Latest Odisha News

BREAKING NEWS

Browsing Category

ଅପରାଧ

ଅଧିକ ଲାଭର ଲୋଭ ଦେଖାଇ ଲୁଟି ନେଲେ ୧୫ ଲକ୍ଷ ଟଙ୍କା

ରାଉରକେଲା : ଅଧିକ ଲାଭର ଲୋଭ ଦେଖାଇ ଲୁଟି ନେଲେ ୧୫ ଲକ୍ଷ ଟଙ୍କା । ଇସ୍ପାତ ନଗରୀ ରାଉରକେଲାରୁ ଆସିଛି ଏଭଳି ଏକ ଘଟଣା । ସେୟାର ମାର୍କେଟରେ ଅଧିକ ଲାଭ ମିଳିବାର ଲୋଭ ଦେଖାଇ ରାଉରକେଲା ସହରର ଜଣେ ଯୁବକଙ୍କ ଠାରୁ ଟଙ୍କା ଠକି ନେଇଛନ୍ତି ଜଣେ ଯୁବକ । ୧୫ ଲକ୍ଷ ୮୧ ହଜାର ଟଙ୍କା ଠକି ନେଇଥିବା…

ଭିଜିଲାନ୍ସ ହାତରେ ଅବସରପ୍ରାପ୍ତ ବରିଷ୍ଠ ଟାଇପିଷ୍ଟ୍‌

ଭୁବନେଶ୍ବର: ୩୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅବସରପ୍ରାପ୍ତ ବରିଷ୍ଠ ଟାଇପିଷ୍ଟ୍‌  । ଇପିଏଫ୍‌ ଫାଇଲ୍‌ ସଂପର୍କିତ କାମ ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେବା ସମୟରେ  ଧରାପଡ଼ିଲେ ।  ଓଡ଼ିଶା ଉଠା ଜଳସେଚନର ପରିଚାଳନା ନିର୍ଦ୍ଦେଶକଙ୍କ କାର୍ଯ୍ୟଳୟରୁ ଅବସରପ୍ରାପ୍ତ…

ବିଚ୍ ବଜାରରେ ବୁଲିଲା ଖଣ୍ଡା, ପୂର୍ବତନ ପୋଲିସ କର୍ମଚାରୀ ଗୁରୁତର

ବରଗଡ: ଦିନ ଦ୍ୱିପହରେ ଖୁଲମଖୁଲା ବିଚ୍ ବଜାରରେ ବୁଲିଲା ଖଣ୍ଡା । ଲହୁଲୁହାଣ ହେଲେ ପୂର୍ବତନ ପୋଲିସ କର୍ମଚାରୀ । ବରଗଡ ଜିଲ୍ଲା ପାଇକମାଲ୍ ବଜାରରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଛି । ଆଜି ଗୋପାଳ ସା ନାମକ ଜଣେ ପୂର୍ବତନ ପୋଲିସ କର୍ମଚାରୀଙ୍କୁ ଜଣେ ଅଜଣା ବ୍ୟକ୍ତି…

[ଭିଡ଼ିଓ] ନିୟମର ଖୋଲାଖୋଲି ଉଲ୍ଲଂଘନ, ମାଲାମାଲ ଜମି ଦଲାଲ

ପାଟଣାଗଡ଼: ବେଧଡକ ଚାଲିଛି ବେଆଇନ୍ ଜମି କାରବାର । ସରକାରଙ୍କ ବିନା ଅନୁମତିରେ ଚଢା ଦରରେ ବିକ୍ରି ହେଉଥିବା ବେଳେ ମାଲାମାଲ ହେଉଛନ୍ତି ମାଫିଆ । ପାଟଣାଗଡ଼ରେ ସବୁ ନିୟମର ହେଉଛି ଖୋଲାଖୋଲି ଉଲ୍ଲଂଘନ । ଛତୁ ଫୁଟଲା ଭଳି ଦଲାଲ ମାତିଛନ୍ତି । ଆଉ ରାତାରାତି କରୁଛନ୍ତି ଏହି ବେଆଇନ୍ କାମ । ସେପଟେ…

କମେଣ୍ଟ ମରାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼

ବାଲେଶ୍ବର : ବାଲେଶ୍ବରରେ ଅଭାବନୀୟ ଘଟଣା । କମେଣ୍ଟ ମରାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼ ହୋଇଛି । ଭୁଜାଖିଆପୀର ଛକ ନିକଟରେ ଯୁବକଙ୍କୁ ଛୁରାମାଡ଼ ହୋଇଛି । ଛୁରାମାଡରେ ଯୁବକଙ୍କ ପିଠିରେ ଗଭୀର ଆଘାତ ଲାଗିଛି । ଆହତ ହୋଇଥିବା ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରଯାଇଛି । ସୂଚନା…

ଭୁବନେଶ୍ବର ତମାଣ୍ଡୋରୁ ଜବତ ହେଲା ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଜୋରଦାର ହେଲା ଅପରେସନ ହ୍ବାଇଟ୍ ସ୍ପାଇଡର । ପୁଣି ଜବତ ହୋଇଛି ଧଳା ଜହର । ତମାଣ୍ଡୋ ଅଞ୍ଚଳରେ ବ୍ରାଉନସୁଗାର କାରାବାର ବେଳେ ୩ ଜଣ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୋଲିସ । ଅଭିଯୁକ୍ତଙ୍କ ପାଖରୁ ୧୦୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି…

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଗିରଫ

ମୋହନା : ବିପୁଳ ପରିମାଣର ଗଞ୍ଜେଇ ଜବତ । ଗଜପତି ଜିଲ୍ଲା ଅଡବା ଓ ମୋହନା ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ଗାଡି ସହ ୪ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ କରାଯାଇଛି । ଗୁରୁବାର ଅଡବା ପୋଲିସ ଡୁମିଗୁଡା ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଏକ ବୋଲେରୋ ଗାଡିକୁ ପୋଲିସ ଯାଞ୍ଚ କରିଥିଲା…

ଖୋଲିବ ଚାଇଲ୍ଡ ପର୍ଣ୍ଣୋଗ୍ରାଫିର ଗୁମର, ଅଭିଯୁକ୍ତ ସୁରେନ୍ଦ୍ରକୁ ଜେରା ପାଇଁ ଦିଲ୍ଲୀ ନେଲା ସିବିଆଇ

ଭୁବନେଶ୍ବର : ଖୋଲିବ ଚାଇଲ୍ଡ ପର୍ଣ୍ଣୋଗ୍ରାଫିର ଗୁମର । ମାମଲାରେ ଢେଙ୍କାନାଳରୁ ଗିରଫ ହୋଇଥିବା ସୁରେନ୍ଦ୍ର ନାୟକକୁ ଅଧିକ ତଦନ୍ତ ପାଇଁ ଦିଲ୍ଲୀ ନେଇଛି ସିବିଆଇ । ସୁରେନ୍ଦ୍ରର ବ୍ୟାଙ୍କ ଆକାଉଣ୍ଟର ଖୋଳତାଡ଼ କରିବା ସହ ପାସବୁକ୍‌ ଜବତ ହୋଇଛି । ସେହିପରି ସୁରେନ୍ଦ୍ରର ୪ ସହଯୋଗୀଙ୍କୁ…

ପୋଲିସ ଚାକିରି ନାଁରେ ଦେଢ଼ କୋଟି ଠକେଇ ମାମଲା, ପୁଣି ୨ ଦିନିଆ ରିମାଣ୍ଡରେ ଗଲା ବୈକୁଣ୍ଠ

ଭୁବନେଶ୍ବର : ପୋଲିସ ଚାକିରି କରାଇବା ନାଁରେ ଦେଢ଼ କୋଟି ଠକେଇ ମାମଲାରେ ତନାଘନା । ପୁଣି ୨ ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ ବୈକୁଣ୍ଠ ନାୟକ । ଠକ ବୈକୁଣ୍ଠନାଥର ମିଛ ନିଯୁକ୍ତି ଠକେଇର ଗୁମର ଖୋଲିବ ଇଓଡବ୍ଲ୍ୟୁ । ବୈକୁଣ୍ଠକୁ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଓଡବ୍ଲ୍ୟୁ ।…

ଓଡ଼ିଶାରୁ ୧୦ ଦିନରେ ୩୪୮୮ ଫେରାର୍ ଆସାମୀ ଗିରଫ

ଭୁବନେଶ୍ୱର: ଓଡ଼ିଶା ପୋଲିସକୁ ବଡ଼ ସଫଳତା । ୧୦ ଦିନରେ ସ୍ୱତନ୍ତ୍ର ଅଭିଯାନରେ ଗିରଫ ହୋଇଛନ୍ତି ୩ହଜାର ୪୮୮ ଫେରାର ଆସାମୀ । ଗତ ୫ ତାରିଖରୁ ୧୪ ତାରିଖ ଯାଏ ଓଡ଼ିଶା ପୋଲିସ୍ ଏହି ଅଭିଯାନ ଚଳାଇଥିଲା । ଓଡ଼ିଶା ପୋଲିସର ଏହି ସ୍ୱତନ୍ତ୍ର ଅଭିଯାନରେ ବାଲେଶ୍ୱରର ସର୍ବାଧିକ ୫୯୨ ଫେରାର ଆସାମୀ…