Latest Odisha News

BREAKING NEWS

Browsing Category

ଅପରାଧ

୮ ଲୁଟେରା ଗିରଫ, ୫ଟି ବାଇକ ଓ ୮ଟି ସୁନା ଚେନ ଜବତ

ଭୁବନେଶ୍ୱର: କମିଶନରେଟ୍ ପୋଲିସକୁ ମିଳିଛି ବଡ ସଫଳତା । ଆଜି ରାଜଧାନୀର ବିଭିନ୍ନ ଅଚଂଳରୁ ବାଇକ୍ ଓ ସୁନା ଚେନ୍ ଲୁଟ୍ କରୁଥିବା ବଡ ଧରଣର ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ । ଏହି ଘଟଣାରେ ପୋଲିସ ଜଣେ ଗ୍ରାହକଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା…

ଏନ୍‌ସିବି ହାତରେ ଧରାପଡିଲା ରିୟାଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟବସାୟୀ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଗିରଫ ହେଲେ ଆଉ ଜଣେ ଡ୍ରଗ୍ସ ବ୍ୟବସାୟୀ । ପୂର୍ବରୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିୟା ଚକ୍ରବତ୍ତିୀ ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଏନ୍‌ସିବି ଗିରଫ କରିସାରିଛି । ଏବେ ଉଭୟଙ୍କୁ ଡ୍ରଗ୍ସ…

ବ୍ରାଣ୍ଡ ଅସଲି, ମାଲ୍ ନକଲି: ବଜାରରେ ମିଳୁଛି ଭେଜାଲ ପୂଜା ସାମଗ୍ରୀ

କଟକ: ଅସଲି ବ୍ରାଣ୍ଡରେ ନକଲି ମାଲ । ବିଶ୍ୱାସରେ ବିଷ ଦେଇ ହେଉଛି ବେପାର । ବଜାରରେ ମିଳୁଛି ନକଲି ପୂଜା ସାମଗ୍ରୀ । ଗଙ୍ଗା ଜଳ ଠାରୁ ଆରମ୍ଭ କରି ମହୁ, ଘିଅ ଓ ଗୁଡ ସବୁ କିଛି ନକଲି ସାମଗ୍ରୀ ବିକ୍ରି ହେଉଛି । କଟକ ମାଲାଗୋଦାନ ଥାନା ପୋଲିସ ଏଭଳି ଏକ ଠକ ଦୋକାନୀଙ୍କୁ କାବୁ କରିଛି ।…

ସାଜିଦ ଖାନଙ୍କ ବିରୋଧରେ ମଡେଲ ପୌଲାଙ୍କ ଯୌନ ନିର୍ଯ୍ୟାତନା ଅଭିଯୋଗ !

ମୁମ୍ବାଇ: ଦୁଇବର୍ଷ ପୂର୍ବେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଝଡ ଆଣିଥିଲା ମି ଠୁ ମୁଭମେଣ୍ଟ । ଅନେକ ମହିଳାଙ୍କ ଅଭିଯୋଗ ସାମ୍ନାକୁ ଆସିଥିଲା । ତନୁଶ୍ରୀ ଦତ୍ତା ଓ ନାନା ପାଟେକରଙ୍କଠାରୁ ଆରମ୍ଭ ହୋଇଥିବା ଏହି ଧାରା ଅନେକ ବଡବଡିଆଙ୍କୁ ହରଡଘଣାରେ ପକାଇଥିଲା । ଏପରିକି ଫିଲ୍ମ ନିର୍ମାତା ସାଜିଦ ଖାନଙ୍କ…

ଭରତପୁର ନାବାଳକ ହତ୍ୟାକାଣ୍ଡ:ଖଣ୍ଡିଗିରି ଥାନାରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଟିମ୍

ଭୁବନେଶ୍ୱର: ଭରତପୁର ନାବାଳକ ଅଶ୍ୱନୀ ପାଢ଼ୀ ହତ୍ୟା ଘଟଣାରେ ଖୋଳତାଡ ଜାରି ରହିଛି । ଆଜି ଖଣ୍ଡିଗିରି ଥାନରେ ପହଞ୍ଚିଛନ୍ତି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଦୁଇ ଜଣିଆ ଟିମ୍ । ତଦନ୍ତର ଅଗ୍ରଗତି ନେଇ ଥାନା ଅଧିକାରୀ ସହ ଆଲୋଚନା କରିଛନ୍ତି । ଏଯାଏ ନାବାଳକ ହତ୍ୟାକାଣ୍ଡରେ କେତେ…

ପ୍ରେମିକାର ନିଶା ଅଭ୍ୟାସ ପାଇଁ ପ୍ରେମିକ ସାଜିଲା ଚୋର !

ଦିଲ୍ଲୀ: ଅଟୋ ଡ୍ରାଇଭରଠୁ ଲୁଟ୍ ଉଦ୍ୟମରେ ଗିରଫ ହୋଇଛି ଜଣେ ଯୁବକ । ପରିଚୟ ଅମନ ଉପାଧ୍ୟାୟ । ନିଜ ପେଟ ପୋଷିବା ସହ ପ୍ରେମିକାର ନିଶା ଅଭ୍ୟାସକୁ ସକ୍ରିୟ ରଖିବା ପାଇଁ ପ୍ରେମିକ ପାଲଟିଥିଲା ଚୋର । ହେଲେ ପ୍ରେମିକ ଗିରଫ ହେବା ପରେ ସାମ୍ନାକୁ ଆସିଥିଲା ଚାଂଚଲ୍ୟକର ତଥ୍ୟ । ମଙ୍ଗଳବାର ଲାଜପତ…

ମିଳିଲାନି ବେଲ୍, ଜେଲରେ ରହିବେ ରିୟା ଚକ୍ରବର୍ତ୍ତୀ

ମୁମ୍ୱାଇ: ରିୟା ଚକ୍ରବର୍ତ୍ତୀଙ୍କ ଝଟକା । ବେଲ୍ ଆବେଦନକୁ ଖାରଜ କଲେ ମୁମ୍ୱାଇ ସେସନ୍ସ କୋର୍ଟ । ରିୟାଙ୍କ ସମେତ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କ ସମେତ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି । ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଛନ୍ତି ରିୟା…

ରିୟା ଚକ୍ରବର୍ତ୍ତୀଙ୍କୁ ମିଳିବ କି ଜାମିନ ? ଆଜି ଆସିବ ରାୟ

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କରେ ଗିରଫ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିବ କି ଜାମିନ ? ଆଜି ଆସିବା ରାୟ । ଗତକାଲି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସେସନ୍ସ କୋର୍ଟ । ଏହାସହ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ବେଲ୍ ଆବେଦନର…

ସ୍କୁଟି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ

ଅନୁଗୁଳ: ସ୍କୁଟି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ସୃଷ୍ଟି ହୋଇଛି ତୁମୁଳକାଣ୍ଡ । ଉତ୍ତ୍ୟକ୍ତ ଲୋକେ ଦୋକାନ ଘର ଏବଂ କାର୍‌ରେ ନିଆଁ ଲଗାଇଦେଇଛନ୍ତି । ଏଥିସହ ମୃତଦେହକୁ ରାସ୍ତାରେ ରଖି କ୍ଷତିପୂରଣ ଦାବି କରିଛନ୍ତି । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା…

ମାଲକାନଗିରିରେ ଗଞ୍ଜେଇ ସ୍ମଗଲିଂ, ଜଣେ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୋଲିସ ଗୁରୁବାର ଦିନ ଏକ କଦଳୀ ଭ୍ୟାନରୁ ୩ କ୍ୱିଣ୍ଟାଲରୁ ଅଧିକ ନିଶାଦ୍ରବ୍ୟ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି। ସୂଚନାନୁସାରେ, ଏହି ଭ୍ୟାନଟି ଚିତ୍ରକୋଣ୍ଡା ବ୍ଲକର ଅର୍କେଲ ଥାନା ନିକଟରେ ସନ୍ଦେହଜନକ ଭାବେ ବୁଲୁଥିବା ନଜର ଆସିଥିଲା। ପରେ ଖବର…