Latest Odisha News
Browsing Category

ଅପରାଧ

ଲାଞ୍ଚ ନେଇ ଧରାପଡ଼ିଲେ ଦିଲ୍ଲୀ ପୋଲିସ କନେଷ୍ଟବଳ; ଇନସ୍ପେକ୍ଟରଙ୍କ ଘରେ ସିବିଆଇ ରେଡ୍

ଭୁବନେଶ୍ୱର: ଲାଞ୍ଚ ନେଇ ଧରା ପଡ଼ିଲା ଦିଲ୍ଲୀ ପୋଲିସ୍ । ଅମିତ ଲାହୁଚା ନାମକ ଜଣେ କନେଷ୍ଟବଳକୁ ସିବିଆଇ ଭୁବନେଶ୍ୱର ଶାଖା ଲାଞ୍ଚ ନେବା ବେଳେ ଧରିଛି । ସାଢ଼େ ଚାରି ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛି ଅମିତ ଲାହୁଚା । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖାର କନେଷ୍ଟବଳ ଅମିତ ଏକ…

ଚଷାନିମଖଣ୍ଡିରେ ୨ଜଣଙ୍କୁ ହତ୍ୟା : ବାଇକରେ ଫେରୁଥିବା ବେଳେ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଗଞ୍ଜାମ : ଦିଗପହଣ୍ଡିରେ ଡବଲ ମର୍ଡର। ଚଷାନିମଖଣ୍ଡିରେ ୨ଜଣଙ୍କୁ ହତ୍ୟା କରାଯାଇଛି । ପାଖ ଗାଁରୁ ରାତିରେ ବାଇକରେ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ରାଜନୈତିକ ଶତ୍ରୁତାରୁ ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି । ମୃତକ ହେଉଛନ୍ତି ସରୋଜ ପାତ୍ର ଓ ସୁଦର୍ଶନ ସୁଆର ।…

ରାଜଧାନୀରେ ଡବଲ ମର୍ଡର ଘଟଣା : ନିର୍ଯାତନା ଯୋଗୁ ହତ୍ୟା କରିଥିଲା ଅଭିଯୁକ୍ତ

ଭୁବନେଶ୍ଵର: ରାଜଧାନୀରେ ଡବଲ ମର୍ଡର ଘଟଣା । ଏନେଇ  ପୋଲିସ ସୂତ୍ରରୁ ଏକ ରୋଚକ ତଥ୍ୟ ମିଳିଛି । ସ୍ତ୍ରୀ ଓ ଶାଳୀ ନିର୍ଯାତନା ଦେଉଥିବାରୁ ରାଗରେ ହତ୍ୟା କରିଥିଲା ଅଭିଯୁକ୍ତ  । ରାଗର ବଶବର୍ତ୍ତୀ ହୋଇ ଦୁହିଁଙ୍କୁ ଶେଷ କରିଦେବା ପାଇଁ ନିଷ୍ପତ୍ତି ନେଇଥିଲା ବିଜୟ କେତନ ସେଠୀ । ଆଉ ଶେଷରେ…

୧୦୦ ଟଙ୍କା ପାଇଁ ମାଆକୁ ମାରିଦେଲା କୁଳାଙ୍ଗାର ପୁଅ

ମୟୂରଭଂଜ  : ପୁଅ ପାଲଟିଲା ପିଶାଚ । ୧୦୦ ଟଙ୍କା ପାଇଁ ମାଆକୁ ମାରିଦେଲା କୁଳାଙ୍ଗାର । ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ମୟୂରଭଂଜ ଜିଲ୍ଲା ଯଶୀପୁର ଥାନା ହାଟ ପଡ଼ିଆ ନିକଟରେ । ନିଶା ଖାଇବାକୁ ମାଆକୁ ଟଙ୍କା ମାଗିଥିଲା ପୁଅ । ହେଲେ ମାଆ ନ ଦେବାରୁ ଠେଙ୍ଗାରେ ପିଟି ପିଟି ପୁଅ ହତ୍ୟା କରିଥିବା…

ବାହାଘର ପ୍ରୋସେସନ ବେଳେ ତୁମୁଳକାଣ୍ଡ: ଟେଣ୍ଟ ମାଲିକଙ୍କୁ ହତ୍ୟା

ଗୋପ: ଗୋପ ଥାନା ବାଲିକନ୍ଦଳ ଗାଁରେ ହତ୍ୟା ।  ଗତକାଲି ରାତିରେ ବାହାଘର ପ୍ରୋସେସନ ବେଳେ ତୁମୁଳକାଣ୍ଡ ଘଟିଥିଲା। ଟେଣ୍ଟ ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଡିଜେ ମାଲିକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଣେ ଘଟଣାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ପିପିଲି- କୋଣାର୍କ ରାସ୍ତାର ବେଗୁନିଆ…

ବରଗଡ଼ରେ ପାରିବାରିକ କଳହର ଉଗ୍ରରୂପ : ଦୁଇ ଭାଇଙ୍କ ଆକ୍ରମଣରେ ଉଜୁଡି ଗଲା ପରିବାର

ବରଗଡ଼ : ମାହାଙ୍ଗା ପରେ ବରଗଡ଼ରେ ଦେଖିବାକୁ ମିଳିଛି ପାରିବାରିକ କଳହର ଉଗ୍ରରୂପ । ସମ୍ପର୍କୀୟ ଭାଇଙ୍କ ଆକ୍ରମଣରେ ବାପା ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ବୋହୂକୁ ମେଡିକାଲରେ ଭର୍ତ୍ତି କରଯାଇଛି । ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ…

ପୁଣି ରାଜଧାନୀରେ ଲୁଟ୍‌: ବନ୍ଧୁକ ମୁନରେ ଲୁଟିନେଲେ ୬ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନା ଅଳଙ୍କାର

ଭୁବନେଶ୍ୱର : ରାଜଧାନୀରେ ମାତିଛି ଲୁଟେରାଙ୍କ ଆତଙ୍କ । ପୁଣି ଥରେ ବନ୍ଧୁକମୁନରେ ଲୁଟିଛନ୍ତି ସୁନା ଅଳଙ୍କାର। ଶତାବ୍ବୀ ନଗର ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ଗତକାଲି ବିଳମ୍ବିତ ରାତିରେ ଲୁଟି ନେଇଛନ୍ତି ୬ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର । ଶତାବ୍ବୀ ନଗରରେ ଜୁଏଲରୀ ମାଲିକ ରାତିରେ…

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ: ୨ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ଦାମନଯୋଡ଼ି ଥାନା ଅଂଚଳରେ  ହତ୍ୟାକାଣ୍ଡ ।  ଚୈତ୍ର ପର୍ବ ଚାଲିଥିବା ବେଳେ ୨ ସାହି ମଧ୍ୟରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ହୋଇଛି। ସଂଘବଦ୍ଧ ଆକ୍ରମଣରେ ଦାମନଯୋଡ଼ି ଥାନା ସିନ୍ଧିପାର ଗାଁର ୨ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବାର ସୂଚନା…

ଗଞ୍ଜାମରେ IPL ବେଟିଂ: ବନ୍ଧା ହେଲେ ୬ ଜଣ, ଦେଢ ଲକ୍ଷ ଟଙ୍କା ଜବତ

ବ୍ରହ୍ମପୁର: IPL ମ୍ୟାଚ ଚାଲିଥିବାବେଳେ ଗଞ୍ଜାମରେ ଚାଲିଛି ବେଟିଂ  । ବେଟିଂ ଚଳାଇଥିଲେ ସିଧା ହାଜତକୁ ଗଲେ  ।  ଗଞ୍ଜାମ ଜିଲ୍ଲା ପାଟପୁରରେ ଆଇପିଏଲ ବେଟିଂ ଅଭିଯୋଗରେ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ୬ଟି ମୋବାଇଲ ସହିତ ନଗଦ ଏକ ଲକ୍ଷ ୪୫ ହଜାର ଟଙ୍କା ଜବତ କରିଛି ପୋଲିସ…

[ଦେଖନ୍ତୁ ଭିଡିଓ] ରାଜଧାନୀରେ ପିଲା ଚୋରି ଓ ବିକ୍ରି ଉଦ୍ୟମ ପଣ୍ଡ, ୫ ଦିନ ପରେ ମିଳିଲା ନାବାଳିକା

ଭୁବନେଶ୍ୱର: ରାଜଧାନୀରେ ପିଲା ଚୋରି ଓ ବିକ୍ରି ଉଦ୍ୟମ ପଣ୍ଡ । ସିସିଟିଭିରେ ନାବାଳିକାକୁ ଚୋରି କରିନେଇ ଯାଉଥିଲା ଅପରାଧି । ୫ ଦିନ ପରେ ମିଳିଲା ନାବାଳିକା । ନାବାଳିକାକୁ ଚୋରି କରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲୁଚାଇ ରଖିଥିଲା ଅପରାଧି । ଏହି ଘଟଣା ଇନଫୋସିଟି ଥାନା ଶିଖରଚଣ୍ଡୀ ବସ୍ତିରେ…