ଶ୍ରୀଗଣେଷ ପୂଜା । ହିନ୍ଦୁ ସମ୍ପ୍ରଦାୟର ସମସ୍ତ ଦେବଦେବୀଙ୍କ ମଧ୍ୟରେ ଅଗ୍ରପୂଜ୍ୟ ଦେବତା ହେଲେ ଶ୍ରୀଗଣେଶ। ଯେକୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଶ୍ରୀଗଣେଶଙ୍କୁ ଆବାହନ କରାଯାଏ । ସମସ୍ତ ବାଧାବିଘ୍ନକୁ ଦୂର କରିବା ଶକ୍ତି ତାଙ୍କ ପାଖରେ ଥିବାରୁ…

କେଉଁଠାରେ ରହିଛି ବିଶ୍ବର ସବୁଠୁ ବଡ କୃଷ୍ଣ ମନ୍ଦିର ? ଆସନ୍ତୁ ଜାଣିବା..

କୋଲକାତା : ବିଶ୍ବର ସବୁଠାରୁ ବଡ କୃଷ୍ଣ ମନ୍ଦିର  । ଜାଣିଛନ୍ତି କି କେଉଁଠାରେ ରହିଛି  । ହଁ ଆଜ୍ଞା କୋଲକାତାଠାରୁ ୧୩୦ କିଲୋମିଟର ଦୂରରେ ନଦୀଆ ଜିଲ୍ଲାର ମାୟାପୁରୀରେ ଥିବା ମନ୍ଦିର ହେଉଛି ବିଶ୍ବର ସବୁଠାରୁ ବଡ ମନ୍ଦିର  । ଏହି ମନ୍ଦିର ନିର୍ମାଣ ପାଇଁ  ବହୁ ବର୍ଷ ସମୟ ଲାଗିଥିଲା  ।…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ମହୁ ସ୍ନାନ ଓ ସର୍କରା ସ୍ନାନ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅବକାଶ ନୀତି ଆଲୋଚନା ଅନ୍ତର୍ଗତ ସ୍ନାନ ନୀତିର ବିଶେଷ ସ୍ନାନ ପର୍ଯ୍ଯାୟ ଆଲୋଚନା ଅବସରରେ ଆମେ ଜାଣିଲେ ତିନୋଟି ପଦାର୍ଥରେ ସ୍ନାନ (ସରକ୍ଷୀର, ଦହି ଓ ଘୃତ )…