Latest Odisha News

BREAKING NEWS

Browsing Category

କଳା ସଂସ୍କୃତି

କୋଣାର୍କ ସୂର୍ଯ୍ୟ ମନ୍ଦିର ମୁଖଶାଳା ଗର୍ଭଗୃହର ସୁରକ୍ଷା ନେଇ ଉଦବେଗ ବଢୁଛି

ଭୁବନେଶ୍ୱର: ଓଡ଼ିଶାର ପୁରୀ ଜିଲ୍ଲାରେ ସ୍ଥିତ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ମୁଖଶାଳାର ଗର୍ଭଗୃହର ସୁରକ୍ଷା ନେଇ ଏବେ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି । ଏନେଇ ବିଶେଷଜ୍ଞ ଦଳ ମୁଖଶାଳାର ଗର୍ଭଗୃହରେ ଥିବା ବାଲି ଓ ପଥର ନିଷ୍କାସନ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବକ ମରାମତି…

ରଙ୍ଗୀନ ଆଲୋକରେ ଆଲୋକିତ ହେଲା ଐତିହାସିକ ବିନ୍ଦୁସାଗର, ଲେଜର୍ ଶୋ’କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀର ଓଲଡ଼ ଟାଉନରେ ‘ଭୁବନେଶ୍ୱର ଆର୍ଟ ଟ୍ରେଲ୍ -୨୦୧୮’ କୁ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଅବସରରେ ରବିବାର ସନ୍ଧ୍ୟାରେ ଐତିହାସିକ ପୁଷ୍କରିଣୀ ବିନ୍ଦୁସାଗର ପରିସରରେ ଅତ୍ୟାଧୁନିକ ଲେସର୍ ଲାଇଟ୍ ଓ ଶୋ’କୁ ଉଦଘାଟନ…

‘ଶକ୍ତି ସଂରକ୍ଷଣ’କୁ ନେଇ ‘ଏନଟିପିସି’ ପକ୍ଷରୁ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା, ଭାଗ ନେଲେ ୬ ଲକ୍ଷ…

ଭୁବନେଶ୍ୱର: ଓଡିଶାରେ ଶକ୍ତି ସଂରକ୍ଷଣକୁ ନେଇ ଆୟୋଜିତ ଏକ ବିଦ୍ୟାଳୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ରାଜଧାନୀରେ ଏନଟିପିସି ପକ୍ଷରୁ ଆୟୋଜିତ ହୋଇଯାଇଛି । ରାଜ୍ୟର ୨୨ଟି ଜିଲ୍ଲାରୁ ୬ ଲକ୍ଷରୁ ଅଧିକ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ଏଥିରେ ସମସ୍ତ ପୁରସ୍କାର ବିଜୟୀ ଛାତ୍ରଛାତ୍ରୀମାନେ…

ପାଲା ଆକାଶର ଦୀପ୍ତିମନ୍ତ ସୂର୍ଯ୍ୟ – ଗାୟକ ସମ୍ରାଟ୍ ଲକ୍ଷ୍ମୀଧର ରାଉତ

ଭୁବନେଶ୍ୱର: ବର୍ତ୍ତମାନ ପାଲା ଆକାଶରେ ସେ ହେଉଛନ୍ତି ଦୀପ୍ତିମନ୍ତ ସୂର୍ଯ୍ୟ ସଦୃଶ । ସୂର୍ଯ୍ୟ ଯେପରି ସକଳ ଶକ୍ତିର ଆଧାର, ସେ ସେହିପରି ପାଲାର ସମସ୍ତ ବିଭାଗରେ ସମୃଦ୍ଧ । ତାଙ୍କ ଗାୟନ ଯେପରି ସୁମଧୁର, ଭାଷା ସେହିପରି ଉନ୍ନତ ଓ ପ୍ରାଞ୍ଜଳ । ସାଧାରଣ ନିରକ୍ଷର ମହିଳାଟିଏ ଠାରୁ ବିଦ୍ୱାନ…

ଜାଣନ୍ତୁ ବିଶ୍ୱର ସର୍ବୋଚ୍ଚ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ବିଷୟରେ କିଛି ରୋଚକ କଥା

ଭୁବନେଶ୍ୱର : ଭାରତର ପ୍ରଥମ ଗୃହମନ୍ତ୍ରୀ ତଥା ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ସମ୍ମାନ ଜଣାଇ ତାଙ୍କର ୧୪୩ ତମ ଜୟନ୍ତୀରେ ଦେଶର ସବୁଠାରୁ ଉଚ୍ଚ ପ୍ରତିମା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’କୁ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏହି ଯୋଜନାରେ ସମୁଦାୟ ୨,୦୬୩ କୋଟି ଟଙ୍କା…

ରାଜଧାନୀରେ ଉଦଘାଟିତ ହେଲା ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ମୂର୍ତ୍ତିକା’

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ତରଫରୁ ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ଆରମ୍ଭ ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ସଚିବ ଶୁଭା ଶର୍ମା ଏହି ପ୍ରଦର୍ଶନୀକୁ ସ୍ଥାନୀୟ ଇଡ଼୍‌କୋ ପ୍ରଦର୍ଶନୀ…

କବି ଶତ୍ରୁଘ୍ନ ପାଣ୍ଡବଙ୍କୁ ମିଳିଲା ସମ୍ମାନଜନକ ‘ଶାରଳା ପୁରସ୍କାର’

ଭୁବନେଶ୍ୱର: ସାରସ୍ୱତ ସାଧକ ତଥା କବି ଶତ୍ରୁଘ୍ନ ପାଣ୍ଡବ ତାଙ୍କର କବିତା ସଂକଳନ ‘ମିଶ୍ର ଧ୍ରୁପଦ’ ଲାଗି ୨୦୧୮ ମସିହାର ୩୯ତମ ସମ୍ମାନଜନକ ଶାରଳା ପୁରସ୍କାର ପାଇ ସମ୍ମାନିତ ହୋଇଛନ୍ତି । ଶୁକ୍ରବାର ଦିନ ଭୁବନେଶ୍ୱରଠାରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ କବି ଶତ୍ରୁଘ୍ନ ପାଣ୍ଡବ ଇମ୍ଫା…

ସମ୍ବଲପୁରୀ ପଶାପାଲି ଶାଢ଼ୀ: ଉତ୍କୃଷ୍ଟ ଓଡ଼ିଆ କଳା କାରିଗରୀର ନମୁନା

ଓଡ଼ିଶାର ପରିପାଟୀ ଶୈଳୀ ସମସ୍ତଙ୍କ ଠାରୁ ସ୍ୱତନ୍ତ୍ର । ଆଉ ଏହାର ସମସ୍ତ ଶ୍ରେୟ ହେଉଛି ବାନ୍ଧ କାରୁକାର୍ଯ୍ୟର । ବିଭିନ୍ନ ପ୍ରକାର ସୂତା ବସ୍ତ୍ରରେ ବାନ୍ଧ କାମ କରାଯାଇ ଆକର୍ଷଣୀୟ କରାଯାଇଥାଏ । ଶ୍ରୀଜଗନ୍ନାଥ ସଂସ୍କୃତି ସହ ଏହି ତନ୍ତ ବିଦ୍ୟା ଜଡ଼ିତ । ବିଭିନ୍ନ ମନ୍ଦିରର ସ୍ଥାପତ୍ୟକୁ…

ଜନ୍ମଦିନରେ ଖୁବ ମନେ ପଡ଼ନ୍ତି, ଚିର ସବୁଜ ଅକ୍ଷୟ ମହାନ୍ତି…

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଦୁନିଆର ଅପ୍ରତିଦ୍ୱନ୍ଦୀ ତଥା ସର୍ବକାଳୀନ ଲୋକପ୍ରିୟ ଗାୟକ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି ହେଉଛି ଜନ୍ମଦିନ । ଯେକୋଣସି ବୟସର ଶ୍ରୋତାଙ୍କୁ କିମିଆ କରିଦେବା ପରି ଅକ୍ଷୟଙ୍କ ସୁମଧୁର କଣ୍ଠସ୍ୱର ଆଜି ମଧ୍ୟ ବେଶ୍ ଜନପ୍ରିୟତା ହାସଲ କରିପାରିଛି । …

ଜାଣନ୍ତୁ, ଭାରତ ଛଡ଼ା ଅନ୍ୟ କେଉଁ କେଉଁ ସ୍ଥାନରେ ରହିଛି ତାଜମହଲ !

ଭୂବନେଶ୍ୱର : ପ୍ରେମର ପ୍ରତୀକ ଭାବେ ଆଗ୍ରାର ତାଜମହଲ ବିଶ୍ୱ ପ୍ରସିଦ୍ଧ । ଏହାର ମନୋରମ ଦୃଶ୍ୟପଟ୍ଟ ଓ ଆକର୍ଷଣୀୟ ସୈାନ୍ଦର୍ଯ୍ୟକୁ ଦେଖିଲେ ଯେ କେହିବି ମନ୍ତ୍ରମୁଗ୍ଧ ହୋଇଯିବ । ମୋଗଲ ଶାସକ ଶାହାଜାହାନ ନିଜ ପ୍ରାଣପ୍ରିୟା ପତ୍ନୀ ମୋମତାଜଙ୍କ ସ୍ମୃତିରେ ନିର୍ମାଣ କରାଇଥିଲେ । ଯଦିଓ କେହି…