Latest Odisha News

BREAKING NEWS

Browsing Category

ଅପରାଧ

ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟ ଗାର୍ଡ

ବଲାଙ୍ଗୀର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟ ଗାର୍ଡ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଫରେଷ୍ଟ ରେଞ୍ଚର ଫରେଷ୍ଟ ଗାର୍ଡ ଲକ୍ଷ୍ମୀନାରାୟଣ ସ୍ବାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଲେବରକାର୍ଡ ପେମେଣ୍ଟ ପାଇଁ ୧୬ହଜାର ଟଙ୍କା ନେବା ସମୟରେ…

ORHDC ଦୁର୍ନୀତି ମାମଲା, ମୋକିମଙ୍କ ସହ ୪ ଜଣଙ୍କୁ ଜେଲ୍

ଭୁବନେଶ୍ୱର: ଓଡ଼ିଶା ରୁରାଲ୍ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ୍ (ORHDC) ଦୁର୍ନୀତି ମାମଲାରେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଜେଲ୍ ଦଣ୍ଡାଦେଶ ହୋଇଛି । ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଏଥିସହ ଅବସରପ୍ରାପ୍ତ ପୂର୍ବତନ ଆଇଏଏସ୍ ଅଧିକାରୀ ବିନୋଦ କୁମାରଙ୍କୁ…

୫ ଲକ୍ଷ ଟଙ୍କା ସହ ଧରା ପଡ଼ିଲେ ସାଳନ୍ଦୀ କେନାଲ ଡିଭିଜନ ଅଧିକ୍ଷଣ ଯନ୍ତ୍ରୀ

ଭଦ୍ରକ: ଭିଜିଲାନ୍ସ ଜାଲରେ ସାଳନ୍ଦୀ କେନାଲ ଅଧିକ୍ଷଣ ଯନ୍ତ୍ରୀ । ଅଧିକ୍ଷଣ ଯନ୍ତ୍ରୀ ଶ୍ରୀମନ୍ତ କୁମାର ସେଠୀ ତାଙ୍କ ଭିଣୋଇଙ୍କ ହାତରେ ୫ ଲକ୍ଷ ଟଙ୍କା ଦେବା ବେଳେ ଧରା ପଡ଼ିଛନ୍ତି । ତେବେ ଜବତ ଟଙ୍କା ନେଇ ଭିଜିଲାନ୍ସକୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାଁନ୍ତି ଶ୍ରୀମନ୍ତ ।…

ଭିଜିଲାନ୍ସ ଜାଲରେ ଇଡକୋର ସହକାରୀ ମ୍ୟାନେଜର, ୩ ଜିଲ୍ଲାରେ ଚଢ଼ାଉ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋର ସହକାରୀ ମ୍ୟାନେଜରଙ୍କ ଘରେ ଭଜିଲାନ୍ସ ରେଡ୍ କରିଛି । ଇଡକୋର ସହକାରୀ ମ୍ୟାନେଜର (ସିଭିଲ୍) ମନୋଜ କୁମାର ଲେଙ୍କାଙ୍କ ୩ ଜିଲ୍ଲାର ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି । ଭିଜିଲାନ୍ସ ୨ ଜଣ ଡିଏସପିଙ୍କ ନେତୃତ୍ୱରେ ୧୦ ଜଣ…

ପୋଲିସକୁ ଫୋନ୍‌ କରିବା ପରେ ଦେହରେ ନିଆଁ ଲଗାଇଦେଲେ ମହିଳା

ବ୍ରହ୍ମପୁର: ଗଞ୍ଜାମ ଜିଲା ପୋଲସରା ବ୍ଳକର ଢୁଙ୍କାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣିଆପଲ୍ଲୀ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଓଡ଼ିଶା ପୋଲିସର ଜରୁରୀକାଳୀନ ସହାୟତା ନମ୍ବର ୧୧୨କୁ ଫୋନ କରି ନିଜର ଦୁଃଖ ଜଣାଇବା ପରେ ଦେହରେ ନିଆଁ ଲଗାଇ ଜଣେ ବିବାହିତା ମହିଳା…

ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲାରେ ଜାତୀୟ ମାନବ ଅଧିକାର କମିଶନ ନିକଟରେ କେଶ ଦାଏର

ଭୁବନେଶ୍ୱର :  ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହ ଜନକ ମୃତ୍ୟୁ ମାମଲାରେ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଏକ କେଶ ଦାଏର କରାଯାଇଛି  । ଏହି କେଶ ଦାଏର କରିଛନ୍ତି  ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ  ।  ମାନବ ଅଧିକାର କମିଶନଙ୍କ  …

ଯନ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସମସ୍ତ ବ୍ଲକ୍ କର୍ମଚାରୀ। ବ୍ଲକ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟରତ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ ମରା ଓ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗରେ ଚାଲିଛି ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ। ଦୋଷୀଙ୍କ…

ପାର୍ବଣ ପୂର୍ବରୁ ଧରପଗଡ଼, ଏୟାରଫିଲ୍ଡ ଥାନା ଅଞ୍ଚଳରୁ ୧ କେଜି ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ପାର୍ବଣ ଋତୁ ପୂର୍ବରୁ ଏସଟିଏଫ୍ ଧରପଗଡ଼କୁ ଜୋରଦାର୍ କରିଛି । ଭୁବନେଶ୍ୱର ଏସଟିଏଫ୍ ପକ୍ଷରୁ କମିଶନରେଟ୍ ପୋଲିସ ସହାୟତାରେ ରେଡ୍ କରାଯାଇ ୧ କେଜି ୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି । ମାମଲାରେ ଜଣେ ଡ୍ରଗ୍ ପେଡଲରକୁ ଗିରଫ କରିଛି ପୋଲିସ । ବ୍ରାଉନସୁଗାର ଚୋରା ଚାଲାଣ…

ଟ୍ରକ୍ ଚୋରି ପାଇଁ ଡ୍ରାଇଭରକୁ ମହାନଦୀକୁ ଠେଲି ଦେଲେ, ୫ ଗିରଫ

ପାରାଦୀପ: ଫିଲ୍ମ ଷ୍ଟାଇଲରେ ଟ୍ରକ୍ ଚୋରି । ପ୍ରଥମେ ବନ୍ଧୁତା ପରେ ମଦ୍ୟପାନ ଆଉ ବିଶ୍ୱାସଘାତକତା । ଫିଲ୍ମ କାହାଣୀ ଭଳି ପାରାଦୀପରେ ଘଟିଛି ଲୋମଟାଙ୍କୁରା ଘଟଣା । ମହାନଦୀ ଗର୍ଭକୁ ଡ୍ରାଇଭରକୁ ଠେଲି ଦେଇ ଟ୍ରକ୍ ଚୋରି ହୋଇଛି । ତଦନ୍ତ ପରେ ପୋଲିସ ଚୋରି ଟ୍ରକକୁ ଉଦ୍ଧାର କରିଥିବା ବେଳେ ଏଯାଏ…

ଫରେନସିକ୍ ଯାଞ୍ଚ ପାଇଁ ଗଲା ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ଘରର ସିସିଟିଭି ହାର୍ଡଡିସ୍କ

ଭୁବନେଶ୍ୱର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରୁଛି ପୋଲିସ । କେଉଁ କାରଣ ପାଇଁ ଧର୍ମେନ୍ଦ୍ର ଏଭଳି ଚରମ ନିଷ୍ପତ୍ତି ନେଲେ ପୋଲିସ କାରଣ ଖୋଜୁଛି । ପୂର୍ବରୁ ଧର୍ମେନ୍ଦ୍ରଙ୍କ ମୋବାଇଲକୁ ଫରେନସିକ୍ ଯାଞ୍ଚ ପାଇଁ ପଠା ଯାଇଥିଲା । ଆଜି ପୋଲିସ…