Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଏହିସବୁ ପାର୍ଟିଥିମ୍ ସହ ନିଜ ନୂଆବର୍ଷକୁ କରନ୍ତୁ ଅବିସ୍ମରଣୀୟ !

ଭୁବନେଶ୍ୱର: ଆସୁଛି ନୂଆବର୍ଷ । ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂଆ ବର୍ଷକୁ ସ୍ୱାଗତ କାରିବାକୁ ସବୁଆଡେ ଉତ୍ସବର ମାହୋଲ । ସହରାଞ୍ଚଳରେ ପପ୍ ଓ ଡିସ୍କୋ ଆଦିରେ ଯୁବପିଢୀ ନୂଆବର୍ଷ ପାଳନ କରିବେ । ଆଜିର ଯୁବପୀଢ଼ି ଥିମ ପାର୍ଟି କରିବାକୁ ଅଧିକ ପସନ୍ଦ କରୁଛନ୍ତି । ତେବେ ନୂଆବର୍ଷ…

ଶ୍ରୀମନ୍ଦିରର ରୋହିଣୀ କୁଣ୍ଡ, ତୃଷାର୍ତ୍ତ କାକ ଓ ନୀଳମାଧବଙ୍କ ଚମତ୍କାର କଥାବସ୍ତୁ ଜାଣନ୍ତୁ

ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ମଧ୍ୟରେ ରୋହିଣୀ ତୀର୍ଥ ଅନ୍ୟତମ । ଏହା ମା’ ବିମଳାଙ୍କ ମନ୍ଦିର ସମ୍ମୁଖରେ ଓ ଭିତର ଚନ୍ଦନ ଯାତ୍ରାର ଜଳକ୍ରୀଡା ମଣ୍ଡପ ପାଶ୍ୱର୍ରେ ଅବସ୍ଥିତ । ପୁରାଣ ତଥ୍ୟ ଅନୁସାରେ ବଟବୃକ୍ଷଠାରୁ ୧୦୦ ଗଜ ଦୂରରେ ଏହା ଅବସ୍ଥିତ । ପ୍ରଳୟ ସମୟରେ କୁଣ୍ଡରେ ଥିବା ଜଳ ପରିବ୍ୟାପ୍ତ…

ଦଶମ ଦିନରେ ତୋଷାଳି ମେଳା: ହସ୍ତଶିଳ୍ପରେ ୪ କୋଟିରୁ ଉର୍ଦ୍ଧ୍ବ ବ୍ୟବସାୟ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଡିସେମ୍ବର ୧୫ ତାରିଖଠାରୁ ଜନତା ମଇଦାନଠାରେ ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା-୨୦୧୯ ଆରମ୍ଭ ହୋଇଥିବା ତୋଷାଳି ମେଳା ଦଶମ ଦିନରେ ପହଞ୍ଚିଛି । ଗତ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବିଭାଗୀୟ…

ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ: ଆସନ୍ତାକାଲି (ଡିସେମ୍ବର ୨୬) ବର୍ଷର ଶେଷ ସୂର୍ଯ୍ୟପରାଗ । ଏଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ହେବା ନେଇ ସୂଚନା ମିଳିଛି । ଏହାସହ ଆଜି (ବୁଧବାର) ସାରାରାତି ଶ୍ରୀମନ୍ଦିର ଖୋଲା ରହିବା ସହ ଶ୍ରୀଜୀଉଙ୍କ ଦର୍ଶନ ମଧ୍ୟ ମିଳିବ । ସୂର୍ଯ୍ୟ ପରାଗ ପାଇଁ…

ଧରାବତରଣ କଲେ ପ୍ରଭୁ ଯୀଶୁ; ସାରା ବିଶ୍ୱ ଉତ୍ସବମୁଖର…

ଭୁବନେଶ୍ୱର: ମଙ୍ଗଳବାର ରାତି ବାରଟା ସମୟରେ ପ୍ରଭୁ ଯୀଶୁ ଧରାବତଣ କରିଛନ୍ତି । ସମଗ୍ର ବିଶ୍ୱ ହୋଇଛି ଉତ୍ସବମୁଖର । ଡିସେମ୍ବର ୨୫ ତାରିଖର ଏହି ବଡ଼ଦିନରେ ବିଶ୍ୱର ସମସ୍ତ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ସମେତ ଅଧିକାଂଶ ଜନସାଧାରଣ ପ୍ରଭୁ ଯୀଶୁଙ୍କ ଏହି ଧରାବତରଣକୁ ଉତ୍ସବ ସହକାରେ ବଡ଼ ଧୁମଧାମରେ…

ପବିତ୍ର ବଡଦିନ: ସମସ୍ତ ଚର୍ଚ୍ଚରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଶ୍ରଦ୍ଧାଳୁଙ୍କ ପ୍ରାର୍ଥନା

ଭୁବନେଶ୍ୱର: ପ୍ରତିବର୍ଷ ଡିସେମ୍ବର ୨୫ ତାରିଖକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ ରୂପେ ପାଳନ କରାଯାଏ । ଏହି ଦିନରେ ପ୍ରଭୁଙ୍କ ଆଗମନ ହୋଇଥିବା ଯୋଗୁଁ ସାରା ବିଶ୍ୱରେ ବେଶ ଧୁମଧାମରେ ପାଳନ କରାଯାଇଥାଏ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଭୁ ଯୀଶୁଙ୍କୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ…

ନୂଆବର୍ଷ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର…

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଆସିବ ନୂଆବର୍ଷ। ନୂଆବର୍ଷ କୁ ସ୍ୱାଗତ କରିବା ପାଇଁ ସବୁଆଡେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଜଗନ୍ନାଥ ଧାମ ପୁରୀ ମଧ୍ୟ ନୂଆବର୍ଷ ନିମନ୍ତେ ହୋଇ ଉଠିଛି ଚଳଚଞ୍ଚଳ । ନୂଆ ବର୍ଷକୁ ସ୍ୱାଗତ କରିବା ସହ ପୂରାତନ ବର୍ଷକୁ…

ଆଜିଠାରୁ ଆରମ୍ଭ ହେଉଛି ଗୋପାଳପୁର ବେଳାଭୂମି ମହୋତ୍ସବ..

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗୋପାଳପୁର ଠାରେ ଆଜିଠାରୁ ( ଡିସେମ୍ବର ୨୪) ଆରମ୍ଭ ହେଉଛି ବେଳାଭୂମି ମହୋତ୍ସବ । ୫ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ ଠାରେ ପହଂଚି ସେଠାରୁ ଗୋପାଳପୁର…

ଜାନୁଆରୀ ୧ ନୂଆବର୍ଷ: କାହିଁକି ଓ କେବେଠୁଁ ପାଳନ ହେଉଛି ଜାଣନ୍ତୁ…

ଭୁବନେଶ୍ୱର: ଆଉଦିନ କେଇଟା ପରେ ସରିଯିବ ୨୦୧୯ । ଜାନୁଆରୀ ୧ରୁ ଆରମ୍ଭ ହେବ ଆଉ ଏକ ନୂଆବର୍ଷ । ପ୍ରତ୍ୟେକ ବର୍ଷ ଜାନୁଆରୀ ୧କୁ ଆମେ ଇଂରାଜୀ ନୂଆବର୍ଷ ରୂପରେ ପାଳନ କରନ୍ତି । ତେବେ କଣ ଆପଣ ଜାଣନ୍ତି ଜାନୁଆରୀ ୧ କୁ ନୂଆବର୍ଷ ରୂପରେ କାହିଁକି ପାଳନ କରାଯାଏ ? ଆଜି ଆମେ ଆପଣଙ୍କ ଜଣାଇବୁ ଏହାର…

ଜ୍ୟୋତିର ପ୍ରତୀକ ‘ଅରୁଣ ସ୍ତମ୍ଭ’; ଜାଣନ୍ତୁ କ’ଣ ରହିଛି ପୌରାଣିକ କଥାବସ୍ତୁ

ପୁରୀ: ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ (ପୂର୍ବ ଦ୍ୱାରରେ) ଶୋଭା ପାଉଛି ଅରୁଣ ସ୍ତମ୍ଭ । ଭାରତର କୌଣସି ବିଷ୍ଣୁ ମନ୍ଦିର ସମ୍ମୁଖରେ ଅରୁଣ ସ୍ତମ୍ଭ ନାହିଁ । ମାତ୍ର ପୁରୀରେ ଏହାର ବ୍ୟତିକ୍ରମ ମାତ୍ର । ଏହାର କାରଣ ହେଲା ସୂର୍ଯ୍ୟଦେବଙ୍କ ସାରଥୀ ହେଲେ ଅରୁଣ । ତେବେ ଏହା କିପରି…