Latest Odisha News

BREAKING NEWS

Browsing Category

ଅପରାଧ

ବୋଲେରୋ ଗାଡ଼ିରୁ ପ୍ୟାକେଟ୍ ପ୍ୟାକେଟ୍ ଗଞ୍ଜେଇ ଜବତ, ୩ ଗିରଫ

ଭବାନୀପାଟଣା: ଲକଡାଉନ୍ ବେଳେ ବଢ଼ିଛି ଗଞ୍ଜେଇ ଚୋରା ଚାଲାଣ । କଳାହାଣ୍ଡି ଜିଲ୍ଲାରୁ ବେଆଇନ ଗଞ୍ଜେଇ ଚାଲାଣ ବେଳେ ଧରିଲା କୋକସରା ପୋଲିସ । ଗତକାଲି ରାତିରେ ପେଟ୍ରୋଲିଂ ବେଳେ ଟେମରା ମଦଭାଟି ନିକଟରୁ ଏକ ବୋଲେରୋ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ…

OSSC ସଦସ୍ୟଙ୍କ କୋଟିପତି ପିଏସ୍ ବିରଞ୍ଚି ନାରାୟଣ ସାହୁ ଗିରଫ

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଶନ(OSSC) ସଦସ୍ୟଙ୍କ କୋଟିପତି ବ୍ୟକ୍ତିଗତ ସଚିବ ଗିରଫ । ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏବେ ତାଙ୍କର ଅମାପ ସମ୍ପତ୍ତିର ହିସାବ ନିକାଶ ଚାଲିଛି । ଗିରଫ ପରେ ବିରଞ୍ଚି ନାରାୟଣ ସାହୁଙ୍କୁ ପଚରାଉଚରା କରୁଛି…

ପ୍ରେମିକାକୁ ସ୍ପିରିଟ୍ ଢ଼ାଳି ଜାଳିଦେବା ଘଟଣା, ଅଭିଯୁକ୍ତ ପ୍ରେମିକକୁ କୋର୍ଟ ଚାଲାଣ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପ୍ରତାପପୁରରେ ପ୍ରେମିକାକୁ ସ୍ପିରିଟ ଢ଼ାଳି ଜାଳିଦେବା ଘଟଣାରେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁକୁ କୋର୍ଟ ଚାଲାଣ କରିଛି ପୋଲିସ । ଘଟଣା ଦିନ ମୃତ ପ୍ରେମିକା ଶୁଭସ୍ମିତାଙ୍କ ମୃତ୍ୟୁ କାଳୀନ ଜମାନବନ୍ଦୀ ନେଇଥିଲା ପୋଲିସ । ପ୍ରେମିକ…

OSSC ସଦସ୍ୟଙ୍କ ବ୍ୟକ୍ତିଗତ ସଚିବଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଓଡ଼ିଶା ଷ୍ଟାଫ୍ ସିଲେକସନ୍ କନିଶନ ବା OSSC ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ନାରାୟଣ ସାହୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଏକକାଳୀନ ଭୁବନେଶ୍ୱରରେ ୬ଟି ସ୍ଥାନରେ ରେଡ୍ ହୋଇଛି । ଏହି ଚଢ଼ାଉରେ ଭିଜିଲାନ୍ସ ବିଭାଗର ୩ଟି ଟିମ୍ ସାମିଲ…

ପିପିଲି-ନିମାପଡ଼ା ଓଭରବ୍ରିଜ୍ ଉପରୁ କୋଟିଏ ଟଙ୍କାର ବ୍ରାଉସୁଗର ଜବତ, ଜଣେ ଗିରଫ

ପୁରୀ: କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ପୁଣି ଧରାପଡ଼ିଛନ୍ତି ବ୍ରାଉନସୁଗର ବେପାରୀ । କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ପୁରୀ ଜିଲ୍ଲା ପିପିଲି-ନିମାପଡ଼ା ଓଭରବ୍ରିଜ ଉପରୁ ୧କିଲୋ ୪୮ଗ୍ରାମ୍ ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ଏହି ଘଟଣାରେ ଜଣେ ବେପାରୀକୁ ଗିରଫ କରାଯାଇଛି ।…

ପୋଲିସ୍ ଜାଲରେ ନକଲି ଘଣ୍ଟା ବ୍ୟବସାୟୀ

କଟକ : ପୋଲିସ୍ ଜାଲରେ ନକଲି ଘଣ୍ଟା ବ୍ୟବସାୟୀ । ଅସଲି କହି ନକଲି ଘଣ୍ଟା ବିକୁଥିବା ଜଣେ ବ୍ୟବସାୟଙ୍କୁ ଗିରଫ କରିଛି କଟକ ବାଦାମବାଡି ଥାନା ପୋଲିସ୍ । ବାଦାମବାଡି ବସଷ୍ଟାଣ୍ଡରେ ଏକ ଦୋକାନରେ ବିଭିନ୍ନ ବ୍ରାଣ୍ଡର ଘଣ୍ଟା ବିକୁଥିବା ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ ।…

୧୦ ବର୍ଷର ଶିଶୁକୁ ଗୋଡାଇ ନିର୍ମମ ହତ୍ୟା

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଭଟାଗୁଡା ଗ୍ରାମରେ ଅଭାବନୀୟ ଘଟଣା । ଜଣେ ୧୦ ବର୍ଷର ଶିଶୁକୁ ଗୋଡାଇ ଗୋଡାଇ ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏହି ଗ୍ରାମର ଘାସିରାମ ମାଝୀଙ୍କ ୧୦ ବର୍ଷର ପୁଅ ଅନିଲକୁ ସେହି ଗ୍ରାମର ଜୟସିଂ ଜାନୀ ନାମକ ଜଣେ…

ସହିଦ ସପ୍ତାହ, ପୋଷ୍ଟର ଲଗାଇବାରେ ମାତିଛନ୍ତି ମାଓବାଦୀ

ନବରଙ୍ଗପୁର: ସୁଯୋଗ ମିଳିବା ମାତ୍ରେ ନିଜ ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରୁଛି ଲାଲ ବାହିନୀ । ଜୁଲାଇ ୨୮’ ତାରିଖଠୁ ଅଗଷ୍ଟ ୩’ ଯାଏଁ ସହିଦ ସପ୍ତାହ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ମାଓବାଦୀ । ଏହି ଅଣସ୍ୱୀକୃତୀପ୍ରାପ୍ତ ଦିବସ ପାଳନ କରିବାକୁ ମାଓ ପ୍ରବଣ ଇଲାକରେ ଲୁଚିଛପି ଲୋକଙ୍କୁ…

ବୁଲେଟ୍ ପାଇଁ ବୋହୂକୁ ହତ୍ୟା ଅଭିଯୋଗ

ନୟାଗଡ଼ : ନୟାଗଡ଼ ସଦର ଥାନା ଖେଡ଼ପଡ଼ା ଗାଁରେ ଅଭାବନୀୟ ଘଟଣା । ଯୌତୁକ ବାବଦରେ ବୁଲେଟ୍ ନଦେବାରୁ ବୋହୂକୁ ହତ୍ୟା ଅଭିଯୋଗ । ଝୁଲନ୍ତା ଅବସ୍ଥାରେ ନବବଧୂଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ମଧୁପୁର ଗାଁର ସୁଭଦ୍ରା ନାୟକ ଖେଡ଼ପଡ଼ାର…

ଦିଲ୍ଲୀରୁ ଚୋରି, ଭୁବନେଶ୍ୱରରୁ ମହିଳା ଗିରଫ

ଭୁବନେଶ୍ୱର: ଦିଲ୍ଲୀରୁ ଚୋରି । ଭୁବନେଶ୍ୱରରୁ ଗିରଫ । ଦିଲ୍ଲୀରୁ କୋଟିଏ ଟଙ୍କାର ସୁନା ଗହଣା ଚୋରି କରି ଖସି ଆସିଥିବା ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ସାଳିଆ ସାହିରୁ ତାଙ୍କୁ ଗିରଫ କରିଛି ପୋଲିସ । କମିଶନରେଟ ପୋଲିସ ସହାୟତରେ ମହିଳାଙ୍କୁ ବାନ୍ଧିଛି ଦିଲ୍ଲୀ ପୋଲିସ । ଜବତ…