Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ସମସ୍ତ ଚ୍ୟାନେଲ୍ ରଥଯାତ୍ରା ସିଧା ପ୍ରସାରଣ କରିପାରିବେ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସିଧା ପ୍ରସାରଣକୁ ନେଇ ଉପୁଜିଥିବା ବିବାଦର ଅନ୍ତ ଘଟିଛି । ଏସମ୍ପର୍କରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ସ୍ଫଷ୍ଟଭାବେ ସୂଚନା ଦିଆଯାଇଛି ଯେ, ସବୁବର୍ଷ ପରି ଏହିବର୍ଷ ମଧ୍ୟ ସମସ୍ତ ଟିଭି…

ଋଷି ପ୍ରତୀମ ଗାୟନାଚାର୍ଯ୍ୟ: ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର

ଭୁବନେଶ୍ୱର: ପୂରାତନ ଶୈଳୀର ପାଲା ପରମ୍ପରାକୁ ଯେଉଁକେତେ ଜଣ ବରିଷ୍ଠ ଗାୟକ ବଜାୟ ରଖିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଋଷି ପ୍ରତିମ ଗାୟନାଚାର୍ଯ୍ୟ ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର । ୧୯୪୩ ମସିହାରେ ତକ୍ରାଳୀନ ପୁରୀ ଜିଲ୍ଲା ଗଙ୍ଗାଧରପୁର ନିକଟସ୍ଥ ହରିପୁରଶାସନରେ ଜନ୍ମଗ୍ରହଣ କରିଥିଲେ…

ଜାଣନ୍ତୁ, ପୁରୀ ‘ରଥଯାତ୍ରା’ ନୀତି ନିର୍ଘଣ୍ଟର ସୂଚୀ…

ପୁରୀ : ଆଉ ମାତ୍ର ୩ଟି ସପ୍ତାହ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥ ଯାତ୍ରା ପୁରୀରେ ଆରମ୍ଭ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ଛତିଶା ନିଯୋଗ ପକ୍ଷରୁ ଆୟୋଜିତ ଏକ ବୈଠକରେ ମହାପ୍ରଭୁଙ୍କ ନୀତିକାନ୍ତି ସୂଚୀ ନିର୍ଘଣ୍ଟ ହୋଇଛି । ଏହି ବୈଠକରେ ସ୍ନାନ…

ଗୋଆ ଓ ଆଣ୍ଡାମାନ୍ ଭଳି ଚିଲିକାରେ ପର୍ଯ୍ୟଟକ ପାଇପାରିବେ କ୍ରୁଜ୍ ସୁବିଧା

ଭୁବନେଶ୍ୱର : ଗୋଆ ଓ ଆଣ୍ଡାମାନ୍ ଭଳି ଚିଲିକାରେ ମଧ୍ୟ ପର୍ଯ୍ୟଟକଙ୍କୁ ଖୁବଶୀଘ୍ର ମିଳିବ କ୍ରୁଜ୍ ସୁବିଧା। ଯାହାଫଳରେ ପର୍ଯ୍ୟଟକମାନେ କେରଳ ଭଳି ବୋଟ୍ ହାଉସ୍ ତଥା ଫ୍ଲୋଟିଂ ରେଷ୍ଟୁରାଷ୍ଟର ମଜା ଉଠାଇପାରିବେ। ‘ମରାଳ ମାଳିନୀ ନିଳାମ୍ବୁ ଚିଲିକା’ ଭାବେ ପରିଚିତି ପାଇଥିବା ଚିଲିକାରେ ଏଭଳି…

ନିତିନ ଓ ପ୍ରତାପଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର : ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ମଙ୍ଗଳବାର ଦିନ ନୂଆଦିଲ୍ଲୀଠାରେ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀଯୁକ୍ତ ଗଡକରୀଙ୍କ ସହ ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଭାବେ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ମଧ୍ୟ ମନ୍ତ୍ରଣାଳୟର ଦାୟିତ୍ୱ…

ପବିତ୍ର ‘ସାବିତ୍ରୀ ଅମାବାସ୍ୟା’ରେ ଚଳଚଞ୍ଚଳ ଦେବାଳୟ

ଭୁବନେଶ୍ୱର : ପବିତ୍ର ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ସାରା ରାଜ୍ୟ । ହିନ୍ଦୁଧର୍ମର ପର୍ବପର୍ବାଣୀ ମଧ୍ୟରୁ ଏହା ଅନ୍ୟତମ । ଓଡିଆ ମାସ ଜ୍ୟେଷ୍ଠ ମାସରେ ପଡୁଥିବା ଅମାବାସ୍ୟାକୁ ସାବିତ୍ରୀ ଅମାବାସ୍ୟା ମଧ୍ୟ କୁହାଯାଏ । ଯାହାକୁ ଆମ ରାଜ୍ୟରେ ସାବିତ୍ରୀ ବ୍ରତ ଭାବେ…

ନିର୍ଭୀକ ପାଲା ଗାୟନାଚାର୍ଯ୍ୟ: ଗାୟକ ରତ୍ନ ନରୋତ୍ତମ ମହାପାତ୍ର

ଭୁବନେଶ୍ୱର: ସଂଭ୍ରାନ୍ତ ପରିବାରରେ ଜନ୍ମ, ଉଚ୍ଚ ଶିକ୍ଷିତ, ଚାହିଁଥିଲେ ବଡ ଚାକିରି କରିପାରିଥାନ୍ତେ, ହେଲେ ସେ ବାଛିନେଲେ କଳାକାରର ଜୀବନ । ସାହିତ୍ୟ ସାଧନାର ରାସ୍ତା ବାଛିନେଲେ । ଜଣେ ନିର୍ଭୀକ ପାଲା ଗାୟକ ଭାବେ ସାରା ଓଡିଶାରେ ପରିଚିତ ସେହି ବିରଳ ପ୍ରତିଭାର ଅଧିକାରୀ ହେଉଛନ୍ତି ଗାୟକ…

ଜୁନ୍ ୧୬ରୁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ଭୁବନେଶ୍ୱର : ମୟୂରଭଞ୍ଜ ଜିଲ୍ଲାସ୍ଥିତ ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଚଳିତ ବର୍ଷ ଜୁନ୍ ୧୬ ତାରିଖରୁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ । ଏନେଇ ବନବିଭାଗ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି । ବର୍ଷା ଋତୁକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଚଳିତ ଥର ପିଠାବଟା ରେଞ୍ଜ ଅନ୍ତର୍ଗତ ଲୁଲୁଙ୍ଗ ଓ…

ଜୀବନ୍ତ ହେଇଯାଉଛି ୩ହଜାର ୮ଶହ ବର୍ଷ ତଳର ମୂର୍ତ୍ତି !

ଅଦେଖା ହାତର ଖେଳ ଜୀବନ୍ତ ହେଇଯାଉଛି ୩ହଜାର ୮ଶହ ବର୍ଷ ତଳର ମୂର୍ତ୍ତି ! ସମରେନ୍ଦ୍ର ବଳିଆରସିଂହ ଛାଇଆଲୁଅର ଲୁଚକାଳି ଖେଳ ଭିତରେ କେଉଁ ଏକ ଅଦେଖାହାତର ଖେଳ । ଜୀବନ୍ତ ହେଇଯାଉଛି ୩ହଜାର ୮ଶହ ବର୍ଷ ତଳର ମୂର୍ତ୍ତି । ବିଶ୍ୱାସ ହେଉନାହିଁ, କିନ୍ତୁ ଏହା ସତ । ତେବେ କେମିତି ଏହା ସଂଭବ ?…

ସୁଖ ଓ ଶାନ୍ତିର ସରଳ ଉପାୟ…

ଜୀବଜଗତରେ ଶ୍ରେଷ୍ଠ ଜୀବ ମନୁଷ୍ୟହିଁ ଏକମାତ୍ର ପ୍ରାଣୀ ଯାହାର ମନ, ଚିନ୍ତା, ଭାବନା ଓ ବିବେକ ରହିଛି, କିନ୍ତୁ ଆଧୁନିକ ସମାଜରେ ମଣିଷ ମନକୁ ହିଁ ନେଇ ବିଭିନ୍ନ ସମସ୍ୟ।।ର ସମ୍ମୁଖୀନ ହେଉଛି । ଏକ ଅସନ୍ତୁଳିତ ମନହିଁ ଅନେକ ବ୍ୟାଧିର ମୂଳ କାରଣ ଅଟେ । ନିଜର ଆଭ୍ୟନ୍ତରୀଣ ମନକୁ ଆମେ…