Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ସୃଷ୍ଟି ସର୍ଜନାକାରୀ ବିଶ୍ଵକର୍ମା, ଜାଣନ୍ତୁ ଦାରୁଦିଅଁଙ୍କୁ ଗଢିବାର ରହସ୍ୟ

ଭୁବନେଶ୍ଵର: ଆଜି ହେଉଛି ପବିତ୍ର ବିଶ୍ୱକର୍ମା ପୂଜା । ଶିଳ୍ପ ଓ କାରଖାନା ଜଗତର ମୁଖ୍ୟ ବିନ୍ଧାଣି ତଥା ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ । ପୁରାଣ କାଳରେ ଦେବତାଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଓ ମହଲ ନିର୍ମାଣ କରୁଥିଲେ ବିଶ୍ୱକର୍ମା । ତେଣୁ ବିଶ୍ୱକର୍ମାଙ୍କୁ ଶିଳ୍ପୀ ମାନଙ୍କର ଦେବତା ବୋଲି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ବିମ୍ବ ସ୍ନାନ ବିଧି

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିମ୍ବ ସ୍ନାନ ବିଧି ଆଲୋଚନା କରିବା ଅବସରରେ ଆମେ ଜାଣିଲେ କେତେକ ପରିସ୍ଥିତିରେ କେବଳ ସୁବାସିତ ଜଳ ନୁହେଁ ବରଂ ପଞ୍ଚଅମୃତର ବିଭିନ୍ନ ଉପାଦାନରେ ଅଲଗା ଅଲଗା…

ଆଜି ପବିତ୍ର ବିଶ୍ୱକର୍ମା ପୂଜା, ଚଳ ଚଞ୍ଚଳ ଗାଁରୁ ସହର

ଭୁବନେଶ୍ଵର: ଆଜି ହେଉଛି ପବିତ୍ର ବିଶ୍ୱକର୍ମା ପୂଜା । ଶିଳ୍ପ ଓ କାରଖାନା ଜଗତର ମୁଖ୍ୟ ବିନ୍ଧାଣି ତଥା ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ । ପୂରା ଦେଶରେ ବେଶ ଉତ୍ସବର ସହ ପାଳନ ହେଉଛି ବିଶ୍ୱକର୍ମା ପୂଜା । ଆଜିର ଦିନରେ ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳାକାରଖାନାରେ ଭଗବାନ ବିଶ୍ୱକର୍ମାଙ୍କୁ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ବିମ୍ବ ସ୍ନାନ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ "ଅବକାଶ ନୀତି " ଆଲୋଚନା ଭିତରେ ଆମେ ଶ୍ରୀଜୀଉମାନଙ୍କ ମୁଖ ଧୌତ, ଦନ୍ତମାର୍ଜନ ଓ ଜିଭ ଛେଲିବା କାର୍ଯ୍ୟ ସମ୍ପାଦନ କରିସାରିଲେଣି। ଠିକ ମାନବୀୟ…

ଏହି ମନ୍ଦିରରେ ଭାଇ-ଭଉଣୀଙ୍କୁ ପ୍ରବେଶ ନିଷେଧ, ଜାଣନ୍ତୁ କାହିଁକି ?

ଦିଲ୍ଲୀ: ଭାରତରେ ରହିଛି ଅନେକ ଧାର୍ମିକ ସ୍ଥଳ  । ମାତ୍ର ଆପଣମାନେ କେବେ ଶୁଣିଛନ୍ତି କି ଏମିତି ବି ଏକ ମନ୍ଦିର ଅଛି , ଯେଉଁଠାକୁ ଭାଈ ଭଉଣୀ କେବେ ଏକାଠି ଯିବା ଉଚିତ୍ ନୁହେଁ  । ଏହି ମନ୍ଦିର ସହିତ ଜଡିତ କେତେକ ଧାର୍ମିକ ବିଶ୍ବାସ ଏବଂ କାହାଣୀ ରହିଛି  । ଆସନ୍ତୁ ଜାଣିବା । ଛତିଶଗଡରେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଶ୍ରୀଜଗନ୍ନାଥଙ୍କ ପୂଜା ବିଧି ( ୨ )

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ 'ଅବକାଶ ନୀତି' ଆଲୋଚନା ପୂର୍ବରୁ ଆମେ ଏଥିପାଇଁ ଦରକାରୀ ପଦାର୍ଥ ଓ ତାର ରଖିବା ବିଧି ସହ ପୂଜକଙ୍କ ବସିବା ବିଧି ପ୍ରଭୃତି ଟିକିନିକି ଭାବରେ ଆଲୋଚନା କରିଛେ। ବର୍ତ୍ତମାନ ଜାଣିବା ସମ୍ପୂର୍ଣ ପୂଜା ବିଧି। ଏଠାରେ ଗୋଟିଏ କଥା କହିରଖେ ଶ୍ରୀମନ୍ଦିରରେ ତିନିଜଣ ପୂଜକ…

ଦକ୍ଷିଣ ଭାରତର ଏହି ରହସ୍ୟମୟୀ ମନ୍ଦିର, ଯେଉଁଠି ବଢ଼ୁଛି ମୂର୍ତ୍ତିର ଆକାର…

ଦିଲ୍ଲୀ : ଭାରତକୁ ଚମତ୍କାରର ଦେଶ ଏମିତି ହିଁ କୁହାଯାଏ ନାହିଁ । ଆମ ଦେଶରେ ଏମିତି କିଛି ମନ୍ଦିର ରହିଛି, ଯାହା ବିଷୟରେ ଜାଣିଲେ , ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜି ଆମେ ଦକ୍ଷିଣ ଭାରତର ଏକ ମନ୍ଦିର ବିଷୟରେ ଜାଣିବା । କୁହାଯାଉଛି ଯେ ଏଠାରେ ମୂର୍ତ୍ତିର ଆକାର ବର୍ଷକୁ ବର୍ଷ ବଢ଼ିବାରେ…

ଶ୍ରୀ ଗଣେଷଙ୍କ ଅତି ପ୍ରିୟ ମୋଦକ, ଜାଣନ୍ତୁ ଏହାର କାରଣ…

ଭୁବନେଶ୍ଵର: ଆଉ ଦିନ କେଇଟାରେ ଧରାପୃଷ୍ଠରେ ବିରାଜମାନ ହେବେ ପ୍ରଥମ ପୁଜ୍ୟ ଶ୍ରୀ ଗଣେଷ । ସେଥିପାଇଁ ଦେଶର କୋଣ ଅନୁକୋଣରେ ପ୍ରସ୍ତୁତି ଜୋର ସୋରରେ ଚାଲିଛି । ଗୌରୀ ତନୟା ଗଣେଶଙ୍କୁ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ବିଦ୍ୟାଳୟ, ମହାବିଦ୍ୟାଳୟରେ ପୂଜା କରାଯାଏ । ତେବେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଅବକାଶ ନୀତି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ନୀତି ଭିତରେ ଗୋଟିଏ ବିଶେଷ ନୀତି ହେଲା 'ଅବକାଶ ନୀତି' । ଶ୍ରୀମନ୍ଦିର ପରମ୍ପରା ଅନୁସାରେ ଏହି ଅବକାଶ ନୀତିଟି ଶ୍ରୀଜୀଉମାନଙ୍କ ମାନବୀୟ ଲୀଳାର ମୂଖ୍ୟ ଅଂଶ…

୧କୋଟି ଶିବଲିଙ୍ଗରେ ସ୍ଥାପିତ ଅଲୗେକିକ ମନ୍ଦିର…

ଦିଲ୍ଲୀ: ଆପଣ  ଭଗବାନ ଶିବଙ୍କର ଅନେକ ମନ୍ଦିର ଦେଖିଥିବେ । କିନ୍ତୁ ଏହି ମନ୍ଦିରର ଆକୃତି କହେ ଭିନ୍ନ କାହାଣୀ । ଏହି ମନ୍ଦିର ଅନେକ ଚମତ୍କାରରେ ଭରା  ।  କର୍ଣ୍ଣାଟକର କୋଲାର ଜିଲ୍ଲାର ଏହି ମନ୍ଦିରରେ ବିଶ୍ୱର ସର୍ବାଧିକ ଶିବଲିଙ୍ଗ ସ୍ଥାପିତ ହୋଇଛି । ପ୍ରାୟ ୧ କୋଟି ବୋଲି କୁହାଯାଉଛି ।…