Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଶ୍ରୀକୃଷ୍ଣଙ୍କ ଆତ୍ମା – ଶ୍ରୀରାଧା

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ରାଧାଷ୍ଟମୀ । ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରାଣପ୍ରିୟା ଶ୍ରୀରାଧାଙ୍କ ଜନ୍ମତିଥି । ହିନ୍ଦୁ ଶାସ୍ତ୍ରାନୁଯାୟୀ ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଶ୍ରୀରାଧା ଜନ୍ମଗ୍ରହଣ କରିଥିବାରୁ ଆଜିର ଦିନଟି ରାଧାଷ୍ଟମୀ ଭାବେ ପରିଚିତ । ଶ୍ରୀରାଧାରାଣୀ ହେଲେ…

ଚିଲିକାରେ ସି-ପ୍ଲେନ୍ ଓହ୍ଲାଇବା ଘଟଣା: ସ୍ଥାନୀୟ ପ୍ରଶାସନ ପାଖରେ ଏନେଇ କିଛି ସୂଚନା ନାହିଁ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟ ଚିଲିକା ହ୍ରଦରେ ଏକ ସି-ପ୍ଲେନ ଓହ୍ଲାଇଥିବା ସ୍ଥାନୀୟ ବାସିନ୍ଦାମାନେ ଦେଖିଥିଲେ । ତେବେ ଏହି ସି-ପ୍ଲେନ ସମ୍ପର୍କରେ ସରକାରଙ୍କ ନିକଟରେ କିଛି ସୂଚନା ନଥିବା କଥା ଜଣା ପଡ଼ିଛି । ମିଳିଥିବା ରିପୋର୍ଟ ଅନୁଯାୟୀ, ଚିଲିକା କୂଳରେ ଥିବା…

ନବରଙ୍ଗପୁର: ବିଦେଶାଗତ ପକ୍ଷୀଙ୍କ କଳରବରେ ଉତଫୁଲ୍ଲିତ ବଂଶଧାରା କୂଳ ଗ୍ରାମବାସୀ

ନବରଙ୍ଗପୁର: ହଜାର ହଜାର ସଂଖ୍ୟାର ବିଦେଶାଗତ ପକ୍ଷୀଙ୍କ କଳରବ ଏବେ ବଂଶଧାରା ନଦୀକୂଳରେ ଏକ ଅପୂର୍ବ ବାତାବରଣ ସୃଷ୍ଟି କରିଛି । ବିଭିନ୍ନ ପ୍ରଜାତିର ପକ୍ଷୀ ଏବେ ବଂଶଧାରା କୂଳର ଗାଁ’କୁ ଆସିଛନ୍ତି ଅତିଥି ହୋଇ । ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଗୁଣପୁର ବ୍ଲକର ଭାଲେରୀ ଗାଁ ଏବେ ପାଲଟିଛି…

ଗାଁ’ରେ ଗଣେଶ ପୂଜା…

- ଓଦା ମାଟିରେ ପାଦଚିହ୍ନ - ( ନିୟମିତ ସ୍ତମ୍ଭ ) ଗାଁ ସେତେବେଳକୁ ନିହାତି ମଫସଲ । ନା ଗାଡ଼ି । ନା ରାସ୍ତା । ନା ଭଲ ରକମ କିଛି ବି ଦୋକାନ । ଗାଁ ଶେଷକୁ ମହାଦେବ ମୁଣ୍ଡ ଆଗକୁ ଗାଁ ସ୍କୁଲ । ପ୍ରଥମରୁ ଦଶମ । ଚତୁର୍ଥ, ପଞ୍ଚମ ଶ୍ରେଣୀ ଚାଲୁଥିଲା ଗୋଟେ ଲମ୍ବା ହଲରେ । ଚାଳ ଛପର ହଲ ।…

ଥାଳି ଦରରେ ଏବେ ଶ୍ରୀଜଗନ୍ନାଥଙ୍କ ଅବଢା ମିଳିପାରିବ

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଅବଢା ଏବେ ଥାଳି ଦରରେ ମିଳିବ । ଭକ୍ତମାନେ ଯେପରି ଅବଢା ଉଚିତ ଦରରେ ନେଇ ପାରିବେ ସେଥିଲାଗି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ପୁରୀ ଶ୍ରୀମନ୍ଦିର ଆନନ୍ଦବଜାରରେ ସୁଆରମାନଙ୍କ ଦ୍ୱାରା ପରିବେଷଣ କରାଯାଉଥିବା…

ଉଦଯାପିତ ହେଲା ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ, ଓଡ଼ିଶୀର ତାଳେ ତାଳେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ଭୁବନେଶ୍ୱରରେ ୩ଦିନ ଧରି ସୃଜନ ଦ୍ୱାରା ଆୟୋଜିତ ହୋଇଥିବା ୨୪ ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦଯାପିତ ହୋଇଛି । ଉଦଯାପନୀ ଉତ୍ସବରେ ନାଟ୍ୟ ଜଗତର ସ୍ୱନାମଧନ୍ୟ ବ୍ୟକ୍ତିତ୍ୱ ଡ଼ଃ ସଚୀ ଦାସ ଓ ଓଡ଼ିଶୀ ନୃତ୍ୟ ବିଶାରଦ ଗୁରୁ ଲିଙ୍ଗରାଜ ବେହେରାଙ୍କୁ ନାଲକୋ ଗୁରୁ…

ଆଇ.ଆର.ସି.ଟି.ସି ପକ୍ଷରୁ ବେଙ୍ଗାଲୁରୁରୁ ୪ ଦିନିଆ ‘କ୍ଲାସିକ୍ ଓଡ଼ିଶା’ ଟୁର୍ ପ୍ୟାକେଜ୍

ନୂଆଦିଲ୍ଲୀ: ଭାରତୀୟ ରେଳବାଇର କ୍ୟାଟରିଂ ଏଣ୍ଡ ଟୁରିଜିମ କର୍ପୋରେସନ (ଆଇ.ଆର.ସି.ଟି.ସି) ସ୍ୱତନ୍ତ୍ର ଭାବେ ବେଙ୍ଗାଲୁରୁରୁ ଏକ ୪ ଦିନିଆ ‘କ୍ଲାସିକ୍ ଓଡ଼ିଶା’ ଟୁର୍ ପ୍ୟାକେଜ୍ ଘୋଷଣା କରିଛି । ଏହି ‘କ୍ଲାସିକ୍ ଓଡ଼ିଶା’ ଟୁର୍ ପ୍ୟାକେଜରେ ପର୍ଯ୍ୟଟକମାନଙ୍କୁ ଓଡ଼ିଶାର କେତେକ ପ୍ରସିଦ୍ଧ…

ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ: କର୍ଣ୍ଣାଟକୀ କଣ୍ଠ ଓ ବାଦ୍ୟର ଅର୍ପୁବ ସଂଚାଳନ

ଭୁବନେଶ୍ୱର: ସୃଜନ ଅନୁଷ୍ଠାନ ଦ୍ୱାରା ଆୟୋଜିତ ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଶୁକ୍ରବାର ସନ୍ଧ୍ୟା ଥିଲା ସଙ୍ଗୀତ ଓ ବାଦ୍ୟ ସଂଚାଳନର ତୃତୀୟ ସନ୍ଧ୍ୟା । ପ୍ରଗତିଶୀଳ ସମକାଳୀନ କର୍ଣ୍ଣାଟକୀ ସଂଙ୍ଗୀତ ଉପରେ ଅଗମ ମ୍ୟୁଜିକାଲ ବ୍ୟାଣ୍ଡର ଫ୍ୟୁଜନ ପରିବେଷଣ ଅତି ଚମକ୍ରାର…

ବିଶିଷ୍ଟ କବି ଶତ୍ରୁଘ୍ନ ପାଣ୍ଡବ ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର: ବିଶିଷ୍ଟ ସାହିତ୍ୟିକ ତଥା କବି ଶତ୍ରୁଘ୍ନ ପାଣ୍ଡବ ତାଙ୍କର କବିତା ପୁସ୍ତକ ‘ମିଶ୍ର ଧୃପଦ’ ସହିତ ଜୀବନବ୍ୟାପୀ ସାହିତ୍ୟ ସାଧନା ଲାଗି ୨୦୧୮ ମସିହାର ୩୯ତମ ସମ୍ମାନଜନକ ଶାରଳା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଏହି ଅବସରରେ ଇଣ୍ଡିଆନ ମେଟାଲ୍ସ ପବ୍ଲିକ ଚାରିଟେବଲ…

ଗୁଜରାଟରେ ଉଦଘାଟିତ ହେଲା ‘ଓଡିଶା ପର୍ବ’

ସୁରଟ: ଗୁଜରାଟର ସୁରଟରେ ଉଦଘାଟିତ ହୋଇଛି ଦୁଇ ଦିନିଆ ଓଡ଼ିଶା ପର୍ବ । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓଡ଼ିଶା ପର୍ବକୁ ଉଦଘାଟିତ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା…