Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଗାଁ ଦାଣ୍ଡରେ ଆଉ ଶୁଣିବାକୁ ମିଳୁନାହିଁ ଚକୁଳିଆ ପଣ୍ଡାର ଗୀତ..

ଭୁବନେଶ୍ୱର:ସଂସ୍କୃତି ଓ ଐତିହ୍ୟରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡ଼ିଶା। ଏହାର କୋଣଅନୁକୋଣରେ ଭାରି ରହିଛି ଧର୍ମ ଓ ପରମ୍ପରାର ମହକ । ବାରମାସରେ ତେର ଓଷା ତାସାଙ୍ଗକୁ ନାନାଦି ରୀତିନୀତି । ବର୍ତ୍ତମାନ ଏସବୁରୁ ଅନେକ କିଛି ପାଶୋରି ଗଲାଣି । ଓଡ଼ିଶାର ପରମ୍ପରା, ସଂସ୍କୃତି କଥା ମନେ ପଡିଲେ,…

ଇଜିପ୍ଟର ଧର୍ମୀୟ ଚେତନାରେ ପୁରୀ…

ଇଜିପ୍ଟର ପୌରାଣିକ କଥାବସ୍ତୁ ପ୍ରାଚୀନ ଓଡିଶା ତଥା ସମୁଦ୍ର ସହ ଥିବା ଏହାର ମଜବୁତ ସମ୍ପର୍କର ସଂକେତ ପ୍ରଦାନ କରେ । ଏକ ଗବେଷଣା ଅନୁଯାୟୀ, ଇଜିପ୍ଟର ପୌରାଣିକ କଥାବସ୍ତୁରେ 'ପୁଟ' ଅଥବା 'ପୁଣ୍ଟ' ନାମରେ ଦର୍ଶାଯାଇଥିବା ସ୍ଥାନଟି ସମ୍ଭବତଃ ପୁରୀ ହୋଇଥାଇପାରେ । ପୁରୀର ପ୍ରାଣ କେନ୍ଦ୍ର…

ବିବାହ ସମୟରେ କାହିଁକି ଲଗାଯାଏ ବର-ବଧୂଙ୍କୁ ହଳଦୀ, ଜାଣନ୍ତୁ

ଭୁବନେଶ୍ୱର: ବିବାହ ଭଳି ଏକ ପବିତ୍ର କାର୍ଯ୍ୟରେ ଆମ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଅନେକ ରୀତି ନୀତି ପାଳନ ହୋଇଥାଏ। ତେବେ ପରମ୍ପରା ଅନୁଯାଇ ବିବାହ ପୂର୍ବରୁ ବର ଓ କନ୍ୟାକୁ ହଳଦୀ ଲଗାଯାଏ। ହଳଦୀ ଲଗା ବିନା ବିବାହ ସମ୍ପୂର୍ଣ୍ଣ ହୁଏନି ବୋଲି ଲୋକଙ୍କ ବିଶ୍ୱାସ ରହିଛି। ତେବେ କାହିଁକି ବର ଓ…

ଏହି ୫ଟି ଦ୍ରବ୍ୟର ଧୂଆଁ, ଘରେ ଭରିଦେବ ସକରାତ୍ମକ ଶକ୍ତି !

ଭୁବନେଶ୍ୱର: ଘରେ ନକରାତ୍ମକ ଶକ୍ତି ରହିଥିଲେ ଜୀବନରେ ସମସ୍ୟା ହିଁ ସମସ୍ୟା ଦେଖା ଦେଇଥାଏ। ଯଦି ଆପଣ ନିଜ ଘରେ ନକରାତ୍ମକ ଶକ୍ତି ଥିବା ଜାଣିବାକୁ ପାଉଛନ୍ତି ଏବଂ ଘରୁ ଏହି କୁଶକ୍ତିକୁ ବାହାର କରିବାକୁ ଆପଣାନ୍ତୁ ଏହିସବୁ ଉପାୟ.. ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିବାକୁ ପ୍ରତିଦିନ…

କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ପ୍ରସଙ୍ଗ: ପର୍ଯ୍ୟାୟ କ୍ରମେ ବାଲି କାଢିବ ଏଏଏଆଇ

କୋଣାର୍କ: ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରେ ଥିବା ବାଲି କାଢିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି । ଭାରତୀୟ ପ୍ରତ୍ନତାତ୍ୱିକ ସର୍ଭେ ବିଭାଗ (ଏଏସଆଇ) ଏହି ଗର୍ଭଗୃହରୁ ବାଲି କାଢିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । କୋଣାର୍କ ସୂର୍ଯ୍ୟ…

ଯେତିକି ମନୋରମ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସେତିକି ପ୍ରଶଂସନୀୟ ଏହାର ହସ୍ତକଳା; ଜାଣନ୍ତୁ ଏହି ଗ୍ରାମ ସମ୍ପର୍କରେ

ଭୁବନେଶ୍ୱର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହିମାଚଳ ପ୍ରଦେଶ । ଏହାକୁ ଦେଖିଲେ ଏମିତି ଲାଗେ ଯେପରି ପ୍ରକୃତି ଏହାର ସବୁତକ ସୌନ୍ଦର୍ଯ୍ୟ ଏଇଠି ଅଜାଡି ଦେଇଛି । ହିମାଚଳର ଧୋଲଧାର ପାହାଡ଼ରେ ଅବସ୍ଥିତ ଏକ ଗ୍ରାମ । ଏହାର ନାମ ହେଉଛି ଆଣ୍ଡ୍ରେଟ୍ଟା । ଯାହା ନିଜର ସୌନ୍ଦର୍ଯ୍ୟ ଓ ନିଜର କଳା…

ଏଏସଆଇର ଚରମ ଅବହେଳା ଯୋଗୁଁ କୋଣାର୍କ ମନ୍ଦିରର ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି !

ଭୁବନେଶ୍ୱର: ଭାରତୀୟ ପ୍ରତ୍ନତାତ୍ୱିକ ସର୍ଭେ ବିଭାଗ (ଏଏସଆଇ)ର ଚରମ ଅବହେଳା ଯୋଗୁଁ କୋଣାର୍କ ମନ୍ଦିରରେ ଥିବା ଏକ ସୁନ୍ଦର ପୁରାତନ ମୂର୍ତ୍ତି ଭାଙ୍ଗିଯାଇଥିବାର ଅଭିଯୋଗ ହୋଇଛି । ଶୁକ୍ରବାର ଦିନ କୋଣାର୍କରେ ଅନୁଷ୍ଠିତ ଏକ ଦୁଇଦିନିଆ କର୍ମଶାଳାରେ ଏହାକୁ ନେଇ ଆଲୋଚନା ହୋଇଛି ।…

ଫେବୃଆରୀ ୨୮: ଜାଣନ୍ତୁ, ଆଜିର ଦିନରେ କାହିଁକି ପାଳିତ ହୁଏ ‘ଜାତୀୟ ବିଜ୍ଞାନ ଦିବସ’

ଭୁବନେଶ୍ୱର: ସାରା ଦେଶରେ ଫେବୃଆରୀ ୨୮ ତାରିଖକୁ ‘ଜାତୀୟ ବିଜ୍ଞାନ ଦିବସ’ ଭାବେ ପାଳନ କରାଯାଇଆସୁଅଛି । ଆଜିର ଦିନରେ ହିଁ ଦେଶର ମହାନ୍ ବେଜ୍ଞାନିକ ସିଭି ରମଣ ‘ରମଣ ପ୍ରଭାବ’ ଅବା ‘ରମଣ ରଶ୍ମି’ର ଆବିଷ୍କାର କରିଥିଲେ । ଏହି ଆବିଷ୍କାର ଲାଗି ତାଙ୍କୁ ୧୯୩୦ ମସିହାରେ ପଦାର୍ଥ ବିଜ୍ଞାନରେ…

ଓଟିଡିସି ପକ୍ଷରୁ ବିଦେଶ ଭ୍ରମଣର ସ୍ୱତନ୍ତ୍ର ପ୍ୟାକେଜ ଗୋ-ଗ୍ଲୋବାଲ୍‌ ଘୋଷଣା

ଭୁବନେଶ୍ୱର: ଓଡ଼ିଶାର ସଂସ୍କୃତି ଓ ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସୁଥିବା ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (OTDC) ଆଉ ପାଦେ ଆଗକୁ ଯାଇଛି। ଓଡ଼ିଶାର ପର୍ଯ୍ୟଟକ ମାନଙ୍କର ସୁଖ ସୁବିଧା କୁ ଦୃଷ୍ଟିରେ ରଖି ବର୍ତ୍ତମାନ ଓଟିଡିସି ଗୋ-ଗ୍ଲୋବାଲ ନାମରେ ଏକ ବିଦେଶ…

ମନ୍ଦିରରେ ମହାଦେବଙ୍କ ପ୍ରତିମାର ଉଚ୍ଚତା ବଢୁଛି ; ଜାଣନ୍ତୁ ଏହି ଶୈବପୀଠ ବିଷୟରେ

ଭୁବନେଶ୍ୱର: ଓଡ଼ିଶାରେ ଏମିତି ଅନେକ ପର୍ଯ୍ୟଟନ ସ୍ଥଳ ରହିଛି, ଯାହାର ପ୍ରାକୃତିକ ଶୋଭା ଲୋକଙ୍କୁ ଆକର୍ଷିତ କରେ । ଯାଜପୁରର ମହାବିନାୟକ ପୀଠ ଏଥିମଧ୍ୟରୁ ଅନ୍ୟତମ । ମହାଦେବଙ୍କ ମନ୍ଦିର ସାଙ୍ଗକୁ ଏଠାରେ ରହିଛି ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ । ଯାଜପୁର ଜିଲ୍ଳା ଚଣ୍ଡିଖୋଲରେ ଥିବା ଏହି…