Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆସନ୍ତୁ ବୁଲିଯିବା ଗୋଆ – ଲକ୍ଷ୍ମୀ ନୃସିଂହ ମନ୍ଦିର…

ମଣିଷ ଜୀବନ ସହ ବୁଲିବା ଯୋଡ଼ି ହୋଇ ରହିଛି । କୁହାଯାଏ ଯେ ମଣିଷ ସଭ୍ୟତା ସୃଷ୍ଟି ହେବା ଦିନ ଠାରୁ ମଣିଷ ଭ୍ରମଣ ସହ ଯୋଡ଼ି ହୋଇ ରହିଛି ।ତାହା ନିଜ ପାଇଁ ବାସସ୍ଥାନ ଖୋଜିବା ପାଇଁ ହେଉ କିମ୍ବା ନୂଅା ନୂଅା ସ୍ଥାନ ଅନୁସନ୍ଧାନରେ । ତେଣୁ ମଣିଷର ଏକ ସହଜାତ ପ୍ରକୃତି ବା ପ୍ରବୃତ୍ତି ଭ୍ରମଣ…

ଜନ୍ମଦିନରେ ଖୁବ ମନେ ପଡ଼ନ୍ତି, ଚିର ସବୁଜ ଅକ୍ଷୟ ମହାନ୍ତି…

ଭୁବନେଶ୍ୱର: ଓଡ଼ିଆ ସଙ୍ଗୀତ ଦୁନିଆର ଅପ୍ରତିଦ୍ୱନ୍ଦୀ ତଥା ସର୍ବକାଳୀନ ଲୋକପ୍ରିୟ ଗାୟକ ଚିର ସବୁଜ ଅକ୍ଷୟ ମହାନ୍ତିଙ୍କର ଆଜି ହେଉଛି ଜନ୍ମଦିନ । ଯେକୋଣସି ବୟସର ଶ୍ରୋତାଙ୍କୁ କିମିଆ କରିଦେବା ପରି ଅକ୍ଷୟଙ୍କ ସୁମଧୁର କଣ୍ଠସ୍ୱର ଆଜି ମଧ୍ୟ ବେଶ୍ ଜନପ୍ରିୟତା ହାସଲ କରିପାରିଛି । …

ଆଜି ପବିତ୍ର ମହାଳୟା ଶ୍ରାଦ୍ଧ

ଭୁବନେଶ୍ୱର: ପିତୃପୁରୁଷଙ୍କୁ ଉତ୍ସର୍ଗୀକୃତ ମନୋଭାବ ନେଇ ମହାନ ହିନ୍ଦୁ ସଂସ୍କୃତିରେ ମହାଳୟାରେ ଶ୍ରାଦ୍ଧକାର୍ଯ୍ୟ ଅନୁଷ୍ଠିତ ହୋଇଥାଏ । ଯେହେତୁ ପିତୃପୁରୁଷଙ୍କ ଲାଗି ଏହି ତିଥିର ମହତ୍ୱ ରହିଛି ତେଣୁ କେତେକ ସ୍ଥାନରେ ଏହି ଦିବସଟିକୁ ପିତୃପର୍ବ ମଧ୍ୟ କୁହାଯିବାର ଦେଖାଯାଇଥାଏ ।…

ଜାଣନ୍ତୁ, ଭାରତ ଛଡ଼ା ଅନ୍ୟ କେଉଁ କେଉଁ ସ୍ଥାନରେ ରହିଛି ତାଜମହଲ !

ଭୂବନେଶ୍ୱର : ପ୍ରେମର ପ୍ରତୀକ ଭାବେ ଆଗ୍ରାର ତାଜମହଲ ବିଶ୍ୱ ପ୍ରସିଦ୍ଧ । ଏହାର ମନୋରମ ଦୃଶ୍ୟପଟ୍ଟ ଓ ଆକର୍ଷଣୀୟ ସୈାନ୍ଦର୍ଯ୍ୟକୁ ଦେଖିଲେ ଯେ କେହିବି ମନ୍ତ୍ରମୁଗ୍ଧ ହୋଇଯିବ । ମୋଗଲ ଶାସକ ଶାହାଜାହାନ ନିଜ ପ୍ରାଣପ୍ରିୟା ପତ୍ନୀ ମୋମତାଜଙ୍କ ସ୍ମୃତିରେ ନିର୍ମାଣ କରାଇଥିଲେ । ଯଦିଓ କେହି…

ଗଞ୍ଜାମର ବିଲୁପ୍ତ ଲୋକକଳା – ନଚା କଣ୍ଢେଇ

କଣ୍ଢେଇ ନାଚ - ନଚା କଣ୍ଢେଇ ଓଡ଼ିଶାର ଏକ ପ୍ରାଚୀନ କଳା ଭାବେ ବିକାଶ ଲାଭ କରିଆସିଛି । ଏହା ଏବେ ପ୍ରାୟ ବିଲୋପ ହୋଇ କେଉଁଠି କେମିତି ବଞ୍ଚି ରହିଛି । ଆଧୁନିକ ସଭ୍ୟତା ମଧ୍ୟରେ ପାରମ୍ପରିକ କଳାର ଏଇ ଦିଗଟି ଧୀରେ ଧୀରେ ଲୋପ ହୋଇଯିବାକୁ ବସିଲାଣି । ଓଡ଼ିଶାରେ ସାଧାରଣତଃ ତିନି ପ୍ରକାରର…

ଦୂର ହେବ ସମସ୍ତ ଦୁଃଖ କଷ୍ଟ, ଯଦି ସୂର୍ଯ୍ୟାସ୍ତ ପରେ ନ ଦେବେ ଏ ସବୁ ବସ୍ତୁ

ଭୂବନେଶ୍ୱର : ଦରକାର ସମୟରେ ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିଥାନ୍ତି । ଅର୍ଥାତ୍ ଆଜି ବି ହଠାତ୍ କିଛି ଜିନିଷର ଆବଶ୍ୟକତା ହେଲେ ଅନ୍ୟ ଜଣଙ୍କ ଠାରୁ ବା ବେଳେବେଳେ ପଡ଼ୋଶୀଙ୍କ ଠାରୁ ଆଣି କାମ ଚଳାଇ ଦିଆଯାଏ । ଏହିପରି ଭାବରେ ପଡ଼ୋଶୀଙ୍କୁ ସାହାଯ୍ୟ କରିବା ଆଳରେ ବହୁତ ଜିନିଷ ଦେବା-ନେବା ଜାରି…

‘ମଣିକର୍ଣ୍ଣିକା’ରେ କଙ୍ଗନା ରାଣାୱତ, ରିଲିଜ ହେଲା ଟିଜର୍

ମୁମ୍ବାଇ : ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡର ସୁନ୍ଦରୀ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କର ଆଗାମୀ ସିନେମା ‘ମଣିକର୍ଣ୍ଣିକା: ଦ କ୍ୱିନ୍ ଅଫ ଝାନ୍ସି’ ର ଟ୍ରେଲର ରିଲିଜ ହୋଇଛି । ଏହି ବହୁ ପ୍ରତିକ୍ଷିତ ଫିଲ୍ମ ମଣିକର୍ଣ୍ଣିକାରେ କଙ୍ଗନାଙ୍କ ଜବରଦସ୍ତ ଆକ୍ସନ ମଧ୍ୟ ଦେଖିବାକୁ…

ସିନେମାରେ ମହାତ୍ମା…

ଭୁବନେଶ୍ୱର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ଅନେକ ଫିଲ୍ମ ନିର୍ମାଣ କରାଯାଇଛି । ଗାନ୍ଧୀଜିଙ୍କ ଜୀବନୀ ଉପରେ ଆଧାରିତ ହୋଇଥିବା ଫିଲ୍ମ ଗୁଡିକ ମାଧ୍ୟମରେ ଦର୍ଶକ ମାନେ ଗାନ୍ଧୀଙ୍କ ଜୀବନୀକୁ ପାଖରୁ ଦେଖିବା ପାଇଁ ସୁଯୋଗ ପାଇପାରିଛନ୍ତି । ଏସବୁ ଫିଲ୍ମର ବ୍ୟବସାୟିକ ଦିଗ ଯାହା ହେଉନା…

ଅପ୍ରତିଦ୍ୱନ୍ଦ୍ୱୀ ପାଲା ଗାୟକ – ପଣ୍ଡିତ ଅଭୟ ଚରଣ ସ୍ୱାଇଁ

ଭୁବନେଶ୍ୱର: ସାହିତ୍ୟାଚାର୍ଯ୍ୟ ଅଭୟ ଚରଣ ସ୍ୱାଇଁ । ଜଣେ ସଂସ୍କୃତ ପଣ୍ଡିତ ଭାବରେ ଯେପରି ଜଣାଶୁଣା ପ୍ରଖ୍ୟାତ ପାଲା ଗାୟକ ଭାବେ ସେପରି ପ୍ରତିଷ୍ଠିତ । ଶିକ୍ଷକତା ତାଙ୍କର ପେଷା ଥିଲା ସତ ହେଲେ ପାଲା ତାଙ୍କର ନିଶା । ସାରା ଜୀବନ ସେ ପାଲା ପାଇଁ ନିଜକୁ ଉତ୍ସର୍ଗ କରିଦେଇଛନ୍ତି । ପାଲାକାର…

ଆସନ୍ତୁ ବୁଲିଯିବା ସାନଘାଗରା…

ଆମ ଓଡ଼ିଶା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । ପ୍ରକୃତିର ଐଶ୍ୱର୍ଯ୍ୟତାରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ସମୃଦ୍ଧିଶାଳୀ । ସବୁଜ ବନାନୀ ସାଙ୍ଗକୁ ଉତ୍ତୁଙ୍ଗ ପର୍ବତ ଶିଖର ଏବଂ ଝରଣାର କୂଳୁ କୂଳୁ ନାଦ ପ୍ରକୃତରେ ଭାବୁକ, କବି ତଥା ପ୍ରକୃତିପ୍ରେମୀ ମଣିଷମାନଙ୍କୁ ସ୍ତବ୍ଧ କରିଦେଇଥାଏ ।…