Latest Odisha News

BREAKING NEWS

Browsing Category

କଳା କାରିଗରୀ

୨୬ ଦିନିଆ ଝୋଟ ହସ୍ତକଳାର ଡିଜାଇନ କର୍ମଶାଳା ଉଦଯାପିତ

ବାଲେଶ୍ୱର : ଅହମଦାବାଦର ଇଣ୍ଟରପ୍ରୁନରସିପ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ( ଇଡିଆଇ) ଓ ଆସେନଚର ସଂସ୍ଥା ଏବଂ ଭୂବନେଶ୍ୱରର ସ୍ୱେଚ୍ଛାସେବୀ ସଂଗଠନ (ଏଫଡିଆଇ)ର ମିଳିତ ଉଦ୍ୟମରେ, ୨୬ ଦିନ ଧରି ବାଲେଶ୍ୱର ଜିଲ୍ଲାର ସଦର ବ୍ଳକ ପାରିକୂଳଠାରେ ଚାଲିଥିବା ଝୋଟ ହସ୍ତକଳାର ଡିଜାଇନ କର୍ମଶାଳା…

ପାରମ୍ପରିକ ଚିତ୍ର ଜଗତର ନୂଆ ସମ୍ଭାବନା : ପଟ୍ଟଚିତ୍ର ଶିଳ୍ପୀ ସସ୍ମିତା ମହାରଣା

 କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା  ପରିବାର କୌଳିକ ବୃତ୍ତିକୁ ବଞ୍ଚାଇବା ପାଇଁ ଦିନେ ଅଣ୍ଟା ଭିଡ଼ିଥିବା ସସ୍ମିତା ମହାରଣା ଆଜି ରାଜ୍ୟ ହସ୍ତକଳା ଜଗତରେ ସୃଷ୍ଟି କରିପାରିଛନ୍ତି ନିଜର ଭିନ୍ନ ଏକ ପରିଚୟ । ଖୁବ୍ କମ୍ ସମୟ ମଧ୍ୟରେ ସାଉଁଟିଛନ୍ତି ଅନେକ…

୨୬ ଦିନିଆ କାଗଜ ମୁଖା ଡିଜାଇନ କର୍ମଶାଳା ଉଦଯାପିତ

କେନ୍ଦୁଝର : ଅହମଦାବାଦର ଇଣ୍ଟରପ୍ରୁନରସିପ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ( ଇଡିଆଇ) ଓ ଆସେନଚର ସଂସ୍ଥା ଏବଂ ଭୂବନେଶ୍ୱରର ସ୍ୱେଚ୍ଛାସେବୀ ସଂଗଠନ (ଏଫଡିଆଇ)ର ମିଳିତ ଉଦ୍ୟମରେ, ୨୬ ଦିନ ଧରି କେନ୍ଦୁଝର ଜିଲ୍ଲା ଫକିରପୁରଠାରେ ଚାଲିଥିବା 'କାଗଜମୁଖା ହସ୍ତକଳାର ଡିଜାଇନ କର୍ମଶାଳା'…

ଚିତ୍ର ଜଗତର ଅମ୍ଳାନ ପ୍ରତିଭା : ଶିଳ୍ପୀ ଅସିତ୍ ମୁଖାର୍ଜୀ

 କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା  ଶିଳ୍ପୀ ଅସିତ ମୁଖାର୍ଜୀ ଓଡିଆ ଚିତ୍ରକଳା ଜଗତର ଜଣେ ଲୋକପ୍ରିୟ ସ୍ରଷ୍ଠା । ସନ୍ୟାସୀ ଭଳି ଚଳଣି ଓ ସରଳ ବ୍ୟବହାର ଅନ୍ୟକୁ କ୍ଷଣିକରେ ଆପଣାରେ କରି ନିଏ । ସର୍ବଦା କର୍ମତପ୍ତର । ଶହ ଶହ ଚିତ୍ର, ଅସଂଖ୍ୟ ପୁସ୍ତକର କଭର…

ହାତବୁଣା ଟସର ବସ୍ତ୍ର ଗୋପାଳପୁରକୁ ଦେଇଛି ସ୍ୱତନ୍ତ୍ର ପରିଚୟ

 କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା  ପାଟ ସୂତାରେ ଯାଜପୁର ଜିଲ୍ଲା ଗୋପାଳପୁରର ବୁଣାକାର ବାନ୍ଧି ରଖିଛନ୍ତି, ରାଜ୍ୟର ସମୃଦ୍ଧ ବୟନା କଳାର ପରମ୍ପରାକୁ । ବର୍ଷ ପରେ ବର୍ଷ ବୁଣି ଚାଲିଛନ୍ତି, ଏକକୁ ଆରେକ ଆଖି ଝଲସା ପାଟ ବସ୍ତ୍ର ସବୁ । ସେମାନଙ୍କ ହାତ…

ହାତ ପରଶରେ ପଥର ବି ପାଏ ଜୀବନ୍ୟାସ : ପ୍ରସ୍ତର ଶିଳ୍ପୀ ଧ୍ରୁବ ଚରଣ ସ୍ୱାଇଁ

( କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା କଳା କାରିଗରୀ ) ନାହିଁ ଅର୍ଥର ଲାଳସା କି ପୁରସ୍କାରର ମୋହ । ସରଳତା ତାଙ୍କ ଭୂଷଣ । କାରିଗରି ତାଙ୍କ ପୂଜା । ସକାଳୁର ସଞ୍ଜ ଯାଏଁ ହାତର ଦୁଇ ମୁଠାରେ ବନ୍ଧା ନିହାଣ ମୁଗୁରକୁ ନେଇ ଚାଲିଥାଏ ସୃଷ୍ଟି । କଠିନ…

ଓଡ଼ିଶୀ ଓ ରାଜସ୍ଥାନୀ କଳା ସମିଶ୍ରଣରେ ନିଆରା କଳାର ଉଦଭାବକ : ଭାସ୍କର୍ଯ୍ୟ ଶିଳ୍ପୀ ଶଙ୍କର

( କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା କଳା କାରିଗରୀ ) ସଙ୍କଳ୍ପରୁ ସିଦ୍ଧି । ଏହାହିଁ ତାଙ୍କ ଜୀବନର ସାରମର୍ମ । ପିଲାଦିନୁ କଳା ପ୍ରତି ଅନୁରକ୍ତି ତାଙ୍କୁ କରିଛି ପଥରର ଯାଦୁଗର । ନିହାଣ ତାଙ୍କୁ ପ୍ରେରିତ କରିଛି ନୂଆ ନୂଆ ସୃଷ୍ଟିକୁ ଲୋକଲୋଚନକୁ ଆଣିବାରେ…

ଆଧୁନିକ ଓ ପାରମ୍ପରିକ କଳାର ଏକ ମିଶ୍ରିତ ରୂପ : ଶିଳ୍ପୀଗୁରୁ ବ୍ରଜକିଶୋର ଜେନା

କଳା ଓ କାରିଗରୀକୁ ନେଇ ପ୍ରିୟରଞ୍ଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା କଳା କାରିଗରୀ   ୧୯୫୭ ମସିହା ଜୁଲାଇ ମାସ ୬ ତାରିଖରେ ବାଲେଶ୍ୱର ଜିଲ୍ଲା ଗୋହିରାପଦା ଗାଁର ଜଗବନ୍ଧୁ ଜେନା ଓ ମାତା ରୁକ୍ମଣୀଙ୍କ କୋଳ ମଣ୍ଡନ କରି ଜନ୍ମଗ୍ରହଣ କରିଥିଲେ ଶିଳ୍ପୀ ବ୍ରଜକିଶୋର ଜେନା । ବାଲ୍ୟକାଳରୁ…

ସମର୍ପିତ କଳାପ୍ରାଣ : ପଟ୍ଟଚିତ୍ର ଶିଳ୍ପୀ ନରହରି ଭୋଇ

କଳା ଓ କାରିଗରୀକୁ ନେଇ ପ୍ରିୟରଂଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା କଳା କାରିଗରୀ ସୁଲଳିତ କଣ୍ଠରେ ଗାନ ଚାଲିଥିବ ଗୀତଗୋବିନ୍ଦର ଗୋଟିଏ ପରେ ଗୋଟିଏ ଶ୍ଳୋକ, ଏପଟେ ଶିଳ୍ପୀଙ୍କ ତୂଳୀ ଛୁଆଁରେ ଜୀବନ୍ୟାସ ପାଇ ଚିତ୍ରପଟ୍ଟି ଉପରେ ଉଙ୍କିମାରୁଥିବେ ଆମ ପୁରାଣ ପୃଷ୍ଠାର ଏକ ପରେ ଏକ ଚରିତ୍ର ।…

ସୃଜନଶୀଳତାର ଭିନ୍ନ ଏକ ପରିଚୟ: ଟେରାକୋଟା ଶିଳ୍ପୀ ରମେଶ ଚନ୍ଦ୍ର ମୁଦୁଲି

କଳା ଓ କାରିଗରୀକୁ ନେଇ ପ୍ରିୟରଂଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା କଳା କାରିଗରୀ ପରିବାରର କୌଳିକ ବୃତ୍ତି ବଞ୍ଚାଇ ରଖିବା ସହ ଭିନ୍ନ କିଛି କରିବାର ନିଶା ରମେଶଙ୍କୁ କରିଛି ମତୁଆଲା । ମାଟି କାଦୁଅରେ ତିଆରି ତାଙ୍କ ଭଳିକି ଭଳି କଳାକୃତ୍ତି ଦେଖିବା ମାତ୍ରକେ ମୋହିନିଏ ଗ୍ରାହକର ମନ ।…