Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆସୁଛି ନୂଆବର୍ଷ: କଣ ରହିବ ଆପଣଙ୍କ ‘ନିୟୁ ଇୟର ରିଜଲ୍ୟୁସନ’ !

ଭୁବନେଶ୍ୱର: ଆଗକୁ ଆସୁଛି ନୂଆବର୍ଷ । ଅନେକ ଭଲ ଓ ଖରାପ ସ୍ମୃତି ଦେଇଥିବା ୨୦୧୯ ଆଉକିଛି ଦିନ ପରେ ବିଦାୟ ନେବ । ପୁରୁଣା ସ୍ମୃତିକୁ ଛାତିରେ ଚାପି ଧରି ଆମେ ଆଉ ଏକ ନୂତନ ବର୍ଷରେ ପାଦ ରଖିବା । ନୂଆ ଉନ୍ମାଦନା ଓ ନୂଆ ଆଶା ନେଇ ପୁଣିଥରେ ଜୀବନରେ ରଙ୍ଗ ଭରିବାକୁ ଚେଷ୍ଟା କରିବା ।…

କ୍ରିସମାସର ନିଆରା ଅନୁଭୂତି ପାଇଁ ବୁଲି ଯାଆନ୍ତୁ ଏହିସବୁ ସ୍ଥାନକୁ !

ଭୁବନେଶ୍ୱର: ଆଉ ଗୋଟିଏ ଦିନ ପରେ ଖ୍ରୀଷ୍ଟମାସ ବା ବଡ଼ଦିନ । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ନିମନ୍ତେ ଏହା ଏକ ଉତ୍ସବର ଦିନ। ଭଗବାନ ଯୀଶୁଖ୍ରୀଷ୍ଟଙ୍କର ଏହିଦିନ ଜନ୍ମ ହୋଇଥିଲା ବୋଲି ବିଶ୍ୱାସ ରହିଛି। ତେଣୁ ଏହିଦିନକୁ ଧର୍ମାବଲମ୍ବୀ ମାନେ ବଡ଼ ଧୁମଧାମରେ ପାଳନ କରନ୍ତି । କିନ୍ତୁ ବର୍ତ୍ତମାନ…

ନୂଆବର୍ଷରେ ପିକନିକ୍ କରିବାକୁ ଚାହୁଁଛନ୍ତି କି; ଯାଆନ୍ତୁ ଓଡିଶାର ଏହିସବୁ ସ୍ଥାନ…

ଭୁବନେଶ୍ୱର : ଆଉ କିଛି ଦିନର ଅପେକ୍ଷା ପରେ ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହେବାକୁ ଯାଉଛି । ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ସ୍ୱରୂପ ଆଶା ଓ ଉଦ୍ଦୀପନାର ସହ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଛନ୍ତି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା…

କ୍ରିସମାସ ପାଇଁ ଚଳଚଞ୍ଚଳ ରାଜଧାନୀ; ସାନ୍ତା ପୋଷାକର ବଢୁଛି ଚାହିଦା

ଭୁବନେଶ୍ୱର: କ୍ରିସମାସ ପର୍ବ ଲାଗି ଆଉ ଦିନ କେଇଟା ବାକି ରହିଥିବା ବେଳେ ଏକପ୍ରକାର ଚଳଚଞ୍ଚଳ ହୋଇପଡିଛି ରାଜଧାନୀ ଭୁବନେଶ୍ୱର । ଏପରିକି ଏଠାରେ ଥିବା ସମସ୍ତ ଗୀର୍ଜା ଘର ମଧ୍ୟ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ ହୋଇପଡିଲାଣି । ଖାଲିଯେ, ଚର୍ଚ୍ଚ ତା’ ନୁହେଁ ଭୁବନେଶ୍ୱରର ପ୍ରମୁଖ ସପିଂ ମଲ୍…

ବାସ୍ତୁ ଅନୁସାରେ ଏହି ଦିଗରେ ତିଆରି କରନ୍ତୁ ସିଡି; ଘରେ ଭରିଯିବ ସୁଖ ସମୃଦ୍ଧି !

ଭୁବନେଶ୍ୱର: ବାସ୍ତୁଶାସ୍ତ୍ରର ନିୟମ ଅନୁସାରେ ଘରର ପ୍ରତ୍ୟେକଟି ଅଂଶ ପାଇଁ କିଛି ନିୟମ ରହିଛି । ଯାହାକୁ ମାନିବା ଦ୍ୱାରା ଘରେ ସୁଖସମୃଦ୍ଧି ଭରିଯାଏ ବୋଲି ବିଶ୍ୱାସ ରହିଛି । ଆଜି ଆମେ ଆପଣଙ୍କୁ ଜଣାଇବୁ ବାସ୍ତୁ ନିୟମ ଅନୁସାରେ ଘରର ସିଢି ପାଇଁ କଣ ରହିଛି ନିୟମ ? ବାସ୍ତୁଶାସ୍ତ୍ର…

କାହିଁକି ଡ଼ିସେମ୍ବର ୨୫ରେ ପାଳିତ ହୁଏ କ୍ରିସମାସ, ଜାଣନ୍ତୁ…

ଭୁବନେଶ୍ୱର: ପ୍ରଭୁ ଯୀଶୁ ଥିଲେ କ୍ଷମାର ସାଗର, ଦୟା ଓ କରୁଣାର ମୂର୍ତ୍ତିମନ୍ତ ପ୍ରତୀକ । ସମଗ୍ର ବିଶ୍ୱରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିବସ ଡ଼ିସେମ୍ବର ୨୫ ତାରିଖରେ ବଡ଼ ଧୁମଧାମରେ ପାଳିତ ହୋଇଥାଏ । ଏହିଦିନ ବିଶ୍ୱର ପ୍ରାୟ ସମସ୍ତ ସହର ଗୁଡ଼ିକ ଉତ୍ସବମୁଖର ହୋଇଥାଏ । ବଡ଼ଦିନକୁ ନେଇ କଣ…

ତୋଷାଳି ମେଳାର ୮ମ ସନ୍ଧ୍ୟା; ହସ୍ତତନ୍ତର ବିଶ୍ୱାଦୃତି ନିମନ୍ତେ ‘ବୟନିକା’ ପକ୍ଷରୁ ‘ଫେସନ୍‌ ସୋ’

ଭୁବନେଶ୍ୱର: ସାରା ଦେଶର ହସ୍ତଶିଳ୍ପ କାରିଗର, ବୁଣାକାର ଓ ସ୍ଥପତିକାରମାନଙ୍କୁ ପ୍ରୋତ୍ସାହନ ଦେବା ସହ ସେମାନଙ୍କ କଳା-କାରିଗରୀର ପ୍ରଦର୍ଶନ ନିମନ୍ତେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୨୦୧୯ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଡିସେମ୍ବର ୧୫…

ଓଡ଼ିଶାର ଏହିସବୁ ପିକନିକ୍ ସ୍ପଟ୍ ଯାଆନ୍ତୁ; ନୂଆବର୍ଷରେ ମଜ୍ଜା ଉଠାନ୍ତୁ…

ଭୁବନେଶ୍ବର: ପର୍ଯ୍ୟଟନ ଋତୁ ଆରମ୍ଭ ମାତ୍ରେ ସମସ୍ତେ ଏକାଠି ହୋଇ ବାହାରି ପଡ଼ନ୍ତି ବୁଲିବାକୁ। ଆଉ ଭ୍ରମଣ ସହ ବଣଭୋଜି ର ମଜ୍ଜା ଉଠାଇବାକୁ ଭୁଲନ୍ତି ନାହିଁ। ଜାଣନ୍ତୁ, ଓଡ଼ିଶାର ସେହିଭଳି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ସମ୍ପର୍କରେ... ଗଣ୍ଡାହାତୀ ଜଳପ୍ରପାତ- ସୌନ୍ଦର୍ଯ୍ୟ ଓ ଇତିହାସରେ…

ଶ୍ରୀମନ୍ଦିର ବେଢାରେ ସୂର୍ଯ୍ୟ ମନ୍ଦିର; କାହିଁକି ଏଠାରେ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୁଏ, ଜାଣନ୍ତୁ…

ପୁରୀ: ମହାନ ହିନ୍ଦୁଧର୍ମରେ ସୂର୍ଯ୍ୟଦେବଙ୍କୁ ଶ୍ରଦ୍ଧାଳୁମାନେ ଆଦିତ୍ୟ ନାରାୟଣ ଭାବେ ପୂଜା କରିଥାଆନ୍ତି । ଲୋକକଥା ଅନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ବର୍ତ୍ତମାନର ପୁରୀ ଶ୍ରୀମନ୍ଦିରସ୍ଥିତ ସୂର୍ଯ୍ୟନାରାୟଣ ମନ୍ଦିର ଧର୍ମଦେବତାଙ୍କ ସକାଶେ ନିର୍ମାଣ କରାଯାଇଥିଲା । ନବଗ୍ରହ ମନ୍ଦିର ନିକଟରେ…

ନୂଆବର୍ଷରେ ଓଡ଼ିଶାର ଏହିସବୁ ସ୍ଥାନକୁ ଯାଆନ୍ତୁ; ବଣଭୋଜୀର ମଜ୍ଜା ଉଠାନ୍ତୁ…

ଭୁବନେଶ୍ୱର: ଆଉ କିଛି ଦିନର ଅପେକ୍ଷା ପରେ ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହେବାକୁ ଯାଉଛି । ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ସ୍ୱରୂପ ଆଶା ଓ ଉଦ୍ଦୀପନାର ସହ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଛନ୍ତି । ପ୍ରାୟ ସମସ୍ତେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ…