Latest Odisha News
Browsing Category

ଅପରାଧ

ପୁଣି ବିଜେବି କଲେଜରେ ରାଗିଂ ! ବଡ଼ଗଡ଼ ଥାନାରେ ଛାତ୍ରଙ୍କ ଏତଲା

ଭୁବନେଶ୍ୱର: ବିଜେବି କଲେଜ ପିଛା ଛାଡ଼ୁନି ରାଗିଂ ଅଭିଯୋଗ । ଗତ ୨ ତାରିଖରେ ରାଗିଂକୁ ସାମ୍ନା ନକରି ପାରି ହଷ୍ଟେଲ ରୁମରେ ଜୀବନ ହାରିଥିଲେ ରୁଚିକା ମହାନ୍ତି । ରୁଚିକାଙ୍କ ଆତ୍ମହତ୍ୟାକୁ ୬ ଦିନ ବିତିଥିବା ବେଳେ ଧରାପଡ଼ି ନାହାନ୍ତି ୩ ସିନିୟର । ଅନ୍ୟପଟେ ବିଜେବି କଲେଜର ଜଣେ ଯୁକ୍ତ ୨…

ବ୍ରହ୍ମପୁରରେ ଜବତ ହେଲା ୧୧୨ଗ୍ରାମ ବ୍ରାଉନସୁଗର

ବ୍ରହ୍ମପୁର: ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ତରଫରୁ ବ୍ରାଉନସୁଗାର କାରବାର ଚଳାଇଥିବା ସନ୍ଦୀପ ଅଗ୍ରୱାଲ(୨୮) ଓରଫ ସାଣ୍ଡିକୁ ଗିରଫ କରାଯାଇଛି । ଏଥି ସହିତ ସାଣ୍ଡିର ବାଇକ ଡିକିରୁ ୧୧୨ ଗ୍ରାମର ବ୍ରାଉନସୁଗର ମିଳିଛି, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ।…

ପାରୋଲରେ ଆସିଥିବା କଏଦୀଙ୍କୁ ସଂଘବଦ୍ଧ ଭାବେ ଗୁଳିମାଡ଼

କାମାକ୍ଷାନଗର: ପାରୋଲରେ ଆସିଥିବା ଜଣେ କଏଦୀଙ୍କୁ ସଂଘବଦ୍ଧ ଭାବେ ଗୁଳିକାଣ୍ଡ କରାଯାଇଛି । ଏଭଳି ଲୋମ ଟାଙ୍କୁରା ଗୁଳିକାଣ୍ଡ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଚାଉଳିଆଝରଣ ଗାଁରେ । ଗୁରୁତର କଏଦୀ ଜଣଙ୍କ ବାମ ପଞ୍ଚାୟତ ବାଉଁଶମୁଣ୍ଡା ଗାଁର ଅର୍ଜୁନ ସୋରେନ । ଅର୍ଜୁନ ଆଜି ଝିଲ୍ଲୀ ଗାଁ…

ସ୍ପେଶାଲ ସ୍କ୍ୱାଡ୍ ହାବୁଡ଼ରେ ୮ ଜଣିଆ ଗ୍ୟାଙ୍ଗ, ଟାର୍ଗେଟରେ ଥିଲେ ବ୍ୟାଙ୍କ କଷ୍ଟମର

ଭୁବନେଶ୍ୱର: କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ହାତରେ ଧରା ପଡ଼ିଛନ୍ତି ଏରାଗୋଲା ଗ୍ୟାଙ୍ଗ । ଏମାନେ ବ୍ୟାଙ୍କ ସାମ୍ନାରେ ଛକି ରହି ଗ୍ରାହକଙ୍କୁ ଲୁଟ୍ କରୁଥିଲେ । କାର କାଚ ଭାଙ୍ଗି ବାଟରେ ଟଙ୍କା ଲୁଟି ନେଉଥିଲେ । ଏହି ଗ୍ୟାଙ୍ଗର ୮ ଜଣ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ଗିରଫ…

ଜ୍ୟୋର୍ତିବିଦ ଚନ୍ଦ୍ରଶେଖର ଗୁରୁଜୀଙ୍କୁ ହୋଟେଲରେ ଛୁରି ଭୁଷି ହତ୍ୟା

ବେଙ୍ଗାଲୁରୁ: 'ସରଳ ବାସ୍ତୁ' କାର୍ଯ୍ୟକ୍ରମ କରୁଥିବା ଜ୍ୟୋର୍ତିବିଦ ଚନ୍ଦ୍ରଶେଖର ଗୁରୁଜୀଙ୍କୁ ମଙ୍ଗଳବାର ଛୁରି ମାରି ହତ୍ୟା କରାଯାଇଛି । କର୍ଣ୍ଣାଟକର ହୁବଳି ଠାରେ ଏକ ହୋଟେଲର ରିସେପ୍ସନ ପାଖରେ ଦୁଇ ଜଣ ଚନ୍ଦ୍ରଶେଖରଙ୍କୁ ଛୁରି ଭୁଷି ହତ୍ୟା କରିଛନ୍ତି । ହୋଟେଲ ସିସିଟିଭି କ୍ୟାମେରାରେ…

ଦିବ୍ୟାଙ୍ଗ ଶିକ୍ଷାନୁଷ୍ଠାନ ‘ସମର୍ଥ’ରେ କର୍ମଚାରୀଙ୍କୁ ନିର୍ଯାତନା ଅଭିଯୋଗ

ବ୍ରହ୍ମପୁର : ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁର ଠା​‌ରେ ଅବସ୍ଥିତ ଦିବ୍ୟାଙ୍ଗ ଶିକ୍ଷାନୁଷ୍ଠାନ ‘ସମର୍ଥ’ରେ କାର୍ଯ୍ୟରତ କର୍ମଚାରୀଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ନେଇ ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି । ଅନୁଷ୍ଠାନର ସଂପାଦକ କେ. ଆନନ୍ଦ ରାଓଙ୍କ ବିରୋଧରେ କାର୍ଯ୍ୟରତ ଶିକ୍ଷକ,…

ଆସିଲା ବିଜେବି କଲେଜ ଛାତ୍ରୀଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ

 ଭୁବନେଶ୍ୱର :  ଆସିଲା ବିଜେବି କଲେଜ ଛାତ୍ରୀଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ । ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ । ଗଳାରେ ରଶି ଲଗାଇ ଝୁଲି ପଡିଥିବାରୁ ରୁଚିକାଙ୍କୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ରିପୋର୍ଟ ପୋଲିସର ହସ୍ତଗତ ହୋଇଛି । ଅଧିକ ତଥ୍ୟ…

ବାଲିଘାଟରେ ବୁଲିଲା ଖଣ୍ଡା, ବୁଲେଟରେ ଆସି ହାଣିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ବିଗୁଡ଼ୁଛି ଆଇନ୍ ଶୃଙ୍ଖଳା ପରିସ୍ଥିତି । ରକ୍ତରଞ୍ଜିତ ହୋଇଛି ବାଲିଘାଟ । ବୁଲେଟରେ ଆସି ଖଣ୍ଡାରେ ହାଣିଛନ୍ତି ଦୁର୍ବୃତ୍ତ । ବାଲିଘାଟରେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ବାଲିପାଟଣା ଥାନା ତରାକାଜ ବ୍ରିଜ୍ ଉପରେ ଦୁର୍ବୃତ୍ତ ବାଲି ବ୍ୟବସାୟୀଙ୍କୁ…

ତିନି ଛୁଆର ମାଆକୁ ନେଇ ଫେରାର ଯୁବକ ହେଲା ଗିରଫ

ବ୍ରହ୍ମପୁର: ତିନି ଛୁଆର ମାଆକୁ ନେଇ ଫେରାର୍‌ ହୋଇଯାଇଥିବା ଯୁବକ ଗିରଫ । ବ୍ରହ୍ମପୁର ସହରରେ ଏଭଳି ଘଟଣା ଘଟିଛି । ପ୍ରଥମେ ମହିଳା ଏବଂ ତାଙ୍କ ୩ ଛୁଆ କେଉଁଆଡେ ଚାଲିଯାଇଥିବା ନେଇ ପରିବାର ଲୋକେ ବ୍ରହ୍ମପୁର ବଡବଜାର ଥାନାରେ ନିଖୋଜ ଏତଲା ଦେଇଥିଲେ । ପୁଲିସ ସେହି ଅନୁସାରେ ତଦନ୍ତ କରି…

ବେଆଇନ ଖଣି ଉତ୍ତୋଳନ: ସିରାଜୁଦ୍ଦିନ ମାଇନିଂର ୮.୫୨ କୋଟି ଟଙ୍କା ଜବତ କଲା ଇଡି

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସିରାଜୁଦ୍ଦିନ ମାଇନିଂ କମ୍ପାନୀର ୮.୫୨ କୋଟି ଟଙ୍କା ଜବତ କରିଛି । ଗତ ମାସ ଜୁନ ୨୪ ତାରିଖରେ ସିରାଜୁଦ୍ଦିନ ଆଣ୍ଡ କୋ. ଅଫିସ ରେଡ୍ କରିଥିଲା । ଗତକାଲି ଇଡି ଏକ ପ୍ରେସ ଇସ୍ତାହାର ଜାରି କରିଛି । ଏଥିରେ ଚଢ଼ାଉ ଏବଂ ଜବତ ଅର୍ଥ ରାଶି ବିଷୟରେ…