Latest Odisha News

BREAKING NEWS

Browsing Category

ଅପରାଧ

ଇଡିରେ ହାଜର ହେବେ ରିୟା ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଡୁଆ ଭିତରେ ଫଶିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ତାଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଥିବା ବେଳେ ଇଡି ସ୍କାନରରେ ବି ଅଛନ୍ତି ରିୟା । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ସେ ହାଜର ହେବେ । ପୂର୍ବରୁ ତାଙ୍କୁ ସମନ୍…

[ଭିଡିଓ] ଭାରତରୁ କିଏ କରୁଥିଲା ଇରାକକୁ କୋଭିଡ-୧୯ ଭ୍ୟାକ୍ସିନ୍ ଚୋରା ଚାଲାଣ ?

ଗୁରୁଗ୍ରାମ୍‌: ଏକ ବଡ ଧରଣର ଧରପଗଡରେ ଗୁରୁଗ୍ରାମ ପୋଲିସକୁ ମିଳିଛି ବଡ ସଫଳତା । ଭାରତରୁ ଇରାକକୁ କୋଭିଡ୍‌-୧୯ ଟିକା ଚୋରା ଚାଲାଣ କରୁଥିବା ଏକ ରାକେଟ୍‌ର ପର୍ଦ୍ଦାଫାସ୍ ହୋଇଛି । ଧରପଗଡରେ ୯ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । କିଏ ଓ କେମିତି ଇରାକକୁ କରୁଥିଲା କୋଭିଡ୍‌-୧୯…

ମୋବାଇଲ୍ ଚୋରୀ କରୁଥିବା ବେଳେ ଧରା ପଡିଲା ମହିଳା ଲୁଟେରା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀର ଆଇଆରସି ଭିଲେଜ ଅଞ୍ଚଳରେ ଜଣେ ମହିଳା ଗୋଟିଏ ଘରେ ପଶି ମୋବାଇଲ୍ ଚୋରୀ ଉଦ୍ୟମ କରୁଥିବା ବେଳେ ଗୁରୁବାର ଦିନ କମିଶନରେଟ୍ ପୋଲିସ ତାଙ୍କୁ ଗିରଫ କରିଛି । ସମ୍ପୃକ୍ତ ଅଭିଯୁକ୍ତଙ୍କ ନାମ ପ୍ରିୟଙ୍କା ନାଏକ ବୋଲି ଜଣାପଡିଛି । ପ୍ରାପ୍ତ…

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା : ପତ୍ନୀ ବିଦ୍ୟାଶ୍ରୀ ଓ ତିନି ସହଯୋଗୀଙ୍କର ହେବ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ଵର : ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାକୁ ମାସେ ପୂରିବାକୁ ବସିଲାଣି କିନ୍ତୁ ଏଯାଏଁ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରୁନାହିଁ । ତେଣୁ ପତ୍ନୀ ବିଦ୍ୟାଶ୍ରୀ ଓ ତାଙ୍କ ତିନି ସହଯୋଗୀଙ୍କ ପଲିଗ୍ରାଫ ଟେଷ୍ଟ କରାଯିବ ବୋଲି ସୂଚନା ଦେଇଛି କ୍ରାଇମବ୍ରାଞ୍ଚ ।…

ସୁଶାନ୍ତ ସିଂ ରାଜପୁତ ମାମଲା:ରିୟା ଚକ୍ରବର୍ତ୍ତୀଙ୍କ ପିଟିସନ୍ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁର ମୃତ୍ୟୁ ମାମଲାରେ ପାଟଣାରୁ ମୁମ୍ୱାଇ ମାମଲା ସ୍ଥାନାନ୍ତରଣ ପାଇଁ ହୋଇଥିବା ପିଟିସନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଏନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ରିୟା ଚକ୍ରବର୍ତ୍ତୀ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ରିୟା…

ନିଜେ ଚେକ୍ ଛାପି କିଣିଥିଲେ କୋଟିଏ ଟଙ୍କାର ଗାଡି !

ଭୁବନେଶ୍ୱର: ବ୍ୟାଙ୍କ ଚେକ୍ ଦେଇ କୌଣସି ଦାମୀ ଜିନିଷ କିଣିବା କିଛି ନୂଆ କଥା ନୁହେଁ । ହେଲେ କମ୍ପ୍ୟୁଟରରେ ନିଜେ ପ୍ରିଣ୍ଟ କରି କିଛି କିଣାକିଣି କରିବାକୁ କେବେ ଚେଷ୍ଟା କରିଛନ୍ତି କି ? ତେବେ ଫ୍ଲୋରିଡାର ଜଣେ ବ୍ୟକ୍ତି କିଛି ଏପରି କାରନାମା କରିଦେଖାଇଛନ୍ତି । ନିଜେ ପ୍ରିଣ୍ଟ କରିଥିବା…

ସୁଶାନ୍ତ ସିଂ ମୃତ୍ୟୁ ମାମଲାର ହେବ ସିବିଆଇ ତଦନ୍ତ ! ସୁପାରିଶ କଲେ ବିହାର ସରକାର

ପାଟନା: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଜାରି ରହିଛି । ତାଙ୍କ ମୃତ୍ୟୁ ଉପରୁ ଏବେବି ପରଦା ହଟୁନି । ତେବେ ଏହି ମାମଲାରେ ଆସିଛି ଆଉ ଏକ ନୂଆମୋଡ । ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ବିହାର ସରକାର ସୁପାରିଶ କରିଛନ୍ତି । ସୁୁଶାନ୍ତ ସିଂଙ୍କ ବାପା…

କଂସେଇ ସାଜିଲା ମଣିଷ, ନିଆଁରେ ଜଳିଲା ମାନବିକତା !

ତାମିଲନାଡୁ: କରୋନା କହରରେ ଥରହର ସାରା ବିଶ୍ୱ । ଏଥିରୁ ଭାରତ ବାଦ୍ ପଡିବ ବା କେମିତି ? । ଭଡାଟିଆଙ୍କୁ କିଛି ମାତ୍ରାରେ ରିହାତି ଦେବାକୁ ଭାରତ ସରକାର ଘର ମାଲିକଙ୍କୁ ପରାମର୍ଶ ଦେଇଥିଲେ । ହେଲେ ଚେନ୍ନାଇରେ କିଛି ବ୍ୟତିକ୍ରମ ହେବା ପରେ ଜଣେ ବ୍ୟକ୍ତି ଆମଦାହ କରିବାକୁ ଉଚିତ ମଣିଥିଲେ ।…

ଯୁବକଙ୍କୁ ଲଣ୍ଡା କରି ଜୋତାମାଳ ପିନ୍ଧାଇବା ଓ ମୁହଁରେ ପରିଶ୍ରା କରିବା ଘଟଣାର ତଦନ୍ତ ନିର୍ଦ୍ଦେଶ

ତିହିଡି (ଭଦ୍ରକ): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭଦ୍ରକ ଜିଲ୍ଲା ତିହିଡି ଥାନା ବାଉଁଶବାଗ ଗାଁରେ ଘଟିଛି ଅମାନବୀୟ କାଣ୍ଡ । ଜଣେ ଯୁବକଙ୍କୁ କିଛି ଲୋକ ଲଣ୍ଡା କରିବା ପରେ ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇଲେ । ପରେ ପିଇବା ପାଇଁ ପାଣି ମାଗିବାରୁ ମୁହଁରେ ପରିଶ୍ରା ଢାଳିଥିବା ଅଭିଯୋଗ…

ରାଜଧାନୀରୁ ଗିରଫ ଲୁଟେରା ଗ୍ୟାଙ୍ଗର ଟାର୍ଗେଟରେ ଥିଲା ମେସ୍

ଭୁବନେଶ୍ୱର: ରାଜଧାନୀରୁ ଗିରଫ ୮ ଜଣିଆ ଲୁଟେରା ଗ୍ୟାଙ୍ଗ ସମ୍ପର୍କରେ ସୂଚନା ଦେଇଛି କମିଶନରେଟ୍ ପୋଲିସ । ଏମାନେ ଖାରବେଳ ନଗର, ସହିଦ ନଗର, ନୟାପଲ୍ଲୀ, ଖଣ୍ଡଗିରି ଥାନାର ବିଭିନ୍ନ ଅଂଚଳରୁ ମୋଟରସାଇକେଲ, ମୋବାଇଲ ଓ ଲ୍ୟାପଟପ୍ ଚୋରିର ଅଭିଯୋଗ ରହିଛି । ଗିରଫଙ୍କ ମଧ୍ୟରେ ୪ ଜଣ ଅଭିଯୁକ୍ତ ଥିବା…