Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ; ପଞ୍ଚାୟତିରାଜର ପ୍ରବର୍ତ୍ତକ

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ସାହସୀ ସଂଗ୍ରାମୀ ତଥା ପ୍ରବାଦ ପୁରୁଷ ରୂପେ ପରିଚିତ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଥିଲେ ପଞ୍ଚାୟତିରାଜର ପ୍ରବର୍ତ୍ତକ । ଦ୍ୱିତୀୟବାର ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହେବାପରେ ବିଜୁ ପଟ୍ଟନାୟକ ପଞ୍ଚାୟତିରାଜ…

ମାର୍ଚ୍ଚ ୮କୁ କାହିଁକି ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ ?

ନୂଆଦିଲ୍ଲୀ: ମାର୍ଚ୍ଚ ୮ ତାରିଖକୁ ସାରା ଦୁନିଆରେ ଅନ୍ତର୍ଜାତୀୟ ମହିଳା ଦିବସ ରୂପେ ପାଳନ କରାଯାଏ । ମହିଳାଙ୍କ ପାଇଁ ସେହି ଦିନ ବିଶେଷ ହୋଇଥାଏ ଯେଉଁ ଦିନ ସେମାନେ ତାଙ୍କ ସ୍ୱାଧୀନତାର ଉତ୍ସବ ପାଳନ କରିଥାନ୍ତି । ଆସନ୍ତୁ ଜାଣିବା ମାର୍ଚ୍ଚରେ ହିଁ କାହିଁକି ପାଳନ କରାଯାଏ ଅର୍ନ୍ତର୍ଜାତୀୟ…

ଦୁର୍ଗମ ଗାଆଁ’ର ଦୃଢମନା ଝିଅ ମୁନି ଟିଗା; ଓଡ଼ିଶାର ପ୍ରଥମ ମହିଳା ଲୋକୋ ପାଇଲଟ୍‌

ସୁନ୍ଦରଗଡ ଜିଲ୍ଲାର ବଣଜଙ୍ଗଲ ଘେରା ରୁତକୁକୁଡି ଗାଁ । ଗରିବ କୃଷକ ପରିବାରର ଝିଅ ମୁନି ଟିଗା । ସାତ ଭାଇ ଭଉଣୀ ଓ ବାପା ମାଆଙ୍କୁ ନେଇ ପରିବାର । ଘରେ ପାଠ ପଢିବା ତ ଦୂରେ ଥାଉ ଓଳିଏ ପେଟ ଭରି ଖାଇବା ମିଳିବା ବି ଥିଲା କଷ୍ଟକର । ପିଲାଟି ବେଳରୁ ମୁନିଙ୍କର କିନ୍ତୁ ପାଠ ପଢା ପ୍ରତି ପ୍ରବଳ…

ଓଡିଶୀ ନୃତ୍ୟାଙ୍ଗନା ପ୍ରିୟମ୍ବଦା ମହାନ୍ତି ହେଜମାଦିଙ୍କୁ ‘ଗଙ୍ଗାଧର ରଥ ସ୍ମାରକୀ’ ସମ୍ମାନ

ଭୁବନେଶ୍ୱର: ସାହିତ୍ୟିକ ଓ ନାଟ୍ୟକାର ରମେଶ ଚନ୍ଦ୍ର ପାଣିଗ୍ରାହୀ ଓଡିଶାର ଆଧୁନିକ ନାଟକ ପାଇଁ ‘ସାହିତ୍ୟ ଭାରତୀ ସମ୍ମାନ ୨୦୨୦’ରେ ସମ୍ମାନିତ ହେବେ । ଗଙ୍ଗାଧର ରଥ ଫାଉଣ୍ଡେସନ ଦ୍ୱାରା କୋଣାର୍କ ସୂର୍ଯ୍ୟ ମନ୍ଦିର ଥିବା ଏକ ରୋପ୍ୟ ପଦକ, ୧ ଲକ୍ଷ ଟଙ୍କାର ଅର୍ଥରାଶି ଓ ମାନପତ୍ର ପ୍ରଦାନ…

ପାଲା ଜଗତର ପ୍ରଚଣ୍ଡ ପ୍ରତିଭାଧର: ଗାୟକ ଗୁରୁ ପଣ୍ଡିତ ନିତ୍ୟାନନ୍ଦ ବାରିକ

ଭୁବନେଶ୍ୱର: ପାଲା ଜଗତର ଅମ୍ଳାନ ପ୍ରତିଭା ପଣ୍ଡିତ ନିତ୍ୟାନନ୍ଦ ବାରିକ । ସଂସ୍କୃତ ସାହିତ୍ୟରେ ଅଗାଧ ପାଣ୍ଡିତ୍ୟ ଅର୍ଜନ କରିଥିବା ଶ୍ରୀଯୁକ୍ତ ବାରିକ ପାଲା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ୧୯୫୪ ମସିହା ସେପ୍ଟେମ୍ବର ୧୦ ତାରିଖରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ…

ଆସନ୍ତୁ ଜାଣିବା କଲିକତାର କେଉଁ କାଳୀ ମନ୍ଦିରରେ ଚାଓମିନ୍ ଭୋଗ ହୁଏ

କଲିକତା: ପଶ୍ଚିମବଙ୍ଗର ଏକ କାଳୀ ମନ୍ଦିରରେ ଚାଓମିନ୍ ଭୋଗ ହୁଏ । ବିଶ୍ୱାସ ନ ହେଲେ ମଧ୍ୟ ଏହା ସତ୍ୟ । କଲିକତାର ଟାଙ୍ଗରା ଅଂଚଳରେ ଏହି ମନ୍ଦିର ଅବସ୍ଥାପିତ । ଏହାର ନାମ ହେଲା ଚାଇନିଜ କାଳୀ ମନ୍ଦିର । ୬୦ ବର୍ଷ ତଳେ ଜଣେ ଭକ୍ତ ୨ଟି କଳା ପଥରରେ ସିନ୍ଦୁର ଲଗାଇ ଗଛ ତଳେ ପୂଜା କରୁଥିଲେ । ପରେ…

ଓଡିଶାରେ କେନାଲ୍ ମ୍ୟାନ୍‌: ପଢନ୍ତୁ, ତାଙ୍କର ସଂଘର୍ଷର କାହାଣୀ ସମ୍ପର୍କରେ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାର ତାଳବୈତରଣୀ ଅଞ୍ଚଳରେ ନିଜର ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ପାଇଥିବା ସଫଳତା ଲାଗି ୭୨ ବର୍ଷୀୟ ବୃଦ୍ଧଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି । ଏପରିକି ଓଡିଶାର କେନାଲ୍ ମ୍ୟାନ୍ ଭାବେ ସେ ଖୁବ୍ ପରିଚିତ ମଧ୍ୟ୍ୟ । ତାଙ୍କର ଏହି ଉଦ୍ୟମ ପାଇଁ ତାଙ୍କ ଗ୍ରାମରେ ମଧ୍ୟ…

ପବିତ୍ର ଶଙ୍ଖ: ବାସ୍ତୁ, ଆଧ୍ୟାତ୍ମିକତା ଦୃଷ୍ଟିରୁ କେତେ ଉପକାରୀ, ଜାଣନ୍ତୁ…

ମହାନ ହିନ୍ଦୁ ସଂସ୍କୃତିରେ ଶଙ୍ଖକୁ ଘରେ ହେଉ କିମ୍ବା ଦେବାଳୟରେ ବାସ୍ତୁ ଓ ଆଧ୍ୟାତ୍ମିକତା ଦୃଷ୍ଟିରୁ ବେଶ୍ ଗୁରୁତ୍ୱ ଦିଆଯାଇଥାଏ । ଶଙ୍ଖକୁ ଘରେ ରଖି ପୂଜା କରିବା କିମ୍ବା ସକାଳ ସଞ୍ଜରେ ଠାକୁରଘରେ ଉପାସନା କରିବା ସମୟରେ ବଜାଇବା ଲାଗି ଭିନ୍ନ ଭିନ୍ନ ଶଙ୍ଖ ରହିଛି । ଶଙ୍ଖ:…

ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଚାହୁଁଥିଲେ ଜାଣି ରଖନ୍ତୁ ଏହିସବୁ ନିୟମ..

ଭୁବନେଶ୍ୱର: ନିଜର ପିଲାଟିଏ ନଥିଲେ ଯେତେ ଭଲରେ ଥିଲେ ମଧ୍ୟ ଅନ୍ତରରେ ଶାନ୍ତି ନଥାଏ। ତେବେ ସତ ଚେଷ୍ଟା ପରେ ମଧ୍ୟ ସନ୍ତାନ ଟିଏ ପ୍ରାପ୍ତ କରିପାରୁନଥିବା ଦମ୍ପତ୍ତି ବର୍ତ୍ତମାନ ପୋଷ୍ୟ ସନ୍ତାନ ଗ୍ରହଣ କରୁଛନ୍ତି । ତେବେ ଜାଣି ରଖନ୍ତୁ କଣ ରହିଛି ପୋଷ୍ୟ ସନ୍ତାନ ଗ୍ରହଣ କରିବାର ନିୟମ...…

ହିନ୍ଦୁଶାସ୍ତ୍ରାନୁସାରେ ରବିବାର ସୂର୍ଯ୍ୟ ଉପାସନାର ନିୟମ…

ଭୁବନେଶ୍ୱର: ହିନ୍ଦୁଶାସ୍ତ୍ରାନୁସାରେ ପ୍ରାତଃକାଳରେ ଗାଧୋଇସାରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସାରା ଦିନଟି ଆପଣଙ୍କ ଭଲରେ କଟିବା ସହିତ ସକାରାତ୍ମକ ଶକ୍ତି ଆପଣଙ୍କ ଶରୀରରେ ଭରିଯାଇଥାଏ ବୋଲି ବିଶ୍ଵାସ ରହିଛି। ରବିବାର ହେଉଛି ଆଦିତ୍ୟଙ୍କ ବାର । ଏହିଦିନ ସୂର୍ଯ୍ୟଦେବଙ୍କୁ ଜଳଦାନ କଲେ…