Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ଭୟ: ବନ୍ଦ ହେଲା ସେସୁର କଲେକ୍ସନ କାଉଣ୍ଟର, ଅନଲାଇନ୍ ପେମେଣ୍ଟ ପାଇଁ ଗ୍ରାହକଙ୍କୁ କଲା ଅନୁରୋଧ

ଭୁବନେଶ୍ୱର: କୋଭିଡ଼-୧୯ ର ଭୟାବହତାକୁ ଦୃଷ୍ଟିରେ ରଖି ସେସୁ ମାର୍ଚ୍ଚ ୨୩ ରୁ ୨୯ ପର୍ଯ୍ୟନ୍ତ ଖୋର୍ଦ୍ଧା, କେନ୍ଦ୍ରାପଡା, ଅନୁଗୁଳ ଏବଂ ପୁରୀ ପୌରପାଳିକା ଅଞ୍ଚଳରେ ଏହାର ସମସ୍ତ କଲେକ୍ସନ କାଉଣ୍ଟର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ରବିବାର ଦିନ ସେସୁ ଦ୍ୱାରା ଜାରି କରାଯାଇଥିବା ଏକ…

କୋଭିଡ-୧୯: ଗାୟିକା କନିକାଙ୍କ ସଂସ୍ପର୍ଶରେ ଆସିଥିବା ୨୬୬ ଜଣଙ୍କ ରିପୋର୍ଟ ନେଗେଟିଭ

ନୂଆଦିଲ୍ଲୀ: ବଲିଉଡ ଗାୟିକା କନିକା କପୁରଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ୨୬୬ ଜଣ ବ୍ୟକ୍ତିଙ୍କ କରୋନା କରୋନାଭାଇରସ୍ (କୋଭିଡ -୧୯) ଟେଷ୍ଟ ରିପୋର୍ଟ ନେଗେଟିଭ ବାହାରିଛି । ଏଥିସହିତ ସମ୍ପୃକ୍ତ ବ୍ୟକ୍ତିଙ୍କ ସହ ଯୋଗାଯୋଗ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି ବୋଲି ରବିବାର ଦିନ କହିଛନ୍ତି…

ଲକ୍ ଡାଉନ ନିୟମ ଭାଙ୍ଗି ବନ୍ଧା ହେଲେ ଦୋକାନୀ

ଭଦ୍ରକ: କରୋନା କଟକଣା ଭାଙ୍ଗିବା ଜଣେ ଦୋକାନୀଙ୍କୁ ମହଙ୍ଗା ପଡିଛି । ଭଦ୍ରକ ସାହାପୁର ଛକରେ ସିମେଂଟ ଦୋକାନରେ ଚଢ଼ାଉ କରି ଜଣେ ଦୋକାନୀଙ୍କୁ ପୋଲିସ ଗିରଫ କରିଛି । ଗିରଫ ପରେ ସମ୍ପୃକ୍ତ ଦୋକାନୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ଓଡିଶା ସରକାର କରୋନା ମୁକାବିଲା ପାଇଁ ଚାରିଆଡେ ଲକ ଡାଉନ…

କରୋନାଭାଇରସ ଆତଙ୍କ; ଓପିଡି ସେବା ବନ୍ଦ କଲା ଏମ୍ସ

ନୂଆଦିଲ୍ଲୀ: କରୋନାଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ପକ୍ଷରୁ ସମସ୍ତ କେନ୍ଦ୍ରରେ ଥିବା ଓପିଡି ସେବାକୁ ସାମୟିକ ଭାବେ ବନ୍ଦ କରାଯିବ । ଏହାପୂର୍ବରୁ ନୂଆଦିଲ୍ଲୀସ୍ଥିତ ଏମ୍ସ ପକ୍ଷରୁ ମାର୍ଚ୍ଚ ୨୩ତାରିଖରୁ ଓପିଡି ରୋଗୀଙ୍କ…

୬ ମାସ ପାଇଁ ଏସମା ଲାଗୁ କଲେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସରକାର ୬ ମାସ ପାଇଁ ରାଜ୍ୟରେ ଜରୁରୀ ସେବା ରକ୍ଷଣାବେକ୍ଷଣା ନିୟମ ତଥା ଏସମା ଲାଗୁ କରିଛନ୍ତି । ଜଳଯୋଗାଣ ଓ ସଫେଇ କର୍ମଚାରୀଙ୍କ ପାଇଁ ଏହି ଏସମା ଲାଗୁ ହୋଇଛି । ଏମାନେ ୬ ମାସ ଯାଏଁ ଛୁଟି ନେଇପାରିବେ ନାହିଁ । ଏଥିସହ ୬ ମାସ ପାଇଁ ଆନ୍ଦୋଳନକୁ ମଧ୍ୟ…

ଓଡିଶାରେ କରୋନା ସତର୍କତା; ୧୫୦୦ ପ୍ରବାସୀ ଶ୍ରମିକଙ୍କୁ ଗଞ୍ଜାମରେ ସ୍କ୍ରିନିଂ

ବ୍ରହ୍ମପୁର: ବ୍ରହ୍ମପୁର ରେଳଷ୍ଟେସନରେ ସୋମବାର ଦିନ ପ୍ରାୟ ୧୫୦୦ ପ୍ରବାସୀ ଶ୍ରମିକଙ୍କର କୋରାନାଭାଇରସ ସମ୍ପର୍କିତ ସ୍କ୍ରିନିଂ କରାଯାଇଛି । ଏହି ସମସ୍ତ ବ୍ୟକ୍ତି ଗଞ୍ଜାମ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ଏମାନେ ମହାରାଷ୍ଟ୍ର ଏବଂ ଗୁଜରାଟରୁ ଫେରିଛନ୍ତି । “ସେମାନଙ୍କର ବ୍ୟକ୍ତିଗତ…

କରୋନାଭାଇରସ ସଂକ୍ରମଣରୁ କିଭଳି ରହିବେ ସାବଧାନ, ଜାଣନ୍ତୁ

ନୂଆଦିଲ୍ଲା: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରାୟ ୧୯୦ରୁ ଅଧିକ ଦେଶକୁ ବ୍ୟାପୁଛି । କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହେଉଥିବା ବ୍ୟକ୍ତିଙ୍କ ଠାରେ ଥଣ୍ଡା, କାଶ ଓ ଜ୍ୱର ଆଦି ଲକ୍ଷଣ ଦେଖାଦେଇଥାଏ । ଏହାବ୍ୟତିତ କିଛି ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ…

ମାସ୍କ ପିନ୍ଧିବା ବେଳେ ଏହି ସବୁ ଜରୁରୀ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ନୂଆଦିଲ୍ଲୀ: କରୋନାଭାଇରସ କବଳରେ ସାରା ବିଶ୍ୱ । କରୋନା ମହାମାରୀ ଦିନକୁ ଦିନ ଜଟିଳ ପରିସ୍ଥିତି ସୃଷ୍ଟି କରୁଛି । ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ସେଥିପାଇଁ ସମସ୍ତଙ୍କୁ ଆହୁରି ସାବଧାନତା ଅବଲମ୍ବନ କରିବାକୁ ପଡିବ । ମାସ୍କକୁୁ କେବଳ ପିନ୍ଧି ଦେଲେ ହେବନି, ଏହାର ସଠିକ ଢ଼ଙ୍ଗ ଜାଣିବା…

କରୋନା ପରିପ୍ରେକ୍ଷୀରେ ଟେଲିକମ ସେବା ଜାରି ରଖିବାକୁ କମ୍ପାନୀଙ୍କୁ ଭାରତ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଯୋଗୁଁ ଦେଶର ଅନେକ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ଟେଲିକମ ବିଭାଗ ପକ୍ଷରୁ ସମସ୍ତ ଟେଲିକମ କମ୍ପାନୀମାନଙ୍କୁ ନିରବଚ୍ଛିନ୍ନ ଟେଲି ଯୋଗାଯୋଗ ବ୍ୟବସ୍ଥା ଜାରି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲକ୍ ଡାଉନ୍…

କରୋନା ମୁକାବିଲା: ଆଉ ଦୁଇଟି ସହର ଲକଡାଉନ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ନବରଙ୍ଗପୁର: କରୋନାଭାଇରସ ବିସ୍ତାର ଉପରେ ଅଙ୍କୁଶ ଲଗାଇବା ପ୍ରୟାସରେ ସରକାର । ଆଜି ନବରଙ୍ଗପୁର ଜିଲ୍ଲାର ଦୁଇଟି ସହରକୁ ଲକ୍ ଡାଉନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ନବରଙ୍ଗପୁର କଲେକ୍ଟର ଅଜିତ କୁମାର ମିଶ୍ର ଦେଇଥିବା ସୁଚନା ଅନୁସାରେ, ମାର୍ଚ୍ଚ ୨୩ ତାରିଖ ସକାଳ ୭ ଟାରୁ…