Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଉତ୍କଳ ଦିବସ: କିଭଳି ସୃଷ୍ଟି ହେଲା ଓଡ଼ିଶା ପ୍ରଦେଶ,ଜାଣନ୍ତୁ

ଭୁବନେଶ୍ୱର:ଏପ୍ରିଲ ୧ ତାରିଖ, ୧୯୩୬ ମସିହାରେ ସ୍ୱତନ୍ତ୍ର ରାଜ୍ୟର ସମ୍ମତି ପ୍ରାପ୍ତ କଲା ଉତ୍କଳ (ଓଡ଼ିଶା) । କିପରି ଥିଲା ଏହି ସମ୍ପୂର୍ଣ୍ଣ ଯାତ୍ରା ଆସନ୍ତୁ ଜାଣିବା... ୧୮୭୫ରେ ବାଲେଶ୍ୱରର ରାଜା ଶ୍ୟାମାନନ୍ଦ ଦେ ଏବଂ ଦେଶବ୍ରତୀ ବିଚିତ୍ରାନନ୍ଦ ଦାସଙ୍କ ଦ୍ୱାରା ସ୍ୱତନ୍ତ୍ର…

କାହିଁକି ଓ କେବେଠାରୁ ପାଳନ କରାଯାଉଛି ଉତ୍କଳ ଦିବସ, ଜାଣନ୍ତୁ

ଭୁବନେଶ୍ୱର: ଆସନ୍ତାକାଲି ଏପ୍ରିଲ ୧ ତାରିଖ । ସାରା ରାଜ୍ୟ ପାଇଁ ଏହା ଗୌରବର ଦିନ । ଏହିଦିନ ରାଜ୍ୟ ପାଳନ କରେ ଉତ୍କଳ ଦିବସ। ୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଏହି ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ । ଭାଷା ଭିତ୍ତିରେ…

ଲକଡାଉନ କାରଣରୁ ଚାଷୀଙ୍କ ପାଇଁ ଫସଲ ଋଣ ପୁନଃ ପରିଶୋଧ ଅବଧି ବୃଦ୍ଧି ଘୋଷଣା

ନୂଆଦିଲ୍ଲୀ: କୋଭିଡ-୧୯ ଲକଡାଉନ କାରଣରୁ ଚାଷୀମାନେ ବ୍ୟାଙ୍କରୁ ନେଇଥିବା ସ୍ବଳ୍ପକାଳିନ ଫସଲ ଋଣ ପୁନଃପରିଶୋଧ ଅବଧିକୁ ଘୁଞ୍ଚାଇ ଦେଇଛନ୍ତି କେନ୍ଦ୍ର ସରକାର । ୩୧ ମେ ୨୦୨୦ ପର‌୍ୟ୍ୟନ୍ତ ବ୍ୟାଙ୍କଗୁଡ଼ିକୁ ୨ପ୍ରତିଶତ ସୁଧ ଛାଡ଼ ଏବଂ ଚାଷୀଙ୍କୁ ୩ ପ୍ରତିଶତ ତୁରନ୍ତ ପରିଶୋଧ ରିହାତି (ପିଆରଆଇ)…

ଦିଲ୍ଲୀରେ ମର୍କଜ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୬ କରୋନା ପଜିଟିଭଙ୍କର ତେଲେଙ୍ଗାନାରେ ମୃତ୍ୟୁ

ଏକ ଚିନ୍ତାଜନକ ଘଟଣାକ୍ରମରେ ଦିଲ୍ଲୀ ନିଜାମୁଦ୍ଦିନରେ ହୋଇଥିବା ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ୬ଜଣ ବ୍ୟକ୍ତିଙ୍କର ତେଲେଙ୍ଗାନାରେ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ତେଲେଙ୍ଗାନା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବ୍ୟକ୍ତିମାନେ ମାର୍ଚ୍ଚ ୧୩ରୁ ୧୫ ତାରିଖ ମଧ୍ୟରେ…

ଏପ୍ରିଲ ୩୦ ଯାଏଁ ବଢ଼ିଲା ‘ପିଏଲଆଇ’ ଓ ‘ଆରପିଏଲଆଇ’ ପ୍ରିମିୟମ ପଇଠ ଅବଧି

ନୂଆଦିଲ୍ଲୀ: କରୋନା ଭୂତାଣୁ (କୋଭିଡ-୧୯)ର ବୃଦ୍ଧି ପାଉଥିବା ପ୍ରକୋପ କାରଣରୁ ସୃଷ୍ଟ ବିପଦ ଏବଂ ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ ସ୍ଥିତିକୁ ଆଖି ଆଗରେ ରଖି ସଞ୍ଚାର ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରଣାଳୟ ଅଧୀନ ଡାକ ବିଭାଗର ଡାକ ଜୀବନ ବୀମା…

କୋଭିଡ-୧୯ ମୁକାବିଲା: ଉପଲବ୍ଧ ଅଛି ପିପିଇ କିଟ୍ସ, ଏନ୯୫ ମାସ୍କ ଓ ଭେଂଟିଲେଟର !

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ମୁକାବିଲା ନିମନ୍ତେ ବିଭିନ୍ନ ରାଜ୍ୟଗୁଡିକ ସହିତ ଉଚ୍ଚସ୍ତରୀୟ ଆଲୋଚନା କରାଯାଇ କେତେକ ପଦକ୍ଷେପମାନ ନିଆଯାଇଛି । ବ୍ୟକ୍ତିଗତ ସ୍ୱାସ୍ଥ୍ୟ ସୁରକ୍ଷା ଉପକରଣ ବା ପିପିଇ, ମାସ୍କ ଏବଂ ଭେଂଟିଲେଟର ଯୋଗାଣକୁ ପର୍ଯ୍ୟାପ୍ତ କରିବା ପାଇଁ ଏଗୁଡିକ ପ୍ରସ୍ତୁତ କରୁଥିବା…

କୋଭିଡ-୧୯: ଏଣିକି ସରକାରଙ୍କୁ ପ୍ରତି ଘଣ୍ଟାରେ ସରକାରଙ୍କୁ ସେଲ୍‌ଫି ପଠାଇବେ ନିର୍ଦ୍ଦେଶିତ ସଙ୍ଗରୋଧକାରୀ !

କର୍ଣ୍ଣ।ଟକ: ସରକାର ଯେଉଁ ଲୋକମାନଙ୍କୁ ବାସଗୃହ ସଙ୍ଗରୋଧ ପାଇଁ ନିର୍ଦ୍ଦେଶ ଦେଇଥିଲେ, ଏଣିକି ସେମାନଙ୍କୁ ପ୍ରତି ଘଣ୍ଟାରେ ସେଲଫି ପଠାଇବା ପାଇଁ ନୂତନ ଆଦେଶ ମିଳିଛି । ସାରା ଦେଶରେ କରୋନାଭାଇରସ୍ ମାମଲା ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣକୁ ରୋକିବା ଲାଗି କେନ୍ଦ୍ର ଓ…

ଆଗୁଆ ଦରମା ନେବାକୁ ମନା କଲେ ଭିମସାରର ଡାକ୍ତର

ବୁର୍ଲା: ଡାକ୍ତରଙ୍କୁ ଆଗୁଆ ୪ ମାସର ଦରମା ଦେବା ଘୋଷଣାକୁ ପ୍ରତ୍ୟାଖ୍ୟାନ କଲେ ଭିମସାର ଡାକ୍ତର । ଦରମା ଆଗୁଆ ନ ଦେଇ ଏହି ଟଙ୍କାକୁ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଜରିଆରେ ଅନୁରୋଧ କରିଛି ଭିମସାର ଡାକ୍ତର ସଂଘ । ଦେଶର ଏଭଳି ଏକ…

କରୋନା ମୁକାବିଲା; ୩ ହଜାର କଳାକାରଙ୍କୁ ଆର୍ଥିକ ସହାୟତା ଦେବ IPRS !

ମୁମ୍ବାଇ: ଇଣ୍ଡିଆନ୍ ପରଫର୍ମିଂ ରାଇଟ୍ ସୋସାଇଟି (IPRS), ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ୩ ହଜାର କଳାକାରଙ୍କୁ ଆର୍ଥିକ ସହାୟତା ଦେବ । ୨୧ଦିନିଆ ଲକ୍‌-ଡାଉନ୍ ଘୋଷଣା ହେବା ପରଠୁ ହଜାରହଜାର କଳାକାର ବିନା କାମ ଓ ପଇସାରେ ଆର୍ଥିକ ଦୁରାବସ୍ଥା ଦେଇ ଗତି କରୁଛନ୍ତି । ସାରା ଦେଶରେ ଥିବା…

ମାଗଣାରେ ଚିକିତ୍ସା ପାଇବେ କରୋନା ସଂକ୍ରମିତ ବ୍ୟକ୍ତି: ବାଗଚୀ

ଭୁବନେଶ୍ୱର: ମାଗଣାରେ ଚିକିତ୍ସ ପାଇବେ କରୋନା ସଂକ୍ରମିତ ବ୍ୟକ୍ତି । ସଂକ୍ରମିତ ବ୍ୟକ୍ତିଙ୍କ ସମସ୍ତ ଚିକିତ୍ସା, ଖାଇବା ଓ ରହିବା ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରୋତ ବାଗଚୀ ।…