Latest Odisha News

BREAKING NEWS

Browsing Category

ଅପରାଧ

ରିୟାଙ୍କୁ ବେଲ୍ ନା ପୁଣି ଜେଲ୍ ! ଆଜି ରାୟ ଶୁଣାଇବେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଗିରଫ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ବେଲ୍ ମିଳିବ କି ନାହିଁ ? ନା ଜେଲରେ ରହିବେ ? ଆଜି ଜାମିନ ଆବେଦନର ରାୟ ଦେବେ ବମ୍ବେ ହାଇକୋର୍ଟ । ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଉପରେ ବି…

ହାଥରସ ଘଟଣାରେ ବଡ ଟ୍ୱିଷ୍ଟ, ଅଭିଯୁକ୍ତ ସହ ଥିଲା ପୀଡିତାଙ୍କ ପରିବାରର ସମ୍ପର୍କ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ ଘଟଣାରେ ସାମ୍ନାକୁ ଆସିଛି ବଡ ଟ୍ୱିଷ୍ଟ । ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ସହିତ ପୀଡିତାଙ୍କ ପରିବାରର ସମ୍ପର୍କ ଥିଲା ବୋଲି ତଦନ୍ତ ବେଳେ ୟୁପି ପୁଲିସ ଜାଣିବାକୁ ପାଇଛି । ପୀଡିତାଙ୍କ ପରିବାର ଓ ସନ୍ଦୀପଙ୍କ ମଧ୍ୟରେ ଶହେରୁ ଅଧିକ ଥର ଫୋନରେ କଥାବାର୍ତା…

ହାଥରସ କେସ୍: ଆଜି ରିପୋର୍ଟ ଦେବନି SIT, ମିଳିଲା ଆଉ ୧୦ ଦିନ ସମୟ

ଉତ୍ତରପ୍ରଦେଶ: ହାଥରସ ଗଣଦୁଷ୍କର୍ମ ମାମଲାରେ ଆଜି ତଦନ୍ତ ରିପୋର୍ଟ ଦାଖଲ କରିବ ନାହିଁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଆଇଟି । ତଦନ୍ତ ରିପୋର୍ଟ ଦାଖଲ ପାଇଁ ଅଧିକ ୧୦ଦିନ ସମୟ ଦିଆଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏସଆଇଟିକୁ ସମୟ ଦେଇଛନ୍ତି । ହାଥରସ…

ପୁଣି ରାଜଧାନୀରୁ ଧରାପଡିଲା ଚୋରା ବନ୍ଧୁକ, ୨ଗିରଫ

ଭୁବନେଶ୍ୱର: ପୁଣି ରାଜଧାନୀ ଭୁବନେଶ୍ୱରରୁ ଧରାପଡିଲା ଚୋରା ବନ୍ଧୁକ । ଖଣ୍ଡଗିରି ଥାନା ଘାଟିକିଆ ଅଂଚଳରେ ଦୁଇ ଜଣ ଯୁବକଙ୍କ ନିକଟରୁ ପୋଲିସ ଚୋରା ବନ୍ଧୁକ ଜବତ କରିଛି । ଗାଡିରେ ଯାଉଥିବା ବେଳେ ପୋଲିସ ଖବର ପାଇ ସେମାନଙ୍କୁ ଅଟକାଇଥିଲା । ପରେ ଯାଂଚ ବେଳେ ସେମାନଙ୍କ ନିକଟରୁ ଚୋରା ବନ୍ଧୁକ…

ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍‌

ଯାଜପୁର: ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଯାଜପୁର ବ୍ରହ୍ମବରଦା ଅଂଚଳରେ ଘଟିଛି ଏହି ଘଟଣା । ସ୍ଥାନୀୟ ବ୍ୟବସାୟୀର ମହେଶ୍ୱର ସାହୁ ଲୁଟ୍‌ର ଶିକାର ହୋଇଛନ୍ତି । ମହେଶ୍ୱର ଦୋକାନ ବନ୍ଦ କରି ସୁନା, ଗହଣା ନେଇ ସ୍କୁଟିରେ ଘରକୁ ଯାଉଥିବା ବେଳେ…

ତାଲା ଭାଙ୍ଗି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଲୁଟ୍ ଉଦ୍ୟମ

ଦେବଗଡ: ଦେବଗଡରେ ମାତିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପଲମ ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଲୁଟ୍ ଉଦ୍ୟମ କରିଛନ୍ତି । ତାଲା ଭାଙ୍ଗି ଲୁଟେରାମାନେ ବ୍ୟାଙ୍କ ଭିତରକୁ ପଶିଥିବା କୁହାଯାଉଛି । ତେବେ ସେମାନଙ୍କ ଉଦ୍ୟମ ବିଫଳ ହୋଇଛି । ବ୍ୟାଙ୍କରୁ ଟଙ୍କା…

ପେଶାରେ ସଫ୍ଟୱେୟାର ଇଂଜିନିଅର, ନିଶାରେ ଲୁଟେରା !

କର୍ଣ୍ଣାଟକ: ପ୍ରାୟ ୭୦ଟି ଲୁଟ୍ ମାମଲାରେ ଜଣେ ଯୁବକକୁ ପୋଲିସ ଗିରଫ କରିଛି । କର୍ଣ୍ଣାଟକ ଓ ତାମିଲନାଡୁରେ ତା ବିରୋଧରେ ଦାୟର ହୋଇଥିଲା ଏକାଧିକ ମାମଲା । ବହୁଦିନ ଧରି ପୋଲିସ ଆଖିିରେ ଧୂଳିଦେଇ ଚଲାଇଥିଲା ଲୁଟ୍‌ତରାଜ । ହେଲେ ଶେଷରେ ବେଙ୍ଗାଳୁରୁର ପିନ୍ୟା ଅଂଚଳରେ ଜଣେ ବୟସ୍କ ମହିଳାଙ୍କ…

ହାଥରସ ଘଟଣା: ରାତିରେ ଶବ ସଂସ୍କାରକୁ ସୁପ୍ରିମକୋର୍ଟରେ ଯୋଗୀଙ୍କ ସମର୍ଥନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣା ନେଇ ସାରା ଦେଶରେ ବିରୋଧ ଦେଖାଦେଇଛି । ରାତି ଅଧିଆ ପୀଡିତାଙ୍କ ଶବକୁ ପୋଲିସ ଅନ୍ତିମ ସଂସ୍କାର କରିବା ଘଟଣାକୁ ନେଇ ସମସ୍ତେ ପ୍ରଶ୍ନ ଉଠାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଦୁଷ୍କର୍ମ ଓ ହତ୍ୟା ମାମଲାରେ ୟୁପି ସରକାର ସର୍ବୋଚ୍ଚ…

ରିୟାଙ୍କୁ ମିଳିଲାନି ଆଶ୍ୱସ୍ତି: ଅକ୍ଟୋବର ୨୦ ଯାଏଁ ଜେଲରେ ରହଣି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପୁଣି ଝଟକା । ପୁଣି ବଢ଼ିଲା ବିଚାରବିଭାଗୀୟ ହାଜତ ମିଆଦ । ଆସନ୍ତା ୨୦ ତାରିଖ ଯାଏ ରିୟା ଜେଲରେ ରହିବେ । ଏହି ନିର୍ଦ୍ଦେଶ ଦେଇଛନ୍ତି ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ…

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌

କଟକ: ନାବାଳିକା ଦୁଷ୍କର୍ମକାରୀକୁ ମିଳିଲା ୨୦ ବର୍ଷ ଜେଲ ଦଣ୍ଡାଦେଶ । ଏକ ମାମଲାର ଶୁଣାଣି କରି ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି କଟକ ସ୍ୱତନ୍ତ୍ର ପୋକ୍ସ ଅଦାଲତ । ସୂଚନା ମୁତାବକ, ୨୦୧୪ ଏପ୍ରିଲ ୧୩ ତାରିଖରେ କଟକ ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳର ଜଣେ ନାବାଳିକା ରାମ ନବମୀ ଯାତ୍ରା ଦେଖିବା…