Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ସୁସ୍ଥ ଓ ସ୍ୱଚ୍ଛ ହୃଦୟର ଦିନ- ‘ବିଶ୍ୱ ହୃଦୟ ଦିବସ’

ଭୁବନେଶ୍ୱର:  ବିଶ୍ୱ ହୃଦୟ ସଂଗଠନ ପକ୍ଷରୁ ସେପ୍ଟେମ୍ବର ୨୯ ତଥା ଆଜିର ଦିନକୁ ସାରା ବିଶ୍ୱରେ ‘ବିଶ୍ୱ ହୃଦୟ ଦିବସ’ ରୂପେ ପାଳନ କରାଯାଇଥାଏ । ହୃଦରୋଗ ପରି ଘାତକ ବେମାରୀ ସାରା ବିଶ୍ୱରେ ମହାମାରୀ ରୂପ ନେଇଥିବା ବେଳେ ଭାରତରେ ଅନ୍ୟ ଦେଶ ମାନଙ୍କ ତୁଳନାରେ ରୋଗୀଙ୍କ ସଂଖ୍ୟା ୨୦…

ଆପଣଙ୍କ ଶୋଇବା ଘର ବି ହୋଇପାରେ ବାସ୍ତୁଦୋଷର କାରଣ !

ବେଡ଼ରୁମ୍ ବା ଶୋଇବା ଘର ହେଉଛି ପ୍ରତ୍ୟେକ ଘରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହା ମଧ୍ୟ ଦେଇ ସବୁବେଳେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ପ୍ରବାହିତ ହୁଏ । ଯଦି ଶୋଇବା ଘରର ଆସବାବପତ୍ର ସଠିକ ଜାଗାରେ ରଖାନଯାଏ ତାହା ବୈବାହିକ ତଥା ଦାମ୍ପତ୍ୟ ଜୀବନରେ ଅଶାନ୍ତିର କାରଣ ପାଲଟିଯାଏ । ଜାଣନ୍ତୁ…

‘ହାପି ବର୍ଥ ଡେ ଗୁଗୁଲ’ ଇଣ୍ଟରନେଟରେ ପାଳିତ ହେଲା ଜନ୍ମଦିନ

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜନ ଗୁଗୁଲ ଆଜି ନିଜର ୨୦ତମ ଜନ୍ମ ବାର୍ଷିକ ପାଳନ କରୁଛି । ଏହି ଅବସରକୁ ଖାସ କରିବା ପାଇଁ ଗୁଗୁଲ ନିଜ ପାଇଁ ଏକ ଡୁଡଲ ତିଆରି କରିଛି । ଏଥିସହିତ ଗୁଗୁଲ ପକ୍ଷରୁ ଏକ ଖାସ ଭିଡିଓ ପ୍ରସ୍ତୁତ କରି ଜାରି କରାଯାଇଛି । ଏହା…

ବିଶ୍ୱ ପର୍ଯ୍ୟଟନ ଦିବସ: ରଙ୍ଗୀନ ଆଲୋକରେ ସଜ୍ଜିତ ହେଲା ରାଜଧାନୀ

ଭୁବନେଶ୍ୱର : ବିଶ୍ୱ ପର୍ଯ୍ୟଟନ ସଂଗଠନ ପକ୍ଷରୁ ପ୍ରତିବର୍ଷ ସେପ୍ଟେମ୍ବର ୨୭ ତାରିଖକୁ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଭାବେ ପାଳନ କରାଯାଏ । ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ହେଉଛି ସାରା ବିଶ୍ୱରେ ପର୍ଯ୍ୟଟନ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା । ବିଗତ ୧୯୮୦ ମସିହାରୁ ଏହି ଦିନକୁ…

ଗାୟକ ସମ୍ରାଟ୍ ପ୍ରହଲ୍ଲାଦ ସାହୁ – ଯେଉଁଠି ହାର୍ ମାନିଛି ବୟସ

ଭୁବନେଶ୍ୱର: ବୟସ ୮୩ ଟପିଲାଣି, ହେଲେ ଦାନ୍ତ ପଡିନି, କି ମୁଣ୍ଡର କେଶ ପାଚିନି, ସତେ ଯେମିତି ବୟସ ତାଙ୍କର ପାଖମାଡୁନି । ପ୍ରକୃତରେ ବୟସ ତାଙ୍କ ପାଖକୁ ଯିବାକୁ ଚାହୁନି, କାହିଁକି ନା ସେ ପରା ମାତୃକୃପାରେ ବଳିୟାନ । ଦେବୀ ସରସ୍ୱତୀ ଓ ଗ୍ରାମଦେବତୀ ତାଙ୍କ ଉପରେ ଅଜାଡି ଦେଇଛନ୍ତି ଆଶୀର୍ବାଦ…

ସିନ୍ଦୂର – ଶାରୀରିକ ସୁସ୍ଥତାର ମହାଷୌଧି…

ବାହାଘର ପରେ ମହିଳାଙ୍କ ମଥାରେ ସିନ୍ଦୂର ଲଗାଇବାର ପରମ୍ପରା ହିନ୍ଦୁ ଧର୍ମରେ ପ୍ରଚଳିତ । ଏହା ସଧବାର ପ୍ରତୀକ ଏବଂ ପ୍ରତ୍ୟେକ ବିବାହିତ ମହିଳା ପାଇଁ ଏହାଠାରୁ ମୂଲ୍ୟବାନ୍ ଜିନିଷ ଆଉ କିଛି ନାହିଁ । ତେବେ ଆପଣ କ’ଣ ଜାଣନ୍ତି ସିନ୍ଦୂର ସ୍ୱାସ୍ଥ୍ୟ ପାଇଁ ବହୁ ବିଶେଷତ୍ୱ ବହନ କରିଥାଏ ! -…

ଝାରସୁଗୁଡ଼ାରେ ‘ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର’ ଓ ବିମାନ ଉଡ଼ାଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଶିଳ୍ପନଗରୀ ଝାରସୁଗୁଡ଼ାରେ ନବନିର୍ମିତ ବିମାନବନ୍ଦର ଏବଂ ବିମାନ ଉଡ଼ାଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦଘାଟନ କରିଛନ୍ତି । ଝାରସୁଗୁଡ଼ାଠାରେ ଏକ ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ନୂତନ ବିମାନବନ୍ଦରକୁ ‘ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର’ ନାମରେ ନାମିତ କରି ଉଡ଼ାଣ…

ଶ୍ରୀମନ୍ଦିର ସଂସ୍କାର ପ୍ରସଙ୍ଗ: ପୁରୀ ଗଜପତି ମହାରାଜାଙ୍କୁ ଭେଟିଲେ ଆମିକସ୍ କ୍ୟୁରୀ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସଂସ୍କାର ନିମନ୍ତେ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଆଜି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ପୁରୀସ୍ଥିତ ଗଜପତିଙ୍କ ରାଜନଅରରେ ଭେଟିଛନ୍ତି । ଶ୍ରୀଜଗନ୍ନାଥ…

ଦକ୍ଷିଣ ଏସିଆରେ ‘ଓଡ଼ିଶା ଟୁରିଜିମ୍’ ପକ୍ଷରୁ ରୋଡ୍ ଶୋ’

ଭୁବନେଶ୍ୱର/ବ୍ୟାଂକକ୍ : ଓଡ଼ିଶା ଟୁରିଜିମ୍ ପକ୍ଷରୁ ଥାଇଲାଣ୍ଡର ବ୍ୟାକକ୍ ଠାରେ ଦ୍ୱିତୀୟ ରୋଡ୍ ଶୋ’ ଆୟୋଜନ ହୋଇଛି । ଓଡ଼ିଶା ପର୍ଯ୍ୟଟନ ବିଭାଗ ଥାଇଲାଣ୍ଡରେ ଥିବା ଭାରତୀୟ ଦୂତାବାସ ଏବଂ ଫିସି (ଏଫଆଇସିସିଆଇ)ର ମିଳିତ ସହଯୋଗରେ ବ୍ୟାଂକକ୍ ର ହୋଟେଲ୍ ଅନନ୍ତରାଠାରେ ଏହି ରୋଡ୍ ଶୋ’ ଆୟୋଜନ କରିଛି…

ସିଙ୍ଗାପୁରରେ ପ୍ରବାସୀ ଓଡିଆ ପାଳିଲେ ଗଣେଷ ପୂଜା

ସିଙ୍ଗାପୁର : ସୁଦୂର ସିଙ୍ଗାପୁରରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ମହାଆଡମ୍ବରରେ ପାଳିତ ହୋଇଛି ଗଣେଶ ପୂଜା । ସୂଚନା ଅନୁଯାୟୀ ସିଙ୍ଗାପୁରରେ ରହୁଥିବା ଓଡିଆ ସମାଜର ୧୫୦ରୁ ଅଧିକ ଶ୍ରଦ୍ଧାଳୁ କେଣ୍ଟ ଭାଲି ପରିସରରେ ଗଣେଷ ପୂଜା ପାଳନ କରିଥିଲେ । ଏଥିସହିତ ଶ୍ରଦ୍ଧାଳୁ ମାନେ ଏକ ଚିତ୍ତରେ…