Latest Odisha News

BREAKING NEWS

Browsing Category

ରହସ୍ୟ

ଶ୍ରୀମନ୍ଦିର ରୋଷଘର ସମ୍ପର୍କରେ ଜାଣନ୍ତୁ କିଛି ଜଣା-ଅଜଣା କଥା

ଭୁବନେଶ୍ୱର: କୋଟି ଓଡ଼ିଆର ମଉଡ଼ମଣି। ଭାବର ଠାକୁର ଲୀଳାମୟ ଜଗନ୍ନାଥ। ଭାଇ ଭଉଣୀଙ୍କୁ ନେଇ ପୁରୀ ଶ୍ରୀମନ୍ଦିରରେ କରୁଛି ଲୀଳା। ଭକତ ଭାବରେ ବନ୍ଧା ସେ। ପ୍ରତିଦିନ ତାର ଦର୍ଶନ ପାଇଁ ବଡ଼ଦେଉଳରେ ଜମେ ଭକ୍ତଙ୍କ ଭିଡ଼।  ମାଆ ଲକ୍ଷ୍ମୀ ସାନ୍ତାଣୀ ଏଠାରେ ନିଜ ହାତରେ ଅନ୍ନ ରାନ୍ଧିବାର…

ଜାପାନରେ ୨୦୦ରୁ ଅଧିକ ଗଣେଶ ମନ୍ଦିର, ହେଲେ କାଠ ବାକ୍ସରେ ଆବଦ୍ଧ ମୂର୍ତ୍ତୀ !

ଭୁବନେଶ୍ୱର: ଜାପାନର ରାଜଧାନୀ ଟୋକିଓ । ହଜାରହଜାର ବର୍ଷ ପୂର୍ବରୁ ଏଠି ଅନେକ ଗଣେଶ ମନ୍ଦିର ସ୍ଥାପନ ହୋଇଥିଲା । ପଢି ତାଜୁବ ହେଉଥିବ ନିଶ୍ଚୟ । କଥାଟି ମନରେ କୌତୁହଳ ସୃଷ୍ଟି କରୁଥିଲେ ବି ସତ । ହେଲେ ଏଠି ଏମିତି ଏକ ଗଣେଶ ମନ୍ଦିର ରହିଛି ଯେଉଁଠି ଭଗବାନ ଗଣେଶଙ୍କୁ ଏକ କାଠ ବାକ୍ସ ଭିତରେ…

ଭୂମି ତଳେ ରହିଛି ସଂସାରର ସବୁଠୁ ସୁନ୍ଦର ଗାଁ

ଭୁବନେଶ୍ୱର: କୁହାଯାଏ ସହର ଠାରୁ ଗାଁର ସୁନ୍ଦରତା ଢେର ଅଧିକା । ସହର ମଣିଷକୃତ ହୋଇଥିବା ବେଳେ ଗାଁ ସମ୍ପୂର୍ଣ୍ଣ ପ୍ରାକୃତିକ ଅଟେ । ଗାଁର ପାହାଡ଼, ନଦୀ, ଝରଣା ସାଙ୍ଗକୁ ସବୁଜ ବନାନୀ ଏହାର ଶୋଭାକୁ ଦ୍ଵି ଗୁଣିତ କରି ଦିଏ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଗାଁ ସମ୍ପର୍କରେ କହିବୁ ଯାହା…

ବଜ୍ରପାତ ସମୟରେ କଣ କରିବା ଉଚିତ୍, ଜାଣିଛନ୍ତି କି?

ଭୁବନେଶ୍ୱର: ବର୍ଷାଦିନେ ବଜ୍ରପାତ ବା ଘଡଘଡି ହେବା ଅତି ସ୍ୱାଭାବିକ ଅଟେ । ବଜ୍ରପାତର ବୈଦ୍ୟୁତିକ ଶକ୍ତି ଏକ ନିୟୁତ ଭୋଲଟରୁ ଅଧିକ ହୋଇପାରେ । ଏହିଦିନରେ ବିଲବାଡ଼ି କାମ ବହୁତ ହୋଇଥାଏ । ଚାଷୀମାନେ ବର୍ଷା ପାଣି ସମୟରେ ବିଲରେ ଥାନ୍ତି । ତେବେ ଏଭଳି ଖୋଲା ପଡ଼ିଆରେ ଅଧିକାଂଶ ସମୟ ଚାଷୀ ମାନେ…

ଶୁକ୍ର ଗ୍ରହରେ ଜୀବନର ସନ୍ଧାନ !

ୱାଶିଂଟନ: ମହାକାଶ ବିଜ୍ଞାନୀମାନେ ଚାଂଚଲ୍ୟକର ଖୁଲାସା କରିଛନ୍ତି । ଶୁକ୍ର ଗ୍ରହରେ ଜୀବନର ସନ୍ଧାନ ମିଳିଛି । ଏହାର କାରଣ ହେଲା ଶୁକ୍ରରେ ଫସଫିନ୍ ଗ୍ୟାସ ମିଳିବା । ଏହି ଗ୍ୟାସ ଜୀବନର ସତା ବାହକ କହିଲେ ଭୁଲ ହେବ ନାହିଁ । ପେଙ୍ଗଇନଙ୍କ ଶରୀରରେ ଫସଫିନ୍ ମିଳିଥାଏ । ତା ମାନେ ଶୁକ୍ରରେ କଣ…

ଏହି ଗାଁ ଲୋକଙ୍କ ଭାଷା ଅନ୍ୟ ମାନଙ୍କ ପାଇଁ ଅବୁଝା, ଜାଣନ୍ତୁ ଏହା ସମ୍ପର୍କରେ

ଭୁବନେଶ୍ୱର: କୁହାଯାଏ ଭାଷା ହିଁ ଯୋଗାଯୋଗର ଏକ ବଲିଷ୍ଠ ମାଧ୍ୟମ । ତେବେ ଯଦି କାହା ଭାଷା ଆପଣ ବୁଝି ପାରିବେ ନାହିଁ କି ଆପଣଙ୍କ ଭାଷା ଅନ୍ୟମାନେ ବୁଝି ପାରିବେ ନାହିଁ ତେବ ଭାବନ୍ତୁ ଜୀବନ ବଞ୍ଚିବା କେତେ ମୁସ୍କିଲ ହୋଇଯିବ। ଭାରତରେ ବଭକି ଅନେକ ଅନେକ ରହସ୍ୟମୟ କଥା ଲୁଚି ରହିଛି ଯାହାକୁ…

ଜାପାନର ରହସ୍ୟମୟ ଦ୍ବୀପ, ଯେଉଁଠି ମହିଳାଙ୍କ ପ୍ରବେଶ ଉପରେ ରହିଛି ଶକ୍ତ କଟକଣା

ଭୁବନେଶ୍ୱର: ରାହସ୍ୟରେ ଭରା ଆମ ବିଶ୍ୱ । ସଂସାରରେ ଏଭଳି ଅନେକ ସ୍ଥାନ ରହିଛି ଯାହା ନିଜର ବିଶେଷତା ପାଇଁ ପ୍ରସିଦ୍ଧ । ଆଜି ଆମେ ଆପଣଙ୍କୁ ଏଭଳି ଏକ ସ୍ଥାନ ସମ୍ପର୍କରେ କହିବୁ ଯେଉଁଠାକୁ ମହିଳାଙ୍କ ପ୍ରବେଶ ମନା । ଏହି ସ୍ଥାନଟି ହେଉଛି ଜାପାନର ଓକିନୋସିମା ଦ୍ୱୀପ । ଏହି ଦ୍ୱୀପକୁ ଯିବା…

ଆକାଶରୁ ଖସିଲା ମୂଲ୍ୟବାନ ପଥର; ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କଲେ ଲୋକ !

ଭୁବନେଶ୍ୱର: ଅନେକ ସମୟରେ ଏପରି ଖବର ସାମ୍ନାକୁ ଆସେ ଯାହା ଆଶ୍ଚର୍ଯ୍ୟ କରିଦିଏ । ଆଜି ଆମେ ଆପଣଙ୍କୁ ଏପରି ଏକ ଖବର ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ବିସ୍ମିତ ହୋଇଯିବେ। ନିକଟରେ ବ୍ରାଜିଲର ଏକ ଗାଁରେ ଏପରି କିଛି ଘଟିଛି ଯାହାକୁ ଜାଣିବା ପରେ ଆପଣ ଏହାକୁ ବିଶ୍ୱାସ…

ମୃତ୍ୟୁ ପରେ କ’ଣ ହୁଏ…

ଭୁବନେଶ୍ୱର: ଜନ୍ମ ଯେତିକି ସତ୍ୟ, ମୃତ୍ୟୁ ମଧ୍ୟ ସେତିକି ସତ୍ୟ। ମାତ୍ର ସମସ୍ତେ ଜନ୍ମକୁ ବେଇ ଖୁସି ହେଉଥିବା ବେଳେ ଆଉ ଏକ ସତ୍ୟ ମୃତ୍ୟୁକୁ ଗ୍ରହଣ କରି ପାରନ୍ତି ନାହିଁ। ଯାହାର ଜନ୍ମ ଅଛି ତାର ମୃତ୍ୟୁ ସୁନିଶ୍ଚିତ । ତେବେ କଣ ଆପଣ କେବେ ଭାବିଛନ୍ତି ମୃତ୍ୟୁ ପରେ କ'ଣ ହୋଇଥାଏ । ଶରୀର ସିନା…

ମୃତ୍ୟୁ ପରେ ଆତ୍ମା ପାଇଁ କେତେ ଜରୁରୀ ଶ୍ରାଦ୍ଧ, ଜାଣନ୍ତୁ

ଭୁବନେଶ୍ୱର: ଶରୀର ତ୍ୟାଗ କରିବା ପରେ କେଉଁଆଡ଼େ ଯାଏ ଆତ୍ମା? ସତରେ କଣ ଏହା ଯମ ଲୋକ ବା ସ୍ୱର୍ଗ ଲୋକ ଯାଇଥାଏ ? ସତରେ କଣ ଆତ୍ମାର ମୃତ୍ୟୁ ନାହିଁ? ବ୍ୟକ୍ତିର ମୃତ୍ୟୁ ପରେ ପରିବାର ଲୋକେ ଦେଉଥିବା ଶ୍ରାଦ୍ଧ ତର୍ପଣ ଏକ ମୃତ ଆତ୍ମର କ'ଣ ବା କାର୍ଯ୍ୟରେ ଆସିବ । ଏଭଳି ଅନେକ ପ୍ରଶ୍ନ ବେଳେ ବେଳେ…