Latest Odisha News

BREAKING NEWS

Browsing Category

ଅପରାଧ

ବଲିଉଡ ଡ୍ରଗ୍ସ ଲିଙ୍କ: NCBରେ ହାଜର ହେଲେ ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗେବ୍ରିଏଲା

ମୁମ୍ବାଇ: ଡ୍ରାଗ୍ସ ଲିଙ୍କ ମାମଲାରେ ଏନ୍‌ସିବି ଅଫିସ୍‌ରେ ହାଜର ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡସ । ଏନ୍‌ସିବି ଆଜି ସାକଳେ ପଚରାଉଚରା କରିବା ପାଇଁ ତାଙ୍କୁ ସମନ ପଠାଇଥିଲା । ଗେବ୍ରିଏଲାଙ୍କ ସହ ଅଜୁର୍ନଙ୍କୁ ମଧ୍ୟ ପଚରାଉଚରା ପାଇଁ ସମନ…

ଫିଲ୍ମ ନିର୍ମାଣ ପାଇଁ ଛେଳି ଚୋରି !

ତାମିଲନାଡୁ: ଆଜିକାଲି ବାସ୍ତବ ଜୀବନର ଅନେକ ଘଟଣାକୁ ଫିଲ୍ମରେ ରୂପାନ୍ତରିତ କରାଯାଉଛି । ଠିକ୍ ଏହିପରି ଏକ ଘଟଣା ଘଟିଛି ତାମିଲନାଡୁରେ । ଯେଉଁଠି ଦୁଇ ଭାଇ ଚୋରି କରି ନିଜ ବାପାର ଫିଲ୍ମ ନିର୍ମାଣ କରିବା ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରିଥିଲେ । ଏପରିକି ସେହି ଫିଲ୍ମରେ ଦୁହେଁ ଅଭିନେତା…

ସାଢ଼େ ୬ କେଜି ସୁନା ଜବତ

ଗଞ୍ଜାମ: ଗଂଜାମ ପୋଲିସକୁ ମିଳିଛି ବଡ ସଫଳତା । ଜବତ ହୋଇଛି ସାଢ଼େ ୬ କେଜି ଓଜନର ସୁନା । ଏହି ସୁନା ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ ହୋଇଥିଲା। ଏ ନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଭୋଇ। ଅକ୍ଟୋବର ୧୨ରେ ସ୍ଥାନୀୟ ପୁରୁଷୋତ୍ତମପୁରର ଜଣେ ବ୍ୟବସାୟୀଙ୍କ ଘରୁ ଏହି…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ହତ୍ୟାର କୌଣସି ପ୍ରମାଣ ନାହିଁ

ଭୁବନେଶ୍ୱର:  ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । ହାଇକୋର୍ଟରେ ଜବାବ ଦାଖଲ କଲା କ୍ରାଇମବ୍ରାଞ୍ଚ। ଆଦିତ୍ୟଙ୍କ ଅଦ୍ୟାବଧି ହତ୍ୟା ନେଇ କୌଣସି ପ୍ରମାଣ ମିଳି ନଥିବା କ୍ରାଇମବ୍ରାଞ୍ଚ ସତ୍ୟପାଠରେ ଉଲ୍ଲେଖ କରିଛି । କିନ୍ତୁ ତଦନ୍ତକାରୀ ଅଧିକାରୀ କରୋନାରେ ଆକ୍ରାନ୍ତ ଥିବାରୁ କୋର୍ଟରେ…

ଭୁୁବନେଶ୍ୱରରେ ୩ ମହଲା କୋଠା ଉପରେ ଝୁଲିଛି ମୃତଦେହ

ଭୁବନେଶ୍ୱର: ୩ ମହଲା କୋଠା ଉପରେ ଝୁଲିଛି ମୃତଦେହ । ଭୁବନେଶ୍ୱରର ଭିଆଇପି ଅଂଚଳ ସହିଦ ନଗରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଭୁବନେଶ୍ୱର ସହିଦ ନଗରରେ ଥିବା ଏକ ୩ ମହଲା କୋଠାରେ ଲାଗିଥିବା…

ସମ୍ବଲପୁରରେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩୫ ଲକ୍ଷ ଲୁଟ୍

ସମ୍ବଲପୁର: କୁଚିଣ୍ଡା ଥାନା ପିପାଲଖୁଣ୍ଟି ସ୍ଥିତ ୟୁନିଅନ ବ୍ୟାଙ୍କର ଦୁଇ କର୍ମଚାରୀଙ୍କ ଠାରୁ ବନ୍ଧୁକ ମୁନରେ ୩୫ ଲକ୍ଷରୁ ଅଧିକ ଟଙ୍କା ଲୁଟ ଅଭିଯୋଗ। ସୂଚନାନୁସାରେ, ମଙ୍ଗଳବାର ଦିନ ପିପଳଖୁଣ୍ଟି ନିକଟରେ ଏହି ବ୍ୟାଙ୍କ କର୍ମଚାରୀମାନେ ଶାଖାକୁ ଫେରୁଥିବା ବେଳେ ସେମାନଙ୍କୁ ଅଟକାଇ ଟଙ୍କା…

ବାଇକକୁ ଧକ୍କା ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

କେନ୍ଦୁଝର: ସ୍ପଷ୍ଟ ଦିବାଲୋକରେ ଘଟୁଛି ଅପରାଧ । କେନ୍ଦୁଝର, ଚମ୍ପୁଆ ଥାନା ରିମୁଳି ନିକଟରେ ଏକ ବାଇକକୁ ପଛପଟୁ ଧକ୍କା ଦେଇ ୧ ଲକ୍ଷ ୨୫ ହଜାର ଟଙ୍କା ଲୂଟ ଅଭିଯୋଗ। ସୁଚାନୁଯାୟୀ, ଚମ୍ପୁଆ ବ୍ଲକ୍, ବିରିକୁଆଁ ଗ୍ରାମର ମଂଗଳୁ ମହାନ୍ତ ଓ ଯଦୁମଣି ମହାନ୍ତ କରିଥିବା ଅଭିଯୋଗ ଅନୁଯାୟୀ, ରିମୁଳି…

ପୂର୍ବ ଶତ୍ରୁତାରୁ ଆକ୍ରମଣ: ଗୋଟିଏ ପରିବାରର ଦୁଇ ମୃତ, ୩ ଗୁରୁତର

ସମ୍ୱଲପୁର: ବୁର୍ଲାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ମରଣାନ୍ତକ ଆକ୍ରମଣ । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି । ସେମାନେ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ବୁର୍ଲା ସେଣ୍ଟ୍ରାଲ ଲାଇନ ସାହିରେ ଘଟିଛି ଏହି ଘଟଣା । ମୃତକମାନେ…

ଗିରଫ ହେଲେ ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ

କଟକ: ଦାଦାବଟି ମାଗିବା ଅଭିଯୋଗରେ ଗିରଫ ହେଲେ ପୂର୍ବତନ କର୍ପୋରେଟର ରଂଜିତା ବିଶ୍ୱାଳ । ରଂଜିତାଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଜଣେ ବ୍ୟବସାୟୀଙ୍କୁ ଏମାନେ ଦାଦାବଟି ମାଗୁଥିଲେ । ଏନେଇ ବ୍ୟବସାୟୀ ଜଣକ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ…

୧୬୦ କାର୍ଟୁନ ଅଣ୍ଡା ଚୋରି କରିବା ଅଭିଯୋଗରେ ଜଣେ ଗିରଫ

କଟକ: ଅଣ୍ଡା ଚୋରି କରିବା ଅଭିଯୋଗରେ ପୋଲିସ ମଙ୍ଗଳବାର ଦିନ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଏଥିସହିତ କ୍ରାଇମ କରିବା ପାଇଁ ବ୍ୟବହୃତ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଅବଦୁଲ ରଜକ ନାମକ ଜଣେ ବ୍ୟକ୍ତି ତାଙ୍କ ଦୋକାନରୁ କେହି ୧୬୦ କାର୍ଟୁନ ଅଣ୍ଡା ଚୋରି କରିଥିବା…