Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଜାଣନ୍ତୁ କାହିଁକି ହଳଦିଆ ରଙ୍ଗର ହୋଇଥାଏ ସ୍କୁଲବସ୍…

ଭୁବନେଶ୍ୱର: ରାସ୍ତାରେ ଅନେକ ବସ ଯାଉଥିବା ଆମେ ପ୍ରତିଦିନ ଦେଖିଥିବେ । ତେବେ ପିଲାଙ୍କୁ ନେଇ ଯାଉଥିବ ବାସ୍ ଗୁଡିକର ରଙ୍ଗ ସାଧାରଣତଃ ହଳଦିଆ ହୋଇଥାଏ । କେବେ ଲକ୍ଷ କରିଛନ୍ତି କି? ତେବେ କଣ ଏହାର କାରଣ ? କାହିଁକି ସ୍କୁଲ ବସ ଗୁଡିକର ରଙ୍ଗ ହଳଦିଆ ହୋଇଥାଏ ଜାଣନ୍ତୁ... ଏହା ପଛରେ…

ଶୀତଦିନିଆ କଅଁଳ ଖରାର ଉପକାରିତା ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଶୀତଦିନରେ ସକାଳୁ ସକାଳୁ ଉଠି କଁଅଳ ଖରାରେ ବସିବାକୁ ସମସ୍ତଙ୍କୁ ଭଲ ଲାଗେ । ତେବେ ଶରୀରକୁ ଭଲ ଲାଗୁଥିବା ଏହି ଅଭ୍ୟାସ ଯେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଶିତଦିନିଆ ସକାଳିଆ ନରମ ଖରା ଆମ ଦେହକୁ ସ୍ପର୍ଶ କଲେ ଦେହରେ…

କାହିଁକି ପାଳିତ ହୁଏ ବଡ଼ଦିନ; ଖ୍ରୀଷ୍ଟମାସକୁ ନେଇ ରହିଛି କେଉଁ ବିଶ୍ୱାସ ଜାଣନ୍ତୁ…

ଭୁବନେଶ୍ୱର: ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ରୂପେ ପାଳନ କରାଯାଏ । ଏହି ଦିନରେ ପ୍ରଭୁଙ୍କ ଆଗମନ ହୋଇଥିବା ଯୋଗୁଁ ସାରା ବିଶ୍ୱରେ ବେଶ ଧୁମଧାମରେ ଏହାକୁ ପାଳନ କରାଯାଇଥାଏ । ଖ୍ରୀଷ୍ଟମାସକୁ ‘ବଡଦିନ’ ଭାବେ ମଧ୍ୟ ପାଳନ କରାଯାଇଥାଏ । ଏହି ପର୍ବକୁ…

କେଉଁସବୁ ସ୍ଥାନରେ ଜାନୁଆରୀ ୭ ରେ ପାଳିତ ହୁଏ ବଡ଼ଦିନ, ଜାଣନ୍ତୁ

ଭୁବନେଶ୍ୱର: ଡିସେମ୍ବର ୨୫ରେ ଯୀଶୁଖ୍ରୀଷ୍ଟ ଜନ୍ମ ଗ୍ରହଣ କରିଥିବା ଯୋଗୁଁ ସମଗ୍ର ବିଶ୍ୱରେ ଏହାକୁ ବଡ଼ଦିନ ବା ଏକ୍ସ-ମାସ ରୂପରେ ପାଳନ କରାଯାଏ । ତେବେ ସମଗ୍ର ବିଶ୍ୱରେ ବଡ଼ଦିନକୁ ଡିସେମ୍ବର ୨୫ରେ ପାଳନ କରାଯାଉଥିବା ବେଳେ କିଛି ସ୍ଥାନରେ ଏହାକୁ ଜାନୁଆରୀ ମାସରେ ପାଳନ କରାଯାଏ ।…

ବଡ଼ଦିନରେ କାହିଁକି ସଜାଯାଏ କ୍ରିସମାସ ଟ୍ରି; ଜାଣନ୍ତୁ…

ଭୁବନେଶ୍ୱର:କ୍ରିସମାସ ବଡ଼ଦିନରେ କ୍ରିସ୍ମସ ଟ୍ରିର ରହିଛି ଅନେକ ମହତ୍ତ୍ୱ । ଏହାବିନା କ୍ରିସମାସ ଅଧୁରା ବୋଲି କୁହାଯାଏ । କଣ ଏହି କ୍ରିସମାସ ଟ୍ରି: କ୍ରିସମାସ ଟ୍ରି ବା ଏକ କୋନାକାର ଗଛ ଯାହାକୁ ବଡ଼ଦିନ ଉପଲକ୍ଷେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ସୁସଜ୍ଜିତ କରିଥାନ୍ତି । ପାଇନ୍ ଜାତୀୟ…

ଜାଣନ୍ତୁ, ଶ୍ରୀମନ୍ଦିର ନୀଳଚକ୍ରରେ ଚଢି ଚୂନେରା ସେବକ କିପରି ବାନ୍ଧନ୍ତି ବାନା !

ପୁରୀ: ଶ୍ରୀକ୍ଷେତ୍ରକୁ ଆସୁଥିବା ବେଳେ ଭକ୍ତ ଜାଣିଥାଏ ନୀଳଚକ୍ରର ଗୁରୁତ୍ୱ । ଶ୍ରୀମନ୍ଦିର ଉପରେ ଶୋଭା ପାଉଥିବା ଏହି ଚକ୍ର ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦୂରରୁ ଅନେକ ଆଶା ଓ ବିଶ୍ୱାସ ମନରେ ଜୁଟାଇ ଦେଇଥାଏ । ନୀଳଚକ୍ର ଦେଖାଗଲାଣି.... ଏଥର ଆଉ ବେଶି ଦୂର ନୁହେଁ ଶ୍ରୀଜଗନ୍ନାଥ ମନ୍ଦିର ।…

ଜାଣନ୍ତୁ, ପୃଥିବୀ ସମ୍ପର୍କରେ ୧୦ଟି ଅଜଣା କଥା !

ଭୁବନେଶ୍ୱର: ସୌରଜଗତରେ ଥିବା ୯ ଟି ଗ୍ରହ ମଧ୍ୟରୁ ଆମେ ରହୁଥିବା ଗ୍ରହତିର ନାମ ପୃଥିବୀ ଅଟେ । ସୌରମଣ୍ଡଳର ଏହା ଏକମାତ୍ର ଗ୍ରହ, ଯେଉଁଠି ଜୀବଜଗତ ବଞ୍ଚିବା ସମ୍ଭବପର ହୋଇ ପରିଛି। ଏଠାରେ ଜୀବଜଗତ ବଞ୍ଚି ରହିବା ନିମନ୍ତେ ଆବଶ୍ୟକୀୟ ଜଳ, ବାୟୁ ଓ ପବନ ରହିଛି । ଯାହା ଅନ୍ୟକୌଣସି ଗ୍ରହରେ…

ତୋଷାଳି ମେଳାର ୪ର୍ଥ ସନ୍ଧ୍ୟା: ନାମିଦାମୀ କଳାକାରଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଭୁବନେଶ୍ୱର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ୨୦୧୯ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଡିସେମ୍ବର ୧୫ ତାରିଖଠାରୁ ଆରମ୍ଭ ହୋଇଛି । ସାରା ଦେଶର ହସ୍ତଶିଳ୍ପ କାରିଗର, ବୁଣାକାର ଓ ସ୍ଥପତିକାରମାନେ ଏହି ମେଳାରେ ଅଂଶଗ୍ରହଣ କରିଛନ୍ତି ।…

କିମ୍ବଦନ୍ତୀରେ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ

ଶ୍ରୀଜଗନ୍ନାଥ - ଯେଉଁ ନାମଟିକୁ ଉଚ୍ଚାରଣ କଲେ ହିଁ ପ୍ରତ୍ୟେକ ପ୍ରାଣ ସ୍ପନ୍ଦନ ସ୍ୱତଃ ଉଦ୍ବେଳିତ ହୋଇଉଠେ । ଜୟ ଜଗନ୍ନାଥ - ଏହି ନାମଟିକୁ ମନନ କରିବା ମାତ୍ରେ ହିଁ ଭକ୍ତର ହୃଦୟ ତନ୍ତ୍ରୀ ଅପୂର୍ବ ଭକ୍ତି ଭାବନାରେ ମନ୍ତ୍ରମୁଗ୍ଧ ହୋଇଉଠେ । ସେହି ଦାରୁବ୍ରହ୍ମ ରୂପୀ ନିଳାଚଳ ନିବାସୀ ମହାପ୍ରଭୁ…

ଜାଣନ୍ତୁ କାହିଁକି, ଡିସେମ୍ବର ୨୫ ତାରିଖରେ ଶ୍ରୀମନ୍ଦିର ଖୋଲା ରହିବ ସାରାରାତି !

ପୁରୀ: ଆସନ୍ତା ଡିସେମ୍ବର ୨୫ ତାରିଖ ଅର୍ଥାତ ବଡ଼ଦିନ ରାତିରେ ସାରାରାତି ଶ୍ରୀମନ୍ଦିରର ଖୋଲା ରହିବ । ପ୍ରାପ୍ତ ସୂଚନା ଅନୁସାରେ ଡିସେମ୍ବର ୨୬ ତାରିଖରେ ସୂର୍ଯ୍ୟପରାଗ ହେଉଥିବାରୁ ୨୫ ତାରିଖ ରାତି ସାରା ଶ୍ରୀମନ୍ଦିର ଖୋଲା ରହିବା ନେଇ ବୁଧବାର ଦିନ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି…