Latest Odisha News

BREAKING NEWS

Browsing Category

ଧର୍ମ ଓ ପରମ୍ପରା

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କ ବିଷୟରେ ଆଲୋଚନା କରିବା ଅବସରରେ ଆମେ ଆଜି ଏମିତି ଏକ ସେବକଙ୍କ କଥା ଆଲୋଚନା କରିବା ଯାହାଙ୍କ ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ । କିନ୍ତୁ ସାଧାରଣରେ ଏହି…

ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା ‘ସାହିଯାତ’

ପୁରୀ (ସନ୍ତୋଷ ଦାସ): ସାହିଯାତ… ଶ୍ରୀକ୍ଷେତ୍ରର ଏକ ଅନନ୍ୟ ପରମ୍ପରା । ଯାହା ଅନ୍ୟ କୌଣସିଠାରେ ଦେଖିବାକୁ ମିଳି ନଥାଏ । ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଲୀଳାର ପ୍ରତିଫଳନ ଦେଖିବାକୁ ମିଳେ, ଯାହାର ଏକ ଉଦାହରଣ ହେଉଛି ଶ୍ରୀକ୍ଷେତ୍ରର ସାହିଯାତ ପରମ୍ପରା । ସାହିଯାତ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ପରମ୍ପରା ଆଲୋଚନା ଅବସରରେ ଆଜି ଜାଣିବା ଏମିତି ଜଣେ ସେବକଙ୍କ ବିଷୟରେ। ଯାହାଙ୍କ ପରିଚୟ ଟିକିଏ ଭିନ୍ନ ଧରଣର "ମହାଜନ "। ଆପଣମାନେ ଚିନ୍ତା କରୁଥିବେ ଜଣେ ମହାଜନ…

ଭକ୍ତି, ପରମ୍ପରା ଓ ସଂସ୍କୃତିର ପ୍ରତୀକ ସାହି ଯାତ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ସର୍ବଦା ଚଳଚଂଚଳ ରହିଥାଏ । ଚୈତ୍ର ଶୁକ୍ଳ ଅଷ୍ଟମୀରୁ ବୈଶଖା କୃଷ୍ଣ ଦ୍ୱିତୀୟା ପର୍ଯ୍ୟନ୍ତ ପୁରୀରେ ଦେବ ଓ ଦାନବର ଜୀବନ୍ତ ଚିତ୍ର ଦେଖିବେ ଭକ୍ତମାନେ । ସାହି ଯାତ ପୁରୀର ପରିଚୟ । ଶ୍ରୀକ୍ଷେତ୍ରର ୭ ସାହି ଆଖଡା ଏଥିପାଇଁ ସମସ୍ତ ପ୍ରସ୍ତୁତି କରିଥାନ୍ତି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ, ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ପରମ୍ପରାର ଏକ ବିଶେଷ ସେବା ହେଲା ପଟ୍ଟଯୋଷି ମହାପାତ୍ର ବା ଛତିଶା ନିଯୋଗ ନାୟକ। ଏହା ଏକ ପ୍ରମୁଖ ସେବା କାରଣ ଛତିଶା…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରତିହାରୀ ସେବକଙ୍କ ବିଷୟରେ ଆଲୋଚନା ଜାରି ରହିଛି। ସେହି କ୍ରମରେ ଆଜି ଆଲୋଚନା କରିବା । ଦ୍ଵାରୀ ନାୟକ ପ୍ରତିହାରୀ :-ପ୍ରଭୃଙ୍କର ପ୍ରତ୍ୟେକ ଭୋଗ ପରେ ଓ ପୂଜା…

ଶ୍ରୀଗୌରବିହାର ଆଶ୍ରମ ଥରେ ବୁଲି ଆସିଲେ ମନ ଶ୍ରୀକୃଷ୍ଣମୟ ହୋଇ ଉଠିବ

ଶ୍ରୀକ୍ଷେତ୍ର ପୁରୀ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ । ସାରା ଭାରତରେ ଏହା ଏ ଭଳି ଏକ ଧାର୍ମିକ ସ୍ଥଳ ଯେଉଁଠାରେ ସର୍ବଧର୍ମର ଗୁରୁତ୍ୱ ରହିଛି । ହିନ୍ଦୁ ଧର୍ମର ତେତ୍ରିଶ କୋଟି ଦେବତା ଏଠାରେ ଅଛନ୍ତି ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ଏହା ତନ୍ତ୍ର, ମନ୍ତ୍ର ଓ ଯନ୍ତ୍ରର ପୀଠ ।…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରତିହାରୀ ସେବକଙ୍କ ବିଷୟରେ ଆଲୋଚନା କରି ବଡ଼ଦ୍ୱାର ପ୍ରତିହାରୀଙ୍କ ବିଷୟରେ ବିଷଦ ଆଲୋଚନା ପରେ। ଆସନ୍ତୁ ଜାଣିବା ଅନ୍ୟ ପ୍ରତିହାରୀଙ୍କ ବିଷୟରେ, ପ୍ରଥମେ ଧୁକୁଡି…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ପରମ୍ପରା ଉପରେ ଅନେକ ଦିନ ତଳେ ଆଲୋଚନା ଆରମ୍ଭ ହୋଇଥିଲା ଓ ବିଶେଷ ଉପକ୍ରମ ପରେ ଆଦ୍ୟ ସେବକ ଗଜପତିଙ୍କଠାରୁ ଆରମ୍ଭ ହୋଇ ମେକାପ ସେବକମାନଙ୍କ ପର୍ଯ୍ୟନ୍ତ ଆଲୋଚିତ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବେଶ ପରମ୍ପରା ଆଲୋଚନା ଅବସରରେ ଆମେ ପ୍ରଜାୟକ୍ରମରେ ଜାଣିଲେ କିଛି ଦୈନିକ ବେଶ, କିଛି ବର୍ଷ ମଧ୍ୟରେ ପଡୁଥିବା ବିଭିନ୍ନ ପର୍ବ ପର୍ବାଣୀ ଆଧାରିତ ବେଶ ଓ ଶେଷରେ କିଛି…