Latest Odisha News

BREAKING NEWS

Browsing Category

ଅପରାଧ

ପୂର୍ବ ଶତ୍ରୁତାରୁ ଫୁଟିଲା ଗୁଳି, ଯୁବକ ଗୁରୁତର

ଅନୁଗୋଳ: ପୂର୍ବ ଶତ୍ରୁତାରୁ ଗୁଳିମାଡ଼ । ଦୁଇ ପରିବାର ଭିତରେ ସଂଘର୍ଷ ପରେ ଫୁଟିଲା ଗୁଳି । ଜଣେ ଯୁବକଙ୍କ ଗୁଳିମାଡ଼ରେ ଆଉ ଜଣେ ଆହତ ହୋଇଛନ୍ତି । ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡ଼ କନ୍ତକୁଳ ଗାଁରେ । ଆହତ ଯୁବକ ହେଉଛନ୍ତି ଗାଁର ଅଖିଳ ବେହେରା । ଗୁରୁତର ଅବସ୍ଥାରେ ତାଙ୍କୁ…

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଅଭିଯୋଗ, ଜଣେ ଗିରଫ

ଅନୁଗୁଳ: ସମାଜରେ ଡାକ୍ତରଙ୍କୁ ମିଳିଛି ଦ୍ୱିତୀୟ ଭଗବାନଙ୍କ ଆଖ୍ୟା । ହେଲେ ସେହି ମଣିଷ ରୂପି ଭଗବାନଙ୍କୁ ଜଣେ ବ୍ୟକ୍ତିର ସଇତାନୀ ମାନସିକତା ଅପମାନିତ କରିଛି । ଜାଣି ଚକିତ ହେବେ ଜଣେ ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଭଳି ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି । ଏପରି ଏକ ଘଟଣାକୁ ନେଇ ଲଜ୍ଜା…

ଫୋକସ ମାଲକାନଗିରି : କାର୍ଯ୍ୟାନୁଷ୍ଠାନର ଭୟ ନାହିଁ; ସ୍ବାଭିମାନ ଅଞ୍ଚଳ ପାଲଟିଛି ଗଞ୍ଜେଇ ଚାଷର ଭୂସ୍ବର୍ଗ

ମାଲକାନଗିରି: ଗଞ୍ଜେଇ ଚାଷ ମାଲକାନଗିରିର ଘଞ୍ଚ ଜଙ୍ଗଲରେ ଥିବା ଗାଁଗୁଡ଼ିକ ପାଇଁ ଯେମିତି କୁଟୀର ଶିଳ୍ପ ପାଲଟିସାରିଲାଣି। ବାଲିମେଳା ଜଳଭଣ୍ଡାର ନିକଟବର୍ତ୍ତୀ ଶତାଧିକ ଗାଁର ଲୋକେ ଏହି ଚାଷରେ ମାତିଛନ୍ତି। ଏଥିରୁ ଲାଭ ଏତେ ଅଧିକ ଯେ ସେମାନେ ଲୋଭରେ ପଡ଼ି ନିଜ ଜୀବନକୁ ମଧ୍ୟ ବିପନ୍ନ କରିବାକୁ…

ପ୍ରିଆକ୍ଟିଭେଟେଡ୍ ସିମ୍ କାର୍ଡ ରାକେଟର ପର୍ଦ୍ଦାଫାଶ୍‌, ୧୭ ହଜାର ସିମ୍ କାର୍ଡ ଜବତ

ଭୁବନେଶ୍ୱର: ଟ୍ୱିନସିଟି ପୋଲିସ କବଜାରେ ୭ ହାଇପ୍ରୋଫାଇଲ ସାଇବର ଲୁଟେରା । ଏମାନେ ଅପରାଧୀମାନଙ୍କୁ ସିମ୍ କାର୍ଡ ଯୋଗାଇ ଆସୁଥିବା ଜଣାପଡିଛି । ମିଛ ତଥ୍ୟ ଦେଇ ଏମାନେ ଏହି ଅପରାଧିକ କାମ କରିଆସୁଥିବା ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ସହିଦ ନଗର ଥାନାରେ ରୁଜୁ ହୋଇଥିବା ଏକ ମାମଲାର…

ନକଲି ସ୍କ୍ରାପ କମ୍ପାନୀ କରି ୧୦୬ କୋଟି ଟଙ୍କାର ଜାଲ୍ ବିଲ୍, ଧରାପଡ଼ିଲା ଅଭିଯୁକ୍ତ

କଟକ : ଜିଏସଟି ବିଭାଗ ହାତରେ ଜାଲ୍ ବିଲ୍ ରାକେଟ୍ । ନକଲି ସ୍କ୍ରାପ କମ୍ପାନୀ କରି ୧୦୬ କୋଟି ଟଙ୍କାର ଜାଲ୍ ବିଲ୍ ରାକେଟର ପର୍ଦ୍ଦାଫାଶ କରିଛି ଜିଏସଟି ବିଭାଗ । ଏଥିସହ ଫେକ୍ କମ୍ପାନୀ କରିଥିବା ଅଭିଯୁକ୍ତ ସ୍ମୃତି ରଞ୍ଜନ ସାହୁ ଗିରଫ କରିଛି ସିଟି ଜିଏସଟି ବିଭାଗ । ଏନେଇ ସାମ୍ବାଦିକ…

ମାଛ ପୋଖରୀ ଲିଜ୍ ବିବାଦରୁ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତିଙ୍କୁ ହତ୍ୟା

ଝାରସୁଗୁଡ଼ା: ସମ୍ୱଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା ଘଟଣାରେ ନୂଆ ତଥ୍ୟ ସାମନାକୁ ଆସିଛି । ଟଙ୍କା ନୁହେଁ, ବରଂ ମାଛ ପୋଖରୀ ଲିଜକୁ ନେଇ ପ୍ରଫେସର ଧ୍ରୁବରାଜ ନାଏକଙ୍କୁ ଅଭିଯୁକ୍ତ ପ୍ରବୀଣ ଧରୁଆ ହତ୍ୟା କରିଥିବା ଜାଣିବାକୁ ପାଇଛି ପୋଲିସ । ଅଭିଯୁକ୍ତକୁ ପଚରାଉଚରା ପରେ…

ରାଜମହଲ ଓଭରବ୍ରିଜ୍ ବ୍ୟାରିକେଡ଼ ଭାଙ୍ଗିଲେ ଯୁବକ

ଭୁବନେଶ୍ୱର: ଲକଡାଉନର ସୁଯୋଗ ନେଇ ଜଣେ ବ୍ୟକ୍ତି ଭୁବନେଶ୍ୱରର ରାସ୍ତାକଡରୁ ଚୋରି କରୁଥିବା ଘଟଣା ନଜରକୁ ଆସିଛି। ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ରାଜ ମହଲ ଓଭରବ୍ରିଜରୁ ବ୍ୟାରିକେଡ ଭାଙ୍ଗୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଉକ୍ତ ବ୍ୟକ୍ତି ଜଣକ ଷ୍ଟିଲ୍ ବ୍ୟାରିକେଡ ଭାଙ୍ଗିବା ପରେ…

ଦିନ ଦ୍ୱିପହରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ବିଭତ୍ସ ହତ୍ୟା

ଝାରସୁଗୁଡା : ବିନ ଦ୍ୱିପ୍ରହରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବ ନାୟକଙ୍କୁ ବିଭତ୍ସ ହତ୍ୟା । ସେ ଘରେ ଥିବା ବେଳେ ଜଣେ ଦୁର୍ବୁତ ତାଙ୍କୁ ଘରେ ପଶି ଟାଙ୍ଗିଆରେ ହାଣି ହତ୍ୟା କରିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେଠାରେ…

ଲଜ୍ଜା ! ୫ ବର୍ଷ ଶିଶୁ କନ୍ୟାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଯାଜପୁର: ଚକୋଲେଟ୍ ଲୋଭ ଦେଖାଇ ଜଣେ ୫ ବର୍ଷର ନିଷ୍ପାପ ଓ ନିରୀହ ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଯାଜପୁର ଜିଲ୍ଲା ବିହାରୀ ପଞ୍ଚାୟତ ଅଞ୍ଚଳରୁ ଏଭଳି ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ଏହି ଘଟଣାରେ ଅଭିଯୁକ୍ତ ପ୍ରଫୁଲ୍ଲ ପଣ୍ଡାକୁ ଗିରଫ କରିଛି ଯାଜପୁର ଥାନା ପୋଲିସ । ଡାକ୍ତରୀ ପରୀକ୍ଷା…

ସିମ୍ ବନ୍ଦ ହୋଇଯିବ କହି ଆକାଉଣ୍ଟରୁ ନେଇଗଲେ ୧ ଲକ୍ଷ ୨୫ ହଜାର ଟଙ୍କା

ଅନୁଗୋଳ: ମାତିଛନ୍ତି ସାଇବର ଠକ । କେୱାଇସିରେ ତ୍ରୁଟି ଯୋଗୁଁ ସିମ୍ ବ୍ଳକ୍ ହୋଇଯିବ କହି ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ନେଇଗଲେ । ଅନୁଗୋଳ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଣେ କର୍ମଚାରୀ ସାଇବର ଠକଙ୍କ ଲୁଟର ଶିକାର ହୋଇଛନ୍ତି । ୪ଟି ପର୍ଯ୍ୟାୟରେ ତାଙ୍କ ଆକାଉଣ୍ଟରୁ ନେଇ…