Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କେରଳ ପରେ ପୁଣେକୁ ବ୍ୟାପିଲା କରୋନା ଭାଇରସ, ୨ ପଜିଟିଭ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢୁଥିବା ବେଳେ ମଙ୍ଗଳବାର ଦିନ ପୁଣେରେ ଆଉ ୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ୨ ଜଣ ନିକଟ ଅତୀତରେ ୟୁନାଇଟେଡ୍ ଷ୍ଟେଟରୁ ଫେରିଥିଲେ । ଏହି…

କରୋନା ଭାଇରସ: ଇରାନରୁ ଫେରିଲେ ୫୮ ଭାରତୀୟ

ନୂଆଦିଲ୍ଲୀ: ଚୀନରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରସ ଏବେ ଇରାନ ଓ ଇଟାଲୀରେ ହାହାକାର ସୃଷ୍ଟି କରିଛି । ଇରାନରେ କରୋନା ଭାଇରସ ଜନିତ ମୃତ୍ୟୁ ସଂଖ୍ୟା ସୋମବାର ଦିନ ୨୩୭ରେ ପହଞ୍ଚିଛି । ଏହା ମଧ୍ୟରେ ଇରାନରେ ଫସିରହିଥିବା ଭାରତୀୟଙ୍କ ଉଦ୍ଧାର କରାଯାଇଛି । ୫୮ଜଣଙ୍କ ପ୍ରଥମ ବ୍ୟାଚ…

ହୋଲି ଲାଗି ଉତ୍ସବମୁଖର ସାରା ରାଜ୍ୟ

ଭୁବନେଶ୍ୱର: ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । ଯାହାକୁ ନେଇ ମଙ୍ଗଳବାର ଦିନ ସାରା ଦେଶରେ ଧୁମଧାମରେ ହୋଲି ପର୍ବ ପାଳିତ ହେଉଛି ।…

ଦୋଳପୂର୍ଣ୍ଣିମାରେ ଶ୍ରୀଜଗନ୍ନାଥଙ୍କ ସୁନାବେଶ; ଜାଣନ୍ତୁ, ମହାପ୍ରଭୁ ପିନ୍ଧିଲେ କେଉଁସବୁ ସ୍ୱର୍ଣ୍ଣାଳଙ୍କାର !

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବର୍ଷକ ମଧ୍ୟରେ ଅନୁଷ୍ଠିତ ଅନେକ ବେଶ ମଧ୍ୟରୁ ଶ୍ରୀଜୀଉମାଙ୍କର ସୁନାବେଶ ବା ରାଜବେଶ ଅତ୍ୟନ୍ତ ମନୋମୁଗ୍ଧକର । ଏହି ବେଶରେ ଠାକୁରମାନେ ବହୁ ପ୍ରକାର ସ୍ୱର୍ଣ ଅଳଙ୍କାରରେ ସଜ୍ଜିତ ହୋଇଥାନ୍ତି। ପ୍ରତିବର୍ଷ ମହାପ୍ରଭୁଙ୍କର ଏହି ରାଜବେଶ ବା ସୁନାବେଶ ପ୍ରାୟ ୫ଥର…

ବେଦାନ୍ତ ଲାଞ୍ଜିଗଡ଼ରେ ମହିଳା ଦିବସ ପାଳିତ; ୬ଟି ଗ୍ରାମ ପଞ୍ଚାୟତର ୨୫୦୦ ମହିଳାଙ୍କ ଅଂଶଗ୍ରହଣ

ଲାଞ୍ଚିଗଡ଼: କଳାହାଣ୍ଡି ଲାଞ୍ଜିଗଡ଼ରେ ଥିବା ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଅନୁଷ୍ଠିତ ଏକ ଉତ୍ସବରେ ୬ଟି ପଞ୍ଚାୟତର ପ୍ରାୟ ୨୫୦୦ ମହିଳା ଯୋଗଦାନ କରିଥିଲେ । ଏହି ମହିଳା ଦିବସରେ କମ୍ୟୁନିଟି ମହିଳା ମାନଙ୍କୁ…

ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୪୫କୁ ବୃଦ୍ଧି

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ଭାରତରେ ମୋଟ୍ ୪୫ଟି କରୋନା ଭାଇରସର ମାମଲା ଆସିଛି । ଜାମ୍ମୁ-କାଶ୍ମୀର, ନୂଆଦିଲ୍ଲୀ, ପଞ୍ଜାବ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଓ କେରଳରେ ୬ଟି ମାମଲା ସାମନାକୁ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏପର୍ଯ୍ୟନ୍ତ କର୍ଣ୍ଣାଟକରୁ କରୋନା ଭାଇରସ ମାମଲା ସ୍ପଷ୍ଟ କରିନାହାଁନ୍ତି…

ଦୋଳପୂର୍ଣ୍ଣିମାରେ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ

ପୁରୀ: ସୋମବାର ଦୋଳ ପୂର୍ଣ୍ଣିମା ଅବସରରେ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ ପାଇଁ ପୁରୀରେ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି । ଭୋର ୩ଟା ବେଳୁ ଶ୍ରୀମନ୍ଦିର ଖୋଲାଯିବା ପରଠାରୁ ଏହି ଭିଡ ଲାଗିରହିଥିଲା । ମହାପ୍ରଭୁଙ୍କ ସୁନାବେଶ ଥିବାରୁ ଭକ୍ତଙ୍କ ଆଗ୍ରହ ଏଥିନେଇ ବିଶେଷ ଭାବେ ରହିଥିଲା । ୩୨…

ଆସନ୍ତୁ ଜାଣିବା ଦୋଳ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ ସମ୍ପର୍କରେ

ପୁରୀ: ଦୋଳ ପୂର୍ଣ୍ଣିମାରେ କୋଟି କୋଟି ଓଡିଶାବାସୀଙ୍କ ଆରାଧ୍ୟଦେବତା ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଆୟୋଜିତ ହୋଇଥାଏ । ଏହି ମନଲୋଭା ଅନୁଭୂତି ସାଉଁଟିବା ପାଇଁ ଶ୍ରୀକ୍ଷେତ୍ରକୁ ଛୁଟି ଆସନ୍ତି ଭକ୍ତଗଣ । ପୁରୀ ପାଲଟି ଯାଏ ଉତ୍ସବମୁଖରିତ । ବାତ୍ୟା, ବନ୍ୟା କିମ୍ବା ମହାମାରୀ କେହି…

କରୋନା: ଇରାନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବ ସି-୧୭ ଗ୍ଲୋବମାଷ୍ଟର

ନୂଆଦିଲ୍ଲୀ: ସାରା ଦୁନିଆରେ କରୋନା ଭାଇରସ ହାହାକାର ସୃଷ୍ଟି କରିଛି । ବିଶ୍ୱରେ ଏପର୍ଯ୍ୟନ୍ତ ୧.୧୦ଲକ୍ଷ ଲୋକ ଭାଇରସ ଦ୍ୱାରା ସଂକ୍ରମିତ ହେଲେଣି । କରୋନା ଭାଇରସରୁ ଇରାନ ମଧ୍ୟ ବଂଚିତ ନୁହେଁ । ଇରାନରେ କରୋନା ଭାଇରସ ଯୋଗୁଁ ୨୩୭ ଜଣଙ୍କ ମୃତୁ୍ୟ ହୋଇସାରିଛି । ସେଠାରେ କିଛି ଭାରତୀୟ…

ଭାରତରେ ପ୍ରଥମ କରୋନା ରୋଗୀର ମୃତ୍ୟୁ !

ଶ୍ରୀନଗର: ଇରାନରୁ ତୀର୍ଥଯାତ୍ରା ସାରି ଫେରିଥିବା ଜଣେ ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କ କରୋନାଭାଇରସରେ ସଂକ୍ରମିତ ହୋଇଥିଲେ । ସଂକ୍ରମଣ ହେତୁ ତାଙ୍କୁ ଲଦାଖ ଅଞ୍ଚଳର ଲେହ ସହରର ସୋନମ ନାରବୋ ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ରବିବାର ଦିନ ତାଙ୍କର ମୃତ୍ୟୁ ଘଟିଛି। ପୂର୍ବତନ ପୋଲିସ…