Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୧୦୮ କୁମ୍ଭ ଜଳରେ ସ୍ନାନକଲେ ଚତୁର୍ଦ୍ଧା ମୂର୍ତ୍ତି, ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ସ୍ନାନବେଦୀରେ ମହାସ୍ନାନ କରିଛନ୍ତି । ଶ୍ରୀମନ୍ଦିର ବେଢାସ୍ଥିତ ସ୍ନାନମଣ୍ଡପରେ ସେବାୟତମାନେ ଶ୍ରୀଜୀଉମାନଙ୍କ ସ୍ନାନ କରାଇଥିଲେ । ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଦର୍ଶନ କରିବାକୁ ପୁରୀ…

ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ: ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲିରେ ଏକ ସୁଦୃଶ୍ୟ ଲମ୍ବା ବ୍ୟାଟ ନିର୍ମାଣ କରି ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । #AbhinandanTeamIndia  for winning against Pakistan in…

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ରତ୍ନବେଦୀରୁ ସ୍ନାନବେଦୀରେ ବିଜେ କଲେ ମହାପ୍ରଭୁ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଜି ହେଉଛି ପବିତ୍ର ସ୍ନାନଯାତ୍ରା । ରତ୍ନବେଦୀରୁ ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ୧୦୮ ଗରା ଜଳରେ ମହାସ୍ନାନ କରିବେ ଜଗତର ନାଥ ଶ୍ରୀଜଗନ୍ନାଥ । ପୁରୀରେ ଶ୍ରୀଜୀଉମାନଙ୍କ ଏହି ମାନବୀୟ ଲୀଳା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ପାରମ୍ପରିକ…

ଶ୍ରୀମନ୍ଦିରରେ ଗୁପ୍ତ ନୀତି ଲାଗି ଦାୟିତ୍ୱ ନେଲେ ଦଇତାପତି ସେବାୟତ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିପ୍ରେକ୍ଷୀରେ ସ୍ନାନଯାତ୍ରା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ରହିଥିବା ଦଇତାପତିମାନେ ଶ୍ରୀଜୀଉଙ୍କ ପାରମ୍ପରିକ ଗୁପ୍ତ ନୀତି କାର୍ଯ୍ୟନିର୍ବାହ କରିଥାନ୍ତି । ବର୍ଷସାରା ଶ୍ରୀମନ୍ଦିରରେ ପଣ୍ଡା…

ଆଜି ସଂକ୍ରାନ୍ତି ରଜ, ସାରା ଓଡ଼ିଶା ଉତ୍ସବମୁଖର…

ଭୁବନେଶ୍ୱର: ଆଜି ସମଗ୍ର ଓଡ଼ିଶାରେ ରଜ ଉତ୍ସବର ଦ୍ୱିତୀୟ ଦିବସ ଅର୍ଥାତ୍ ଆଜି ହେଉଛି ରଜ ସଂକ୍ରାନ୍ତି । ପ୍ରଥମରଜରେ ଝିଅମାନେ ସଜବାଜ ହେବା ପରେ ସଂକ୍ରାନ୍ତିରେ ସଜବାଜ ସହିତ ଘରକୁ ଘର ବୁଲି ଝିଅମାନେ ପିଠା ଖାଇଥାଆନ୍ତି । ଉତ୍କଳୀୟ ପରମ୍ପରାର ଏହି ମହାନ ଗଣପର୍ବରେ ଓଡ଼ିଆ ମାନେ ଆଜି ବେଶ୍…

ରାଜ୍ୟବାସୀଙ୍କୁ ‘ରଜ’ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ‘ରଜ’ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । https://twitter.com/Naveen_Odisha/status/1139371688078954496 ସୂଚନାଯୋଗ୍ୟ,…

ଆଜି ପହିଲି ରଜ, ପିଠା-ମିଠାରେ ସାରା ଓଡ଼ିଶା ସଜବାଜ…

ଭୁବନେଶ୍ୱର: ସଂସ୍କୃତି ଓ ପରମ୍ପରାର ରାଜ୍ୟ ଉତ୍କଳରେ ବାର ମାସରେ ତେର ପରବ ପାଳନ କରାଯାଏ । ସାମାଜିକ ଜୀବନକୁ ସରସ ସୁନ୍ଦର କରିବା ପାଇଁ ସାଧାରଣତଃ ପର୍ବଗୁଡିକର ସୃଷ୍ଟି । କୌଣସି ରାଜ୍ୟର ପର୍ବପର୍ବାଣି ସେଠାକାର ଲୋକଙ୍କର ପରମ୍ପରା ଓ ଇତିହାସକୁ ଦର୍ଶାଇ ଥାଏ । ପୌରାଣିକ କଥା ଅନୁସାରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ଆଜିର ରାଶି ଫଳ ତା ୧୪-୦୬-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୧୯ ମସିହା ଜୁନ ତା ୧୪ ରିଖ ଶୁକ୍ରବାର ବୃଷ ୩୧ ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥି ସ୍ବାତୀ ନକ୍ଷତ୍ର ତୁଳା ଚନ୍ଦ୍ର ବିଛା ଧନୁ ମୀନ ରାଶିର ଘାତ ବାର…

ଜୁନ୍ ୨୫ ସୁଦ୍ଧା ସମାପ୍ତ ହେବ ରଥଯାତ୍ରା ପ୍ରସ୍ତୁତି

ପୁରୀ: ରାଜ୍ୟ ସରକାରଙ୍କ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ରଥଯାତ୍ରା ସମନ୍ୱୟ କମିଟିର ତୃତୀୟ ବୈଠକ ଶେଷ ହୋଇଛି । ଏହି ବୈଠକର ନିଷ୍ପତ୍ତି କ୍ରମେ ଆସନ୍ତା ଜୁନ୍ ୨୫ ତାରିଖ ସୁଦ୍ଧା ରଥଯାତ୍ରାର ସମସ୍ତ ପ୍ରସ୍ତୁତି ସମାପ୍ତ ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ…

ରଥଯାତ୍ରା ବେଳେ ଏଏସଆଇ ଶ୍ରୀମନ୍ଦିର ମରାମତି କାର୍ଯ୍ୟ କରିବ

ଭୁବନେଶ୍ୱର: ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପୁରୀ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ କରିବ । ଶ୍ରୀମନ୍ଦିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ସମ୍ପର୍କୀତ ଏକ ବୈଠକର ସମାପ୍ତି ପରେ ଗଣମାଧ୍ୟମକୁ ସୂଚନାଦେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ମୁଖ୍ୟ…