Latest Odisha News

BREAKING NEWS

Browsing Category

ଅପରାଧ

ଗ୍ୟାଙ୍ଗଷ୍ଟର୍ ଟିଟୋର ଦୁର୍ଦ୍ଦାନ୍ତ ସହଯୋଗୀ ପୋଲିସ୍ ଏନକାଉଣ୍ଟରରେ ଆହତ

କଟକ: କଟକ ଜିଲ୍ଲାରେ ମଙ୍ଗଳବାର ବିଳମ୍ବିତ ରାତିରେ କମିଶନରେଟ୍ ପୋଲିସ ଗୁଳିରେ ଗ୍ୟାଙ୍ଗଷ୍ଟର୍ ଟିଟୋର ସହଯୋଗୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ନାମ ବୁଧିଆ ଦାସ ବୋଲି ଜଣାପଡିଛି । ତା’ ଠାରୁ ଗୋଟିଏ ପିସ୍ତଲ୍ ଓ ୨ଟି ଗୁଳି ଜବତ କରାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ।…

ରାଜଧାନୀରୁ ୨୫ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ, ଜଣେ ଅଟକ

ଭୁବନେଶ୍ୱର : ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ କମିଶନରେଟ ପୋଲିସର ସ୍ପେଶାଲ ଟିମ୍ ମଙ୍ଗଳବାର ଦିନ ଚଢାଉ କରି ପ୍ରାୟ ୨୫୦ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ଡିଲରକୁ ମଧ୍ୟ ଗିରଫ କରିଛି । ମିଳିଥିବା ସୂଚନାନୁଯାୟୀ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ।…

ରାଜ୍ୟର ଭିନ୍ନଭିନ୍ନ ସ୍ଥାନରେ ପୋଲିସ ଏନକାଉଣ୍ଟର, ୩ ଅପରାଧି ଆହତ

ପୁରୀ/ସମ୍ବଲପୁର: ରାଜ୍ୟର ପୁରୀ ଓ ସମ୍ବଲପୁର ଜିଲ୍ଲାରେ ହୋଇଥିବା ପୋଲିସ ଏନକାଉଣ୍ଟରରେ ୩ ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ପ୍ରଥମ ଘଟଣା ଘଟିଛି ପୁରୀରେ, ଗତକାଲି ବିଳମ୍ବିତ ରାତିରେ ଜିଲ୍ଲାରେ ପୋଲିସ ଓ ଅପରାଧିଙ୍କ ମଧରେ ଗୁଳି ବିନିମୟ ଘଟିଥିଲା ।…

ଦେଖନ୍ତୁ: ରାଜଧାନୀରେ ରୋଡ଼-ରୋମିଓଙ୍କୁ ପିଟିଲେ ଛାତ୍ରୀ, ଭିଡିଓ ଭାଇରାଲ୍

ଭୁବନେଶ୍ୱର: ଛାତ୍ରୀଙ୍କୁ ପିଛା କରିକରି ଶେଷରେ ସେହି ଛାତ୍ରୀଙ୍କୁ ଠାରୁ ମାଡ଼ ଖାଇଛନ୍ତି ଜଣେ ଯୁବକ । ଛାତ୍ରୀ ଜଣଙ୍କ ଯୁବକଙ୍କୁ ମାଡ଼ମାରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ ରାଜଧାନୀର ଜଗନ୍ନାଥ ନଗରରେ ରବିବାର ଜଣେ ବିଟେକ୍‌…

ଭଦ୍ରକରେ ନିଜ ନବଜାତ ପୁତ୍ର ସନ୍ତାନକୁ ହତ୍ୟା କରି ପୋଲିସ ଦ୍ୱାରା ବାପା ଗିରଫ

ଭଦ୍ରକ: ଭଦ୍ରକ ସହରରେ ଏକ ଅଭାବନୀୟ ଘଟଣା ଘଟି ସମଗ୍ର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି । ନିଜର ଏକମାସର ପୁତ୍ର ସନ୍ତାନକୁ ମାରିଦେଇ ଗାତରେ ପୋତିଦେବା ଅଭିଯୋଗରେ ଜଣେ ବ୍ୟକ୍ତି ଗିରଫ ହୋଇଛି । ଏହି ହତ୍ୟାକାଣ୍ଡରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ସହରର ଗେଲଟୁଆ ନ୍ୟୁ କଲୋନୀର ଜଣେ ବ୍ୟକ୍ତିକୁ…

କେନ୍ଦୁଝରରେ ଦମ୍ପତ୍ତିଙ୍କୁ ବିଭତ୍ସ ହତ୍ୟା

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଗୋଧିରାମପଡା ଅଞ୍ଚଳରେ କେହି ଦୁବୃର୍ତ୍ତ ଜଣେ ବୃଦ୍ଧା ଦମ୍ପତ୍ତିଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିଛି । ମୃତକଙ୍କ ନାମ ରାମାଇ ମୁଣ୍ଡା (୬୯) ଓ ତାଙ୍କ ପତ୍ନୀ ଚମ୍ପା ମୁଣ୍ଡା (୬୪) ବୋଲି ଜଣାପଡିଛି । ମିଳିଥିବା…

କମ୍ପାନୀ ମାଲିକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା କର୍ମଚାରୀ

ରାଉରକେଲା: ରାଉରକେଲାର ଛେଣ୍ଡ କଲୋନୀ ଅନ୍ତର୍ଗତ ଏକ ଧୂପକାଠି କମ୍ପାନୀର ମାଲିକ ସେଠାରେ କାର୍ଯ୍ୟରତ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି । ସମ୍ପୃକ୍ତ ଯୁବକଙ୍କ ନାମ ମହେଶ୍ୱର ପୃଷ୍ଟି ବୋଲି ଜଣାପଡିଛି । ପିଡିତା ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ରଘୁନାଥ ଥାନା…

ବାଲେଶ୍ୱରରୁ ଜବତ ହେଲା ଏସିଡ୍ ଜାର୍

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଘରୋଇ ବସରୁ ଏସିଡ୍ ଜବତ କରିଛି ସ୍ଥାନୀୟ ପୋଲିସ । ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ୬୦ ନଂ ଜାତୀୟ ରାଜପଥ ନିକଟରେ ଚଢାଇ କରି ‘ନିଗମ’ (ଓଡି ୦୧x୧୫୭୫ ) ଧାମରା ଅଭିମୁଖେ ଯାଉଥିବା ବସରୁ ବେଆଇନ ଏସିଡ୍…

କୋର୍ଟକୁ ଟଣାହେଲେ ମଦ୍ୟପ ଗାଡି ଚାଳକ

କଟକ: ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଇ ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଶନିବାର ଦିନ ପୋଲିସ ପକ୍ଷରୁ କୋର୍ଟ ଚାଲାଣ କରାଯିବ । ଅଭିଯୁକ୍ତ ରାକେଶ ପଣ୍ଡାକୁ ଶୁକ୍ରବାର ଦିନ କଟକ ଚାଉଳିଆଗଞ୍ଜ ଅଞ୍ଚଳର ନୂଆବଜାରରୁ ଗିରଫ କରାଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ରାକେଶ ନିଶାଶକ୍ତ ହୋଇ…

ରାଜଧାନୀରେ ଅଭିନେତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଦୁଇ ଗିରଫ

ଭୁବନେଶ୍ୱର: ମଞ୍ଚେଶ୍ୱର ଥାନା ଚକେଇସିଆଣି ଅଞ୍ଚଳରେ ଜଣେ ଅଭିନେତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗରେ ମଞ୍ଚେଶ୍ୱର ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁସାରେ ରାତି ପାଖପାଖି ୨ ଟାରେ ଅଭିନେତ୍ରୀ ଜଣଙ୍କ ସୁଟିଂ ସାରି ନିଜର କିଛି ସହ କଳାକାରଙ୍କ ସହ ସାଲେପୁରରୁ ନିଜ…