Latest Odisha News

BREAKING NEWS

Browsing Category

ଅପରାଧ

ବିଭିନ୍ନ ଚୋରି ଘଟଣାରେ ୭ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଯାଜପୁର: ବିଭିନ୍ନ ସ୍ଥାନରେ ଚୋରି ଘଟଣାରେ ସମ୍ପୃକ୍ତ ୭ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ପୋଲିସ । ଗିରଫଙ୍କ ନିକଟରୁ ଚୋରି ସାମଗ୍ରୀ ସହିତ ନଗଦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଯାଜପୁର ଟାଉନ ଥାନା ଅଞ୍ଚଳରେ ହୋଇଥିବା ବିଭିନ୍ନ ଚୋରି ଘଟଣାର ତଦନ୍ତ କରି ପୋଲିସ ଏହି…

ଆଇଏସ ଆତଙ୍କବାଦୀଙ୍କୁ ହେଲିକପ୍ଟରରେ ଆସି ଉଡାଇନେଲା ଆମେରିକା ସେନା

ଫିଲ୍ମ ଷ୍ଟାଇଲରେ ଆଇଏସ ଆତଙ୍କବାଦୀକୁ ଟେକି ନେଇଗଲା ଆମେରିକା ସେନା । ଆମେରିକାକୁ ଧମକ ଦେଉଥିବା ଏକ ଆତଙ୍କବାଦୀକୁ ସିରିଆରୁ ତାର ଘରେ ପଶି ଆମେରିକାର ସୁରକ୍ଷାକର୍ମୀ ତାକୁ ଉଠାଇନେଇଥିବା ଖବର ଏବେ ଚର୍ଚା ହେଉଛି । ଦୁଇଟି ସାମରିକ ହେଲିକପ୍ଟର ସିରିଆର ଅଲ-ହୁମାଇରାରେ ଅବତରଣ କରିବା ପରେ…

ଜମି ବିବାଦ : ଭାଇ ଗୁଳି ମାଡ଼ରେ ଭାଇ ଗୁରୁତର

ବ୍ରହ୍ମପୁର:ଜମିବାଡ଼ି ବିବାଦକୁ ନେଇ ଗଞ୍ଜାମ ଜିଲା ଖଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା ଗ୍ରାମରେ ଗୁଳିକାଣ୍ଡ ଘଟିଛି । ଭାଇର ଗୁଳିମାଡ଼ରେ ଭାଇ ଗୁରୁରତ ଆହତ ହୋଇଛନ୍ତି । ଗୁରୁବାର ଦିନ ଦ୍ବିପହରରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଭିକାପଡ଼ା ଗ୍ରାମର ବଡ଼ଦାଣ୍ଡ ସାହିରେ…

[ଦେଖନ୍ତୁ ଭିଡିଓ] ରାହୁଲକୁ ମାରିଦେଲା କି ସାବତ ମାଆ ?

ପାରାଦୀପ: ୧୫ ବର୍ଷର ରାହୁଲ ଆତ୍ମହତ୍ୟା କରିଛି ନା ତାକୁ ହତ୍ୟା କରାଯାଇଛି । ପ୍ରାଥମିକ ତଦନ୍ତରୁ ପୋଲିସ କିଛି ସ୍ପଷ୍ଟ କରିନଥିବା ବେଳେ ସନ୍ଦେହ ଘନେଇବାରେ ଲାଗିଛି । ସାବତ ମାଆ କୁନିଙ୍କ ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଝଗଡ଼ା ହୋଇଥିଲା । ଝଗଡ଼ା ପରେ ପୁଅ ଘର ଛାଡ଼ି ପଳାଇଥିଲା ।…

ସୁଟର ସିପି ସିଦ୍ଧୁ ହତ୍ୟା: ହାଇକୋର୍ଟ ବିଚାରପତିଙ୍କ ଝିଅ ଅଭିଯୁକ୍ତ

ଭୁବନେଶ୍ୱର: ହାଇକୋର୍ଟ ବିଚାରପତିଙ୍କ ଝିଅ ହତ୍ୟାକାଣ୍ଡରେ ସଂପୃକ୍ତ । ହିମାଚଳ ପ୍ରଦେଶ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ସବିନାଙ୍କ ଝିଅ କଲ୍ୟାଣୀ ସିଂଙ୍କୁ ବୁଧବାର ସିବିଆଇ ଗିରଫ କରିଛି । ଚଣ୍ଡିଗଡ଼ରୁ ସିବିଆଇ କଲ୍ୟାଣୀଙ୍କୁ ଗିରଫ କରିବା ପରେ ଚାରି ଦିନିଆ ରିମାଣ୍ଡରେ…

ହସପିଟାଲ କିଣାବିକାରେ ୩.୪୩ କୋଟି ଠକେଇର ଶିକାର ଡାକ୍ତର

ବ୍ରହ୍ମପୁର:ହସ୍‌ପିଟାଲ କୋଠା, ଜମି ଏବଂ ଉପକରଣ କିଣିବାକୁ ଯାଇ ବ୍ରହ୍ମପୁରର ଜଣେ ଡାକ୍ତର ୩ କୋଟି ୪୩ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି । ବାରମ୍ବାର ଟଙ୍କା ମାଗିବା ପରେ ମଧ୍ୟ ନ ମିଳିବାରୁ ଶେଷରେ ଡାକ୍ତର ଜଣକ ପୋଲିସର ଦ୍ବାରସ୍ଥ ହୋଇଛନ୍ତି । ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।…

ଝିଅକୁ ଚେଙ୍କ ମାମଲା; ସାବତ ମା’ ଗିରଫ

ବ୍ରହ୍ମପୁର: କୁରକୁରେ ଖାଇବାକୁ ୫ ଟଙ୍କା ମାଗିବା ଯୋଗୁ ୮ ବର୍ଷର ଝିଅକୁ ଚେଙ୍କ ଦେବା ମାମଲାରେ ସାବତ ମାଆକୁ ବଡ଼ବଜାର ଥାନା ପୋଲିସ ସୋମବାର ଗିରଫ କରିଛି । ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ମାମୁ ବଡବଜାର ଥାନାରେ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ରବିବାର ଝିଅକୁ…

କୁର୍‌କୁରେ ଖାଇବାକୁ ୫ ଟଙ୍କା ମାଗିଲେ; ୯ବର୍ଷର ଝିଅକୁ ଚେଙ୍କ ଦେଲା ସାବତ ମା’

ବ୍ରହ୍ମପୁର: ଟିଉସନ୍‌ ଯିବା ବେଳେ କୁର୍‌କୁରେ ଖାଇବାକୁ ୫ ଟଙ୍କା ମାଗିବାରୁ ୯ ବର୍ଷର ଝିଅଙ୍କୁ ପିଠା ପାତିଆରେ ଚେଞ୍ଚ ଦେଇଦେଲେ ସାବତ ମା’। ବ୍ରହ୍ମପୁର ସହରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଶୁକ୍ରବାର ଏହି ଘଟଣା ଘଟିଥିଲେ ମଧ୍ୟ ରବିବାର ଏକଥା ପଦାକୁ ଆସିଛି । ମିଳିଥିବା ସୂଚନା…

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣି, ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ନେଉଥିଲେ ଲାଞ୍ଚ

ବ୍ରହ୍ମପୁର: ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଆସିକା ବିଇଓ ଅଫିସର କନିଷ୍ଠ କିରାଣି ମନୋଜ କୁମାର ପ୍ରଧାନ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୫ ହଜାର…

କିଟି କ୍ୟାସ୍ ଗ୍ରୁପ ଜରିଆରେ ଅନଲାଇନ ଠକେଇ, ମଧ୍ୟପ୍ରଦେଶର ଠକକୁ ଧରିଲା ସାଇବର ଥାନା

ଭୁବନେଶ୍ୱର: ୧୦୦୦ ଟଙ୍କା ବିନିଯୋଗରେ ମିଳିବ ୧୦୦ ଟଙ୍କା ସୁଧ । ୧୦ ପ୍ରତିଶତ ସୁଧ ଲୋଭ ଦେଖାଇ ମୋବାଇଲ ଗ୍ରୁପ୍ ଜରିଆରେ ଠକାମିର ଜାଲ ବିଛାଇଥିଲେ । ଗ୍ରାହକଙ୍କ ମନ ଜିଣିବା ପାଇଁ ପ୍ରଥମେ ପ୍ରଥମେ ଭଲ ରିଟର୍ଣ୍ଣ ଦେଉଥିଲେ । ଆଉ ବଡ଼ ଧରଣର ଟଙ୍କା ବିନିଯୋଗ ପରେ ଠକେଇ କରୁଥିଲେ । ସୁଧ ଟଙ୍କାକୁ…