Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ଲକଡାଉନ: ୨ ସପ୍ତାହ ପାଇଁ ବୁଲା କୁକୁରଙ୍କୁ ମିଳିବ ଖାଦ୍ୟ

ଭୁୁବନେଶ୍ୱର: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ଘୋଷଣା ହୋଇଥିବା ଳକଡାଉନ ଫଳରେ ସହରାଞ୍ଚଳରେ ଥିବା ବୁଲା କୁକୁରମାନେ ଖାଇବାକୁ ପାଉ ନାହାଁନ୍ତି । ସେଥିପାଇଁ ଓଡିଶା ସରକାର କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ଘୋଷଣା କରିଛନ୍ତି । ପ୍ରାଣୀ ସମ୍ପଦ ବିକାଶ ବିଭାଗ ଏନେଇ ନଗର ଉନ୍ନୟନ ବିଭାଗକୁ…

ଲକ୍ ଡାଉନ ବେଳେ ପିଲାମାନଙ୍କର ନିଅନ୍ତୁ ବିଶେଷ ଯତ୍ନ

କରୋନା ଭୂତାଣୁ ସଂକ୍ରମଣ ଭୟରେ ଏବେ ସାରା ଦେଶରେ ଲକ୍ ଡାଉନ ଘୋଷଣା ହୋଇଛି । ପିଲାଠୁ ବଡ ଏବେ ସମସ୍ତେ ଘରେ । ବାହାରକୁ, ସ୍କୁଲ କଲେଜ ଯିବା ମନା । ଲକ୍ ଡାଉନର ସପ୍ତାହେ ବିତିବାକୁ ଯାଉଥିବା ବେଳେ ପିଲାଏ ଏବେ ଭାରି ବ୍ୟସ୍ତ । ସକାଳ ହେଲେ ତାଙ୍କର ଗୋଟିଏ ପ୍ରଶ୍ନ ଆଉ କେତେ ଦିନ ଏମିତି ଘରେ…

କରୋନା ବିରୁଦ୍ଧରେ ଲଢ଼େଇ: ସୁସ୍ଥ ହୋଇ ଘରକୁ ଫେରିଲେ ଦେଶର ସବୁଠାରୁ ବୃଦ୍ଧ ଦମ୍ପତି

ଥିରୁବନନ୍ତପୁରମ: ଦେଶରେ କରୋନାଭାଇରସର ପ୍ରକୋପ ଜାରୀ ରହିଛି । ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଏହି ମହାମାରୀ ଦ୍ୱାରା ଦେଶରେ ଏପର୍ଯ୍ୟନ୍ତ ୧୨୫୧ଜଣ ସଂକ୍ରମିତ ଅଛନ୍ତି ଏବଂ ୩୨ଜଣଙ୍କ ଜୀବନ ଯାଇଛି । ୧୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିରେ ସାମିଲ…

କରୋନାଭାଇରସ ଆତଙ୍କ; ଇଟାଲୀରେ ବଢିଲା ଲକଡାଉନ ଅବଧି

ରୋମ୍‌: ଇଟାଲୀରେ କରୋନାଭାଇରସ ପ୍ରକୋପ ଦିନକୁ ଦିନ ବଢୁଥିବା ବେଳେ ବିଶ୍ୱରେ ଏହି ଭାଇରସ ସଂକ୍ରମଣରେ ଏଠାରେ ସର୍ବାଧିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଠାରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ତେବେ ଲକଡାଉନ ସରିବା ନେଇ ନୂଆ ତାରିଖ…

କରୋନା ଅପଡେଟ୍‌: ଭାରତରୁ ଘରକୁ ଫେରିବେ ୧୬ଶହ ବିଦେଶୀ ପର୍ଯ୍ୟଟକ !

ଗୋଆ: ୨୧ଦିନିଆ ଲକ୍‌-ଡାଉନ୍ ଘୋଷଣା ପରେ ଗୋଆରେ ଫସି ରହିଛନ୍ତି ପ୍ରାୟ ୧୬ ଶହ ବିଦେଶୀ ପର୍ଯ୍ୟଟକ । ଖୁବଶୀଘ୍ର ସେମାନଙ୍କୁ ଘରକୁ ପଠାଇବାକୁ ଯୋଜନା ହୋଇଥିବା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ । '1,600 foreign tourists in Goa to be airlifted by April 3,4': CM…

ବଢୁଛି ମାମଲା: ବିଶ୍ୱରେ ସାଢ଼େ ୩୬ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: କରୋନା ଆଁରେ ସାରା ବିଶ୍ୱ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଏହି ମହାମାରୀ ପ୍ରଭାବରେ ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୭ ଲକ୍ଷ ୬୬ ହଜାର ୩୩୬ ଜଣ ଲୋକ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୩୬,୮୭୩ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୩,୧୫୯…

କରୋନା ମହାମାରୀ: ଭାରତରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ଅଣାୟତ ହେଉଛି କରୋନା । ଦ୍ରୁତ ଗତିରେ ସଂକ୍ରମିତ ହୋଇ ଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ମଙ୍ଗଳବାର ଦିନ ଏହି ସଂଖ୍ୟା ୧୩୨୯ ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ କରୋନାଭାଇରସ…

ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରାଇବାରେ ନିଜର ସର୍ବସ୍ୱ ପ୍ରତିପାଦନ କରିଥିବା ବୀରଙ୍କୁ…

ଭୁବନେଶ୍ୱର: ଏପ୍ରିଲ ୧, ଉତ୍କଳ ଦିବସ ।୧୯୩୬ ମସିହାରେ ଏହି ଦିନରେ ବ୍ରିଟିଶ ସରକାର ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିଥିଲେ। ବହୁ ଘାତ-ପ୍ରତିଘାତ ମଧ୍ୟରେ ଏହି ଦିନ ସ୍ୱତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା । ଏହା ଥିଲା ଊନବିଂଶ ଶତାଦ୍ଦୀର ଶେଷ ଭାଗରୁ ଆରମ୍ଭ ହୋଇଥିବା…

ଓଡ଼ିଆ ଭାଷା ଲଢେଇରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅବଦାନ…

ଭୁବନେଶ୍ୱର: କୋଟି କୋଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ ଉତ୍କଳ ଦିବସ । ତେବେ ଆଜି ଆମେ ଅନୁଭବ କରୁଥିବା ଏହି ଗୌରବରେ ଆମକୁ ମଣ୍ଡିତ କରିଥିବା ମହାପୁରୁଷ ମାନଙ୍କ ପାଖରେ ଏହି ଓଡ଼ିଆ ଜାତି ଚୀର ରୁଣୀ । ଓଡ଼ିଆ ଭାଷା ଯୁଦ୍ଧରେ ଉତ୍କଳ ଗୌରବ ମଧୁସୂଦନଙ୍କ ଅବଦାନ ସମ୍ପର୍କରେ ଜାଣନ୍ତୁ..…

ଓଡିଶାର ଯଶ ବଖାଣୁ ଥିବା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା

ଭୁବନେଶ୍ୱର: ବ୍ରିଟିଶ ସରକାର ୧୯୩୬ ମସିହା ଏପ୍ରିଲ ୧ ରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିଥିଲେ। ଓଡ଼ିଶାକୁ ୮୪ ବର୍ଷ ପୂରି ଚାଲିବ ୮୫ ବର୍ଷ । ଏହି ଅବସରରେ ଆସନ୍ତୁ ଜାଣିବା ଓଡ଼ିଶା ମାଟିର କୃତିତ୍ୱ ତଥା ଯଶ ଗାନ କରୁଥିବା 'ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତର ଇତିହାସ…