Latest Odisha News

BREAKING NEWS

Browsing Category

ଅପରାଧ

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ କିରାଣୀ !

ପୁରୀ: ବେଶ କିଛିଦିନ ହେଲା ରାଜ୍ୟରେ ପ୍ରତିଦିନ ଭିଜିଲାନ୍ସ ଚଢାଉ ଖବର ସାମ୍ନାକୁ ଆସୁଛି । ଖାସ କରି ଧରାପଡୁଛନ୍ତି ସରକାରୀ କର୍ମଚାରୀ । ଏହି ଧାରାରେ ଆଉ ଜଣେ ସରକାରୀ କିରାଣୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଛନ୍ତି । ପୁରୀ ଜିଲ୍ଲା ଶିଶୁ ବିକାଶ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ…

ମୟୁରଭଂଜ ପୋଲିସ ହାତରେ ଧରାପଡିଲା ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ

ବାରିପଦା: ଏକ ବଡ ଧରଣର ଗିରଫଦାରୀ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମୟୁରଭଂଜ ଜିଲ୍ଲା । ପୋଲିସ ଜାଲରେ ପଡିଛନ୍ତି ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ । ଏକ ନିଶ୍ଚିତ ବଡ ଧରଣର ଡକାୟତ ଯୋଜନାକୁ ପଣ୍ଡ କରିଛି ମୟୁରଭଂଜ ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଘାଗରବେଡାର ଜଣେ…

ଜୁଆ ଆଡ୍ଡାରେ ରେଡ୍: ୭ଲକ୍ଷ ୮୩ ହଜାର ଟଙ୍କା ଜବତ, ୨୦ ଜଣ ଅଟକ

କୋରାପୁଟ: ଜୁଆ ଆଡ୍ଡାରେ ପୋଲିସର ଅଚାନକ ରେଡ୍ । ବିଡ଼ା ବିଡ଼ା ନୋଟ୍ ଜବତ । ମୋଟ୍ ୭ଲକ୍ଷ ୮୩ହଜାର ୪୪୦ ଟଙ୍କା ଜବତ ହୋଇଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଖଟୁଲୁଗୁଡା ନିକଟ ନୀଳଗିରି ବଣରେ ଚାଲିଥିଲା ଜୁଆ ଆଡ୍ଡା । ଖବର ପାଇଁ ପହଞ୍ଚିଥିଲା ପୋଲିସ । ଘଟଣାସ୍ଥଳରୁ ସମସ୍ତେ ଛତ୍ରଭଙ୍ଗ…

କଟକରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୬ ବେପାରୀ ଗିରଫ

କଟକ: କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ । କଟକରୁ ଜବତ ହୋଇଛି ୧ କେଜି ୧୫୯ ଗ୍ରାମ ଧଳାଜହର । ଲାଲବାଗ ଥାନା ଓ ସ୍ପେଶାଲ ସ୍କ୍ୱାଡ୍ ମିଳିତ ଚଢ଼ାଉତେ ଏତେ ପରିମାଣର ବ୍ରାଉନସୁଗାର ଜବତ କରିଛନ୍ତି । ଏହି ଘଟଣାରେ ୬ ଜଣ ବେପାରୀଙ୍କୁ ବାନ୍ଧିଛି ପୋଲିସ । ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର…

ମଦ ପିଇବାକୁ ଟଙ୍କା ଦେଲେନି ବାପା, ଛୁରୀ ଭୁସି ମାରିଦେଲା ପୁଅ

କବିସୂର୍ଯ୍ୟନଗର(ଗଞ୍ଜାମ): ମଦ ପିଇବା ପାଇଁ ବାପା ଟଙ୍କା ଦେଲେନି । ପୁଅ ମୁଣ୍ଡକୁ ପିତ୍ତ ଚଢ଼ିଲା । ବାପାଙ୍କୁ ଛୁରୀ ଭୁସି ହତ୍ୟା କରିଛି କୁଳାଙ୍ଗାର ପୁଅ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମହାଛାଇ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ ଗାଁର କରୁଣାକର ସାହୁ ।…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ କୋଟିପତି କିରାଣି

ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଉ ଜଣା ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଇଁତଳା ବ୍ଲକର କୋଟିପତି କିରାଣି ରବୀନ୍ଦ୍ର କୁମାର ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ଠାରୁ ୮୦ ପ୍ରତିଶତ ବେଆଇନ ସମ୍ପତି ଠୁଳ କରିଥିବାରୁ ତାଙ୍କ ବିରୋଧରେ ନିଆଯାଇଛି…

ଛତିଶଗଡ଼ରେ କଂଗ୍ରେସ ନେତାଙ୍କୁ ମାଓବାଦୀଙ୍କ ମରଣାନ୍ତକ ଆକ୍ରମଣ

ଛତିଶଗଡ଼ : ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ । ଜଣେ କଂଗ୍ରେସ ନେତାଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ମାଓବାଦୀ । ଦନ୍ତେୱାଡା ଜିଲ୍ଲାର କିରଣ୍ଡୁଲ ଥାନା ଠାରୁ ମାତ୍ର ୬ କିଲୋମିଟର ଦୂରରେ କଂଗ୍ରେସ ନେତା କୟୁମ ଋଦ୍ଧିକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ…

କଟକରୁ ପୁଣି ଜବତ ହେଲା ନକଲି ଗୁଟଖା ଓ ଜର୍ଦ୍ଦା

କଟକ : କଟକରେ ଥମୁନି ନକଲି କାରବାର । ପ୍ରତିଦିନ କିଛି ନା କିଛି ନକଲି ସାମଗ୍ରୀ ଜବତ କରୁଛି ପୋଲିସ । କମ୍ପାନୀ ସିଜ୍ ହେଉଥିବା ବେଳେ, ଅନେକଙ୍କୁ ଗିରଫ କରୁଛି । ଏହାସତ୍ତ୍ବେ ବି ଖୁଲମଖୁଲା ଚାଲିଛଇ ନକଲି କାରବାର । ଆଜି ପୁଣି ମାଲଗୋଦାମ ଅଞ୍ଚଳରୁ ଜବତ ହୋଇଛି ବିପୁଳ ପରିମାଣର ନକଲି…

କନ୍ଧମାଳ ଏସପିଙ୍କ ନିକଟରେ ମହିଳା ମାଓବାଦୀର ଆତ୍ମସମର୍ପଣ

କନ୍ଧମାଳ : ମହିଳା ମାଓବାଦୀଙ୍କ ଆତ୍ମ ସମର୍ପଣ । କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରଛନ୍ତି ବାଲିଗୁଡା ଥାନା କୁଟିକିଆ ଅଞ୍ଚଳର କାନ୍ତି ମଲ୍ଲିକ । ଅନେକ ଦିନ ଧରି କାନ୍ତି ମଲ୍ଲିକ କେକେବିଏନ ସଙ୍ଗଠନରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ । ମାଓବାଦୀଙ୍କ କାର୍ଯ୍ୟରେ…

ସମ୍ୱଲପୁରରୁ ୧୩ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଠାବ, ୬ ଜଣ ଗିରଫ

ସମ୍ୱଲପୁର: ଜାଲ୍ ନୋଟ୍ କାରବାର ରାକେଟର ପର୍ଦ୍ଦାଫାସ । ସମ୍ୱଲପୁରରୁ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ୧୩ ଲକ୍ଷ ଟଙ୍କାର ନକିଲ ନୋଟ୍ ଜବତ ହୋଇଛି । ଏଥିରେ ଅଛି ୨୦୦୦, ୫୦୦ ଓ ୧୦୦ ଟଙ୍କିଆ ଜାଲ୍ ନୋଟ୍ । ନକଲି ନୋଟ୍ ତିଆରି ମେସିନ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଗିରଫ…