Latest Odisha News

BREAKING NEWS

Browsing Category

ଅପରାଧ

[ଦେଖନ୍ତୁ ଭିଡିଓ] ଅହମ୍ମଦାବାଦ ସିରିଜ ବିସ୍ଫୋରଣ, ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ

ଭୁବନେଶ୍ୱର: ୨୦୦୮ ଅହମ୍ମଦାବାଦ ସିରିଜ ବିସ୍ଫୋରଣ ମାମଲା  । ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ଥିବା ୪୯ ଜଣଙ୍କ ମଧ୍ୟରୁ ଏକକାଳୀନ ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ସ୍ପେଶାଲ କୋର୍ଟ । ଅନ୍ୟ ୧୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ନ୍ୟାୟିକ ଇତିହାସରେ ୩୮…

ଦୁଇଟି ସ୍କୁଲ ବସ୍ ମଧ୍ୟରେ ଧକ୍କା, ଭାଇ-ଭଉଣୀ ମୃତ

ମୁଜାଫରନଗର: ଉତ୍ତରପ୍ରଦେଶର ମୁଜାଫର ନଗରରେ ଅଭାବନୀୟ ଘଟଣା । ଦୁଇଟି ସ୍କୁଲ ବସ୍ ଧକ୍କାରେ ଭାଇ-ଭଉଣୀଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଅନେକ ଛାତ୍ରଛାତ୍ରୀ ଗରୁତର ମଧ୍ୟ ହୋଇଛନ୍ତି । ଶୁକ୍ରବାର ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୋଲିସ ସୂଚନା ଅନୁସାରେ, ଗୁରୁବାର ଦୁର୍ଘଟଣାରେ…

ସୌମ୍ୟଙ୍କ ପାଇଁ ନ୍ୟାୟ ଦାବି କଲା ଭାଇରାଲ୍ ଟଙ୍କା

ଭୁବନେଶ୍ୱର: ସୋନାଲି ନନ୍ଦଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ସୌମ୍ୟ । ଆପଣାଇଥିଲେ ଆତ୍ମହତ୍ୟାର ପନ୍ଥା । ଏହି ଘଟଣାକୁ ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି । ତଥାପି ନ୍ୟାୟ ଅପେକ୍ଷାରେ ରହିଛନ୍ତି ସୌମ୍ୟଙ୍କ ପରିବାରବର୍ଗ । ଏପରି ସ୍ଥିତିରେ ସୋସିଆଲ ମିଡିଆରେ ଅନେକ ଲୋକ ସୌମ୍ୟଙ୍କୁ ନ୍ୟାୟ…

ରସିକିଆ ଡାକ୍ତରଙ୍କ ଖୋଲୁଛି ଗୁମର : ୧୭ଟି ପରେ ପୁଣି ବାହା ହେବାକୁ ଚାଲିଥିଲା ଯୋଜନା

ଭୁବନେଶ୍ୱର : ରସିକିଆ ନକଲି ଡାକ୍ତରଙ୍କ ଆହୁରି ଖୋଲୁଛି ଗୁମର । ୧୭ ବିବାହ ପରେ ପୁଣି ବାହା ହେବାକୁ ଯୋଜନା କରିଥିଲେ ନକଲି ଡାକ୍ତର ଜଣକ । ବାହାଘର ପାଇଁ ଅନେକ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ । ପୁଣି ଠକେଇ କରିବାକୁ ମାୟାଜାଲ ବୁଣିସାରିଥିଲେ । କଟକ, ବଡ଼ମ୍ବାରେ ସଂପୃକ୍ତ ନକଲି ଡାକ୍ତରଙ୍କ…

କୋଟିପତି ଡାକ୍ତର ସୁକାନ୍ତ ଜେନା ଗିରଫ

ଭୁବନେଶ୍ୱର: ଗିରଫ ହେଲେ କୋଟିପତି ଡାକ୍ତର ସୁକାନ୍ତ ଜେନା । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ପୁରୀ ଜିଲ୍ଲା ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଭାଗ ଡାକ୍ତପ ସୁକାନ୍ତ ଜେନା ଗିରଫ ହୋଇଛନ୍ତି । ପ୍ରସବ ପାଇଁ ଜଣେ ପ୍ରସୂତୀଙ୍କ…

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୮ ଜଣଙ୍କୁ ବାନ୍ଧିଲା ପୋଲିସ

ପୁରୀ: କଣାସ ଗଡ଼ିଶାଗଦା ଥାନା ଅନ୍ତର୍ଗତ ବାଦଲ ଗ୍ରାମ ପଞ୍ଚାୟତରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୮ ଜଣ ଗିରଫ ।  ସେମାନଙ୍କ ନାଁରେ ଆଇପିସିର ଧାରା ୩୪୧, ୩୨୩, ୩୨୫, ୨୯୪, ୫୦୬, ୩୦୭, ୩୯୫, ୩୪ରେ ସଙ୍ଗୀନ ଦଫା ଲାଗିଛି । ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଏସଡିପିଓ କିଶୋର…

ରାଜଧାନୀରେ ଲୁଟେରା ରାଜ: ମହିଳାଙ୍କୁ ଆକ୍ରମଣ କରି ଝାମ୍ପି ନେଲେ ସୁନା ଚେନ୍

ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ । ବାଟଘାଟରୁ ଲୁଟ୍ । ସୈନିକ ସ୍କୁଲ-ଭିଏସଏସ ନଗର ରାସ୍ତାରେ ମହିଳାଙ୍କ ବେକରୁ ଲୁଟି ନେଲେ ସୁନା ଚେନ୍ । ଆଜି ସକାଳୁ ସକାଳୁ ମନ୍ଦିରରୁ ଫେରିବା ବେଳେ ମହିଳାଙ୍କୁ ମାଡ଼ ମାରି ତାଙ୍କ ବେକୁ ସୁନା ଚେନ୍ ଝାମ୍ପି ନେଇଛନ୍ତି ଲୁଟେରା । ସକାଳ ସାଢେ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କୋଟିପତି ଡାକ୍ତର

ଭୁବନେଶ୍ୱର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କୋଟିପତି ଡାକ୍ତର । ଡାକ୍ତରଙ୍କ ନାଁ ହେଉଛି ସୁକାନ୍ତ ଜେନା । ଡାକ୍ତର ଜଣକ କଣାସ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟକରୁଥିଲେ । ସେ ଅପରେସନ ପାଇଁ ରୋଗୀଙ୍କ ଠାରୁ ୮…

ହ୍ୱାଟ୍ସଆପ୍‌ରେ ରେଡ୍ ହାର୍ଟ୍ ଇମୋଜି ପଠାଉଛନ୍ତି କି? ହୋଇପାରେ ଜେଲ ଦଣ୍ଡାଦେଶ

ଭୁବନେଶ୍ୱର: ଡିଜିଟାଲ୍ ଯୁଗରେ ହ୍ୱାଟ୍ସଆପ୍ ଭଳି ବାର୍ତ୍ତାବାହକ ଆପ୍ଲିକେସନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ତେବେ ଏହାର ଭୁଲ ବ୍ୟବହାର ଆପଣଙ୍କୁ ସମସ୍ୟାରେ ପକାଇପାରେ । ହ୍ୱାଟ୍ସଆପ୍‌ରେ ଯଦି ଆପଣ କାହାକୁ ରେଡ୍ ହାର୍ଟ ଇମୋଜି ପଠାଉଛନ୍ତି, ତେବେ ବେଳ ଥାଉଥାଉ ସାବଧାନ…

ଗିରଫ ହେଲେ ଏଏସପି ତ୍ରିନାଥ ମିଶ୍ର, ପତ୍ନୀଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: ବନ୍ଧା ହେଲେ ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହା ସହିତ ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ । ଭିଜିଲାନ୍ସ ସୂଚନା ଅନୁସାରେ, ତ୍ରିନାଥ…