Latest Odisha News

BREAKING NEWS

Browsing Category

ଅପରାଧ

ଅଗଷ୍ଟ ୧୫’ ପୂର୍ବରୁ ଟଳିଲା ବଡ ଧରଣର ଆତଙ୍କବାଦୀ ହମ୍‌ଲା !

ଆସାମ: ପୁଣିଥରେ ନିଜ ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରିଥିଲେ ଆତଙ୍କବାଦୀ ସଙ୍ଗଠନ । ସ୍ୱାଧୀନତା ଦିବସ ପାଳନ ଅବସରରେ ହୋଇଥାନ୍ତା ବଡ ଧରଣର ଆତଙ୍କବାଦୀ ହମ୍‌ଲା । ହେଲେ ଭାରତୀୟ ପୋଲିସ୍‌କୁ ଚକ୍‌ମା ଦେବା ଏତେଟା ସହଜ ନଥିଲା । ଖସିଗଲେ ଆତଙ୍କବାଦୀ, ହେଲେ ଜବତ ହେଲା ବିପୁଳ ପରିମାଣର…

୨୪ ଲକ୍ଷ ଟଙ୍କା ନିଜେ ଲୁଟ୍ କରି ଗିରଫ ହେଲେ କର୍ମଚାରୀ

ରାୟଗଡା: ରାୟଗଡାରେ ଏକ ଘରୋଇ ଅର୍ଥ କାରବାର ସଂସ୍ଥାର କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ୨୪ ଲକ୍ଷ ଟଙ୍କା ଲୁଟ୍ କରିବା ଘଟଣାରେ ଅଭିଯୁକ୍ତ ଧରା ପଡିଛି । ସୂଚନାନୁଯାୟୀ, ତୁମ୍ବିଗୁଡା ଛକ ନିକଟରେ ଥିବା ଏକ ଅର୍ଥ କାରବାର ସଂସ୍ଥାର କର୍ମଚାରୀ ଅନିଲ ଗରଡିଆ ନିକଟରେ ଥିବା ଏସବିଆଇ ଶାଖାରେ…

‘ଜିୟା ଖାନଙ୍କ ଭଳି ସୁଶାନ୍ତଙ୍କୁ ମଧ୍ୟ ହତ୍ୟା କରାଯାଇଛି’

ମୁୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ମାମଲାରେ ବାହାରିଲେ ଜିୟା ଖାନଙ୍କ ମାଆ । ସିବିଆଇ ତଦନ୍ତ ପାଇଁ କଲେ ଦାବି । ସୋସିଆଲ ମିଡ଼ିଆରେ ସେୟାର କଲେ ପୋଷ୍ଟ । କହିଲେ ପୁଲିସ ଉପରେ ରହୁଛି ରାଜନୈତିକ ଚାପ, ଯାହାପାଇଁ ସାମ୍ନାକୁ ଆସିପାରୁନି ସତ । ୨ମାସ ବିତି ଗଲାଣି ସୁଶାନ୍ତଙ୍କ…

ପୋଷା ବିଲେଇ ପାଇଁ ଚାଲିଗଲା ନାବାଳକର ଜୀବନ !

ଉତ୍ତରପ୍ରଦେଶ: ଘରକୁ ଆସିଲାନି ବିଲେଇ ଛୁଆ । ଚାଲିଗଲା ୧୪ବର୍ଷୀୟ ନାବାଳକର ଜୀବନ । ସତରେ ଏହି କରୋନା କାଳ ଲୋକଙ୍କ ମାନସିକତାକୁ ବି ରୁଗ୍‌ଣ କରିଦେଇଛି । ଛୋଟଛୋଟ କଥାରେ ଲୋକେ ଆତ୍ମହତ୍ୟା କରିବାକୁ ବି ପଛାଉନାହାନ୍ତି । ଗାଜିଆବାଦର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବୁଧବାର ଜଣେ…

ଜାମିନ ନାମଞ୍ଜୁର ପରେ ଜେଲ ଗଲେ କୋଟିପତି ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଜିବ ଅଜୟ ଦାସଙ୍କ ଜାମିନ ନାମଂଜୁର ହୋଇଛି । ଏହାପରେ ତାଙ୍କୁ ଝାରପଡା ଜେଲ୍‌କୁ ପଠାଇ ଦିଆଯାଇଛି । ବୁଧବାର ତାଙ୍କ ଭୁବନେଶ୍ୱର ଅଫିସ୍‌, ପଟିଆରେ ଥିବା ଫ୍ଲାଟ୍‌,…

ଅତ୍ମସମର୍ପଣ କଲେ ୧୬ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୬ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଦନ୍ତେବାଡା ଜିଲ୍ଲାରେ ପୋଲିସ କାର୍ଯ୍ୟାଳୟରେ ଗତକାଲି ରାତିରେ ୧୬ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ଭିତରେ ୩ଜଣ କୁଖ୍ୟାତ ମାଓବାଦୀ ଅଛନ୍ତି, ଯେଉଁମାନଙ୍କ ନାଆଁରେ…

ହେଲେ ସାଙ୍ଗ, ନେଲେ ଚେଙ୍କ !

ଉତ୍ତରାଖଣ୍ଡ: ଏକ ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଡେରାଡୁନ୍ ସହର । ଜଣେ ୧୮ବର୍ଷୀୟ ଯୁବକକୁ ପୋଲିସ ଅଫିସର ଝିଅ ସହ ବନ୍ଧୁତା ମହଙ୍ଗା ପଡିଛି । ବନ୍ଧୁତ୍ୱର ପ୍ରତିଉପହାର ସ୍ୱରୂପ ମିଳିଛି ନିର୍ଘାତ ମାଡ ଓ ନିଆଁ ଚେଙ୍କ । ରିପୋର୍ଟ ଅନୁଯାୟୀ ଉତ୍ତରାଖଣ୍ଡ ପୋଲିସ ବିଭାଗର ଜଣେ…

ସ୍ୱତନ୍ତ୍ର ସଚିବ ଅଜୟ ଦାସ ଗିରଫ

ଭୁବନେଶ୍ୱର: ଗିରଫ ହେଲେ କୋଟିପତି ସ୍ୱତନ୍ତ୍ର ସଚିବ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଓଏଏସ୍ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ ଦାସଙ୍କୁ ଗିରଫ କରିଛି । ଗତକାଲି ଭିଜିଲାନ୍ସ ତାଙ୍କ ବାସଭବନ ସମେତ ଏକକଳିନ ୫ଟି ସ୍ଥାନରେ ଚଢ଼ାଉ…

ନକଲି ପୋଲିସ ମାଡାମ୍ କାଟୁଥିଲେ ଅସଲି ଚାଲାଣ !

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ଭାରି ପଡିଛି କରୋନା କାଳ । କିଏ ପେଟ ପୋଷିବା ପାଇଁ ଚୋର ପାଲଟିଲାଣି, ତ କିଏ ଆତ୍ମହତ୍ୟା ପନ୍ଥାକୁ ଆପଣେଇବାକୁ ବାଧ୍ୟ ହେଉଛନ୍ତି । ହେଲେ ଦିଲ୍ଲୀର ଜଣେ ମହିଳା ନିଜକୁ ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର କହି ଲୋକଙ୍କଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରି ଗିରଫ…

ଘୁଙ୍ଗୁଡି ପାଇଁ ହତ୍ୟାକାରୀ ସାଜିଲା ପୁଅ !

ଉତ୍ତରପ୍ରଦେଶ: ପଢିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ଆମ ଜୀବନରେ ଘୁଙ୍ଗୁଡି ଏକ ଅଭିନ୍ନ ଅଙ୍ଗ । ପରିବାରରେ କେହି ନା କେହି ଏପରି ଅଭ୍ୟାସରେ ସଂପୃକ୍ତ ଥାନ୍ତି । ହେଲେ ଘୁଙ୍ଗୁଡି ମାରିବାକୁ ନେଇ ହତ୍ୟାକାଣ୍ଡ ଭଳି ଘଟଣା ଆପଣ କେବେ ବି ଶୁଣିନଥିବେ କି ପଢିନଥିବେ ।…