Latest Odisha News

BREAKING NEWS

Browsing Category

ଅପରାଧ

କରୋନା ଯୋଦ୍ଧାଙ୍କୁ ଆକ୍ରମଣ ଅଭିଯୋଗ; ଥାନାରେ ମାମଲା

ବ୍ରହ୍ମପୁର: କରୋନା ଯୋଦ୍ଧା ଭାବେ କାର୍ଯ୍ୟରତ ଜଣେ ଅଙ୍ଗନବାଡି କର୍ମୀଙ୍କୁ ଅସଦାଚରଣ ତଥା ଆକ୍ରମଣ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ସ୍ଥାନୀୟ ଗୋଳନ୍ଥରା ଥାନା ଅନ୍ତର୍ଗତ ଜୁଗୁଡି ସ୍ଥିତ କୃଷ୍ଣ ଗଉଡ ନାମକ ଯୁବକ ଜଣେ ଅଙ୍ଗନବାଡି…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ବାବୁ

ରାଜକନିକା: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନାର ଏଏସଆଇ ବୈଷ୍ଣବ ଚରଣ ବେହେରା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଏହି ଘଟଣାରେ କଟକ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ମଧ୍ୟରୁଜୁ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ଗୋକର୍ଣ୍ଣେଶ୍ୱର ଗ୍ରାମର ଦିବାକର ସେଠୀଙ୍କ…

ମୋ ପୁଅକୁ ଧମକ ଦେଉଥିଲା ସାଇକୋ ଲେଡି: ଆଦିତ୍ୟଙ୍କ ମା’

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ରହସ୍ୟ ଘନେଇବାରେ ଲାଗିଛି । ଆଦିତ୍ୟଙ୍କ ବାପା ପୁଅ ମୃତ୍ୟୁ ପଛରେ ସାଇକୋ ଲେଡିର ହାତ ଥିବା ନେଇ କିଛି ଦିତ ତଳେ ସନ୍ଦେହ କରୁଥିବା ବେଳେ ଆଜି ତାଙ୍କ ମା’ ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଦିତ୍ୟଙ୍କ…

ଆଦିତ୍ୟ ଦାସ ମୃତ୍ୟୁ ମାମଲା: ସାଇକୋ ଲେଡିକୁ ନେଇ ବିକାଶଙ୍କ ବଡ ବୟାନ

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମତ୍ୟୃକୁ ନେଇ ପ୍ରତିଦିନ ଆସୁଛି ନୂଆ ନୂଆ ମୋଡ । ଗତକାଲି ଆଦିତ୍ୟଙ୍କ ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିଙ୍କ ସଂପର୍କ ଥିବା ନେଇ ଆଦିତ୍ୟ ବାପାଙ୍କ ଅଭିଯୋଗ ପରେ ଏବେ ମୁହଁ ଖୋଲିଛନ୍ତି ସହଯୋଗୀ ବିକାଶ । ସେ କହିଛନ୍ତି , ସାଇକୋ ଲେଡି ବୋଲି ଯାହାକୁ…

ସୀମା ଲଂଘୁଛି ବର୍ବରତା: ଚୋରୀ ଅଭିଯୋଗରେ ଯୁବକଙ୍କୁ ମାଡ ମାରିବା ସହ ଅଧା ଲଣ୍ଡା କରି ବୁଲାଇଲେ ଗାଁ ଲୋକେ

ନାଲକୋନଗର : ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ଅମନ୍ତପୁର ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅମନ୍ତପୁର ଗ୍ରାମର ଜଣେ ଯୁବକଙ୍କୁ ପାଇପ ଚୋରୀ କରିବା ଅଭିଯୋଗରେ ବସଲା ସାହିର ଯୁବଗୋଷ୍ଠୀ ନିସ୍ତୁକ ମାଡ଼ ଦେବା ସହ ଅଧା ଲଣ୍ଡା କରି ଗାଁରେ ବୁଲାଇଥିବା ଜଣା ପଡ଼ିଛି ।…

ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ, ସାଇକୋ ଲେଡି ଉପରେ ସନ୍ଦେହ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆସିଛି ନୂଆ ଟ୍ୱିଷ୍ଟ । ଏବେ ତାଙ୍କ ମୃତ୍ୟୁ ମାମଲାରେ ଜଣେ ସାଇକୋ ଲେଡିଙ୍କ କଥା ସାମ୍ନାକୁ ଆସିଛି । ଆଦିତ୍ୟଙ୍କ ବାପା ସାଇକୋ ଲେଡି ଉପରେ ସନ୍ଦେହ କରୁଛନ୍ତି । ସେ କହିଛନ୍ତି, ଜଣେ ଯୁବତୀ ଆଦିତ୍ୟଙ୍କୁ ବାହାଘର ପୂର୍ବରୁ…

କ୍ୟାନସର ହୋଇଥିବା ଜାଣିବା ପରେ ଧୂମ୍ରପାନ ଶିଖାଇଥିବା ସାଙ୍ଗକୁ ଗୁଳି କରି ହତ୍ୟା କଲେ ଯୁବକ

ଦିଲ୍ଲୀ: କ୍ୟାନସରରେ ପୀଡିତ ଥିବା ଜାଣିବା ପରେ ଧୂମ୍ରପାନ ଶିଖାଇଥିବା ସାଙ୍ଗକୁ ଗୁଳି କରି ହତ୍ୟା କଲେ ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ସ୍ଥିତ ଉତ୍କଳ ନାଗର ଅଞ୍ଚଳରେ । ଗଳା କର୍କଟ ରୋଗରେ ଆକ୍ରାନ୍ତ ହେବା ପରେ ଦକ୍ଷିଣ-ପଶ୍ଚିମ ଦିଲ୍ଲୀ ସ୍ଥିତ ଉତ୍କଳ…

ହାତୀ ଦାନ୍ତ ଚୋରା ଚାଲାଣ: ୧୪ ଖଣ୍ଡ ହାତୀ ଦାନ୍ତ ଜବତ, ୩ ଗିରଫ

ଆନନ୍ଦପୁର(କେନ୍ଦୁଝର): ହାତୀ ଦାନ୍ତ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ । ଧରିଲା କେନ୍ଦୁଝର ଜିଲ୍ଲା ବନ ବିଭାଗ । ଆନନ୍ଦପୁର ଉପକଣ୍ଠରେ ଚଢ଼ାଉ ବେଳେ ସାମନାକୁ ଆସିଛି ସାଂଘାତିତ ସତ । ଚଢ଼ାଉ ହାତୀ ଦାନ୍ତ ରାକେଟର ୩ ମାଫିଆଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଜବତ ହୋଇଛି ୧୪ ଖଣ୍ଡ…

ଭିଜିଲାନ୍ସ ଜାଲରେ ମାଫିଆ ଲିଙ୍କରେ ନିଲମ୍ବିତ ଥାନା ବାବୁ

ବାଲେଶ୍ୱର: ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ଥାନା ବାବୁ । ଜଳେଶ୍ୱର ଥାନାର ନିଲମ୍ବିତ ଆଇାଇସି ଧନେଶ୍ୱର ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଧନେଶ୍ୱରଙ୍କ ଜଳେଶ୍ୱର ସ୍ଥିତ ସରକାରୀ କ୍ୱାର୍ଟର, କଟକ ଓ…

ନାଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ତୁସର ପଂଚାୟତ ଓରଡା ନାଳରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀ ହେଳେ ସୁଜାତା ନାୟକ । ତାଙ୍କ ବୟସ ୨୦ ବର୍ଷ । ସେ ଭୀମପୁର ଗାଁର ବାସିନ୍ଦା । ଯୁବତୀ ଜଣକ କିଶୋରନଗର କଲେଜର ଯୁକ୍ତ ୩ ଦ୍ୱିତୀୟ ବର୍ଷ ଛାତ୍ରୀ ବୋଲି…