Latest Odisha News

BREAKING NEWS

Browsing Category

ଅପରାଧ

ଅନ୍‌ଲାଇନ୍ କ୍ଲାସ୍‌ରେ ଫେଲ୍‌, ଅଫ୍‌ଲାଇନ୍‌ରେ ଆଟାକ୍ !

ମୁମ୍ବାଇ: କରୋନା ମହାମାରୀ ଆରମ୍ଭ କରିଛି ଅନ୍‌ଲାଇନ୍ କ୍ଲାସ୍ ଟ୍ରେଣ୍ଡ । କେଉଁଠି ଛାତ୍ରଛାତ୍ରୀ ଏହି ନୂଆ ଢାଂଚାରେ ଅତିଷ୍ଠ ହୋଇପଡିଲେଣି, ତ ପୁଣି କେଉଁଠି ଅଭିଭାବକ କହୁଛନ୍ତି ପିଲାଙ୍କ ଆଖି ପ୍ରଭାବିତ ହେଉଛି । ଏପରି ଟଣାଓଟରା ଅଭିଯୋଗ ଭିତରେ ସାମ୍ନାକୁ ଆସିଛି ଏକ ବର୍ବର ଘଟଣା ।…

ପୂର୍ବ ଶତ୍ରୁତାରୁ ଛୁରା ମାଡ଼, ଜଣେ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲାରେ ଅଭାବନୀୟ ଘଟଣା । ଛୁରା ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣା ଘଟିଛି ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବନ୍ଥପଲ୍ଲୀ ଗାଁରେ । ମୃତକଙ୍କ ନାଁ ବଚନ ସ୍ୱାଇଁ । ଅଭିଯୋଗ ହୋଇଛି, ବଚନଙ୍କୁ ଗାଁର କଙ୍ଗାରୁ ଭୂୟାଁ ଛୁରି ଭୁସୀ ଦେଇଥିଲେ ।…

କେକ୍ କାଟିଲେ ଖଣ୍ଡାରେ, ରସିକିଆ ବାବୁ ଜେଲରେ !

ମହାରାଷ୍ଟ୍ର: ଜନ୍ମଦିନ ପାଳନ କରିବାର ଇଛା ଓ ଉତ୍ସାହ ସମସ୍ତଙ୍କର ଥାଏ । ହେଲେ ଆଇନ୍ କାନୁନ୍‌ର ସୀମା ପାର କରି ଜନ୍ମଦିନ ପାଳିବା ସମସ୍ତଙ୍କୁ ମହଙ୍ଗା ପଡିଥାଏ । ଏହି ଧାରାରେ ନାଗପୁରର ଜଣେ ଯୁବକ ଅତ୍ୟଧିକ ଉତ୍ସାହିତ ହୋଇ ଭିନ୍ନ ଧରଣର ଜନ୍ମଦିନ ପାଳିଥିଲେ । ହେଲେ ପରେ ସେହି ଉତ୍ସାହ ଓ…

ମାଆ ପାଇଁ ବାପାକୁ ହତ୍ୟା, ଅନିଶ୍ଚିତତା ଘେରରେ ଝିଅର ଭବିଷ୍ୟତ !

ମଧ୍ୟପ୍ରଦେଶ: ଭୋପାଳରେ ସାମ୍ନାକୁ ଆସିଛି ଲୋମହର୍ଷଣକାରୀ ଘଟଣା । ମାଆ ପାଇଁ ବାପାକୁ ଅତି ନିର୍ମମ ଭାବେ ହତ୍ୟା । ହେଲେ ଜେଲ ଦଣ୍ଡାଦେଶ ମିଳିଛି ନାବାଳିକା ଝିଅକୁ । ଏହି ଖବର ମଧ୍ୟପ୍ରଦେଶରେ ଚାଂଚଲ୍ୟ ଖେଳାଇଥିଲାବେଳେ ପ୍ରଛଦପଟ୍ଟ କାହାଣୀ ତଦନ୍ତକାରୀ ପୋଲିସକୁ ବି ତାଜୁବ କରିଛି ।…

ଡକାୟତି ପାଇଁ କରୁଥିଲେ ପ୍ଲାନ; ଧରିନେଲା ପୋଲିସ

ପୁରୀ: ପୁରୀ ସମୁଦ୍ରକୂଳ ଥାନା ପୋଲିସ ଗୁରୁବାର ଦିନ ତାଲାବାଣିଆ ଅଞ୍ଚଳର ଏକ ସ୍ଥାନରୁ ପାଞ୍ଚଜଣ ଅସାମାଜିକ ଲୋକଙ୍କୁ ଗିରଫ କରିଛି। ଏହି ବ୍ୟକ୍ତି ମାନର ଡକାୟତି ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ପୋଲିସ ଏମାନଙ୍କୁ ରେଡ଼ ହ୍ୟାଣ୍ଡେଲଡ଼ ଧରିଥିବା ସୂଚନା ମିଳିଛି। ସେମାନଙ୍କ ନିକଟରୁ…

କୋରାପୁଟରୁ ଜବତ ହେଲା ୧ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ

କୋରାପୁଟ: କୋରାପୁଟ ଜିଲ୍ଲାର ଲମତାପୁଟ ଥାନା ଅନ୍ତର୍ଗତ ଏକଟାଗୁଡା ଗ୍ରାମ ନିକଟରୁ ଶୁକ୍ରବାର ଦିନ ଓଡିଶା ପୋଲିସ ପ୍ରାୟ ୧୩ କ୍ୱିଣ୍ଟାଲ୍ ର ଗଞ୍ଜେଇ ଜବତ କରାଯାଇଛି । ମିଳିଥିବା ସୂଚନାନୁଯାୟୀ ଲମତାପୁଟ ଓ ମାଛକୁଣ୍ଡ ପୋଲିସ ପକ୍ଷରୁ ଚଢାଉ ପରେ ଏହି ବେଆଇନ୍ ପଣ୍ୟଦ୍ରବ୍ୟ ଗୁଡିକୁ ଘଡୁ…

ଅନ୍‌ଲାଇନ୍ ଜୁଆ ଭସାଇନେଲା ସୁନାର ସଂସାର !

ତାମିଲନାଡୁ: ମୋବାଇଲ ଦୋକାନକୁ ନେଇ ଖୁସୀଖୁସୀ ଚାଲୁଥିଲା ସଂସାର ଗାଡି । ବ୍ୟବସାୟ ସହ ମାନସିକ ସ୍ଥିତି ବି ଭଲ ଥିଲା । ହେଲେ ହଠାତ୍ ବନ୍ଧୁ ଓ ଅନଲାଇନ୍ ଜୁଆ ରୂପରେ ଜୀବନରେ ମାଡିଆସିଥିଲା ଅନ୍ଧାରୁଆ ମେଘ । ଆଉ ତା ପରେ ଜୁଆରେ ଲିଭିଗଲା ଜୀବନ ଦୀପ । ରବିବାର ପୁଡୁଚେରୀର ବିଜୟକୁମାର ନାମକ…

ବସ୍ ଷ୍ଟପ୍ ଉଭାନ୍‌, ସୂଚନା ଦେଲେ ମିଳିବ ମୋଟା ଅଙ୍କର ଅର୍ଥ !

ମହାରାଷ୍ଟ୍ର: ଜନଗହଳିପୂର୍ଣ୍ଣ ଅଂଚଳରେ ପକେଟ୍‌ମାର୍ କିମ୍ବା କୌଣସି ସାମଗ୍ରୀ ଚୋରି ହେବା କିଛି ବଡ କଥା ନୁହେଁ । ଏପରିକି ବସ୍ କିମ୍ବା ଟ୍ରକ୍ ଭଳି ଭାରିଯାନ ବି ଚୋରି ଭଳି ମାମଲା ସାଧାରଣ ପାଲଟିଛି । ହେଲେ ଯଦି ବସ୍ ଷ୍ଟପ୍ ଉଭାନ ହୋଇଯାଏ । ଆଉ ତା ପୁଣି ଥାନାବାବୁଙ୍କ କାର୍ଯ୍ୟାଳୟ ପାଖରୁ ।…

ପାଲଘର ସାଧୁ ହତ୍ୟା ମାମଲା: ଆଉ ୨୪ ଅଭିଯୁକ୍ତ ଗିରଫ

ମହାରାଷ୍ଟ୍ର: ମହାରାଷ୍ଟ୍ରର ବହୁ ଚର୍ଚ୍ଚିତ ପାଲଘର ସାଧୁଙ୍କ ହତ୍ୟା ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ । ସିଆଇଡି ଏମାନଙ୍କୁ ଗିରଫ କରିଥିବା ସୂଚନା ମିଳିଛି । ୨୪ ଅଭିଯୁକ୍ତଙ୍କୁ ଦହାନୁ କୋର୍ଟରେ ସିଆଇଡି ହାଜର କରିଛି । ଏହାକୁ ମିଶାଇ ଏହି ମାମଲାରେ ମୋଟ ୧୨୮ ଜଣ ଗିରଫ ହୋଇସାରିଲେଣି । ଏହି…

ଜେଲ ଗଲେ କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଭିଜିଲାନ୍ସରେ ଜାଲରେ ପଡିଥିବା କୋଟିପତି ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନଙ୍କୁ ଜେଲ ପଠାଯାଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ରବୀନ୍ଦ୍ର ୩ ତାରିଖ ଯାଏଁ ଜେଲରେ ରହିବେ । ରବୀନ୍ଦ୍ରଙ୍କର ଜବତ ସମ୍ପତ୍ତିର ମୂଲ୍ୟ ୬ କୋଟି ୫୮ ଲକ୍ଷ ଟଙ୍କା ହୋଇଥିବା ଆକଳନ…