Latest Odisha News

BREAKING NEWS

Browsing Category

ଅପରାଧ

ଜମିଜମା ବିବାଦରୁ ଗୋଷ୍ଠୀ ସଂଘର୍ଷରେ ୨ ମୃତ, ୭ ଆହତ

କୋରାପୁଟ: ଜମିବାଡ଼ି ବିବାଦ ନେଲା ଉଗ୍ର ରୂପ । ଗୋଷ୍ଠୀ ସଂଘର୍ଷରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ଗାଁରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି । ଗତକାଲି ରାତିରେ ଜମି ବିବାଦକୁ ନେଇ ଦୁଇଟି ପରିବାର ଭିତରେ…

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ରାୟଗଡ଼ା: ଗଞ୍ଜେଇ ଚୋରା ଚାଲଣ ବେଳେ ଧରିଲା ପୋଲିସ । ପାଟ୍ରୋଲିଂ ବେଳେ କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ଅଞ୍ଚଳରୁ ଜବତ ହୋଇଛି ବସ୍ତା ବସ୍ତା ଗଞ୍ଜେଇ । ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ମୋଟ୍ ୧୧ଶହ ୮୦ କିଲୋଗ୍ରାମ୍ ଗଞ୍ଜେଇ ଜବତ ହୋଇଛି…

ବାଘ ଛାଲ ସମେତ ୪ ବେପାରୀ ଗିରଫ

ଭବାନୀପାଟଣା: ରାଜ୍ୟରେ ବଢ଼ି ଚାଲିଛି ପଶୁ ଶିକାର । ବେଧଡକ ଭାବରେ ପଶୁଙ୍କୁ ଶିକାର କରୁଛନ୍ତି ଶିକାରୀ । ଏମିତି ଏକ ରାକେଟର ପୁଣି ପର୍ଦ୍ଦାଫାସ ହୋଇଛି । କଳାହାଣ୍ଡି ଜିଲ୍ଲାରୁ ୪ ବାଘଛାଲ ବେପାରୀଙ୍କୁ ଗିରଫ କରିଛି ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ୍ କଣ୍ଟ୍ରୋଲ୍ ବ୍ୟୁରୋ ଟିମ୍ । ସେମାନଙ୍କ ପାଖରୁ…

ଭୁବନେଶ୍ବରରୁ ୫ ସାଇବର ଠକ ଗିରଫ

ଭୁବନେଶ୍ବର : ଭୁବନେଶ୍ବରରୁ ଗିରଫ ହେଲେ ୫ ସାଇବର ଠକ । ଭରତପୁର ଥାନା ପୋଲିସ ସହାୟତାରେ ଏହି ଠକଙ୍କୁ ଗିରଫ କରିଛି ପୋଲିସ । ହାଇଦ୍ରାବାଦ ସାଇବର ପୋଲିସ ୫ ଜଣ ସାଇବର ଠକଙ୍କୁ ଗିରଫ କରିଛି । ଏହି ସାଇବର ଠକମାନେ ହାଇଦ୍ରାବାଦରେ ୩୦ ଲକ୍ଷ ଟଙ୍କାର ସାଇବର ଅପରାଧ କରିଥିବାର ଅଭିଯୋଗ ରହିଛି ।…

ରାସ୍ତାକଡରୁ ଉଦ୍ଧାର ମୃତ ନବଜାତ ଶିଶୁ, କେତେ ସଜାଗ ପୋଲିସ ପ୍ରଶାସନ ?

ଅନୁଗୁଳ: ଦିନକୁ ଦିନ ମାନବିକତାର ଅର୍ଥକୁ ସମାଜ ଅବିଧାନରୁ ଲିଭାଇବାରେ ଲାଗିଛି ମଣିଷ ଜାତି । ସଂସାର ଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷ ଖୋଦ ନିଜ ଅସ୍ତିତ୍ୱକୁ କଳୁଷିତ କରିବାରେ ଲାଗିଛି । ଏହି ଦୁଇଟି ଉକ୍ତି ଅନୁଗୁଳ ଜିଲ୍ଲାର ଏକ ଅଭାବନୀୟ ଘଟଣାକୁ ଇଙ୍ଗିତ କରୁଛି । ଜିଲ୍ଲାର ଦୈନିକ…

ପୋଲିସ ଜାଲରେ ଲୁଟେରା, ବିପୁଳ ଟଙ୍କା ଓ ସୁନା ଗହଣା ଜବତ

ଗୁଣୁପୁର: କରୋନା ମହାମାରୀରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଭଳି ସରକାରୀ ଘୋଷଣା ସାମ୍ନାକୁ ଆଣିଛି ଅନେକ ଅପ୍ରତ୍ୟଶିତ ପରିସ୍ଥିତି । ବଢିଛି ବେରୋଜଗାରୀ, ବ୍ୟାପିଛି ଲୁଟ୍ ଓ ଡକାୟତି ଭଳି ଅପରାଧିକ ଘଟଣା । ଏହି ଧାରାରେ ରାୟଗଡା ଜିଲ୍ଲାରେ ଏକ ଲୁଟ୍ ମାମଲାର ପର୍ଦ୍ଦାଫାସ୍ କରିବାରେ ସଫଳ ହୋଇଛି…

ଟାଓ୍ବାର ବସାଇବା ନାଁରେ ଲୁଟି ନେଇଥିଲେ ୩୯ ଲକ୍ଷ, କୋଲକାତାରୁ ଧରିଲା ପୋଲିସ

ଭୁବନେଶ୍ବର : ନୂଆ ତରିକାରେ ସାଇବର ଠକେଇ । ମାଳ ମାଳ ବ୍ୟାଙ୍କ ପାସ୍ ବୁକ୍ । ଏକାଧକ ଏଟିଏମ୍ କାର୍ଡ୍ ସାଙ୍ଗକୁ ଲାପଟପ୍ । ରିଲାଏନ୍ସ ଜିଓର ଟାୱାର ବସାଇବା ପାଇଁ ଅଛି ବିଭିନ୍ନ ଡକ୍ୟୁମେଣ୍ଟ୍ । ଜିଓ ଟାୱାର କରାଇଦେବା ନାଁରେ ହୋଇଥିବା ଠକେଇର ହୋଇଛି ପର୍ଦ୍ଦାଫାସ । ଏଭଳି ଏକ ଠକ କମ୍ପାନୀର…

ଆତ୍ମସମର୍ପଣ କଲେ ଦୁଇ ହାର୍ଡକୋର ମାଓବାଦୀ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ସକ୍ରିୟ ଥିବା ଦୁଇ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦୁଇ ହାର୍ଡକୋର ମାଓବାଦୀ । ନକ୍ସଲ ପନ୍ଥିଙ୍କ ଜାଗରକୋଣ୍ଡା ଏରିଆ କମିଟିର ସଦସ୍ୟ ହେମଲା ରାମା ଓ ମାଡକାମି…

ନାବାଳକକୁ ଗୋଇଠା ମାରି ଚାକିରିରୁ ବିଦା ହେଲେ ୩ ପୋଲିସ କର୍ମଚାରୀ, ୨ ସସପେଣ୍ଡ

ଭୁବନେଶ୍ୱର: ମହଙ୍ଗା ପଡ଼ିଲା ନାବାଳକଙ୍କ ପୋଲିସ କର୍ମଚାରୀ ଗୋଇଠା ମାରିବା । ରାଜଧାନୀର କେସୁରା ଛକରେ ନାବାଳକକୁ ଗୋଇଠା ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଗୋଇଠା ମାରିଥିବା ହୋମ ଗାର୍ଡ ଚାକିରିରୁ ବହିଷ୍କୃତ ହୋଇଛନ୍ତି । ସେହିପରି ପିସିଆର୍ ଇନଚାର୍ଜଙ୍କ ସହ ଆଉ ଜଣେ…

ବୃଦ୍ଧାଙ୍କ ମୁଣ୍ଡ କାଟି ହତ୍ୟା କରିଥିବା ଦୁଇ ଅଭିଯୁକ୍ତ ଗିରଫ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଲିଭୋଳ ଗାଁରେ ବୃଦ୍ଧିଙ୍କୁ ଗଣ୍ଡିରୁ ମୁଣ୍ଡ ଅଲଗା କରି ବୀଭତ୍ସ ହତ୍ୟା କରିଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଦୁଇ ଦିନ ପରେ ସେମାନେ ଗିରଫ ହୋଇଛନ୍ତି । ନିଖୋଜ କଟା ମୁଣ୍ଡକୁ ବି ଜବତ କରାଯାଇଛି । ଦୁଇ ଅଭିଯୁକ୍ତ ହେଲେ ଜାମୁନାଳିଆ…