Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କରୋନା ମୁକାବିଲା ପ୍ରସ୍ତୁତିରେ ବଡ଼ବଡ଼ ଦେଶକୁ ପଛରେ ପକାଇଛି ଭାରତ, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଜୀବାଣୁ ଯୋଗୁଁ ବିଶ୍ୱ ସ୍ତରରେ ମୃତ୍ୟୁସଂଖ୍ୟା ୫୮୩୩ କୁ ବୃଦ୍ଧି ପାଇଥିବାବେଳେ ଏହାର ସଂକ୍ରମଣ ୧.୫୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟକୁ ବ୍ୟାପି ସାରିଛି। ଭାରତରେ ମଧ୍ୟ ଏହି ସଂକ୍ରମଣ ୧୦୦ ଅତିକ୍ରମ କରିଥିବା ବେଳେ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି।…

୬ ମାସ ପର୍ଯ୍ୟନ୍ତ ସଚେତନ ରୁହନ୍ତୁ, କରୋନା ଗୁଜବରୁ ଦୂରେଇ ରୁହନ୍ତୁ: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଓଡିଶା ସରକାରଙ୍କ ଦ୍ୱାରା କରୋନାଭାଇରସକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଛି । ଏହାର ୨ ଦିନ ପରେ ଅର୍ଥାତ୍ ରବିବାର ଦିନ କରୋନା ସମ୍ପର୍କରେ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅତିକମରେ ୬ ମାସ ପର୍ଯ୍ୟନ୍ତ ଭାଇରସ ପ୍ରତି ସଚେତନ ରହିବାକୁ…

କରୋନା ସତର୍କତା: ୭ ଦିନ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର ବନ୍ଦ

ପୁରୀ: ପର୍ଯ୍ୟଟନସ୍ଥଳୀରେ କରୋନାଭାଇରସ ସଂକ୍ରମଣର ସତର୍କତା ଉପରେ ଦୃଷ୍ଟି ଦିଆଯାଇଛି । ରବିବାର ଦିନ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ପୁରୀ ବେଳାଭୂମିରେ ଭିଡ ନକରିବାକୁ କହିଛନ୍ତି । ସେ କହିଛନ୍ତି, “ପ୍ରଶାସନ ଜିଲ୍ଲାରେ ଚାଲୁଥିବା ପର୍ଯ୍ୟଟକଙ୍କ ବସ ଉପରେ ପ୍ରତିବନ୍ଧକ ଲଗାଇଦେଇଛି । ବିଶେଷ…

ବାର୍ ଓ ପବ୍‌ରେ ଲାଗିଲା କରୋନା କଟକଣା, ଲାଉଡ ସ୍ପିକର ବଜାଇବା ମନା

ଭୁବନେଶ୍ୱର: ମହାମାରୀ କରୋନା ଭୟରେ ସାରା ବିଶ୍ୱ ଭୟଭୀତ । ଏହି ଭାଇରସ ଯେପିର ରାଜ୍ୟରେ ସଂକ୍ରମିତ ନହେବ ସେଥିପ୍ରତି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି । ଫିଲ୍ମ ହଲ୍‌, ସୁଇମିଂ ପୁଲ ଓ ଜିମ ପରେ ଏବେ ବାର୍ ଓ ପବ୍‌ରେ ଲାଗିଛି କରୋନା କଟକଣା ।କରୋନା ପାଇଁ ରାଜଧାନୀରେ ଥିବା ବାର୍ ଏବଂ…

ଇଟାଲିରୁ ଫେରିଲେ ୨୧୧ ଭାରତୀୟ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: କରୋନାଭାଇରସରେ ପ୍ରଭାବିତ ଇଟାଲି ରାଷ୍ଟ୍ରରେ ଫସିରହିଥିବା ପ୍ରାୟ ୨୧୧ ଭାରତୀୟ ଛାତ୍ରଛାତ୍ରୀ ରବିବାର ଭାରତରେ ଆସି ପହଞ୍ଚିଛନ୍ତି । ଏନେଇ ଟ୍ୱିଟ୍ କରିଛନ୍ତି ଭି ମୁରଲୀଧରନ । https://twitter.com/MOS_MEA/status/1239044639291654144?s=08 ଗଣମାଧ୍ୟମରେ…

କରୋନାଭାଇରସ୍ ଆତଙ୍କ: ସମ୍ପୂର୍ଣ୍ଣ ଆରୋଗ୍ୟ ହେଲେ ଦିଲ୍ଲୀର ପ୍ରଥମ ‘ପଜିଟିଭ୍ ରୋଗୀ’

ଭୁବନେଶ୍ୱର: ସମ୍ପୂର୍ଣ୍ଣ ଆରୋଗ୍ୟ ହେଲେ ରାଜଧାନୀ ଦିଲ୍ଲୀର ପ୍ରଥମ କରୋନାଭାଇରସ୍ ପଜିଟିଭ୍ ରୋଗୀ । ମୟୂର ବିହାର ଅଞ୍ଚଳର ୪୫ ବର୍ଷ ବୟସ୍କ ବ୍ୟକ୍ତି ସଂକ୍ରମଣରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ଏହି ବ୍ୟକ୍ତିଙ୍କୁ ଶନିବାର ଦିନ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରୁ ଡିସଚାର୍ଜ…

କରୋନା ଭୟ: ଏକାଠି ମିଳିମିଶି ମୁକାବିଲା କରିବାକୁ ନିବେଦନ କଲେ ନବୀନ

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ କରିଛନ୍ତି । ମାରାତ୍ମକ ଭୂତାଣୁ ସଂକ୍ରମଣରୁ ନିଜକୁ କିଭଳି ରକ୍ଷା କରିହେବ ସେଥିପାଇଁ ସେ ଟ୍ୱିଟ୍ କରି ପରାମର୍ଶ ଦେଇଛନ୍ତି । କରୋନାକୁ ରୋକିବାକୁ ହେଲେ ସମସ୍ତଙ୍କ ସହାୟତା ଆବଶ୍ୟକ ବୋଲି କହିଛନ୍ତି ନବୀନ…

ଶ୍ରୀମନ୍ଦିରରେ ଲାଗିଲା କରୋନା କଟକଣା, ଭକ୍ତଙ୍କୁ ଗରୁଡ ସ୍ତମ୍ଭ ଛୁଇଁବା ମନା

ପୁରୀ: କରୋନା ମୁକାବିଲା ନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ବଡ ନିଷ୍ପତି ନିଆଯାଇଛି । ଭିତର କାଠ ପାଖରୁ ଠାକୁର ଦର୍ଶନ ଉପରେ କଟକଣା ଜାରି ହୋଇଛି । ଭକ୍ତମାନେ ଏକାଠି ଦର୍ଶନ ନକରି ଧାଡିରେ ଆସି ଦର୍ଶନ କରିବାକୁ କୁହାଯାଇଛି । ଏଥିସହ ଶ୍ରୀମନ୍ଦିରରେ ପୂଜା ବେଳେ ସେବାୟତମାନେ ମାସ୍କ…

ଭାରତରେ କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୧୦୭ ଛୁଇଁଲା

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ରବିବାର ଦିନ ଏହି ସଂଖ୍ୟା ୧୦୭ରେ ପହଞ୍ଚିଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅଫିସିଆଲ୍ ୱେବସାଇଟ୍ ପକ୍ଷରୁ ସୂଚନା ମିଳିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମରେ ମଧ୍ୟ…

କରୋନା ମୁକାବିଲା: ତାରାତାରିଣୀ ପୀଠରେ ହେବନି ଚଇତି ପର୍ବ

ଗଂଜାମ: କରୋନାର କୋକୁଆ ଭୟ ଭିତରେ ସଚେତନତା ପାଇଁ ଗଂଜାମ ଜିଲ୍ଲାରେ ଆଉ ଏକ ବଡ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ପ୍ରସିଦ୍ଧ ଦେବୀ ପୀଠ ତାରାତାରିଣୀରେ ଏଥର ଚଇତି ପର୍ବ ଉପରେ ଲାଗିିଛି କଟକଣା । ଏଥର ଚୈତ୍ର ଯାତ୍ରାରେ କେବଳ ସ୍ଥାନୀୟ ଲୋକ ହିଁ ପୂଜା କରିବେ । ଯାତ୍ରାରେ ମୁଣ୍ଡନ ଉପରେ ମଧ୍ୟ…