Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ଚିକିତ୍ସା ପାଇଁ ‘Covifor’ ଇଞ୍ଜେକସନକୁ ମିଳିଲା ଗ୍ରୀନ୍ ସିଗନାଲ୍

କରୋନା ଲଢ଼େଇ ବେଳେ ଚିକିତ୍ସା ନେଇ ନୂଆ ନୂଆ ଆଶା ସଞ୍ଚାର ହେଉଛି । ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ କମ୍ପାନୀର 'FabiFlu' ପରେ ଆଉ ଏକ ଆଣ୍ଟିଭାଇରାଲ୍ ମେଡିସିନ୍ ବିକ୍ରି ପାଇଁ ଅନୁମତି ପାଇଛି ଭାରତୀୟ ଔଷଧ ନିର୍ମାତା କମ୍ପାନୀ ହେଟରୋ । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରେମଡେଶିଭିର…

ରଥଯାତ୍ରା ନିମନ୍ତେ ଶ୍ରୀମନ୍ଦିର ସମ୍ମୁଖରେ ସମୂହ ଦୀପଦାନ

ପୁରୀ: ଚଳିତବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ରୀତି ନୀତି ନିର୍ବିଘ୍ନରେ ସମ୍ପନ୍ନ ହେବା ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ରବିବାର ଦିନ ପୁରୀ ସହରର ବିଭିନ୍ନ ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ଓ ଶ୍ରୀମନ୍ଦିରର ସେବକମାନେ ଏକାଠି ହୋଇ ଦୀପଦାନ କରି ପ୍ରାର୍ଥନା କରିଛନ୍ତି । ଶ୍ରୀଜୀଉଙ୍କ…

କରୋନା ଲକ୍ଷଣ ଦେଖାଯିବା ପରେ ଗଞ୍ଜାମର ୨ ସାମ୍ବାଦିକଙ୍କ ନମୂନା ପରୀକ୍ଷା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ରବିବାର ୨ ଜଣ ସାମ୍ବାଦିକଙ୍କର କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ସେମାନଙ୍କର ନମୂନା ପରୀକ୍ଷା କରାଯାଇଛି । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇ କୁହାଯାଇଛି ଯେ, ସିଟି ହସ୍ପିଟାଲରେ ୨୬ଜଣ ସାମ୍ବାଦିକଙ୍କର ହେଲଥ…

ରାଜ୍ୟରେ ସୁସ୍ଥ ହେଲେ ୧୮୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଭାରତ ସମେତ ସାରା ଓଡ଼ିଶାରେ ବଢି ଚାଲିଛି କରୋନା ରୋଗୀଙ୍କ ସଂଖ୍ୟା । ଏହି ପରିସ୍ଥିତିରେ ୧୮୬ କରୋନା ରୋଗୀ ସୁସ୍ଥ ହୋଇଥିବା ଯୋଗୁଁ ରବିବାର ରାଜ୍ୟ ଲାଗି ଖୁସି ଖବର ଆଣିଦେଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୭୨୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ।…

ରଥଯାତ୍ରା ହେବାନେଇ ନୂଆ ଆଶା ସଞ୍ଚାର; ସୋମବାର ସୁପ୍ରିମକୋର୍ଟରେ ଶୁଣାଣି

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୁରୀରେ ଅନୁଷ୍ଠିତ ହେବା ଲାଗି ନୂଆ ଆଶା ସଞ୍ଚାର ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାର ଯଥାର୍ଥତାକୁ ଭିତ୍ତି କରି ତଥା ଏହାର ପୁନର୍ବିଚାର କରିବା ଲାଗି ସୁପ୍ରିମକୋର୍ଟରେ ଅନେକ ପିଟିସନ୍ ଇତିମଧ୍ୟରେ ଦାଏର ହୋଇସାରିଛି । ଆସନ୍ତାକାଲି…

ପାଲା ଜଗତର ପ୍ରତିଭାଦୀପ୍ତ ଗାୟକ: ଚନ୍ଦ୍ରଶେଖର ପାଢୀ

ବର୍ତ୍ତମାନ ସମୟରେ ଯେଉଁ କେତେଜଣ ପ୍ରତିଷ୍ଠିତ ଯୁବ ଗାୟକ ପାଲା ଜଗତକୁ ଆଚ୍ଛନ୍ନ କରି ରଖିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଚନ୍ଦ୍ରଶେଖର ପାଢୀ । ଆକର୍ଷଣୀୟ ଚେହେରା ସାଙ୍ଗକୁ ଉଚ୍ଚକୋଟୀର ଗାୟନ ଏବଂ ସଂସ୍କୃତରେ ପାରଦର୍ଶିତା ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଛି । ୧୯୮୦ ମସିହା…

ବରଗଡର ଏହି ସହରରେ ୬୫ ଘଣ୍ଟିଆ ସଟଡାଉନ ଘୋଷଣା

ବରଗଡ: ଦୁଇଜଣ ବ୍ୟକ୍ତି କୋଭିଡ-୧୯ ପଜିଟିଭ ଚିହ୍ନଟ ହେବା ପରେ ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଦିନ ପଦ୍ମପୁର ସହରରେ ୬୫ ଘଣ୍ଟିଆ ବନ୍ଦ ଘୋଷଣା କରାଯାଇଛି। ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ସୂଚନା ଅନୁଯାୟୀ, ରବିବାର ଦିନ ଅପରାହ୍ନ ୧ ଟାରୁ ତା’ ପର ବୁଧବାର ସନ୍ଧ୍ୟା ୬ଟା…

ରାଉରକେଲାରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ରାଉରକେଲା ରବିବାର ଦିନ ଜଣେ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ପ୍ରଶାସନ । https://twitter.com/DMSundargarh/status/1274584782072983552?s=19…

ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୧୪ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ରବିବାର ଦିନ ଆଉ ଦୁଇଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୧୪ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବରଗଡ ଜିଲ୍ଲାର ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତି ଡାକ୍ତରଖାନାରେ ଚିକିସଧୀନ ଅବସ୍ଥାରେ ମୃତ୍ୟୁବରଣ…

୪୨ ଏନଡିଆରଏଫ୍‌/ଅଗ୍ନିଶମ କର୍ମୀଙ୍କ ସମେତ ଓଡିଶାରେ ସର୍ବାଧିକ ୩୦୪ ପଜିଟିଭ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୩୦୪ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୧୬୦ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…