Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୧୦୦ ରୁ ଉର୍ଦ୍ଧ୍ବ ଦେଶରେ କାୟା ବିସ୍ତାର କଲାଣି କରୋନା ଭାଇରସ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ମାରାତ୍ମକ କରୋନାଭାଇରସ୍ ରୋଗ ୧୦୦ ରୁ ଉର୍ଦ୍ଧ୍ବ ଅଧିକ ଦେଶରେ ବ୍ୟାପି ସାରିଲାଣି। ଏହି ମାରାତ୍ମକ ଭାଇରସ ପ୍ରଭାବରେ ୩୫୦୦ ରୁ ଅଧିକ ଜୀବନ ମଧ୍ୟ ଗଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ଯେ,ଏହି ଜୀବାଣୁ ୧୦୦…

କରୋନା ଭୟ: କେରଳରେ ମାର୍ଚ୍ଚ ୩୧ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ

କେରଳ: ଚାରିଆଡେ କରୋନା ଭାଇରସର ଭୟ । ଚୀନରୁ ସୃଷ୍ଟି ହୋଇଥିବା ଏହି ମାରାତ୍ମକ କରୋନା ଭାଇରସ ଧୀରେ ଧୀରେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି । କେରଳରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ୧୨ରେ ପହଂଚିଛି । ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ…

ଭାରତରେ ପ୍ରଥମ ଥର କରୋନା ରୋଗୀଙ୍କ ଉପରେ ଏଚଆଇଭି ନିରୋଧୀ ଔଷଧର ପ୍ରୟୋଗ

ନୂଆଦିଲ୍ଲୀ/ଜୟପୁର: କରୋନା ଭାଇରସର ପ୍ରକୋପ ବଢ଼ି ବଢ଼ି ଚାଲିଛି । ଡାକ୍ତର ଓ ବୈଜ୍ଞାନିକ ଏହାର ଚିକିତ୍ସା ପଦ୍ଧତି ଖୋଜୁଛନ୍ତି । ଏହା ଭିତରେ ଭାରତରେ ପ୍ରଥମ ଥର ଲାଗି କରୋନା ଭାଇରସ ଆକ୍ରାନ୍ତ ରୋଗୀଙ୍କ ଉପରେ ଏଚଆଇଭି ନିରୋଧୀ ଔଷଧର ପ୍ରୟୋଗ କରାଯାଇଛି । ଭାରତ ପରିଦର୍ଶନରେ ଆସିଥିବା ଇଟାଲୀୟ…

ଅର୍ଥ ଜନିତ ସମସ୍ୟାକୁ ଦୂରେଇ ରଖିବ ଚାଣକ୍ୟଙ୍କ ଏହି ୫ ଟି ନୀତି !

ଭୁବନେଶ୍ୱର: ଆଚାର୍ଯ୍ୟ ଚାଣକ୍ୟଙ୍କୁ ଜଣେ ଦକ୍ଷ ଅର୍ଥନୀତିଜ୍ଞ ଭାବରେ ବିବେଚନା କରାଯାଇଛି । ମାନବ ଜୀବନକୁ ସୁଗମ କରିବାରେ ତାଙ୍କ ନୀତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଧର୍ମ, ସଂସ୍କୃତି, ନ୍ୟାୟ, ଅର୍ଥ ଏବଂ ରାଜନୀତି ଉପରେ ଚାଣକ୍ୟ ନିଜର ମତ ଦେଇଛନ୍ତି। ଏହି ଚିନ୍ତାଧାରା…

ଏମିତି କିଛି ଗାଁ ଯେଉଁଠାରେ ଫଗୁ ଉଡିବା ଅଶୁଭ: ୧୦୦ ବର୍ଷ ହେବ ପାଳନ ହୋଇନାହିଁ ହୋଲି ଉତ୍ସବ !

ଭୁବନେଶ୍ୱର: ହୋଲି ପର୍ବକୁ ଲୋକମାନେ ହସ ଓ ଖୁସି ସହ ଯୋଡିଥାନ୍ତି ଏବଂ ଏହାକୁ ଶୁଭର ପ୍ରତୀକ ଭାବରେ ବିବେଚନା କରନ୍ତି । କିନ୍ତି ଆମ ଭାରତରେ ଏପରି ଅନେକ ଗ୍ରାମ ଅଛି ଯେଉଁଠାରେ ହୋଲି ପାଳନ କରିବା ଅଶୁଭ ବୋଲି ବିବେଚନା କରାଯାଏ । ଛତିଶଗଡରେ ରହିଛି ଏହିଭଳି କିଛି ଗ୍ରାମ ଅଛି ଯେଉଁଠାରେ…

କର୍ଣ୍ଣାଟକରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ; ଟ୍ୱିଟ କରି ଜଣାଇଲେ କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀ

ବାଙ୍ଗାଲୁରୁ : ଆଜି କର୍ଣ୍ଣାଟକରେ ଆଉ ୩ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ(ଆଇସିଏମଆର) ଏନେଇ ସ୍ପଷ୍ଟ କରିଛନ୍ତି । ଏହାକୁ ମିଶାଇ କର୍ଣ୍ଣାଟକରେ ୪ଟି କରୋନା ଭାଇରସ ମାମଲା ସ୍ପଷ୍ଟ କରାଯାଇଛି । ୪ଜଣଙ୍କ ରକ୍ତ ଓ ସ୍ୱାବ ନମୂନା ପଜିଟିଭ ଆସିଛି ।…

ଓଲିଉଡରେ ରଙ୍ଗର ଫୁଆରା..ଲୋକପ୍ରିୟ ଓଡିଆ ହୋଲି ଗୀତ

ସଙ୍ଗୀତ ବିନା ରଙ୍ଗର ପର୍ବ ହୋଲି ଅଧୁରା । ପରସ୍ପରକୁ ରଙ୍ଗ ବୋଳି ଶୁଭେଚ୍ଛା ଜଣାଇବା ସହ ଗୀତର ତାଳେ ତାଳେ ସମସ୍ତେ ଝୁମିବାକୁ ପସନ୍ଦ କରନ୍ତି । ଓଡିଆ ସିନେମା ଓ ଆଲବମ ଦୁନିଆର କିଛି ଲୋକପ୍ରିୟ ଗୀତ ସବୁ ହୋଲି ଓଡିଆଙ୍କ ମନକୁ ରୋମାଞ୍ଚୀତ କରିଥାଏ । ହୋଲିକୁ ନେଇ ସବୁଠାରୁ ଲୋକପ୍ରିୟ ଓଡିଆ…

ବଲିଉଡର ଏହି ମନଛୁଆଁ ଗୀତରେ ହୋଲିର ମଜା ନିଅନ୍ତୁ…

ଭୁବନେଶ୍ୱର: ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । ଏହି ପର୍ବକୁ ନେଇ ଅନେକ ଗୀତ ରହିଥିବା ବେଳେ ବଲିଉଡ ଗୀତ ବିନା ଏହାର ମଜା ଅଧୁରା ରହିଯାଏ । ଜାଣନ୍ତୁ, ହୋଲିକୁ ନେଇ…

ହୋଲି ରଙ୍ଗରେ ରଙ୍ଗେଇ ହେଲା ସାରା ଦେଶ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଆଜି ହେଉଛି ରଙ୍ଗର ପର୍ବ ହୋଲି । ସାରା ଦେଶବାସୀ ଧୁମଧାମରେ ହୋଲି ଖେଳୁଛନ୍ତି । କରୋନା ଭାଇରସର ଭୟ ସତ୍ୱେ ନିଜ ସଂସ୍କୃତି ଓ ପରମ୍ପରାକୁ ଛାଡି ନାହାଁନ୍ତି ଭାରତବାସୀ । ହର୍ବାଲ ରଙ୍ଗ କିମ୍ବା ହଳଦୀ, ଚନ୍ଦନ ହେଉ ପଛେ ହୋଲି ଖେଳିବାକୁ ଆଗେଇ ଆସିଛନ୍ତି ସମସ୍ତେ । ଆସନ୍ତୁ ଦେଖିବା…

ହୋଲିକୁ ନେଇ କ’ଣ ରହିଛି ପୌରାଣିକ କଥାବସ୍ତୁ, ଜାଣନ୍ତୁ…

ଭୁବନେଶ୍ୱର: ଭାଇଚାରାର ପର୍ବ ହୋଲି । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସାରାଦେଶ ଆଜି ପାଳନ କରୁଛି ରଙ୍ଗର ଏହି ଉତ୍ସବ । ହଜାର ହଜାର ବର୍ଷ ତଳର ଏହି ପରମ୍ପରାକୁ ବେଶ ଧୁମଧାମରେ ଲୋକେ ପାଳନ କରୁଛନ୍ତି । ଏହା ହିନ୍ଦୁ ମାନଙ୍କ ପର୍ବ ହୋଇଥିବା ବେଳେ ଅଣ ହିନ୍ଦୁ ମାନେ ମଧ୍ୟ ଏହାକୁ ପାଳନ…