Latest Odisha News

BREAKING NEWS

Browsing Category

ଅପରାଧ

ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ନୂଅ।।ଗାଁ ଥାନା ଅନ୍ତର୍ଗତ ବୁରଡାମାହା ଗ୍ରାମ ନିକଟରେ ଗୁରୁବାର ରାତିରେ ମାଓବାଦୀମାନେ ପୁଣି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି । ମୃତ ଯୁବକଙ୍କ ନାମ ଜ୍ଞାନରଞ୍ଜନ ଦିଗଲ ବୋଲି…

ବାରିପଦାରେ ଉଦ୍ଧାର ହେଲା ବିରଳ ପ୍ରଜାତିର କଙ୍କଡା; ୧ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବନ ବିଭାଗ ପକ୍ଷରୁ ବାରିପଦା ସହରସ୍ଥିତ ଷ୍ଟେସନ ବଜାର ସାପ୍ତାହିକ ହାଟରୁ ଗୁରୁବାର ଦିନ ୧୪ଟି ସ।।ମୁଦ୍ରିକ ବିରଳ ପ୍ରଜାତିର କଙ୍କଡ଼ା ଉଦ୍ଧାର ହୋଇଛି । ମିଳିଥିବା ସୂଚନାନୁଯାୟୀ, ପୂର୍ବତନ ବନ୍ୟପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ଏହି ବିରଳ କଙ୍କଡ଼ା…

ଫ୍ୟାନରେ ଝୁଲି ଇଞ୍ଜିନିୟରିଂ ଛାତ୍ରୀଙ୍କ ଆତ୍ମହତ୍ୟା; ପୁରୁଷବନ୍ଧୁ ଥାନାରେ ଅଟକ

ଭୁବନେଶ୍ୱର: ରାଜଧାନୀର ଇନଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ ହଷ୍ଟେଲରେ ଜଣେ ଇଞ୍ଜିନିୟରିଂ କଲେଜର ଛାତ୍ରୀ ଗୁରୁବାର ଦିନ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ମୃତା ଛାତ୍ରୀ ଜଣକ ପଶ୍ଚିମବଙ୍ଗର ଝୁମ୍ପା ଦେବନାଥ ବୋଲି ଜଣାପଡ଼ିଛି । ସେ ଭୁବନେଶ୍ୱରରେ ଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜର…

ଭଦ୍ରକରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

ଭଦ୍ରକ: ଭଦ୍ରକ ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଜଳଙ୍ଗା ଗ୍ରାମରେ ନୂଆବର୍ଷର ପୂର୍ବ ସନ୍ଧ୍ୟାରେ ତଥା ଜିରୋନାଇଟ୍ ଭୋଜିରେ ଜଣେ ଯୁବକଙ୍କୁ କିଛି ବ୍ୟକ୍ତି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ଯୁବକଙ୍କ ନାମ ସତ୍ୟବ୍ରତ ଶିଅଳ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ କିଛି ବ୍ୟକ୍ତି…

ଭିଜିଲାନ୍ସ ଜାଲରେ ଫସିଲେ କିରାଣୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଡିଆରଡିଏ ବିଭାଗର ଜଣେ କିରାଣୀଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମଙ୍ଗଳବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ଭିଜିଲାନ୍ସ ଜାଲରେ ଫସିଥିବା ସମ୍ପୃକ୍ତ ଅଧିକାରୀ ଜଣକ ହେଉଛନ୍ତି ହର ପ୍ରସାଦ ଆଚାର୍ଯ୍ୟ…

ଲାଞ୍ଚ ନେଇ ଧରାପଡ଼ିଲେ ଆଇଏଏସ୍ ଅଧିକାରୀ; ଚାକିରୀରୁ ହେଲେ ନିଲମ୍ବିତ !

ଭୁବନେଶ୍ୱର: ଓଡିଶା ସରକାରଙ୍କ ହର୍ଟିକଲଚର ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ୨୦୦୯ ବ୍ୟାଚର୍ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ଲାଞ୍ଚ ନେବା ଅଭିଯୋଗରେ ସୋମବାର ଦିନ ଚାକିରୀରୁ ନିଲମ୍ବନ କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଆଜି…

ପୁରୀରେ ପେଟ୍ରୋଲ୍ ପମ୍ପ ମାଲିକଙ୍କୁ ଗୁଳିମାଡ

ପୁରୀ: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ପୁରୁଣା ସୋମେଶ୍ୱର ଛକ ନିକଟରେ କେହି ଦୁବୃର୍ତ୍ତ ଜଣେ ପେଟ୍ରୋଲ୍ ପମ୍ପ ମାଲିଙ୍କୁ ଗୁଳିମାଡ କରିବା ନେଇ ଅଭିଯୋଗ ହୋଇଛି । ଆହତ ମାଲିକ ଜଣକ ଶ୍ରୀକାନ୍ତ ରଥ ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏମ୍ସ ମେଡିକାଲରେ ଭର୍ତ୍ତି…

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାସ୍ଥିତ ସେସୁ ବିଭାଗର କନିଷ୍ଠ ଯନ୍ତ୍ରୀ ଦିପ୍ତୀ ପ୍ରକାଶ ସ୍ୱାଇଁଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ସୋମବାର ଦିନ ତାଙ୍କ ଘରେ ଚଢାଉ କରିଛି । ମିଳିଥିବା ସୂଚନା ଅନୁଯାୟୀ ଆର‌୍ୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ…

ମହିଳା ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା: ମାର୍କେଟିଂ ମ୍ୟାନେଜର ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ଏସପ୍ଲାନେଡ଼ ମଲରେ ଶନିବାର ସନ୍ଧ୍ୟାରେ ମହିଳା ସାମ୍ବାଦିକା ଓ ତାଙ୍କ କ୍ୟାମେରମ୍ୟାନଙ୍କୁ ଆକ୍ରମଣ ଘଟଣାରେ କମିଶନରେଟ ପୋଲିସ ରବିବାର ଦିନ ମଲର ଜଣେ ମାର୍କେଟିଂ ମ୍ୟାନେଜର ସ୍ବାତୀ ଝା'ଙ୍କୁ ଗିରଫ କରିଛନ୍ତି । ଆସନ୍ତାକାଲି ତାଙ୍କୁ କୋର୍ଟକୁ ନିଆଯିବ ।…

ନିଜ ନାବାଳିକା ଭଉଣୀକୁ ବଳି ଚଢାଇଲା ଭାଇ !

ବଲାଙ୍ଗୀର: ଅନ୍ଧବିଶ୍ୱାସକୁ ନେଇ ପୁଣି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି । ଘଟଣାଟି ଘଟିଛି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଧିନସ୍ଥ ସାଲେବରାତ୍ର ଗ୍ରାମରେ । ସୂର୍ଯ୍ୟପରାଗ ଦିନ( ଡିସେମ୍ବର ୨୬ ) ଉକ୍ତ ଅଞ୍ଚଳର ଜଣେ ନାବାଳିକାକୁ ତାର ନିଜ ବଡ଼ ଭାଇ ବଳି ଚଢାଇ…