Latest Odisha News

BREAKING NEWS

Browsing Category

ଅପରାଧ

ଭିଜିଲାନ୍ସ ଜାଲରେ କୋଟିପତି ମାଳୀ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଉଦଳା ସ୍ଥିତ ଉଦ୍ୟାନ ବିଭାଗରେ ମାଳୀ ଭାବେ କାର୍ଯ୍ୟକରୁଥିବା ଉଦ୍ଧବ ଚନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏହି ଚଢାଉ କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ୧୮ ଜଣ ଅଧିକାରୀ…

ଦୁଷ୍କର୍ମ ଉଦ୍ୟମ କରୁଥିବା ଯୁବକର ଜିଭକୁ ଛିଡ଼ାଇ ଦେଲେ ମହିଳା !

ପୁରୀ: ପୁରୀ ଜିଲ୍ଲା ନିକଟସ୍ଥ କାକଟପୁର ଏକ ଆଶ୍ରମରେ ବଳାତ୍କାର ଉଦ୍ୟମ କରୁଥିବା ଜଣେ ଯୁବକଙ୍କ ଜିଭକୁ କାମୁଡି ଛିଡ଼ାଇ ଦେଇଛନ୍ତି ମହିଳା। ପ୍ରାପ୍ତ ସୂଚନା ଅନୁଯାୟୀ, ଏଭଳି ଘଟଣା ଘଟିଛି କାକଟପୁର ପୋଲିସ ଷ୍ଟେସନ ଠାରୁ ୫୦ ମିଟର ଦୂରରେ ଅବସ୍ଥିତ ଏକ ଆଶ୍ରମରେ । ବୁଧବାର ବିଳମ୍ବିତ…

ଭିଜିଲାନ୍ସ ଜାଲରେ ଫସିଲେ ବନଅଧିକାରୀ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରେଞ୍ଜ ଅଧିନରେ କାର୍ଯ୍ୟରତ ଫରେଷ୍ଟର କୈଳାସ ଚନ୍ଦ୍ର ସାହୁଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଗୁରୁବାର ଦିନ ତାଙ୍କ ଘରେ ଚଢାଉ କରିଛି । ଏପରିକି ଭିଜିଲାନ୍ସ ଟିମ୍ ତାଙ୍କ ବାଲିଗୁଡା ଘର ସମେତ ଅନ୍ୟ ସ୍ଥାନରେ…

ରାଜଧାନୀରେ ଗିରଫ ହେଲେ ବେଆଇନ୍ ଭାବେ ରହୁଥିବା ଦେହଜୀବୀ

ଭୁବନେଶ୍ୱର: ରାଜଧାନୀରେ ବିନା କାଗଜପତ୍ରରେ ବେଆଇନ ଭାବେ ରହୁଥିବା ଅଭିଯୋଗରେ ଜଣେ ବାଂଲାଦେଶୀ ଦେହଜୀବୀ ଗିରଫ ହୋଇଛି । ଏବେ ଏନଆରସିକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପୋଲିସ…

ବେଙ୍ଗାଲୁରୁର ଆପାର୍ଟମେଣ୍ଟରେ ଓଡ଼ିଆ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

ଭୁବନେଶ୍ୱର: ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟରେ ଜଣେ ଓଡ଼ିଆ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ମୃତ ମହିଳାଙ୍କ ନାମ ବର୍ଷା ପ୍ରିୟଦର୍ଶନୀ । ତାଙ୍କ ଘର ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଆମ୍ବାଳି ଗ୍ରାମରେ ବୋଲି ଜଣାପଡିଛି ।…

ବଜ୍ରକାପ୍ତା ଚାଲାଣ ନେଇ ଖୋଲୁଛି ନୂଆ ଗୁମର

ଆଠଗଡ: ବଜ୍ରକାପ୍ତା ଚାଲାଣର କିଙ୍ଗପିନ ମାଧବ ଚନ୍ଦ୍ର ପାତ୍ରକୁ ସୋମବାର ଦିନ ବନବିଭାଗ ଅଧିକାରୀମାନେ ୮ଘଣ୍ଟା ମାରାଥନ ଜେରା କରିଥିବା ବେଳେ ଏନେଇ ନୂଆ ଗୁମର ଫିଟୁଛି । ଗଣମାଧ୍ୟମକୁ ମଙ୍ଗଳବାର ଦିନ ସୂଚନା ଦେଇ ଆଠଗଡ ଡିଏଫଓ ସସ୍ମିତା ଲେଙ୍କା କହିଛନ୍ତି “ଏହି ର‌୍ୟାକେଟରେ ଆହୁରି ୧୦ ଜଣ…

ପୁରୀ ଗଣଦୁଷ୍କର୍ମ ମାମଲା: ୬ ଅଭିଯୁକ୍ତଙ୍କ ବିରୋଧରେ ପୋଲିସର ଚାର୍ଜସିଟ୍

ପୁରୀ: ପୁରୀର ଏକ ପୋଲିସ କ୍ୱାର୍ଟରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରିବା ଘଟଣାରେ ପୋଲିସ ୬ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ଗଣମାଧ୍ୟମକୁ ସୂଚନା ଦେଇ ପୁରୀ ଏସପି ଉମା ଶଙ୍କର ଦାସ କହିଛନ୍ତି ଯେ “ଏହି ଘଟଣାର ୨୦ ଦିନ ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍…

ବର୍ଷଶେଷରେ ଲଜ୍ଜା ଜନକ ଖବର; ଚର୍ଚ୍ଚରେ ୧୭୫ ଶିଶୁ ଯୌନ ଶୋଷଣର ଶିକାର !

ମେକ୍ସିକୋ: ବଡ଼ଦିନ ପୂର୍ବରୁ ଆସିଛି ଏକ ଲଜ୍ଜା ଜନକ ଖବର । ମେକ୍ସିକୋ ସିଟିର ରୋମାନ୍‌ କ୍ୟାଥ୍‌ଲିକ ଚର୍ଚ୍ଚର ଜଣେ ପାଦ୍ରୀଙ୍କ ଦ୍ବାରା ୧୭୫ ଜଣ ଶିଶୁ ଯୌନ ନିର୍ଯା‌ତନାର ଶିକାର ହୋଇଥିବା ଜାତୀୟ ଗଣମାଧ୍ୟମ ' ଦ ହିନ୍ଦୁ'ର ଏକ ରିପୋର୍ଟରେ ପ୍ରକାଶ । ପ୍ରକାଶିତ ରିପୋର୍ଟ ଅନୁଯାୟୀ,…

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଆଖିଠାର; ପୁଣି ଭାଇରାଲ ହେଲା ମନ୍ଦିର ଭିତରର ଫଟୋ

ପୁରୀ: ପୁରୀ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଏହାର ଆଉ ଏକ ଚିତ୍ର ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ମନ୍ଦିର ମଧ୍ୟକୁ ମୋବାଇଲ ଫୋନ ପ୍ରବେଶର ଅନୁମତି ନଥିବା ବେଳେ ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ମୋବାଇଲେ କଥା ହେଉଥିବାର ଫଟୋ ଏବେ ଭାଇରାଲ ହେଉଛି।…

ବାରିପଦାରେ ଧରାପଡ଼ିଲା ବଡ଼ ଧରଣର ସେକ୍ସ ର‌୍ୟାକେଟ୍; ୩୦ ଯୁବକ-ଯୁବତୀ ଅଟକ !

ବାରିପଦା: ବାରିପଦାରେ ଶନିବାର ଦିନ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ବହୁଦିନରୁ ସହର ମଧ୍ୟରେ ଚାଲି ଆସୁଥିବା ଏକ ସେକ୍ସ ର‌୍ୟାକେଟକୁ ଠାବ କରି ଏହି ଅଭିଯୋଗରେ ୧୫ ଯୁବକ ଓ ୧୫ ଯୁବତୀଙ୍କୁ ପୋଲିସ ଧରି ଅଟକ ରଖିଛିି । ଏହି ଲଜ ମଧ୍ୟରେ ୧୫ ଜଣ ଯୁବତୀ ଅନୈତିକ ଦେହ ବେବସାୟରେ ଲିପ୍ତ…